ବେଣାମୁଣ୍ଡା ଗ୍ରାମରେ ସ୍ବଜଳଧାରା ଅଚଳ:ପାଣି ପାଉ ନାହାନ୍ତି ଗ୍ରାମବାସୀ
ତେଲକୋଇ, ୭।୭(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ପୁରୁଜୋଡା ପଞ୍ଚାୟତ ଅଧିନର ବେଣାମୁଣ୍ଡା ଗ୍ରାମରେ ସ୍ବଜଳଧାରା ଯୋଜନା ୨୦୦୮ ମସିହାରୁ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ୧୫ଦିନ ହେବ ଉକ୍ତ ଜଳପ୍ରକଳ୍ପ ବନ୍ଦ ହୋଇଥିବା ଯୋଗୁଁ ଗ୍ରାମବାସୀ ଅଚଳ ନଳକୂପ ଉପରେ ନିର୍ଭର କରୁଛନ୍ତି।…
କୋଡିଙ୍ଗାମାଳି ପାହାଡ଼ରେ ଚାରା ଲଗାଇଲେ ଛାତ୍ରୀଛାତ୍ର
ଲକ୍ଷ୍ମୀପୁର,୭ା୭: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଉପରଚମ୍ପି ପଞ୍ଚାୟତରେ ଥିବା କୋଡିଙ୍ଗାମାଳି ପାହାଡ଼ରେ ଚାରା ରୋପଣ କରିଛନ୍ତି ସ୍କୁଲ ଛାତ୍ରୀଛାତ୍ର। ଖଣି ଅଞ୍ଚଳ ଭାବେ ପରିଚିତ ଥିବା ଏହି ପାହାଡ଼ ଓ ଆଖପାଖରେ ସୁସ୍ଥ ବାତାବରଣ ପାଇଁ ଏହି ଅଭିଯାନ ଲକ୍ଷ୍ମୀପୁର…
ରାଜ୍ୟସ୍ତରୀୟ କବିତା ଆବୃତ୍ତି, ଆଦିକ୍ ତୃତୀୟ
ଢେଙ୍କାନାଳ ଅଫିସ,୭ା୭- ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରବିବାର କନିଷ୍ଠ ବିଭାଗରେ ଢେଙ୍କାନାଳର ଆଦିକ ନନ୍ଦ ୩ୟ ସ୍ଥାନ ଅଧିକାର କରିଛନ୍ତି।…
ଖଇରନାଳୀ ବନ ସଂରକ୍ଷଣ ସମିତି ପୁରସ୍କୃତ
କଣିହାଁ, ୭ା୭ (ଡି.ଏନ.ଏ.)- ଅନୁଗୋଳ ଜିଲା ଡେରଜାଙ୍ଗ ଡ୍ୟାମ ସାଇଟରେ ରବିବାର ଉପଖଣ୍ଡସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ତାଳଚେର ଉପଖଣ୍ଡରେ କଣିହାଁ ବ୍ଳକ କମରେଇ ପଞ୍ଚାୟତର ଖଇରନାଳୀ ବନ ସଂରକ୍ଷଣ ସମିତିକୁ ରାଜ୍ୟ ଜଙ୍ଗଲ ଓ ପରିବେଶ…
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୁଲିଲେ ବିଧାୟକ
ପାଲଲହଡ଼ା, ୭ା୭(ଡି.ଏନ.ଏ.)- ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ରବିବାର ପାଲଲହଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଓ ମାଓ ଅଞ୍ଚଳ ନାଗିରା ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ପ୍ରଥମେ ବିଧାୟକ ନଗିରା ଗ୍ରାମରେ ପହଞ୍ଚି ଲୋକଙ୍କ…
ଚକ୍ଲେଟ୍ ଦେବା ବାହାନାରେ ନାବାଳିକାଙ୍କୁ ଅପହରଣ
ରଣପୁର,୭ା୭(ସ୍ବ.ପ୍ର.)-ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳରୁ ଜଣେ ନାବାଳିକା(ବୟସ-୮)ଙ୍କୁ ଚକ୍ଲେଟ୍ ଦେବା ବାହାନାରେ ଡାକି ଦୁବୁର୍ତ୍ତମାନେ ଅପହରଣ କରି ନେଇଥିବା ପରିବାର ପକ୍ଷରୁ ଶନିବାର ରାତିରେ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ପୋଲିସ କେସ୍ ନଂ ୯/୧୯ ଅନୁସାରେ…
ନବବଧୂ ହତ୍ୟା ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବି: ଥାନା ସମ୍ମୁଖରେ ବାପଘର ଗ୍ରାମବାସୀଙ୍କ ଧାରଣା
କୃଷ୍ଣପ୍ରସାଦ,୭ା୭(ଡି.ଏନ୍.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଶିଆଳଗାଁରେ ଅଧିକ ଯୌତୁକ ଦାବି କରି ମାମାଲି ପଲେଇ ନାମକ ଜଣେ ନବବଧୂଙ୍କୁ ଶ୍ୱଶୁର ଘର ପରିବାର ତରଫରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଚଳିତ ମାସ ୧ ତାରିଖରେ ଉକ୍ତ ଘଟଣା ଘଟିଥିଲେ ମଧ୍ୟ…
ଭାଲୁ ଆକ୍ରମଣରେ ଜଣେ ଗୁରୁତର
କେନ୍ଦୁଝର,୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ କମଲାଙ୍ଗି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ରବିବାର ସକାଳେ ପାଖ ଜଙ୍ଗଲକୁ ହରେକୃଷ୍ଣ ବିଶୋୟୀ ଶୌଚ ହେବାକୁ ଯାଇଥିବାବେଳେ ବଣୁଆ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ…
ଡକାୟତି ଉଦ୍ୟମ ପଣ୍ଡ : ୫ କୋର୍ଟ ଚାଲାଣ,୩ ଫେରାର
ସୋରଡ଼ା,୭।୭(ଡି.ଏନ୍.ଏ.) : ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଲାଠିପଡ଼ା ଅଞ୍ଚଳରେ ଡକାୟତି ଉଦ୍ୟମ କରୁଥିବା ୮ ଜଣିଆ ଡକାୟତ ଦଳ ମଧ୍ୟରୁ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଆଉ ୩ ଜଣ ଫେରାର ହୋଇଯାଇଛନ୍ତି। ଥାନାଧିକାରୀ ପ୍ରଭାତ ସାହୁଙ୍କ ସୂଚନା…
୮୦୦ରୁ ଊର୍ଦ୍ଧ୍ୱ ଔଷଧୀୟ ଚାରା ରୋପଣ
ଛେଣ୍ଡିପଦା,୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରେ ରବିବାର ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮୦୦ରୁ ଊର୍ଦ୍ଧ୍ୱ ଔଷଧୀୟ ଚାରାରୋପଣ କରାଯାଇଛି। ବର, ଅଶ୍ବତ୍ଥ, ଚାକୁଣ୍ଡା,…
ମାଓବାଦୀ ନେତା ନବୀନ ସଂଗଠନରୁ ବହିଷ୍କୃତ
ମାଲକାନଗିରି,୭।୭(ଡି.ଏନ୍.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଆତଙ୍କ ଖେଳାଉଥିବା ଗାଳିକୋଣ୍ଡା ମାଓବାଦୀ ସଂଗଠନର ସମ୍ପାଦକ ନବୀନଙ୍କୁ ସଂଗଠନରୁ ବହିଷ୍କାର କରାଯାଇଥିବା ଆନ୍ଧ୍ର ଓ ଓଡ଼ିଶା ସ୍ବତନ୍ତ୍ର ବୋର୍ଡ ଜୋନାଲ କମିଟିର ମୁଖ୍ୟ ଗଣେଶ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ନବୀନ ମାଓବାଦୀ…
ଲୋପ ପାଇବାକୁ ବସିଲେଣି ଘରଚଟିଆ,ଚିନ୍ତାରେ ପରିବେଶବିତ୍
ଭବାନୀପାଟଣା,୭।୭(ଡି.ଏନ୍.ଏ.): ପ୍ରତ୍ୟେକ ଦିନ ଆମ ଚତୁଃପାର୍ଶ୍ୱରେ ଭିନ୍ନ ଭିନ୍ନ ପ୍ରକାର ପକ୍ଷୀ ଦେଖିଥାଉ। ଘରଚଟିଆ ସେଥିମଧ୍ୟରୁ ଅନ୍ୟତମ। ଏବେ ଘରଚଟିଆ ଧୀରେ ଧୀରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରୁ ଲୋପ ପାଇବାକୁ ବସିଲେଣି। ପାଗର ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ କାରଣରୁ ଏମାନଙ୍କ…

