ରାୟଗଡା

ଗୁଳି, ବୋମାବର୍ଷଣର ଶବ୍ଦ ଛାତି ଥରାଇ ଦେଉଛି

ରାୟଗଡ଼ା ଅଫିସ,୯।୩: ଦିନ ରାତି ବୋମା ଓ ଗୁଳିବର୍ଷଣର ଭୟଙ୍କର ଶବ୍ଦ ମନେ ପଡ଼ିଲେ ଏବେବି ଛାତି ଥରୁଛି। ଘରକୁ ଫେରିବା ଆଶା ନ ଥିଲା। କେବଳ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲୁ। ୟୁକ୍ରେନ୍‌ରେ ଯୁଦ୍ଧକୁ ଅତି ନିକଟରୁ ଦେଖି…

ୟୁକ୍ରେନ୍‌ ବର୍ଡର ପାର ହେବା ସହଜ ନ ଥିଲା

ଗୁଣପୁର,୬।୩(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ଗୁଣପୁର ସହରର ୩ ଡାକ୍ତରୀ ଛାତ୍ରୀଛାତ୍ର ୟୁକ୍ରେନ୍‌ରେ ଯୁଦ୍ଧ ଯୋଗୁ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଶନିବାର ସୁରକ୍ଷିତଭାବେ ଘରକୁ ଫେରିଛନ୍ତି। ଗୁଣପୁର ସହର ନିବାସୀ ଜି. ମାଣିକେଶ୍ୱରଙ୍କ ଝିଅ ଜି. ସନ୍ତୋଷୀ ଏବଂ ଚିନାରା…

ବାରମ୍ବାର ଦାବି ପରେ ବି ଗୁଡ଼ାରିରୁ ରାଜଧାନୀକୁ ଗଡ଼ୁନି ବସ୍‌

ଗୁଡାରି,୪।୩(ଡି.ଏନ୍‌.ଏ.) – ରାୟଗଡ଼ା ଜିଲାର ଗୁଡାରି ସହର ୧୯୭୨ରେ ଏନ୍‌ଏସି ମାନ୍ୟତା ପାଇଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଅନେକ ଶିକ୍ଷିତ ଯୁବତୀଯୁବକ ଅଛନ୍ତି। ଗୁଡ଼ାରି ଏନ୍‌ଏସି ଏବଂ ବ୍ଲକର ୯ ପଞ୍ଚାୟତକୁ ନେଇ ଏହି ଅଞ୍ଚଳ। ଉଚ୍ଚଶିକ୍ଷା, ନିଯୁକ୍ତି କିମ୍ବା…

ବିକାଶ ପାଇଁ ମଝିଘରିଆଣୀଙ୍କ ନାଁରେ ଶପଥ

ରାୟଗଡ଼ା ଅଫିସ,୪ା୩: ରାୟଗଡ଼ା ମୋର ମାତୃଭୂମି। ନିଜ ମାଟି ପାଇଁ କାମ କରିପାରିଲେ ନିଜକୁ ଧନ୍ୟ ମନେ କରିବି। ମାଁ ମଝିଘରିଆଣୀଙ୍କ ନାଁରେ ଶପଥ କରି କହୁଛି, ଜିତିଲେ ସହରର ସର୍ବାଙ୍ଗୀନ ବିକାଶ କରିବି। ରାୟଗଡ଼ା ପୌରାଧ୍ୟକ୍ଷ ପଦ ପାଇଁ ଗୁରୁବାର…

ବିଜେଡି, ଭାଜପାର ପରାଜୟକୁ ନେଇ ଚର୍ଚ୍ଚା

ଗୁଣପୁର,୨ା୩(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସରିଛି। ଏଥିରେ ଶାସକ ବିଜେଡିକୁ ଗୁଣପୁର ବ୍ଲକରେ ଧରାଶାୟୀ ହେବାକୁ ପଡ଼ିଛି। ସେହିପରି ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏସବୁ ଭିତରେ କଂଗ୍ରେସ ଦୁଇଟି ଜୋନ୍‌ ବାଜି ମାରିନେଇଛି। ତେବେ ଶାସକ ବିଜେଡି…

ଜିଲା ପରିଷଦ ସଭ୍ୟ ହେଲେ ପରିବା ବିକାଳି

ରାୟଗଡ଼ା ଅଫିସ, ୧ା୩:ପରିବା ବିକାଳିରୁ ହେଲେ ଜିଲା ପରିଷଦ ସଭ୍ୟ। ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ‘କ’ ଜୋନ୍‌ରୁ କଂଗ୍ରେସ ପ୍ରାର୍ଥୀ ଟାଙ୍ଗୁଡୁ ଶ୍ରୀଧର ବିଜୟୀ ହୋଇଛନ୍ତି। ବିଜେଡି, ଭାଜପା ପ୍ରାର୍ଥୀଙ୍କୁ ପଛରେ ପକାଇ ସେ ବାଜି ମାରି ନେଇଛନ୍ତି। ରାମନାଗୁଡ଼ା…

ଭୋଟ୍‌ ନାକଚ, ରାତି ଗଣତି ଯୋଗୁ କଂଗ୍ରେସ ହାରିଛି: ସପ୍ତଗିରି

ରାୟଗଡ଼ା ଅଫିସ,୨୮ା୨: ରାୟଗଡ଼ା ଏବଂ କୋରାପୁଟ ଜିଲାରେ ୧୭ ଆସନ ପାଇଛୁ। ଜିଲା ପରିଷଦ ଗଠନ କରିବୁ ବୋଲି ଆଶା ରଖିଥିଲୁ। ରାୟଗଡ଼ା ଜିଲାରେ ଶନିବାର ‘କ’ ଜୋନ୍‌ ଗଣତିବେଳେ କଂଗ୍ରେସ ଜିଲାର ୪ ଜୋନ୍‌ରେ ଆଗୁଆ ଥିଲା। କିନ୍ତୁ ଶେଷରେ…

୧,୧୭,୩୨୪ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ରାୟଗଡ଼ା ଅଫିସ,୨୮ା୨: ରାୟଗଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନ୍ମରୁ ୫ବର୍ଷର ଶିଶୁଙ୍କ ପାଇଁ ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମ ରବିବାର ଶୁଭାରମ୍ଭ ହୋଇଛି। ଏଥିରେ ରାୟଗଡ଼ା ଜିଲାର ୧ଲକ୍ଷ ୧୭ହଜାର ୩୨୪ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ପାଇଁ…

ଗୁଣପୁର ପୌର ନିର୍ବାଚନ: ମୋଟ୍‌ ଭୋଟର ୨୨୬୦୮, ମହିଳାଙ୍କ ସଂଖ୍ୟା ୧୧୫୩୩

ଗୁଣପୁର,୨୮ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ପୌରାଞ୍ଚଳ ପାଇଁ ନିର୍ବାଚନ ମାର୍ଚ୍ଚ ୨୪ରେ ହେବ। ଏଥପାଇଁ ଭୋଟର ତାଲିକା ପ୍ରକାଶ ପାଇଛି। ପୌରାଞ୍ଚଳରେ ୧୯ ୱାର୍ଡ ରହିଥିବାବେଳେ ୨୨୬୦୮ ଭୋଟର ଅଛନ୍ତି। ସେଥିମଧ୍ୟରୁ ୧୧,୫୩୩ ମହିଳା ଏବଂ ୧୧,୦୬୩ ପୁରୁଷ ଏବଂ ୧୨…

ବିଜେଡି ଦଖଲରେ ପଦ୍ମପୁର ‘କ’ ଜିଲାପରିଷଦ ଜୋନ

ପଦ୍ମପୁର, ୨୭।୨(ଡି.ଏନ୍‌.ଏ.): ରାୟଗଡା ଜିଲା ପଦ୍ମପୁର ବ୍ଲକର ‘କ’ ଜୋନ୍‌ରେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଡର୍‌ଗିନ୍‌ ଶବର ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ସବିତା ଗମାଙ୍ଗଙ୍କୁ ୧୪୮୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ପଦ୍ମପୁର ‘କ’…

ମୀନାଝୋଲାରେ ଜାଗରଯାତ୍ରା, ଯଜ୍ଞ ପାଇଁ ପ୍ରସ୍ତୁତି

ଚନ୍ଦ୍ରପୁର,୨୭।୨(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁରର ପୁରାତନ ଶୈବପୀଠ ମୀନାଝୋଲା। ଶିବରାତ୍ରି ଉପଲକ୍ଷେ ଜାଗରଯାତ୍ରାରେ ଏଠାରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଚଳିତ ବର୍ଷ ମାର୍ଚ୍ଚ ୧ରେ ଶିବରାତ୍ରି ପଡ଼ୁଛି। ତେଣୁ ୩ଦିନିଆ ଜାଗରଯାତ୍ରା ଓ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ…

ବଙ୍କରରେ ଫସିଛନ୍ତି ଓଡ଼ିଆ ଡାକ୍ତରୀ ଛାତ୍ର

ରାୟଗଡ଼ା ଅଫିସ,୨୬ା୨: ରାୟଗଡ଼ା ସହର ନେହେରୁନଗର ନିବାସୀ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ରଙ୍କ ପୁଅ ଆଦିତ୍ୟ ନାରାୟଣ ୟୁକ୍ରେନ୍‌ରେ ଫସିଛନ୍ତି। ଆଦିତ୍ୟଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପରିବାର ଲୋକେ ଶୁକ୍ରବାର ଜିଲାପାଳ ସରୋଜ କୁମାର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?