ସମ୍ବଲପୁର

ସୋନପୁର ବସ୍‌ଷ୍ଟାଣ୍ଡରେ ସର୍ବନିମ୍ନ ସୁବିଧା ନାହିଁ: ପ୍ରଚଣ୍ଡ ଖରାରେ ସିଝୁଛନ୍ତି ଯାତ୍ରୀ

ସୋନପୁର, ୨୯।୪(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଥିବା ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କୁ ସର୍ବନିମ୍ନ ସୁବିଧା ମିଳୁନି। ଦୂରଦୂରାନ୍ତରୁ ଆସୁଥିବା ଓ ଏଠାରୁ ବିଭିନ୍ନ ସ୍ଥାନକୁ ବସ୍‌ ଯୋଗେ ଯାଉଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ମନ୍ଦିରମାଳିନୀ ସୋନପୁରର…

ଚନ୍ଦନଗଛ କାଟିନେଲେ ଦୁର୍ବୃତ୍ତ

ଦେବଗଡ଼, ୨୮ା୪(ସ୍ବ.ପ୍ର.): ସହରର ୬ ନଂ ଓ୍ବାର୍ଡସ୍ଥିତ ରଙ୍ଗିଆଗୁଡ଼ାରୁ କେହି ଦୁର୍ବୃତ୍ତ ଚନ୍ଦନଗଛ କାଟି ନେଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ରଙ୍ଗିଆଗୁଡ଼ା ବସ୍ତିର ଅଚ୍ୟୁତ ବେହେରାଙ୍କ ବାଡ଼ିରେ ଏକ ଚନ୍ଦନଗଛ ୧୫ବର୍ଷରୁ ଊର୍ଦ୍ଧ୍ୱ ହେବ ରହିଥିଲା। କିନ୍ତୁ ଶନିବାର ରାତିରେ ଏହାକୁ…

ଚିକିସତ୍ା ଲାଗି ଟଁକା ବାଧକ୍‌ ଅଜନା ରୋଗ୍‌ରେ ପୀଡ଼ିତ ଅଶୋକ

ଲାଠୋର, ୨୮ା୪(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ସାନଗୁର୍ଜିଭଟା ପାଲିପଡ଼ାର ଅଶୋକ ବର୍ଗେ(୩୦)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ହେଇ ଘରେ ପଡ଼ିରହିଛନ୍‌। ହେଲେ ଟଁକା ପଏସା ଅଭାବୁ ଅଶୋକ ରୁଗର ଚିକିସତ୍ା କରେଇ ନାଇଁ…

ବୁଡ଼ି ଯାଉଛେ କୁମ୍ଭାରମାନକର କଉଲିକ୍‌ ବୁରତି : ସାମାନ ବିକ୍‌ରି ଲାଗି ବଜାର ବେବସ୍‌ତାର ଅଭାବ

ନୂଆପଡା ଅଫିସ,୨୮ା୪-ଦିନୁ ଦିନ୍‌କେ ସମିଆ ବଦଲୁଛେ, ତାର ସଂଗେ ଲୁକ୍‌କର ଚାଲିଚଲନ, ପିଁଧନ୍‌ଉଢ଼ନ୍‌, ଖାଏଦ୍‌ ପାଏନ୍‌, ବେଭାର କଲା ଜିନିଷପାତିରେ ବି ଅନେକ୍‌ ପରିବରତନ୍‌ ଦେଖ୍‌ବାକେ ମିଲୁଛେ। ଏହେଦେ ଆମେ ଗୁଟେ ପରକାର ପ୍ଲାଷ୍ଟିକ୍‌ ଯୁଗରେ ଅଛୁଁ କହେଲେ କିଛି କମ୍‌…

ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ରତନ

ବିନିକା, ୨୮ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ପଁଚେତ୍‌ର ସାରଙ୍ଗପାଲି ମାହାରଗୋଠର ରତନ ମାହାର(୬୫)। ପରିବାର କହିଲେ ମାଏକିନା ଯାମା(୬୦)। ଦୁଇ ବୁଢ଼ାବୁଢ଼ିକର ପିଲାଛୁଆ କିଛି ନାଇଁ, ଜମିବାଡ଼ି କହେଲେ ୧ ଏକର। ଇଥ୍‌ରୁ ଅଧା ଏକର ଜମିରେ ଚାଷ୍‌…

ଯୁବତୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଫେରାର୍‌

ନୂଆଗାଁ,୨୮।୪(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ଚିତାପେଡ଼ି ପଞ୍ଚାୟତର ଲୋଧାରାମ ଅଞ୍ଚଳର ଜନୈକ ଯୁବତୀଙ୍କୁ ସେହି ପଞ୍ଚାୟତର ରାଜେଶ ନାଏକ(୩୦) ନାମକ ଜଣେ ଯୁବକ ବଳାତ୍କାର କରିଥିବା ବିଶ୍ରା ଥାନାରେ ଶନିବାର ଅଭିଯୋଗ ହୋଇଛି। ତେବେ ସମ୍ପୃକ୍ତ ଯୁବକ…

ଗରିବ୍‌ ଦୁଖିକର ଲାଗି ଦୁରଲଭ ହେଲାନ ପଖାଲ

ଜାମଟିକ୍ରା, ୨୭।୪ (ଡି.ଏନ୍‌.ଏ.): ଓଡ଼ିଶାରେ ଗଁାଗଁଲିନୁ ଆରମ୍‌ କରି ସହର ତକ୍‌ ସମକର ପସନ୍‌ ପଖାଲ। ଖରାଦିନ୍‌ ଆରମ୍‌ ହେଲେ ସମ୍‌କର ମନ୍‌ ପଖାଲ ଖାଏବାକେ ଘିଚି ହେସି। ହେଲେ ଦିନୁଦିନ୍‌କେ ସାମାଜିକ ଥିତି ବଦଲିବାର ସଂଗେ ଆମର ଖାଏଦ୍‌ପାନ୍‌ ବି…

ପିଇଲା ପାଏନ୍‌ ଲାଗି ହଟହଟା ବିନିକା ସହରବାସୀ

ବିନିକା,୨୭ା୪(ଡି.ଏନ୍‌.ଏ): ଏହେଦ୍‌କା ସାରା ରାଏଜେ ଖରାର ତେଜ୍‌ ବଢ଼ତେଲ ଯାଉଛେ। ବଡ଼ଭାଗି ସହରମାନକର ତାପମାନ ୪୦ ଡିଗ୍ରୀ ଉପରେ ରହୁଛେ। ଏନ୍‌ତାଥି ବିନିକା ସହରର ତାପ୍‌ମାନ ବି ଦିନାକେତେ ହେଲା ୪୦ ଡିଗ୍ରୀ ଉପରେ ରହୁଛେ। ଲୋକ୍‌ ଦିନର ୧୦ ବାଜ୍‌ଲେ…

ଯକ୍ଷ୍ମାରୁଗୀ ଘଇସାନ ପାଏଲେ ସରକାରୀ ସାହାଯ୍‌

ବିନିକା,୨୬ା୪ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ଘଇସାନ ସୁନା(୬୯)। ସେ ଗଲା ୬ ମାସ ହେଲା ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଥିଲେ। ହେଲେ ତାହାକୁ କେହେନ୍‌ସି ପରକାର ସରକାରୀ ଚିକିସତ୍ା ସାହାଯ୍‌ ନାଇଁ ମିଲୁଥିବାର ପରିବାର ଲୋକ୍‌…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ୩ ଅଭିଯୁକ୍ତ ଫେରାର୍‌

ସୁନ୍ଦରଗଡ଼/ବାଲିଶଙ୍କରା, ୨୬।୪(ଡି.ଏନ୍‌.ଏ)-ସୁନ୍ଦରଗଡ଼ ଜିଲା ତଳସରା ଥାନା ବନଡେଗା ଫାଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଗୁରୁବାର ଏନେଇ ବନଡ଼େଗା ଫାଣ୍ଡିରେ ଅଭିଯୋଗ ହୋଇଛି। ଏତଲା ପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।…

ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ସବ୍‌ଡ଼େଗା, ୨୬।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଜଣେ ଲେଖାଏଁ ସହକାରୀ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା। ସବ୍‌ଡେଗା ବ୍ଲକ ଶିକ୍ଷା…

ସତା ହରଉଛେ ତିରଶୁଲ ବଁଧ୍‌

ବେଲପଡା, ୨୬ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସଦର ଗାଁ ବେଲପଡ଼ାରେ ରହିଛେ ପୁରାତନ ତିରଶୁଲ ବଁଧ୍‌। ୪୨ ନମ୍ବର ରାଜ୍ୟ ରାଜପଥ ତରାରେ ୬ ଏକର ଜାଗାରେ ଥିବାର ଇ ବଁଧ୍‌ ଏହେଦେ ଦେଖ୍‌ଭାଲ ଅଭାବୁ ତାର ସତା ହରାବାକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?