୫ ବଛର ହେଲା ପମ୍ପ ହାଉସ ଅଚଲ: ପାଏନ୍‌ ଲାଗି ଛଟକୁଛନ୍‌ ୩ ଖଁଡ଼ ଗାଁର ଲୋକ୍‌

ସୋହେଲା,୧୭ା୫(ଡି.ଏନ୍‌.ଏ): ବରଗଡ଼ ଜିଲା ସୋହେଲା ବ୍ଲକ ଅଧୀନ ଲୁହୁରାଚଟିରେ ଥିବାର ପମ୍ପ ହାଉସ ଆଏଜ୍‌କେ ୫ ବଛର ହେଲା ଅଚଲ ହେଇ ପଡ଼ିଛେ। ଯେନ୍‌ଥିରଲାଗି ଗଁାବାସୀ ପିଇଲା ପାଏନ୍‌ ପାଏବାରୁ ବଁଚିତ ହେବାର ସଂଗେ ନାନା ଅସବିଧାର ସାମନା କରୁଛନ୍‌।
ସୂଚନା ହିସାବେ ଅନେକ ବଛର ତଲେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥା ତରଫୁ ଲୁହୁରାଚଟି ସାପ୍‌ତାହିକ ବଜାର ପାସେ ଗୁଟେ ଗଭୀର ନଲ୍‌ଚୁଅଁା କୁଡ଼ି ପମ୍ପ ହାଉସ ଥାପନ କରିଥିଲା। ଇ ପମ୍ପ ହାଉସରୁ ଲୁହୁରାଚଟି ବସ୍‌ତି, ଜାତୀୟ ରାଜପଥ ତରେ ଥିବାର ମେହେରପଡ଼ା ଆର ୨ କି.ମି. ଦୂରେ ଥିବାର ପଣ୍ଡକିପାଲି ଗଁାକେ ପିଇଲା ପାଏନ୍‌ ଯୁଗେଇ ଦିଆଯାଉଥିଲା। ପାଇପ୍‌ ପାଏନ୍‌କେ ଲୋକ୍‌ ପିଇବା ଖାଏବାରେ ବେଭାର କରୁଥିଲେ। ପମ୍ପ ହାଉସରୁ ଜାତୀୟ ରାଜପଥ ପାଖାପାଖି ୨୫ ମିଟର ଦୂରେ ରହିଛେ। ବଛର କେତେଟା ତଲେ ଲୁହୁରାଚଟିରୁ ସମ୍ବଲପୁର ୬ ନମ୍ବର ଜାତୀୟ ରାଜପଥ ଉସାରପିସାର କାମ୍‌ ହେଇଥିଲା। ରାସ୍‌ତା କୁଡ଼ାକୁଡ଼ି ବେଲେ ବିଛାଯାଇଥିବାର ପ୍ରକଳ୍ପର ପାଏନ୍‌ ପାଇପ୍‌ ଫାଟି କୁରକୁଟି ହେଇଯାଇଥିଲା। ରାସ୍‌ତା କାମ୍‌ କରୁଥିବାର ଠିକା ସଂସ୍ଥା ସେ ପାଇପ୍‌ ଲାଇନ୍‌କେ ମରାମତି ନାଇଁ କଲା। ସେଦିନ୍‌ଠାନୁ ଇ ଗଁାମାନକେ ପାଏନ୍‌ ସପ୍ଲାଏ ବଁଦ୍‌ ହେଇଗଲା। ଏହେଦେ ପମ୍ପ ହାସ୍‌ ବି ଅସ୍‌କୁରା ହେଇ ପଡ଼ିଛେ। ପାଏନ୍‌ ସପ୍ଲାଏ ହେଉଥିବାର ଗଁାର ଲୋକ୍‌ମାନେ ଇ ମୁଡ଼ଫଟା ଖରା ଝାଉରେ ପିଇଲା ପାଏନ୍‌ ଲାଗି ନାନା ସମସିଆର ସାମନା କରୁଥିବାର ଅଭିଯୋଗ କରିଛନ୍‌। ଯେତେ ଜଲଦି ହେବା ପାଇପ୍‌ ଲାଇନ୍‌ ଠିକ୍‌ କରବାର ସଂଗେ ପମ୍ପ ହାଉସକେ ବି ସଚଲ କରବାକେ ଦାବି କରିଛନ୍‌। ଇ ବାବ୍‌ଦେ ଆର୍‌ଡବ୍ଲୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ବେହେରାକୁ ପଚରାଲାରୁ ଜାତୀୟ ରାଜପଥ ଉସାର କାମ୍‌ ହେଲାବେଲେ ଲୁହୁରାଚଟିରୁ ମେହେରପଡ଼ାକେ ଯାଇଥିବାର ପାଇପ୍‌ ଲାଇନ୍‌ ଫାଟି କୁରକୁଟି ହେଇଗଲା। ଆମେ ବିଭାଗ ତରଫୁ ରାସ୍‌ତା କାମ୍‌ କରୁଥିବାର ଠିକା ସଂସ୍ଥାକେ ଚିଠି ଦେଇ ମରାମତି କରବାକେ ଅନୁରୋଧ କରିଥିଲୁଁ। ଏଷ୍ଟିମେଟ ବି ଦେଇଥିଲୁଁ। ହେଲେ ଠିକା ସଂସ୍ଥା ମରାମତି କି ମରାମତି ଲାଗି ବିଭାଗରେ ଟଁକା ଜମା ନାଇଁକଲା। ଯେନ୍‌ଥିରଲାଗି ପମ୍ପ ହାଉସଟା ଅଚଲ ହେଇପଡ଼ିଛେ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଗଁାର ଝନେ ମହିଲା ଯଶୋବନ୍ତୀ ଭୋଇକୁଁ ପଚରାଲାରୁ ପାଇପ୍‌ ଲାଇନ୍‌ ଫାଟଲା ଦିନୁ ଆମେ ସପ୍ଲାଏ ପାଏନ୍‌ ନାଇଁ ପାଏବାର। ଅନେକ ଥର ଅଫିସରମାନକୁ କହିଛୁଁ, ହେଲେ କେହି କିଛି ନାଇଁ ଶୁନବାର। ଇ ସପ୍ଲାଏ ପାଏନ୍‌ରେ ଭାତ୍‌ ତୁନ୍‌ ରଁଧାବଢ଼ା ଭଲ ହେସି। ଏହେଦେ ଦୂରିନୁ ପାଏନ୍‌ ଆନି ରଁଧାବଢ଼ା କାମ୍‌ ଚଲଉଛୁଁ। ଅନେକ ଦିନୁ ଆମେ ପ୍ରକଳ୍ପ ସଚଲ କରି ଗଁାମାନକୁ ପାଏନ୍‌ ଯୁଗେଇ ଦେବାକେ ଦାବି କରିଆସୁଛୁଁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ...

ଆଜିଠୁ ସମଲେଇ ମନ୍ଦିରରେ ମାଦକଦ୍ରବ୍ୟ ନିଷେଧ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଅନୁସାରେ ପୀଠ...

ବିଜେଡି ଗୋଷ୍ଠୀ କନ୍ଦଳ ଟାଳିବାକୁ ପ୍ରସନ୍ନ କାର୍ଡ

ସମ୍ବଲପୁର,୧୩ା୪(ପ୍ରମୋଦ ବହିଦାର), ଭୁବନେଶ୍ୱର(ଅନିଲ ଦାସ): ବିଜେଡି ଗୁରୁବାର ସମ୍ବଲପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ରେଢ଼ାଖୋଲ ଓ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି।...

ବିଜେଡିରେ ଯୋଗ ଦେବାପରେ ଏଭଳି ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର

ଭୁବନେଶ୍ୱର,୧୩ା୪: ସମ୍ବଲପୁର ଜିଲା କୁଚିଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତ୍ରିଆ ଶୁକ୍ରବାର ଶଙ୍ଖଭବନଠାରେ ଜିଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ...

ନୂଆ ଲୁକ୍‌ରେ ଆସିଲେ ଧର୍ମେନ୍ଦ୍ର ପ୍ରଧାନ, ପ୍ରଚାର ମଇଦାନରେ କିଣୁଛନ୍ତି ମନ

ସମ୍ବଲପୁର,୧୨।୪: ଏଥର ସମ୍ବଲପୁର ଦେଖିବ ବଡ଼ ଲଢ଼େଇ । ମଇଦାନର ଗୋଟିଏ ପଟେ ଅଛନ୍ତି ଭାଜପାର ହେଭିୱେଟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri