ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୭ ହଜାର ଲୁଟ୍
ବଲାଙ୍ଗୀର ଅଫିସ, ୧୭ା୫: ଅଭିନବ ଉପାୟରେ ଜଣେ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୭ ହଜାର ଟଙ୍କା ଲୁଟ୍ କରାଯାଇଥିତ୍ତ୍ବା ଅଭିଯୋଗ ହୋଇଛି ା ଶିକ୍ଷକ ଜଣକ ଏ ନେଇ ବଲାଙ୍ଗୀର ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ା ବଲାଙ୍ଗୀର ଜିଲା ତୁଷରା…
ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ନିଖୋଜ: ପ୍ରଶାସନ ପାଖରେ ଗୁହାରି କଲେ ଅସହାୟ ପରିବାର
ଭବାନୀପାଟଣା,୧୭।୫(ଡି.ଏନ୍.ଏ.): କଳାହାଣ୍ଡିରେ ଥମୁନି ଦାଦନ ଯନ୍ତ୍ରଣା। ଦାଦନ ଖଟିବାକୁ ଯିବାବେଳେ ଜଣେ ଶ୍ରମିକ ନିଖୋଜ ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ନିଖୋଜ ଶ୍ରମିକ ହେଲେ ଜୟପାଟଣା ବ୍ଲକ ରଣମାଲ ପଞ୍ଚାୟତ ଭୂର୍ଷିଗୁଡା ଗାଁର ଭରତ ଗହୀର (୪୨)। ଦାଦନ ଖଟିବାକୁ ଯାଉଥିବାବେଳେ…
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ଜୀବନଗଲା
ଭବାନୀପାଟଣା,୧୭।୫(ଡି.ଏନ୍.ଏ.): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାମଠଣା ବାଲିଜୋର ଛକରେ ଗୁରୁବାର ବିଳମ୍ବିିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛିି । ମୃତ ଯୁବକ ହେଲେ ଛତିଶଗଡ଼ର ଲାବନ ଗ୍ରାମର ଅଶୋକ କୁମାର ଘ୍ରିତଲହେରୀ (୩୪)।…
ଚିକିତ୍ସା ଲାଗି ଟଁକା ବାଧକ୍:ତୃତୀୟାର ନାକେ ବଢ଼ୁଛେ ଆବୁ
ବିନିକା, ୧୭ା୫(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନଂ. ଓ୍ବାର୍ଡ ମିଶ୍ରପଡ଼ାର ତୃତୀୟା କର(୬୦)। ସେ ଗୁଟେ ବିରଲ କିସମର ରୋଗ୍ରେ ପୀଡ଼ିତ ଅଛନ୍। ଯେନ୍ଥିରଲାଗି ତାକର ନାକେ ଦୁଇ ତିନ୍ଟା ଆବୁ ବଢ଼ତେଲ ଯାଉଛେ। ନିଶାସ…
ରୋଗ୍ରେ ଶଢ଼ୁଛନ୍ ବନମାଳୀ:ସରକାରୀ ସୁବିଧାରୁ ବଁଚିତ୍ ଅସାହା ପରିବାର
ଭବାନୀପାଟଣା,୧୭।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଧୀନ ମଣ୍ଡଳ ଗଁାର ବନମାଳୀ ପାଲ। ସେ ଝନେ ନିହାତି ଗରିବ୍ ଲୋକ୍ ହେଇଥିଲାବେଲେ କୁଟୁମ ପୁଷବାର ଲାଗି ବାହାର ରାଏଜ୍କେ ଦାଦନ୍ ଖଟି ଯାଉଥିଲେ। ହେଲେ ସେଠାନେ ଦିହିପା ଖରାପ ହେଲାରୁ ଗଁାକେ…
୫ ବଛର ହେଲା ପମ୍ପ ହାଉସ ଅଚଲ: ପାଏନ୍ ଲାଗି ଛଟକୁଛନ୍ ୩ ଖଁଡ଼ ଗାଁର ଲୋକ୍
ସୋହେଲା,୧୭ା୫(ଡି.ଏନ୍.ଏ): ବରଗଡ଼ ଜିଲା ସୋହେଲା ବ୍ଲକ ଅଧୀନ ଲୁହୁରାଚଟିରେ ଥିବାର ପମ୍ପ ହାଉସ ଆଏଜ୍କେ ୫ ବଛର ହେଲା ଅଚଲ ହେଇ ପଡ଼ିଛେ। ଯେନ୍ଥିରଲାଗି ଗଁାବାସୀ ପିଇଲା ପାଏନ୍ ପାଏବାରୁ ବଁଚିତ ହେବାର ସଂଗେ ନାନା ଅସବିଧାର ସାମନା କରୁଛନ୍। ସୂଚନା…
ଡେଙ୍ଗୁ ପ୍ରତିରୋଧ ପାଇଁ ସାମୂହିକ ଉଦ୍ୟମ ଲୋଡା
ସୋନପୁର,୧୭।୫(ନି.ପ୍ର.)- ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ…
ବିନିକା ପ୍ରିମିୟର ଲିଗ୍ : ପାଓ୍ବାର ବ୍ଲାଷ୍ଟର ଚାମ୍ପିୟନ
ବିନିକା, ୧୭ା୫(ଡି.ଏନ୍.ଏ.)- ସୁବର୍ଣ୍ଣପୁର ଜିଲା ବିନିକାରେ ଚାଲିଥିବା ଦ୍ୱିତୀୟ ବିନିକା ପ୍ରିମିୟର ଲିଗ୍(ବିପିଏଲ)କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍ଯାପିତ ହୋଇଯାଇଛି। ବିନିକା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟରେ ଦୀର୍ଘ ଏକ ମାସ ଧରି ଖେଳା ଯାଇଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ତ୍ରିରଙ୍ଗା…
ଆଂଗ୍ଠି ନାଇଁ ଲେଖାପଢ଼ା କରମି କେନ୍ତା: ମୋର ଜୀବନ୍ଟା ମାଏଟ୍ କରିଦେଲା
ମନମୁଣ୍ଡା, ୧୬।୫ (ଡି.ଏନ.ଏ)- ସବୁ ଛୁଆ ଛୋଟବେଲେ ଖାଇପିଇ ଖେଲକୁଦ କରସନ୍। ସ୍କୁଲରେ ପାଠ୍ପଢ଼ା ବାହାରେ ସାଂଗସରସାକର ସଂଗେ ମିଶି ହସି ମଜାକ୍ରେ ସମିଆ ବିତାସନ୍। ଇତାର ବାହାରେ ତାକର କିଛି ଅଲଗ୍ କାମ୍ କି ଚିନ୍ତା ନାଇଁଥାଏ। ହେଲେ ବିନା…
ଖୁଦପେଜ ଗାଁର ମହିଲା ସ୍ବୟଂ ସହାୟକ ଗୋଷ୍ଠୀର କରାମତି: ଧାନରେ ତିଆରୁଛନ୍ ସଉଖିନ କଳାକୁରତି
ନୂଆପଡା ଅଫିସ,୧୬ା୫: ସରକାର ଗାଁରୁ ସହର ତକ୍ ମହିଲାମାନେ କେନ୍ଥେଇ ନିଜେର ଗୁଡ଼େ ନିଜେ ଠିଆ ହେଇପାରବେ, ଦୁଇପଏସା ରୁଜଗାର କରବେ ସେଥିରଲାଗି ଅନେକ ଯୋଜନା କାଯ୍କାରୀ କରୁଛନ୍। ହେଲେ ଅନେକ ଜାଗାରେ ଇ ଯୋଜନା ବିଫଲ ହେଉଥିବାର ଦେଖ୍ବାକେ ମିଲୁଛେ।…
ପୁଷ୍ଟିକର ଖାଏଦ୍ ଅଭାବ: ଜଟିଲ ହେଉଛେ ଜୟଧରକଁର ଅବସ୍ତା
ଲାଠୋର, ୧୬ା୫ (ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ତଲିପଡ଼ାର ଜୟଧର ଭୁଏ(୩୨)। ସେ ବହୁତ୍ ଦିନୁ ଯକ୍ଷ୍ମା ରୋଗ୍ରେ ପୀଡ଼ିତ ଅଛନ୍, ଉଷୋକଷା ବି ଖାଉଛନ୍। ହେଲେ ସେ ନିହାତି ଗରିବ୍ ଆର ବାହା ଜାଂଗଲ ମାଜଲେ…
ବେପରୁଆ ଚାଳନା: କାର ଧକ୍କାରେ ୪ଗୁରୁତର
ପୁରୁଣାକଟକ, ୧୫।୫(ଡି.ଏନ.ଏ.)- ବୌଦ୍ଧ ଜିଲା ୫୭ନଂ. ଜାତୀୟ ରାଜପଥର ପୁରୁଣାକଟକ ହାଇସ୍କୁଲ ନିକଟରେ ମଙ୍ଗଳବାର ରାତିରେ ଏକ କାର ଧକ୍କାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୁଣାକଟକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ଓଡ଼ଗଁାର ରଶ୍ମିତା ବିଶୋଇ, ଗୋଧିପଡ଼ାର ସୁମନ୍ତ…

