ଆମ ଜିଲା ଖବର

ବଜ୍ରପାତରେ କୃଷକଙ୍କ ଜୀବନଗଲା

ବାଲେଶ୍ୱର ଅଫିସ,୧।୯: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଗୋବରଘାଟା ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ କାର୍ତ୍ତିକ ମହାନ୍ତି (୩୫)। କାର୍ତ୍ତିକ ବିଲକୁ ଯାଉଥିବା ସମୟରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏଥିରେ ସେ…

ଧସିଲା ବୈତରଣୀ ବନ୍ଧ: ୧୫ ପରିବାର ଆତଙ୍କିତ

ଧାମନଗର,୯।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ଉପର ଅସ୍ତକ ଗ୍ରାମରେ ଥିବା ଗୋପବନ୍ଧୁ ନଗର ପୋଷ୍ଟ ଅଫିସ ନିକଟରେ ପ୍ରାୟ ୩୦ ଫୁଟ ଲମ୍ବର ବନ୍ଧ ନଦୀ ଗର୍ଭକୁ ଧସିଯାଇଛି। ଏଥିରେ ୧୫ ପରିବାର ଆତଙ୍କିତ ଅବସ୍ଥାରେ ରହିଛନ୍ତି…

ବରଗଡ଼ରୁ ପୁଣି ୬୧ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ…

ବରଗଡ଼ ଅଫିସ,୧।୯: ବରଗଡ଼ ଜିଲାରୁ ମଙ୍ଗଳବାର ପୁଣି ୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବରଗଡ଼ ପୌରାଞ୍ଚଳର ୨୮, ବରଗଡ଼ ବ୍ଲକର ୪, ବରପାଲି ବ୍ଲକର ୩, ବରପାଲି ଏନ୍‌ଏସିର ୮, ବିଜେପୁର ବ୍ଲକର ୧,…

ପୁଣି ଧସିଲା ଗେଙ୍ଗୁଟି ନଦୀ ବନ୍ଧ

ଭଦ୍ରକ ଅଫିସ,୧।୯: ପୁଣି ନଦୀ ଗର୍ଭକୁ ଧସିଛି ଦୁର୍ବଳ ବନ୍ଧ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକସାହି ନିକଟ ଗେଙ୍ଗୁଟି ନଦୀରେ। ବନ୍ଧ ନଦୀ ଗର୍ଭକୁ ଧସିଯାଇ ମଳିକ ସାହି ନିକଟରେ ବନ୍ଧର…

ବ୍ରାଉନସୁଗାର ମାଫିଆଙ୍କ ସହ ପୋଲିସ ଲିଙ୍କ: ପୂର୍ବତନ ଥାନାଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର ଅଫିସ, ୧।୯: ବାଲେଶ୍ୱର ଜିଲା ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କ ବ୍ରାଉନସୁଗର ମାଫିଆଙ୍କ ସହିତ କଥାବାର୍ତ୍ତାକୁ ନେଇ ଏକ ଅଡିଓ ପୂର୍ବରୁ ଭାଇରାଲ ହୋଇଥିଲା। ଏହି ଘଟଣାରେ ଆଇଆଇସି ସାହୁଙ୍କୁ ଡିଜିପି ଅଭୟ ନିଲମ୍ବନ କରିଥିଲେ। ତେବେ…

ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

ବାରଙ୍ଗ,୧।୯(ଡି.ଏନ୍‌.ଏ.): କରୋନା ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ୫ମାସରୁ ଊର୍ଦ୍ଧ୍ୱ ହେବ ବନ୍ଦ ରହିଛି। ତେବେ ଅକ୍ଟୋବର ପ୍ରଥମ ସପ୍ତାହରେ ନନ୍ଦନକାନନ ଖୋଲିବା ପାଇଁ ଆଲୋଚନା ଆରମ୍ଭ ହୋଇଛି। ନନ୍ଦନକାନନ ପକ୍ଷରୁ ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ନନ୍ଦନକାନନ ଖୋଲିଲେ…

କେନ୍ଦୁଝରରୁ ୧୯ କିଲୋ ହାତୀ ଦାନ୍ତ ଜବତ, ୩ ଗିରଫ

କେନ୍ଦୁଝର ୧ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସୋମବାର ସନ୍ଧ୍ୟାରେ ଚଢ଼ାଉ କରାଯାଇ ହରିଚନ୍ଦନପୁର ଥାନା ଅଞ୍ଚଳରୁ ୩ ହାତୀ ଦାନ୍ତ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ପ୍ରାୟ ୧୯ କେଜି ଓଜନର ୧୪ଟି…

ବାଲୁବଜାରକୁ ମୂର୍ତ୍ତିପୂଜା ଅନୁମତି

କଟକ ଅଫିସ,୧।୯: କଟକରେ ଦୁର୍ଗାପୂଜାକୁ ନେଇ ନାନା କଳ୍ପନାଯଳ୍ପନା ଜାରି ରହିଥିବା ବେଳେ ସହରର ସର୍ବପୁରାତନ ବାଲୁ ବଜାର ପୂଜା କମିଟିକୁ ମୂର୍ତ୍ତି ନିର୍ମାଣ ଓ ପୂଜା ପାଇଁ ସୋମବାର ହାଇକୋର୍ଟ ଅନୁମତି ଦେଇଛନ୍ତି। କିନ୍ତୁ ଏହି ପୂଜା ସରକାରୀ କୋଭିଡ୍‌…

ମହାବାତ୍ୟାରେ କେନ୍ଦ୍ରାପଡ଼ା ଆସିଥିଲେ ପ୍ରଣବଦା

କେନ୍ଦ୍ରାପଡ଼ା ଅଫିସ, ୧।୯: ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରନତ୍ ପ୍ରଣବ ମୁଖାର୍ଜୀଙ୍କର ସୋମବାର ଦେହାନ୍ତ ପରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ ବହୁ ଲୋକ ଶୋକ ବ୍ୟକ୍ତ କରିଛନ୍ତି। ମହାକାଳପଡ଼ା ରାମନଗର ଗ୍ରାମର ତରୁଣକାନ୍ତି କାଞ୍ଜିଲାଲ କହିଛନ୍ତି, ୧୯୯୯ ମହାବାତ୍ୟା…

ମଉଳୁଛି କୁମ୍ଭକାରଙ୍କ ଆଶା

ବଅଁରପାଳ,୧ା୯(ଡି.ଏନ.ଏ.) – ଖରା ହେଉ କି ବର୍ଷା, ସର୍ବଦା ଚଳଚଞ୍ଚଳ ଥାଏ କୁମ୍ଭାରଶାଳ। ବର୍ଷକ ବାର ମାସ ମାଟି ସାମଗ୍ରୀ ବିକି ଭଲ ଆୟ କରନ୍ତି କୁମ୍ଭକାରମାନେ। ବିଶେଷକରି ଭାଦ୍ରବ ମାସରୁ ଆରମ୍ଭ ହେଉଥିବା ପୂଜା ଋତୁରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି…

ଆଶାକର୍ମୀଙ୍କ ବେଆଇନ ନିଯୁକ୍ତିକୁ ନେଇ ଦାବିପତ୍ର

ମୁରିବାହାଲ, ୧ା୯(ଡି.ଏନ୍‌.ଏ.) ବଲାଙ୍ଗୀର ଜିଲା ଜିଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ଶାଖା ଓ ଯୁବ କନ୍ଧ ସମାଜ ପକ୍ଷରୁ ବେଆଇନ ଆଶାକର୍ମୀ ନିଯୁକ୍ତି ପ୍ରସଙ୍ଗରେ ସୋମବାର ମୁରିବାହାଲ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଛି। ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ନଥିଲେ…

କରୋନା ଭୟରେ ପରିବାର ଲୋକ ନେଲେନି ମୃତଦେହ: ସାମାଜିକ କର୍ମୀ କଲେ ସତ୍କାର

ବୌଦ୍ଧ, ୩୧ା୮(ସ୍ବ.ପ୍ର.)-କରୋନା ଭୟରେ ପରିବାର ଲୋକେ ଜଣେ ଯୁବକଙ୍କ ମୃତଦେହ ନେବାକୁ ମନା କରିଦେଲେ ା ଶେଷରେ ପ୍ରଶାସନ ପକ୍ଷରୁ ସାମାଜିକ କର୍ମୀଙ୍କ ସହାୟତାରେ ତାଙ୍କର ଶବ ସତ୍କାର କରାଗଲା ା ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ସହରର ଖଲିଆବଗିଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?