୧୯୯୯ ମହାବାତ୍ୟାକୁ ପୂରିଲା ୨୧ ବର୍ଷ: କମିଛି ହେନ୍ତାଳବଣ, ବଢ଼ିଛି ଚିଙ୍ଗୁଡ଼ି ଘେରି
କେନ୍ଦ୍ରାପଡ଼ା ଅଫିସ, ୨୯।୧୦: ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାକୁ ଇତିମଧ୍ୟରେ ୨୧ ବର୍ଷ ବିତିଛି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଏଥିରେ କେନ୍ଦ୍ରାପଡ଼ା ଜିଲାରେ ୨,୯୭,୮୧୪ ପରିବାରଙ୍କ ଘର ଭାଙ୍ଗିଥିବା ବେଳେ ୩୮୭ ଜଣଙ୍କ ଅମୂଲ୍ୟ ଜୀବନ ଯାଇଛି। ୧୮୦୩…
ମହାପ୍ରଭୁଙ୍କର ହେଲା ବନକଲାଗି
ପୁରୀ ଅଫିସ,୨୯।୧୦: ପ୍ରାୟ ୨ ମାସ ପରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ହୋଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଏହି ନୀତି କରାଯାଇଥିଲା। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ…
ପୁରୀରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ପ୍ରସ୍ତାବ
ଭୁବନେଶ୍ୱର,୨୯। ୧୦(ବ୍ୟୁରୋ): ପୁରୀକୁ ଆସୁଥିବା ଅଣହିନ୍ଦୁ ଓ ବିଦେଶୀଙ୍କୁ ଶ୍ରୀମନ୍ଦିରର ଇତିହାସ, ପ୍ରତିଷ୍ଠା, ଜଗନ୍ନାଥ ସଂସ୍କୃତିର ମହତ୍ତ୍ବ ବିଷୟରେ ଅବଗତ କରିବା ଲାଗି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ’ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ହୋଟେଲ ଆଣ୍ଡ୍ ରେଷ୍ଟୁରାଣ୍ଟ ଆସୋସିଏଶନ…
ବାଲ୍ୟବିବାହ ରୋକିଲା ପୋଲିସ
ଖୋର୍ଦ୍ଧା ଅଫିସ,୨୯। ୧୦: ଖୋର୍ଦ୍ଧା ସହର ଉପକଣ୍ଠ ଲୋକେଶ୍ୱର ମନ୍ଦିରରେ ପୋଲିସ ଏବଂ ଚାଇଲ୍ଡ ଲାଇନ ମିଳିତ ଭାବେ ଏକ ବାଲ୍ୟବିବାହକୁ ବୁଧବାର ବନ୍ଦ କରିଛନ୍ତି। ଉଦ୍ଧାର ନାବାଳିକାଙ୍କ ବୟସ ୧୬ ବର୍ଷ ହେବ ବୋଲି ପରିବାର ଲୋକେ ଦାବି କରିଥିବା…
ଦଶହରା ଭଳି ଫିକା ପଡ଼ିବ ଲକ୍ଷ୍ମୀପୂଜା
ଖୋର୍ଦ୍ଧା ଅଫିସ,୨୯। ୧୦: ମେଲାଣି ନେଇଛନ୍ତି ମା’ ଜଗଜ୍ଜନନୀ। ଆଉ ଦୁଇଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଧନଲକ୍ଷ୍ମୀ। କରୋନା କଟକଣା ଯୋଗୁ ପୂଜା ମାହୋଲ ଫିକା ପଡ଼ିଥିବା ବେଳେ ଏବେ ଗଜଲକ୍ଷ୍ମୀ ପୂଜା ମଧ୍ୟ ଫିକା ପଡ଼ିବ। ଓଡ଼ିଶାରେ…
ମେ’ ରୁ ଜୁଲାଇ ହ୍ରାସ, ଅଗଷ୍ଟରୁ ବୃଦ୍ଧି
ଅନୁଗୋଳ ଅଫିସ, ୨୯ା୧୦: କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚରୁ ଲକ୍ଡାଉନ୍ ହୋଇଥିଲେ ମଧ୍ୟ ଅନୁଗୋଳ ବିଳମ୍ବରେ କୋଭିଡ୍ ସଂକ୍ରମିତ ଜିଲା ତାଲିକାରେ ସାମିଲ ହୋଇଥିଲା। ମେ’ ୧୦ ତାରିଖରେ ପ୍ରଥମ କରି ଏହି ଜିଲାରୁ ୧୫ଜଣ ପଜିଟିଭ୍ ଚିହ୍ନଟ ହେବା ପରେ…
କାମରେ ଲାଗୁନି ସରକାରୀ ଅର୍ଥ
ଯାଜପୁର ଅଫିସ,୨୯ା୧୦:ରାଜ୍ୟ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କ ପାଖରେ ଗତ ୧୯ ତାରିଖ ସୁଦ୍ଧା ୧୨ କୋଟି ୨ ଲକ୍ଷ ୪ ହଜାର ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗର ବିଭିନ୍ନ ନିବାସ ଏବଂ…
ସମ୍ବଲପୁରରେ ଶିଶୁ ବିକ୍ରି:ମାସକର ଝିଅକୁ ଉଦ୍ଧାର କଲା ଶିଶୁ କଲ୍ୟାଣ ସମିତି
ସମ୍ବଲପୁର/ରେଢ଼ାଖୋଲ,୨୯ା୧୦(ବ୍ୟୁରୋ/ଡି.ଏନ୍.ଏ.):ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଚାରମାଲ ଥାନା ଅଞ୍ଚଳରେ ଏକ ମାସର ଶିଶୁକନ୍ୟାକୁ ୧୫ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ବିକ୍ରି ନୁହେଁ, ଆର୍ଥତ୍କ ଅନଟନ ଯୋଗୁ ଖାଇବାକୁ ଦେଇ ନ ପାରି ସେ ନିଜର ଶିଶୁକନ୍ୟାକୁ ଅନ୍ୟଜଣେ…
ସୋସିଆଲ ମିଡିଆରୁ ସ୍ବାବଲମ୍ବୀ ଉଦିତ
କେନ୍ଦୁଝର, ୨୯ା୧୦(ଡି.ଏନ.ଏ.)- ଆଜିକାଲି ଯୁବପିଢ଼ିଙ୍କ ମନୋରଞ୍ଜନର ମାଧ୍ୟମ ହେଉଛି ସୋସିଆଲ ମିଡିଆ। ତେବେ ଏହା ଖାଲି ମନୋରଞ୍ଜନ ନୁହେଁ କାହାକୁ ଏହି ସୋସିଆଲ ମିଡିଆ ସ୍ବତନ୍ତ୍ର ପରିଚୟ ଦେଇଛି। ଏହାର ଉଦାହରଣ ହେଉଛନ୍ତି ଜଣେ ଯୁକ୍ତ ଦୁଇ ଛାତ୍ର। କେନ୍ଦୁଝର ସଦର…
ଜଲାପୁଟ ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
କୋରାପୁଟ,୨୮ା୧୦: କୋରାପୁଟ ଜିଲାର ପାଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗାବୁଡ଼ି ୩ ଜଣ ଯୁବକ ନିଖୋଜ ହୋଇଥିବା ବେଳେ ମଙ୍ଗଳବାର ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ବୁଧବାର ପୁଣି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ା ଏହି…
ବାପାଙ୍କୁ ମାଡ଼ ମାରି ଥାନାରେ ପୁଅ ଅଟକ
ଦିଗପହଣ୍ଡି,୨୮ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୁଶୁଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖିଛନ୍ତି। ଥାନାରେ ଅଟକ ରଖାଯାଇଥିବା ଅଭିଯୁକ୍ତ ଜଣଙ୍କ ଗତ ସୋମବାର ସନ୍ଧ୍ୟାରେ ପ୍ରାୟ ୬ଟାରେ ତାଙ୍କ ବୃଦ୍ଧ ବାପାଙ୍କୁ ନିଶାସକ୍ତ ଅବସ୍ଥାରେ…
ଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ଛାତ୍ର
ନିରାକାରପୁର,୨୮ା୧୦(ଡି.ଏନ୍.ଏ.): ବୁଧବାର ଅପରାହ୍ନରେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଗାଁ ନିକଟରେ ଥିବା ମନ୍ଦାକିନୀ ନଦୀରେ ବୁଡ଼ି ଜଣେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ୁଥିବା ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନିରାକାରପୁର ପଞ୍ଚାୟତ ରଥ କଲୋନୀର ଆଶୁତୋଷ…

