ସମ୍ବଲପୁର

ପ୍ରକଳ୍ପ ଉଦ୍‌ଘାଟନ ହେବାର ଦେଢ଼ମାସ ବିତଲା: ପାଏନ୍‌ ପାଏବାରୁ ବଁଚିତ ୩ ଗାଁବାସୀ

ଅତାବିରା, ୧୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିରୁ ସହର ତକ୍‌ ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଦାଇତିଅରେ ଥିବାର ଅଧ୍‌କାରୀ, କରମ୍‌ଚାରୀ, ଜନପରତିନିଧିମାନକର ଅଁାତରିକତା ଅଭାବୁ…

ସେବାରେ ସମରପିତ ଗୁଞ୍ଜ ମା’ର ଜୀବନ୍‌

ଲାଠୋର,୧୫।୫ (ଡି.ଏନ.ଏ.): ବଏସ୍‌ ପାଖାପାଖି ଶହେ। ଜୀବନ୍‌ର ଶେଷ ମୁଡ଼ସାକେ ଛିଁ ସାରିଛନ୍‌। ହେଲେ ଆଏଜ୍‌ ବି ସେ ସେବା ମନ୍‌ବୁରତିକେ ଛାଡ଼ି ନାଇଁପାରି। ଆସେପାସେ ଯାହାର ଯେନ୍‌ ସୁବିଧା ଅସବିଧା, ଡାକ୍‌ଦେଉନ କି ନାଇଁ ଦେଉନ ସେଠାନେ ଯାଇ ସେ…

ଚିକିତ୍ସା ଲାଗି ଟଁକା ବାଧକ୍‌: ଗୁରୁତର ହେଉଛେ ସ୍ବାଧୀନର ଅବସ୍‌ତା

ବିନିକା,୧୫ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ମହଦା ଗଁାର ଶ୍ରୀରାମ ନଗର ପଡ଼ାର ଉତ୍ତମ ବିଶ୍ୱାଳକଁର ପୁଓ ସ୍ବାଧୀନ ବିଶ୍ୱାଳ(୪)। ସେ ଜନମ ବେଲେ ଠିକ୍‌ଠାକ୍‌ ଥିଲେ। ହେଲେ କେହେନ୍‌ସି କାରନ୍‌ରୁ ତାକର ମେରୁହାଡ଼ରେ ଅସବିଧା ଦେଖାଦେଇ ଦିନୁଦିନ୍‌କେ ଗୋଡ଼ହାତ୍‌…

ଝରକା ବାଟେ ବାହାରକୁ ଗରମ ପାଣି ଫିଙ୍ଗିଲେ ସହାୟିକା, ଅଙ୍ଗନଓ୍ବାଡି ଶିଶୁ ଗୁରୁତର

ସୋନପୁର/ବୀରମହାରାଜପୁର,୧୪।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଜଟିଆପାଲି ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି। କେନ୍ଦ୍ରର ସହାୟିକା ବେଦମତୀ ମହାକୁର ଶିଶୁକନ୍ୟା ପ୍ରୀତିମୟୀ ମହାକୁର(୩)ଙ୍କ ଉପରକୁ ଗରମ ପାଣି ଫିଙ୍ଗି ଦେବାରୁ ତାଙ୍କ ଶରୀରର ୬୦ ପ୍ରତିଶତ…

ମାତିଛନ୍‌ ଜଂଗଲି ବର୍‌ହା, ଉଜାଡୁଛନ୍‌ ଫସଲ: ମଚାନ୍‌ ବାଁଧି ଫସଲ ଜୁଗିଛେ ଚାଷୀ

ବିନିକା, ୧୩ା୫(ଡି.ଏନ୍‌.ଏ.): ବିନିକା ବ୍ଲକ ଅଂଚଲରେ ଏହେଦେ ଚାଷୀ ରବିଧାନ ଫସଲ କରିଛନ୍‌। ଫସଲ ଅମଲ କରବାର ସମିଆ ପାଖେଇ ଆଏଲାନ, ଧାନ ମଥା ନଇଁ ଲପ୍‌ଲପେଇ ଯାଉଛେ। ଅଂଚଲର ଚାଷୀ ଇଥର ଭଲ ଅମଲ ହେବାର ଆଶ୍‌ ବାଁଧି ବସିଛେ।…

ସରକାରୀ ଯୋଜନାରୁ ବଁଚିତ କୁଟିଆକଁଧ୍‌

ଭବାନୀପାଟଣା, ୧୩ା୫ (ଡି.ଏନ୍‌.ଏ) : ଓଡ଼ିଶାର ଗୁଟେ ବିରଲ ଜନଜାତି ଭିତରେ କୁଟିଆକଁଧ୍‌ ଅଲଗ୍‌ ଆଏ। ସମତଲ ଆର ପାହାଡ଼ର ତଲି ଅଂଚଲରେ ଇମାନେ ରହାବସା କରସନ୍‌। ଉନିଆ ଜନଜାତି ଲେଖେଁ ଇମାନେ ବି ଜଂଗଲଜାତ ଦରବ ଉପରେ ନିରଭର କରି…

ଚେତି ଶୁଇଛେ ବିଭାଗ: ଗାଁ ମଝିରେ ବିପଦ୍‌ ଅବସ୍‌ତାରେ ବିଦ୍ୟୁତ୍‌ ଖୁଁଟା

ବିନିକା,୧୩ା୫(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ପଁଚେତ୍‌ ଅଧୀନ ଝାରକଦଲିପାଲି ଗାଁ। ଗାଁର ଲୋକ୍‌ ସଂଖ୍ୟା ୧୨ଶହରୁ ଅଧ୍‌କା। ଗାଁର ମୁଖିଆ ରାସ୍‌ତା ମଝିରେ ଗୁଟେ ବିଦ୍ୟୁତ୍‌ ଖୁଁଟା ଅନେକ ବଛର ହେଲା ବିପଦ ଅବସ୍‌ତାରେ ରହିଛେ। ଇ ବାବ୍‌ଦେ…

ଚାର ମୁଜି କିଲୋ ୧ଶହ ଟଁକା: ପରିବାର ପିଛା ବଛରକ କମଉଛନ୍‌ ୫ ହଜାର

ଲୋଇସିଂହା,୧୩।୫(ଡି.ଏନ.ଏ): ପ୍ରକୃତିରୁ ଆମକୁ ଅନେକ ପରକାର ଜିନିଷ ମିଲୁଛେ। ଭିନେ ଭିନେ ଋତୁରେ ଅନେକ ପରକାର ଫଲମୂଲ ମିଲୁଛେ। ଇଥ୍‌ରେ ଅନେକ ପରିବାରର ଜୀବନ୍‌ ଜୀବ୍‌କା ଚଲୁଛେ। ସେନ୍‌ତା ଆଦିବାସୀ ସମାଜର ଲୋକମାନେ ଜଂଗଲଜାତ ଦରବ୍‌ ଠୁଲେଇ ସେଟାକେ ବିକା ଭଂଗା…

ବିଦ୍ୟୁତତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୨ା୫: ବରଗଡ଼ ସହରର ୧ନଂ ଓ୍ବାର୍ଡର ନଦୀପଡ଼ାରେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଏହି ପଡ଼ାର ଉଗ୍ରସେନ ପାତ୍ରଙ୍କ ପୁଅ ମନୋଜ(୨୮) । ସେ ଗାଧୋଇବାକୁ ଯାଉଥିବାବେଳେ ବିଦ୍ୟୁତ…

ପାଏନ୍‌ ଲାଗି ଡହକ୍‌ବିକଲ ବୋର୍ଡ଼ା ଅଂଚଲବାସୀ

ଭବାନୀପାଟଣା, ୧୨ା୫ (ଡି.ଏନ୍‌.ଏ): ଭବାନୀପାଟଣା ସଦର ବ୍ଲକ ବୋର୍ଡା ମିଲକୀ ଅଂଚଲ ଏହେଦେ ମୁଡ଼ଫଟା ଖରାରେ ସିଝୁଛେ। ୪୬ ଡିଗ୍ରୀ ତାତି ସଂଗେ ଗୁଲଗୁଲିରେ ଲୋକ୍‌ ଡହକ୍‌ବିକଲ ହେଉଛନ୍‌। ଇ ସମିଆରେ ଅଂଚଲର ଗୁରୁଜୁଙ୍ଗ ପଁଚେତର ବାଲିପଦର ଗାଁବାସୀ ପିଇଲା ପାଏନ୍‌…

କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ୬ ବଛ୍‌ରିଆ ଛୁଆ: ଚିକିତ୍ସା ଲାଗି ଟଁକା ବାଧକ୍‌

ଜୁନାଗଡ,୧୨।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କୁଲିହାରୀ ଗାଁର ଧନେଶ୍ୱର ବାଗକଁର ୬ ବଛର୍‌ର ପୁଓ ସୁରେନ୍ଦ୍ର ୪ ବଛର ହେଲା କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ଏହେଦେ ସୁରେନ୍ଦ୍ରର ଖେଲବା ବୁଲବାର ବଏସ୍‌ ହେଇଥିଲାବେଲେ କିଡ଼୍‌ନୀ ରୋଗ୍‌ ଲାଗି ସେ…

କିଡ଼୍‌ନୀ ରୋଗରେ ପୀଡ଼ିତ କ୍ଷୀରସିନ୍ଧୁ

କୋକସରା/ବେହେରା, ୧୨ା୫ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଁଚେତ୍‌ ଖୁଣ୍ଟିଅ ଗାଁର କ୍ଷୀରସିନ୍ଧୁ ଦୁର୍ଗା(୫୩)। ସେ ଆଏଜ୍‌କେ ବଛ୍‌ରେ ହେଲା କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ଘରେ ଯାହା ଥିଲା ଚିକିତ୍ସାରେ ଖରଚ୍‌ କରି ସେ ସରବ୍‌ସୁଆଁତ୍‌ ହେଇଛନ୍‌।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?