ଭୟ
ସଂସାରରେ ବୋଧହୁଏ ଏମିତି କେହି ନାହିଁ, ଯିଏ ସମ୍ପୂର୍ଣ୍ଣ ରୂପେ ଭୟଶୂନ୍ୟ ହୋଇ ଜୀବନ ଧାରଣ କରେ। କେହି ହୁଏତ ନିଜକୁ ଭୟଶୂନ୍ୟ ବୋଲି ଦାବି କରି କହିପାରେ, କିନ୍ତୁ କିଛି ନା କିଛି ଭୟ ତା’ ମନରେ ନିଶ୍ଚୟ ରହିଛି।…
ଜଳ ବଜାରରେ ପକ୍ଷପାତିତା
ନିକଟରେ ଗ୍ଲୋବାଲ କମିଶନ ଅନ୍ ଇକୋନୋମିକ୍ସ ଅଫ୍ ଓ୍ବାଟରର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓ୍ବାଟର ମାର୍କେଟ ବା ଜଳ ବଜାର(ସ୍ଥାୟୀ କିମ୍ବା ଅସ୍ଥାୟୀ ଆଧାରରେ ଜଳ ଅଧିକାରର ବିକ୍ରି ଖର୍ଦି)କୁ ଜଳବାୟଜନିତ ଜଳ ସଙ୍କଟର ଏକ ମୌଳିକ…
ଏଇ ଭାରତରେ
ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍ ସ୍ପାଇନ ମସ୍କୁଲାର ଡିସ୍ଟ୍ରୋଫି( ଆର୍ଏସ୍ଏମ୍ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ ବେଦାଂଶଙ୍କୁ ସାଙ୍ଗରେ ନେଇ ଭାରତର ୨୬ଟି ରାଜ୍ୟ ଭ୍ରମଣ କରିବା ସହ ୨୧ଟି ଦେଶ…
ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି
ବୃହସ୍ପତି ସାମଲ ଶନାଲ କ୍ରାଇମ୍ ରେକଡର୍ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍ ନେସନ୍ସ ଅଫିସ ଅନ୍ ଡ୍ରଗ୍ସ ଆଣ୍ଡ କ୍ରାଇମ୍ସର ସୂଚନା ଅନୁଯାୟୀ, ବିଶ୍ୱସ୍ତରୀୟ ଅର୍ଥନୈତିକ ବୈଷମ୍ୟତା ଆପେକ୍ଷିକ ଦାରିଦ୍ର୍ୟ…
ଶାଶ୍ୱତ ସୁଖର ଚଲାପଥ
ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି। ଯେତେ ଧନ ସମ୍ପତ୍ତି ପାଖରେ ଥିଲେ ମଧ୍ୟ ଟଙ୍କା ପଇସା, ସୁନା ରୁପାର ମୋହ…
ଅଥର୍ବ ବେଦ ଓ ଋଷି ପିପ୍ପଳାଦ
ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି ରଚନା କରିଥିଲେ ସେ ସାତଜଣ ଋଷି (ସପ୍ତର୍ଷି) ତାଲିକାରୁ ବାଦ ପଡ଼ିଥିଲେ। ଫଳରେ ଦୀର୍ଘ…
ବୃହତ୍ତମ ସୁପରମୁନ୍ ଓ ଜନମତ
ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା। କାରଣ, ଏବର୍ଷର ସବୁଠାରୁ ବଡ଼ ପୂନେଇଁ ଜହ୍ନ ଦେଖିବାକୁ ମିଳିବ। ବିଜ୍ଞାନ ଭାଷାରେ କହିଲେ,…
ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ
କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା ଏଭଳି ଏକ ଅପରାଧରେ ସାମିଲ ହେବାରେ ଏମାନଙ୍କର ବାଧ୍ୟବାଧକତା ଥିଲା? ଏସବୁର ଆଲୋଚନା ସାମାଜିକ…
କାନାଡା ସମ୍ପର୍କ ତୁଟିଲା
ଖଲିସ୍ତାନ ସପକ୍ଷବାଦୀ ନେତା ତଥା ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇ ରାଷ୍ଟ୍ର ମଧ୍ୟରେ କୂଟନୈତିକ ସମ୍ପର୍କ ତିକ୍ତ ହେବାରେ…
ଧାଡ଼ି ଶେଷର ମଣିଷ
ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ ପୂର୍ବରୁ ଆସିଥିଲେ ହୋଇଥାନ୍ତା। କେତେବେଳେ ଯାଏ ଏମିତି ଠିଆ ହେବାକୁ ପଡ଼ିବ କେଜାଣି। ତେଣିକି…
ଦୋଛକିରେ ନୋବେଲ ବିଜେତା ହିଣ୍ଟନ୍
କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ଗଡ୍ଫାଦର ଜେଫ୍ରେ ହିଣ୍ଟନ୍ ଗୁଗୁଲ୍ କମ୍ପାନୀ ଛାଡ଼ିଦେଲେ ଓ ପ୍ରକାଶ୍ୟରେ ନିଜ ଉଦ୍ଭାବନ ପାଇଁ ପଶ୍ଚାତ୍ତାପ କରୁଛନ୍ତି ବୋଲି କହିଥିଲେ। ଗତବର୍ଷ ମେ’ ପହିଲା ଦିନ ନ୍ୟୁୟର୍କ ଟାଇମ୍ସ ଓ ପରଦିନ ବି.ବି.ସି., ଦ ଗାର୍ଡିଆନ୍…
କଶ୍ମୀରରେ ଗଣତନ୍ତ୍ର
ଜମ୍ମୁ କଶ୍ମୀରରେ ହୋଇଥିବା ନିର୍ବାଚନରେ ଏକ ନୂତନ ସରକାର ଆସିଛି। ସବୁଠାରୁ ବଡ଼ କଥା ହେଉଛି ଏହି ନିର୍ବାଚନ ସମ୍ପୂର୍ଣ୍ଣ ଅବାଧ ଓ ସ୍ବଚ୍ଛ ଥିଲା। ଏହା ମଧ୍ୟ ଏକ ସକାରାତ୍ମକ ବିକାଶ । କଶ୍ମୀର ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ବୋଲି…
Archives


