ଅନ୍ୟଜମିକୁ ନିଜର ଦର୍ଶାଇ କରାଯାଇଛି ଫସଲ ବୀମା, ଥାନାରେ ମାମଲା, ପୋଲିସର ତନାଘନା
ଲାଠୋର,୩ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧିନ ବେନ୍ଦେର ଗ୍ରାମର ଶେଷଦେବ ପଧାନଙ୍କ ଜମିକୁ ନିଜର ଦର୍ଶାଇ କେତେଜଣ ଫସଲ ବୀମା କରିଛନ୍ତି। ପ୍ରକୃତ ଜମି ମାଲିକ ଏହା ଜାଣିବା ପରେ ଲାଠୋର ଥାନାରେ ଏତଲା ଦେଇଥିଲେ। ଦଫା ୪୨୦, ୪୬୮,…
ସମ୍ବଲପୁର ଉତ୍ତପ୍ତ ସହର
ସମ୍ବଲପୁର,୩ା୬(ବ୍ୟୁରୋ): ଗତ କିଛିଦିନ ହେବ ରାଜ୍ୟର ଆଭ୍ୟନ୍ତରୀଣ ଜିଲାଗୁଡିକରେ ତାପମାତ୍ରା ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟକର ହେଉଛି। ଜରୁରୀ କାମ ନ ଥିଲେ ଲୋକେ ଘରୁ ବାହାରୁନାହାନ୍ତି। ବିଶେଷ କରି ପଶ୍ଚିମଓଡ଼ିଶାର…
ଶିଶୁ ମୃତ୍ୟୁ: ନିଶା ସେବନକାରୀ ମହିଳାଙ୍କ କ୍ଷେତ୍ରରେ ୫ ଗୁଣା ଅଧିକ
ସମ୍ବଲପୁର,୨ା୬(ବ୍ୟୁରୋ): ମାତୃତ୍ୱ ଲାଭ କରିବା ପ୍ରତ୍ୟେକ ମହିଳାଙ୍କ ସ୍ବପ୍ନ ରହିଥାଏ। ହେଲେ ବିଭିନ୍ନ କାରଣରୁ କେତେକ ଶିଶୁ ଜନ୍ମ ପୂର୍ବରୁ କିମ୍ବା ଜନ୍ମହେବା ମାତ୍ରେ ମୃତ୍ୟୁବରଣ କରନ୍ତି। ଶିଶୁ ମୃତ୍ୟୁର ଅନେକ କାରଣ ରହିଛି। ଯେଉଁ ମହିଳାମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି…
ଟ୍ରକ୍ ସହ ବାଇକ ଧକ୍କା: ଜଣଙ୍କ ଜୀବନ ଗଲା
ଜମନକିରା,୩୦।୫: ଜମନକିରା ଥାନା ଗୌଡପାଳି ଫାଣ୍ଡି ଅନ୍ତର୍ଗତ ରାଜରାସ୍ତା ୫୩ରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛିି। ଟ୍ରକ୍ ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ…
ଶୁଖୁଛି ନଦୀଧାର
କୁଚିଣ୍ଡା,୨୯ା୫(ଡି.ଏନ.ଏ.): ଗ୍ରୀଷ୍ମ ପ୍ରବାହ ବଢି ଚାଲିଥିବା ବେଳେ କୁଚିଣ୍ଡା ଏନ୍ଏସିରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ଖର୍ଲା ନଦୀରେ ଜଳସ୍ତର ହ୍ରାସ ପାଉଥିବାରୁ କୁଚିଣ୍ଡା ସହରକୁ ଠିକ୍ ଭାବେ ଜଳ ଯୋଗାଣ ହୋଇପାରୁ ନାହିଁ। ଫଳରେ ପାଣି ପାଇଁ ଲୋକେ ଡହଳ…
ରାସ୍ତା ମରାମତି କଲେ ଗ୍ରାମବାସୀ
କୁଚିଣ୍ଡା,୨୯ା୫(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅର୍ଡାବାହାଲ ପଞ୍ଚାୟତର ନାଗଡିହି-ଜୟପୁରଗଡ ଭାୟା ଲସରାଟାଙ୍ଗର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଏ ନେଇ ଗ୍ରାମବାସୀ ପଞ୍ଚାୟତରୁ ବ୍ଲକ ଓ ଜିଲା ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରି ବିଫଳ ହେବା ପରେ ରବିବାର ନିଜେ ରାସ୍ତାରେ ମୋରମ…
ସରୁନି ପରୀକ୍ଷା, ପୋଲିସ କରିଛି ଅପେକ୍ଷା
ସମ୍ବଲପୁର,୨୮ା୫(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡାଥାନା ଅଞ୍ଚଲରେ ଜଣେ ବଳାତ୍କାର ଅଭିଯୁକ୍ତ ଅଧ୍ୟାପକ ସଞ୍ଜିତ ନାୟକ ବୁର୍ଲା ଭିମସାରରେ ଆଶ୍ରିତ ହୋଇଛନ୍ତି। ପ୍ରାୟ ୧୫ ଦିନ ହେବ ସେ ମେଡିକାଲରେ ଥିବାରୁ ପୋଲିସ ଗିରଫ ମଧ୍ୟ କରିପାରୁ ନାହିଁ। ସେପଟେ ଏତେଦିନ ହେଲା…
ସାଇକେଲରେ ସେମାନଙ୍କ ସଂସାର
ସମ୍ବଲପୁର,୨୮ା୫(ବ୍ୟୁରୋ): ଏହି ୩ ଚକିଆ ସାଇକେଲରେ ଆମ ସଂସାର ା ସକାଳ ସୂର୍ଯ୍ୟ ଉଦୟ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁରା ପିଲା ଛୁଆ ଧରି ପରିବାର ଅଧିକ ସମୟ ସାଇକେଲରେ ବିତି ଯାଇଥାଏ। ସାଇକେଲରେ ପୁରା ପରିବାର ରୋଜଗାର ଅନ୍ବେଷଣରେ ବାହାରି…
ରହସ୍ୟ ଖୋଲିଲେନି
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍ବ୍ରାଞ୍ଚ ଶୁକ୍ରବାର ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ଚାର୍ଜଶିଟ୍ ଦାଖଲ କରିଛି। ହତ୍ୟାର ୧୧୮ଦିନ ପରେ ଅର୍ଥାତ୍ ଧାର୍ଯ୍ୟ ସମୟର ୨ଦିନ ପୂର୍ବରୁ ୫୩୪ ପୃଷ୍ଠାର ଚାର୍ଜଶିଟ ଦାଖଲ କରାଯାଇଛି। କାର୍ଯ୍ୟରତ ପୋଲିସ ଏଏସ୍ଆଇ…
ଗଣତନ୍ତ୍ର, ସମ୍ବିଧାନ ଦଳୀୟ ନୁହେଁ: ଧର୍ମେନ୍ଦ୍ର
ସମ୍ବଲପୁର,୨୬ା୫ (ବ୍ୟୁରୋ): ଭାରତ ଦୁନିଆର ଆଦ୍ୟ ଗଣତନ୍ତ୍ର ସ୍ଥାନ। ଏହିଠାରୁ ଗଣତନ୍ତ୍ର ଆରମ୍ଭ ହୋଇଛି। ଆଜି ଦିନରେ ଭାରତ ପ୍ରଭାବଶାଳୀ ଭାବେ ପରିଚିତ। ଗଣତନ୍ତ୍ରର ଆଲୋଚନା ସଂସଦରେ ହୋଇଥାଏ। ଏବେ ଯେଉଁ ସଂସଦ ଭବନ ରହିଛି ତାହା ବ୍ରିଟିଶମାନଙ୍କ ସମୟରେ ହୋଇଥିଲା।…
ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା
ସମ୍ବଲପୁର,୨୪ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରାର ମୁଖ୍ୟ ଲୋକାଚାର ଭାବେ ରୀତିନୀତିରେ ମହାଦେବ ଓ ଜଗଜ୍ଜନନୀ ମା’ ପାର୍ବତୀଙ୍କ ଲୌକିକ ବିବାହ ସମ୍ପନ୍ନ ହୋଇଛି। ଗୁରୁବାର ବ୍ରାହ୍ମମୁହୂର୍ତ୍ତରେ ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସ୍ବମନ୍ଦିରରୁ ବୁଧବାର ରାତିରେ ମହାଦେବ ବରଯାତ୍ରୀ…
ଅଧିକ ଦାମରେ ମଦ ବିକ୍ରିକୁ ନେଇ ଗ୍ରାହକ-କର୍ମଚାରୀ ମାରପିଟ
କୁଚିଣ୍ଡା,୨୪ା୫(ଡି.ଏନ.ଏ.): ବାମରା ବ୍ଲକ ମହୁଲପାଲି ଥାନା ଅଧୀନ କେଶାଇବାହାଲ ବିଦେଶୀ ମଦ ଦୋକାନରେ ଧାର୍ଯ୍ୟ ମୂଲ୍ୟରୁ ଅଧିକ ଦରରେ ମଦ ବିକ୍ରିକୁ ନେଇ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଏଥିରେ ଗ୍ରାହକଙ୍କ ସହ ଜଣେ ଦୋକାନ କର୍ମଚାରୀ ଆହତ…
Archives


