ରାୟଗଡା

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ଶିଶୁ ଆହତ, ମେଡିକାଲରେ ଭର୍ତ୍ତି

ରାୟଗଡ଼ା,୬ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଶନିବାର ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶେଷ ଦିବସ ଥିଲା। ଏଥିରେ ଯୋଗଦେଇ ଅପରାହ୍ନ ୫ଟାରେ ଅନୁସୂଚିତ ଜନଜାତି ଓ ଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଫେରୁଥିଲେ। ଏହି ସମୟରେ…

୮ ମାସର ଗର୍ଭବତୀଙ୍କୁ ମାରିଦେଲେ ଶ୍ୱଶୁର ଘର ଲୋକେ

ବିଷମ କଟକ,୬।୧ (ବିଭୂତି ଭୂଷଣ ନାୟକ): ରାୟଗଡା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ ପଞ୍ଚାୟତର ଘୋଡାବାଙ୍ଗିରି ଗ୍ରାମରେ ଜଣେ ୮ ମାସର ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଘାଡାବାଙ୍ଗିରି ଗ୍ରାମର ଲକ୍ଷ୍ମଣ ମାଣ୍ଡିକାଙ୍କ ସ୍ତ୍ରୀ ରୀତା କୁଲସିକା।…

କଂଗ୍ରେସରେ ଯୋଗଦେଇପାରନ୍ତି ହେମା

ରାୟଗଡ଼ା,୫।୧(ଆଶିଷ ରଞ୍ଜନ ପଣ୍ଡା):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳବଦଳ କଥା ସେତେ ଉଠୁଛି। ଏବେ ଗୁଣପୁର କଂଗ୍ରେସରେ ଆରମ୍ଭ ହୋଇଗଲାଣି ଟଣାଓଟରା। ଜିଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରଠାରୁ ଦଳର ପ୍ରଭାବ କମି ଆସିଥିଲା।…

ଓ୍ବାର୍ଡେନ ମୃତ୍ୟୁ ଘଟଣାରେ ୧୨ ଘଣ୍ଟିଆ ରାୟଗଡା ବନ୍ଦ

ଟିକିରି,୫।୧( ପ୍ରଫୁଲ କୁମାର ବେହେରା): ଓ୍ବାର୍ଡେନ ମୃତ୍ୟୁ ଘଟଣାରେ ଆଜି ୧୨ ଘଣ୍ଟିଆ ରାୟଗଡା ବନ୍ଦ ଡାକରା ଦିଆଯାଇଛି। ରାୟଗଡା ଜିଲା କାଶିପୁର ବ୍ଲକରେ ଆଜି ସକାଳୁ ସକାଳୁ ବଦ ପ୍ରଭାବ ଦେଖିବାକୁ ମିଳିଛି। ଗତ ୨୧ରେ ନକଟିଗୁଡ଼ା ଗ୍ରାମ ନିବାସୀ…

ଜିଆଇ ମାନ୍ୟତା ପାଇଲା ଡଙ୍ଗରିଆଙ୍କ ହାତବୁଣା ଶାଲ୍‌, ଲାଞ୍ଜିଆ ସୌରାଙ୍କ ଚିତ୍ରକଳା

ରାୟଗଡ଼ା,୩ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ହାତବୁଣା ଶାଲ୍‌ କାପଡ଼ାଗୁନ୍ଦା ଏବଂ ଗୁଣପୁର ଲାଞ୍ଜିଆ ସୌରାଙ୍କ ଚିତ୍ରକଳା ଇଡିତାଲ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଥିବା ନେଇ ସୂଚନା ମିଳିଛି । ଓଡ଼ିଶାର ୭ଟି ସାମଗ୍ରୀ…

ଛତିଶଗଡ଼ ନେଉଛି ଓଡ଼ିଶା ଧାନ

ମାଥିଲି,୩୧ା୧୨(ସୁବାସ ଚନ୍ଦ୍ର ଖୁଡୁପିଆ)ଛତିଶଗଡ଼ ମୁହାଁ ଓଡ଼ିଶା ଧାନ। ଟୋକନ ଅଛି କିନ୍ତୁ ମଣ୍ଡିକୁ ଚାଷୀ ଆଣୁନାହାନ୍ତି ଧାନ। ମାଥିଲି ବ୍ଲକର ଧାନମଣ୍ଡି ଏବେ ଖାଁ ଖାଁ। ପ୍ରତିବର୍ଷ ମଣ୍ଡିରେ ଧାନ ରଖିବାକୁ ଜାଗା ମିଳୁ ନ ଥାଏ। ତେବେ ଚଳିତ ବର୍ଷ…

କପାମଣ୍ଡିରେ ଅବ୍ୟବସ୍ଥା: ୨୧ ଦିନରେ ୪ଚାଷୀଙ୍କଠୁ କିଣାଯାଇଛି କପା

ରାୟଗଡ଼ା,୨୮।୧୨(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ କପାର ରାଜ୍ୟ ତଥା ବାହାରେ ଅନେକ ଚାହିଦା ରହିଛି l ଜିଲାରେ ଉତ୍ପାଦିତ କପାର ଅଭାବୀ ବିକ୍ରି ରୋକିବା ଏବଂ ଚାଷୀ ଯେପରି ଦଲାଲଙ୍କ ଶିକାର ନ ହେବେ ସେଥିପାଇଁ ସରକାର ନିୟନ୍ତ୍ରିତ…

ଆଜି ଭାଜପାର ୬ ଘଣ୍ଟିଆ ରାୟଗଡ଼ା ବନ୍ଦ ଡାକରା

ରାୟଗଡ଼ା,୨୮।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚନ୍ଦ୍ରପୁରରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିବା ଯୁବତୀଙ୍କ ମୃତଦେହ ଘଟଣାକୁ ନେଇ ପୋଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଭାଜପା ଜିଲା ମହିଳା ମୋର୍ଚ୍ଚା । ଏ ନେଇ ଏକ ଖବରଦାତା ସମ୍ମିଳନୀରେ…

ଆମ୍ଭଖୋଲା ନିକଟ ଜଙ୍ଗଲରେ ବାଘ ଆତଙ୍କ: ମିଳିଲା ରକ୍ତର ଚିହ୍ନ, ଗାଈର ଦୁଇଟି ଗୋଡ

ଗୁଣୁପୁର ୨୩।୧୨: ରାୟଗଡ଼ା ଜିଲା ଗୁଣୁପୁରରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇଛନ୍ତି। ଗତ ୩ ତିନି ଦିନ ହେବ ବାଘ ସୀମିତ ଅଞ୍ଚଳରେ ବିଚରଣ କରୁଥିବା ଜଣାପଡ଼ିଛି । ଶନିବାର ବନ ବିଭାଗ…

ଟ୍ରେନ୍‌ଲାଇନ୍‌ରୁ ମିଳିଲା ହୋମ୍‌ଗାର୍ଡଙ୍କ ମୃତଦେହ

ରାୟଗଡ଼ା,୧୮ା୧୨: ରାୟଗଡ଼ା ଷ୍ଟେଶନର ୫୦ ମିଟର ପୂର୍ବରୁ ଟ୍ରେନ୍‌ଲାଇନ୍‌ରୁ ଜଣେ ହୋମ୍‌ଗାର୍ଡଙ୍କ ମୃତଦେହ ମିଳିଛି। ରବିବାର ରାତିରେ ଏ ନେଇ ଖବର ପ୍ରଚାରିତ ହେବା ପରେ ରେଳ ବିଭାଗ କର୍ତ୍ତୃପକ୍ଷ, ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।…

ଗୋଟିଏ ଦିନରେ ଲୁଟିନେଲେ ୧୩ ଭରି ସୁନା

ରାୟଗଡା,୧୪।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଚୋରି ବଢିବାରେ ଲାଗିଛି। କିଛି ଦିନ ଚୋରି ବନ୍ଦ ହେବା ପରେ ପୁଣି ଚାଲାକ ଭାବେ ଭିନ୍ନ ଭିନ୍ନ ଗଳିରେ ବନ୍ଦ ରହିଥିବା ଘରକୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ। ରାୟଗଡ଼ା ସହରର ସାଇପ୍ରିୟା ନଗର…

ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟଳୟ ନିକଟରେ ଲାଗିଲା ମାଓ ପୋଷ୍ଟର

ଟିକିର,୧୪।୧୨(ପ୍ରଫୁଲ କୁମାର ବେହେରା )ରାୟଗଡ ଜିଲା କାଶୀପୁର ବ୍ଲକ ମାଣ୍ଡିବିଶି ରେ ସିପିଆଇ ବା.ଘୁ.ନା. ଡ଼ିଭିଜନ ନାଁରେ ଲାଗିଛି ମାଓ ପୋଷ୍ଟର। ଗୁରବାର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟଳୟ ନିକଟରେ ଥିବା ଏକ ଆମ୍ବ ଗଛରେ ଦୁଇଟି ପୋଷ୍ଟର ଲାଗିଥିବା ଦେଖାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?