ଧର୍ମଶାଳା ପଞ୍ଚାୟତ ସମିତି : ଏମଏଲଏ ଲାଡ ପାଣ୍ଠିର ଦୁରୂପଯୋଗ, ଲାଭଦାୟକ କଂକ୍ରିଟକରଣ କାର୍ଯ୍ୟକୁ ଅଧିକ ଗୁରୁତ୍ୱ
ଯାଜପୁର ଅଫିସ,୨୬ା୮: ବିଧାନସଭା ସଦସ୍ୟ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମଏଲଏଲାଡ୍ସ) ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଆଶାନୁରୂପକ ଏବଂ ଗାଇଡଲାଇନ ଅନୁସାରେ ଉପଯୁକ୍ତ ଖର୍ଚ୍ଚ ହୋଇ ନ ପାରି ବରବାଦ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷର ଆୟବ୍ୟୟ ଉପରେ ହୋଇଥିବା ଅଡିଟ…
ଆଁଠେ କାଦୋରେ ଯାଆସ କରୁଛନ୍ ଗାଁବାସୀ
ଜାମଟିକ୍ରା, ୨୬।୮ (ଡି.ଏନ୍.ଏ.): ଅତାବିରା ବ୍ଲକ ବୁଗବୁଗା ପଁଚେତ୍ ଖଲିଆପାଲି-ପ୍ରଧାନଟିକ୍ରା ରାସ୍ତାର ଅବସ୍ତା ବହୁତ ଖରାପ ଅଛେ। ସୁଆଧିନତାର ୭୩ ବଛର ଉତାରୁ ବି ଇ ରାସ୍ତାର ଅବସ୍ତା ସୁଧ୍ରି ନାଇଁପାରି। ଖଲିଆପାଲିରୁ ପ୍ରଧାନଟିକ୍ରା ତକ୍ ଅଧ୍ କି.ମି. ରାସ୍ତା ଆଏଜ୍…
ଓ୍ବିକିପିଡିଆ ଓ୍ବେବ୍ ତାଲିକାରେ ସଂଗୀତକାର ପ୍ରେମାନନ୍ଦ ରାଜ୍ୟରେ ଶ୍ରୋତାଙ୍କ ପ୍ରଥମ ପସନ୍ଦ
ମାର୍ଶାଘାଇ,୨୬ା୮(ଡି.ଏନ୍.ଏ.)- ଅନ୍ତର୍ଜାତୀୟ ଓ ଜାତୀୟ ସିନେମାଠାରୁ ଆରମ୍ଭ କରି ବିଭିନ୍ନ ଭାଷାର ସିନେମା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଓ୍ବିକିପିଡିଆ ଓ୍ବେବ୍ସାଇଟ୍ ଅନ୍ଲାଇନ୍ରେ ଲୋକପ୍ରିୟ ହୋଇପାରିଛି। ଏହି ଓ୍ବେବ୍ସାଇଟ୍ର ତାଲିକାରେ ଓଡିଆ ସଂଗୀତ ନିର୍ଦ୍ଦେଶକ ଭାବେ ପ୍ରେମାନନ୍ଦ ସାମଲ ରାଜ୍ୟର ଶ୍ରୋତା…
ଜିଓ ଟ୍ୟୁବ୍ ୱାଲରେ ଅଗ୍ନିକାଣ୍ଡ : ପ୍ରକଳ୍ପ କଳାକାରନାମାକୁ ଘୋଡାଇବାକୁ ଉଦ୍ୟମ
କେନ୍ଦ୍ରାପଡା ଅଫିସ, ୨୬ା୮: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ବେଳାଭୂମିସ୍ଥିତ ଜିଓ ସିନ୍ଥେଟିକ ଟ୍ୟୁବ୍ ଓ୍ବାଲରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମ ସେବା…
ରଣପୁରର ବିକାଶ ଲାଗି ପ୍ରତିଶ୍ରୁତି
ରଣପୁର,୨୬।୮(ସ୍ବ.ପ୍ର.): ରଣପୁରସ୍ଥିତ ମା’ ମଣିନାଗଙ୍କ ପାନ୍ଥନିବାସରେ ରଣପୁର ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ରବିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ରଣପୁର ବ୍ଲକ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ବିଧାୟକ…
ପ୍ଲାଷ୍ଟିକ୍ ଗୋଡ୍ ଖଁଜ୍ବାକେ ଟଁକା ଅଭାବ୍: ଜୀବନ୍ ଜୀବ୍କାରୁ ବଁଚିତ୍ ଭିନ୍ନକ୍ଷମ ଆଦିତ୍ୟ
ଜାମଟିକ୍ରା, ୨୬।୮ (ଡି.ଏନ୍.ଏ): ବରଗଡ଼ ଜିଲା କୁରୁଆଁ ପଁଚେତ୍ ବାଉଁସେନପାଲି ଗାଁର ଅଭିମନ୍ୟୁ ମିର୍ଦ୍ଧାକଁର ପୁଓ ଆଦିତ୍ୟ ମିର୍ଦ୍ଧା(୨୬)। ୨୦୧୭ରେ ତାକର ଡେବ୍ରି ଗୋଡ଼ରେ କର୍କଟ ରୋଗ୍ ହେଇଥିବାର ଜନାପଡ଼ିଥିଲା। ଡାକ୍ତର ଆଦିତ୍ୟର ଜୀବନ୍ ବଁଚାବାକେ ଯାଇ ତାକର ଗୋଡ଼୍ କାଟ୍ଲେ।…
ବେନିୟମ ଭାବେ ବଣ୍ଟନ ହୋଇଛି ମାର୍କେଟ କମ୍ପ୍ଲେକ୍ସ : ଜଣେ ଜଣେ ହାତେଇଛନ୍ତି ଏକାଧିକ ଗୃହ
ନୟାଗଡ଼ ଅଫିସ,୨୬ା୮: ନୟାଗଡ଼ ସହରର ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ଗୃହଗୁଡିକ ବେନିୟମ ଭାବେ ବଣ୍ଟନ କରାଯାଇଛି। ସହରରେ ବସବାସ କରୁଥିବା ଯୁବକମାନେ ଯେପରି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଭିନ୍ନ ଭିନ୍ନ ଯୋଜନାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ଏହା…
ବାଟବନା ହେଇଛେ ଆବାସ ଯୋଜନା: ପଲିଥିନ ତଲେ ମୁଡ଼ ଗୁଁଜିଛନ୍ ୭ ପରାନୀ କୁଟୁମ
ଲାଠୋର,୨୬।୮(ଡି.ଏନ୍.ଏ.): ଉଭଏ କେନ୍ଦ୍ର ଆର ରାଏଜ୍ ସରକାର ଗରିବ୍ ଦୁଖି, ବାସହୀନ ପରିବାରମାନକୁ ପକାଘର ଯୁଗେଇ ଦିଆଯାଉଛେ ବଲି ଡିଂଗ୍ରା ପିଟୁଛନ୍। ହେଲେ ଦେଖ୍ବାକେ ଗଲେ ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ଅନେକ ହକ୍ଦାର ହିତାଧିକାରୀ ଇ ସୁବିଧାରୁ ବଁଚିତ୍…
ହିତାଧିକାରୀଙ୍କୁ ମିଳୁନି ପାଇଖାନା ନିର୍ମାଣ କାର୍ଯ୍ୟାଦେଶ
ଖଣ୍ଡପଡ଼ା,୨୬ା୮(ସ୍ବ.ପ୍ର.)- ସ୍ବଚ୍ଛ ଭାରତ ମିଶନ ଅଭିଯାନ ନିମନ୍ତେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ସୁଦ୍ଧା ବାସ୍ତବରେ ଏହା କେତେଦୂର କାର୍ଯ୍ୟକାରୀ ହୋଇପାରିଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣ୍ଡପଡ଼ା ବ୍ଲକର ସିଂଘାପଡ଼ା ପଞ୍ଚାୟତରେ ଅନେକ ହିତାଧିକାରୀ…
ରକ୍ତଦାନ ନିଶାରେ ବାପି: କ୍ୟାନ୍ସର ଆକ୍ରାନ୍ତ ବାପାଙ୍କ ମୃତ୍ୟୁ ବଦଳାଇଦେଲା ଚିନ୍ତାଧାରା
କାମାକ୍ଷାନଗର, ୨୬।୮: ରକ୍ତଦାନ କରିବାକୁ ଆଗ୍ରହ ନ ଥିଲା। କ୍ୟାନ୍ସର ଆକ୍ରାନ୍ତ ବାପାଙ୍କ ପାଇଁ ବାଧ୍ୟବାଧକତାରେ ପ୍ରଥମ ଥର ଶରୀରରେ ଫୋଡ଼ା ହୋଇଥିଲା ରକ୍ତ ସଂଗ୍ରହ ଛୁଞ୍ଚତ୍। ଡାକ୍ତରଙ୍କ ସମସ୍ତ ଉଦ୍ୟମ ବୃଥା ଗଲା। ବାପା ଚାଲିଗଲେ ଆରପାରିକୁ। ହେଲେ ଏହି…
କମୁନି ହାତୀପଲ ଉତ୍ପାତ
ପରଜଙ୍ଗ, ୨୬।୮(ଡି.ଏନ.ଏ.) ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ କମୁନାହିଁ। ନରହନ୍ତା ଦନ୍ତା ଆତଙ୍କରେ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ଶନିବାର ରାତିରେ ପରଜଙ୍ଗ ପଞ୍ଚାୟତ ଖଣ୍ଡୁଆଳମୁଣ୍ଡା ଗ୍ରାମରେ ପଶି ହିଂସ୍ର ଦନ୍ତା ଦୌରାତ୍ମ୍ୟ କରିଥିଲା।…
ଉଦ୍ଘାଟନ ହୋଇପାରୁନି ବସ୍ଷ୍ଟାଣ୍ଡ
ଅନୁଗୋଳ ଅଫିସ, ୨୬।୮: ଅନୁଗୋଳରେ ନିର୍ମାଣାଧୀନ ଅତ୍ୟାଧୁନିକ ସରକାରୀ ବସ୍ଷ୍ଟାଣ୍ଡ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆଉ ଅଳ୍ପ କିଛି କାର୍ଯ୍ୟ ଶେଷ ହେଲେ ତାହାକୁ ଉଦ୍ଘାଟନ କରାଯିବ। ଗତ ୧୫ ତାରିଖରେ ଏହାର ଉଦ୍ଘାଟନ ପାଇଁ ପୂର୍ବରୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲେ…

