ସ୍କୁଲ ଖୋଲିଲେ ପିଲାଙ୍କୁ ଛାଡ଼ିବେନି ଅଭିଭାବକ
ଭଞ୍ଜନଗର,୧୨।୮(ଡି.ଏନ୍.ଏ.)- କେନ୍ଦ୍ର ସରକାର ସେପ୍ଟେମ୍ବରରେ ବିଦ୍ୟାଳୟ ଖୋଲିବା ପାଇଁ ଯୋଜନା କରୁଛନ୍ତି। ଏନେଇ ଅଭିଭାବକଙ୍କ ଫିଡ୍ବ୍ୟାକ୍ ମଗାଯିବ। କିନ୍ତୁ ଶେଷ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଏଭଳି ପରିସ୍ଥିତିରେ ସ୍କୁଲ ଖୋଲିଲେ ପିଲାମାନଙ୍କୁ ବିଦ୍ୟାଳୟ ନଛାଡିବାକୁ ଭଞ୍ଜନଗର ଅଞ୍ଚଳର ଅଧିକାଶଂ ଅଭିଭାବକ…
ପାରିବାରିକ ଗଣ୍ଡଗୋଳ, ଅଢେଇ ବର୍ଷର ଝିଅର ହାତ କଟିଲା
ଖଇରା,୧୨ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ଥାନା ଅଧୀନ ପାଇକପଡା ଗ୍ରାମରେ ଭାଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ବେଳେ ପୀଉସାଙ୍କ ଭୁଜାଲି ଆକ୍ରମଣରେ ଝିଆରୀ ଦୀପାଳି(୨ବର୍ଷ ୬ମାସ)ର ଡାହାଣ ହାତ କଟିଯାଇଛି। ସେହିଭଳି ଦୀପାଳିଙ୍କୁ କାଖେଇଥିବା ତାଙ୍କ ବାପାଙ୍କ ମଧ୍ୟ ହାତ ପାପୁଲି କଟିଯାଇଛି।…
ନୂଆଁଖାଇ ପାଇଁ ସମ୍ବଲପୁରରେ ହଟିଲା ସପ୍ତାହାନ୍ତ ଶଟ୍ଡାଉନ୍ କଟକଣା: ୩ ଦିନ ପାଇଁ ନିୟମ ବାତିଲ
ସମ୍ବଲପୁର,୧୧।୮(ବ୍ୟୁରୋ): ବଦଳିଲା ଶଟ୍ଡାଉନ୍ ନିୟମ। ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଏବଂ ଅଗଷ୍ଟ ୨୩ ନୂଆଁଖାଇରେ ଶଟ୍ଡାଉନ୍ ହେବନାହିଁ ସମ୍ବଲପୁର। ଏହାକୁ ନେଇ ୩ ଦିନ ଅଗଷ୍ଟ ୧୫,୨୨ ଓ ୨୩ ତାରିଖରେ ଶଟ୍ଡାଉନ୍ କଟକଣାକୁ ବାତିଲ କରାଯାଇଛି। ଏହା ବଦଳରେ…
ବେହେରାସାହି ପରେ ଏବେ ଚିନ୍ତା ବଢ଼ାଇଲା ଜାଲୁଆ ସାହି: ଆଜି ଚିହ୍ନଟ ହେଲେ…
କଟକ ଅଫିସ,୧୧।୮: କଟକରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ସହରରେ ଆଉ ୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଉଛି। ସେଥିରୁ ୮୭୦ ଆକ୍ଟିଭ୍…
ଭଦ୍ରକରେ ସଙ୍ଗରୋଧକୁ ପଛରେ ପକାଇଲା ସ୍ଥାନୀୟ ସଂକ୍ରମଣ: ଜାଣନ୍ତୁ ଗୋଟିଏ ଦିନରେ କେତୋଟି ରହିଛି ଲୋକାଲ କେସ୍
ଭଦ୍ରକ ଅଫିସ,୧୧।୮: ଭଦ୍ରକ ଜିଲାରେ ମଙ୍ଗଳବାର ୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍ ସଂଖ୍ୟା ୧୦୬୮ ଛୁଇଁଛି। ମଙ୍ଗଳବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ ଚିହ୍ନଟ ହୋଇଥିବା ବେଳେ…
ବରଗଡ଼ରେ ପୁଣି ୫୬ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୭ଶହ
ବରଗଡ଼ ଅଫିସ୍,୧୧।୮: ବରଗଡ଼ ଜିଲାରେ କରୋନା(କୋଭିଡ୍-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର ଜିଲାରେ ପୁଣି ୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରପରିଷଦରେ ସର୍ବାଧିକ ୩୦ଜଣ ରହିଛନ୍ତି । ସେହିପରି ବରଗଡ଼ ବ୍ଲକ,…
କରୋନା ଆକ୍ରାନ୍ତ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ସରପଞ୍ଚ: ଗୋଟିଏ ଦିନ ପୂର୍ବରୁ ଉପସ୍ଥିତ ଥିଲେ ରକ୍ତଦାନ ଶିବିରରେ
କୋରୁକୋଣ୍ଡା,୧୧।୮(ଡି.ଏନ୍.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ସରପଞ୍ଚ ବଂଶୀଧର ମୁଦୁଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆ (ଫେସ୍ବୁକ୍) ପୋଷ୍ଟ କର ଜଣାଇଛନ୍ତି॥ ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ…
ଭଦ୍ରକ ଜିଲାର ଜଣେ ବିଡିଓଙ୍କୁ କରୋନା: ଜାଣନ୍ତୁ ସେ କେଉଁ ବ୍ଲକର
ପଦ୍ମପୁର:(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଡିଓ, ସାମାଜିକ ନିରାପତ୍ତା ଅଧିକାରୀ, ଓ ଜଣେ କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ବ୍ଲକର ସମସ୍ତ କର୍ମଚାରୀ ଭୟଭୀତ ହୋଇପଡିଛନ୍ତି। ମଙ୍ଗଳବାର ସମସ୍ତଙ୍କର ସ୍ବାବ ଟେଷ୍ଟ ହେବ ବୋଲି ଜଣାପଡିଛି।…
ମାଲିକ ନ କଲେ ଆଣ୍ଟିଜେନ ଟେଷ୍ଟ, ସିଲ୍ ହେବ ଦୋକାନ
ଗଞ୍ଜାମ,୧୧।୮(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏ ନେଇ ଗଞ୍ଜାମ ସହରରେ ଥିବା ସମସ୍ତ ଦୋକାନ ମାଲିକମାନେ ଆଣ୍ଟିଜେନ ଟେଷ୍ଟ କରିବା ନିମନ୍ତେ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ ପରାମର୍ଶ ଦେଇଛନ୍ତି l ଯଦି…
ଭଗବାନଙ୍କୁ ବି ଛାଡିଲେନି ଦୁର୍ବୃତ୍ତ: ମଉଁନେଇ ମନ୍ଦିରରୁ ଚୋରି
ସାକ୍ଷୀଗୋପାଳ,୧୧।୮(ଡି.ଏନ୍.ଏ ): ପୁରୀ ଜିଲା ସାକ୍ଷୀଗୋପାଳ ବଜାରରେ ଅବସ୍ଥିତି ମା’ ମଉଁନେଇ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତମାନେ ମନ୍ଦିରର ପାର୍ଶ୍ୱ ଦରଜା ତାଲାଭାଙ୍ଗି ଭିତରେ ପଶି ମା’ଙ୍କ ହୁଣ୍ଡିରୁ ସବୁ ଟଙ୍କା ନେଇଯାଇଛନ୍ତି। ସକାଳୁ ପୂଜକ ମନ୍ଦିର…
ଝାରସୁଗୁଡାରୁ ଗୋଟିଏ ଦିନରେ ସର୍ବାଧିକ ୬୭ ଆକ୍ରାନ୍ତ ଚିହ୍ନଟ
ଝାରସୁଗୁଡା ଅଫିସ,୧୧ା୮: ଝାରସୁଗୁଡା ଜିଲାରୁ ମଙ୍ଗଳବାର ଗୋଟିଏ ଦିନରେ ସର୍ବାଧିକ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ପଜିଟିଭଙ୍କୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୭ରେ…
ଝାରସୁଗୁଡ଼ା ଜିଲା କୋଭିଡ୍ ହସ୍ପିଟାଲରେ ଶିଶୁକନ୍ୟା ଜନ୍ମ
ଝାରସୁଗୁଡା ଅଫିସ,୧୧ା୮: ଝାରସୁଗୁଡା ଜିଲା କୋଭିଡ୍ ହସ୍ପିଟାଲରେ ସୋମବାର ରାତିରେ ଜଣେ ପ୍ରସୁତି ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏ ନେଇ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ପ୍ରସୁତି ମହିଳାଜଣଙ୍କ କରୋନାରେ ଆକ୍ରାନ୍ତ…

