ସମ୍ବଲପୁର

ପାଣି ପାଇଁ ଲୋକେ ଡହଳବିକଳ : ୨ ଶହ ପରିବାରକୁ ୪ ନଳକୂପ

ଭବାନୀପାଟଣା,୧୧ା୫(ଡି.ଏନ୍‌.ଏ.): ଭବାନୀପାଟଣା ସଦର ବ୍ଲକ ବୋର୍ଡା ମିଲକୀ ଅଞ୍ଚଳ ଏବେ ଜଳୁଛି। ୪୬ ଡିଗ୍ରୀ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଅଞ୍ଚଳରେ ପାନୀୟ ଜଳର ଉକତ୍ଟ ଅଭାବ ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଲୋକେ ଡହଳବିକଳ ହେଉଛନ୍ତି। ଏପରି ସ୍ଥିତିରେ ଅଞ୍ଚଳର ଗୁରୁଜୁଙ୍ଗ…

ଆଇଡି ବ୍ଲାଷ୍ଟ : ଦୁଇ ଏସଓଜି ଗୁରୁତର

ମାଲକାନଗିରି,୧୧ା୫(ସ୍ବ.ପ୍ର.) : ମାଲକାନଗିରି ଜିଲା ଏସଓଜି ଯବାନମାନେ ମାଥିଲି ଥାନା ଅନ୍ତର୍ଗତ ସୀମାନ୍ତ ଛତିଶଗଡ଼କୁ ଶନିବାର କୋମ୍ବିଂ ଅପରେଶନରେ ଯାଇ ଫେରୁଥିବାବେଳେ ଓରାପଦର ଓ ଡୋଲଡୋଲି ନିକଟରେ ମାଓବାଦୀ ଖଞ୍ଜିଥିବା ଆଇଡି ବ୍ଲାଷ୍ଟ ହୋଇଥିଲା। ଫଳରେ ଦୁଇ ଜଣ ଯବାନ ଗୁରୁତର…

ଆବାସ ଯୋଜନା ବାଟବଣା: ପ୍ରକୃତ ହିତାଧିକାରିଙ୍କୁ ମିଳୁନି ଗୃହ

ଅତାବିରା, ୧ା୫(ଡି.ଏନ.ଏ.)- ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଗ୍ରାମାଞ୍ଚଳରେ ଗରୀବ ଶ୍ରେଣୀ ପରିବା ଦୀର୍ଘ ବର୍ଷ ଧରି ପୁଆଳ, ନଡ଼ାରେ ତିଆରି କୁଡିଆ ଘରେ ଜୀବନ ବିତାଉଛନ୍ତି। ହେଲେ ତାଙ୍କୁ ସରକାରୀ ଆବାସ ଗୃହ ମିଳୁ ନ…

ବାଗଡ଼େଗା ହରିଦର୍ଶନ ସାହୁ ଗୁଳିକାଣ୍ଡ ଘଟଣା: ବର୍ଷେ ପରେ ବି ପୋଲିସ ହାତ ଖାଲି

ନୂଆଗାଁ, ୧ା୫(ଡି.ଏନ.ଏ)- ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ବାରିଲେପ୍ଟା ଗ୍ରାମରେ ରହୁଥିବା ଯୁବ ବ୍ୟବସାୟୀ ହରିଦର୍ଶନ ସାହୁଙ୍କୁ ଗତ ୨୦୧୮ ମାର୍ଚ୍ଚ ୬ରେ ବାଗଡେଗା ସାପ୍ତାହିକ ହାଟରେ ଦିନଦ୍ୱିପ୍ରହରରେ କେତେକ ଦୁର୍ବୃତ୍ତ ଗୁଳିକରି ହତ୍ୟାକରିଥିଲେ। ଏହି ଘଟଣା…

ବକ୍ସିଂରେ ଗୌରବ ବଢ଼ାଉଛନ୍ତି ଦୁଇଭଉଣୀ

ବଡ଼ଗାଁ, ୧ା୫ (ଡି.ଏନ.ଏ)- ଦୁଇ ଭଉଣୀ ସୁଭଦ୍ରା ସିଂ ଓ ଯାଜ୍ଞସେନୀ। ସରକାର ଓ ପ୍ରଶାସନର ସହଯୋଗ ନ ଥିବା ଓ ଆର୍ଥିକ ଅଭାବ ସତ୍ତ୍ବେ ବକ୍ସିଂରେ ସଫଳତା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବକ୍ସିଂରେ ଗୌରବ ବଢାଇ ଚାଲିଛନ୍ତି ଏହି…

ବିଜିଆର୍‌ ଠିକାକର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଲଖନପୁର,୧।୫(ଡି.ଏନ୍‌.ଏ.)- ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ଲଖନପୁର କୋଇଲାକ୍ଷେତ୍ର ସମ୍ପ୍ରସାରଣରେ ନିୟୋଜିତ ହୋଇଛି ବିଜିଆର୍‌ ମାଇନିଂ ଆଣ୍ଡ୍‌ ଇନ୍‌ଫ୍ରା ଲିଃ ନାମକ ଠିକାସଂସ୍ଥା| ଏହି ଠିକାସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ୪ଦଫା ଦାବି ନେଇ ଗତ ରବିବାରରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଖଣି ସମ୍ପ୍ରସାରଣ…

ପାନିର୍‌ ଲାଗି ବଡା ଗୁଲ୍‌ଗୁଲା, ଠେଲାପେଲା

ବଲାଙ୍ଗୀର ଅଫିସ, ୧ା୫ – ବଲାଙ୍ଗୀର ମ୍ୟୁନିସିପାଲିଟି ଅଧୀନ ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ବିଷ୍ଣୁମୁଣ୍ଡା ଓ ଖଲିଆପାଲି ଅଞ୍ଚଳରେ ପାନୀୟ ଜଳସମସ୍ୟା ଏକ ସାଧାରଣ କଥା| ପ୍ରତିବର୍ଷ ଖରାଦିନେ ଏଠାରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଥାଏ ା ଚଳିତବର୍ଷ…

ପୁଡ଼ିଗଲା ଘର: ଭଗବାନ ଭରସାରେ ଭିନ୍ନକ୍ଷମ ମା’ପୁଓ

  ପାଟଣାଗଡ଼,୨୯।୪(ଡି.ଏନ.ଏ.): ପାଟଣଗଡ଼ ବ୍ଲକ ଅଧୀନ ଯୋଗୀମୁଣ୍ଡା ପଁଚେତ୍‌ ନେହେନାବନ୍ଧ ଗଁାର ଦିବ୍ୟାଙ୍ଗ ହେମ ପରାଭୁଏକଁର ଘର ଗଲା ରଏବାର ନିଅଁା ଲାଗି ପୁଡ଼ିଯାଇଛେ। ସେଥି ତାକର ସବୁ ଜିନିଷପାତି ପୁଡ଼ି ଖାର ହେଇଯାଇଥିବାର ଜନାପଡ଼ିଛେ। ସୂଚନା ହିସାବେ ହେମ ସଖାଲୁ…

ପୁଡ଼ିଗଲା ଘର: ଭଗବାନ ଭରସାରେ ଭିନ୍ନକ୍ଷମ ମା’ପୁଓ

ପାଟଣାଗଡ଼,୨୯।୪(ଡି.ଏନ.ଏ.): ପାଟଣଗଡ଼ ବ୍ଲକ ଅଧୀନ ଯୋଗୀମୁଣ୍ଡା ପଁଚେତ୍‌ ନେହେନାବନ୍ଧ ଗାଁର ଦିବ୍ୟାଙ୍ଗ ହେମ ପରାଭୁଏକଁର ଘର ଗଲା ରଏବାର ନିଆଁ ଲାଗି ପୁଡ଼ିଯାଇଛେ। ସେଥି ତାକର ସବୁ ଜିନିଷପାତି ପୁଡ଼ି ଖାର ହେଇଯାଇଥିବାର ଜନାପଡ଼ିଛେ। ସୂଚନା ହିସାବେ ହେମ ସଖାଲୁ ପାନି…

ଦର୍ଶକଙ୍କୁ ବାନ୍ଧିରଖିଲା ମଞ୍ଚନାଟକ ମିଛ ସଂସାର

ବୀରମହାରାଜପୁର, ୨୯ା୪(ଡି.ଏନ.ଏ.) ବର୍ତ୍ତମାନର ସିନେମା, ଟେଲିଭିଜନ ଓ ଇଣ୍ଟରନେଟ୍‌ ଯୁଗରେ ମଧ୍ୟ ମଞ୍ଚନାଟକର ଆଦର କିମ୍ବା ଆକର୍ଷଣ କମିନାହିଁ। ଏହା ପ୍ରତିପାଦିତ କରିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିକଟବର୍ତ୍ତୀ କମଳପୁର ଗ୍ରାମ ଯୁବନାଟ୍ୟ ସଂସଦର ସୌଖୀନ କଳାକାର ଗଣ। ସେମାନେ ମଞ୍ଚସ୍ଥ…

ଅଶୋକକୁଁ ଉଧାର କଲା ସ୍ବାସ୍ଥ୍ୟ ବିଭାଗ

ଲାଠୋର,୨୯ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଆଁଝର ପଁଚେତ୍‌ର ସାନଗୁର୍ଜିଭଟା ଗାଁର ପାଲିପଡ଼ାର ଅଶୋକ ବର୍ଗେ(୩୦)। ଗଲା ୫ ବଛର ହେଲା ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଥିଲେ। ସେ ଟଁକା ପଏସା ଅଭାବୁ ଚିକିତ୍ସିତ ନାଇଁ…

୪୦ ବଛର ହେଲା ଝୁପଡ଼ି ଘରେ ବିତୁଛେ ଜୀବନଆବାସ ଯୋଜନାରୁ ବଁଚିତ୍‌ ୧୨ ପରିବାର

ଅତାବିରା, ୨୯।୪ (ଡି.ଏନ୍‌.ଏ.) : କେନ୍ଦ୍ର ଆର ରାଏଜ ସରକାର ଗରିବ୍‌ ଦୁଖିକୁ ପକା ଘର ଯୁଗେଇ ଦେବାର ଲାଗି ଭିନେ ଭିନେ ଯୋଜନା କରି ଫିବଛର କୋଟି କୋଟି ଟଁକା ସାରୁଛନ୍‌। ହେଲେ ବହୁତ୍‌ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?