ଆମ ଜିଲା ଖବର

ଲୁହା ତରଳଗୁଣ୍ଡ ପାଇପ ଫାଟି ଫସଲ ନଷ୍ଟ

ଚିତ୍ରକୋଣ୍ଡା,୨୪ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ମିତ୍ତଲ ନିପଲ ଷ୍ଟିଲ ଇଣ୍ଡିଆ ଲିମିଟେଡ୍‌ କମ୍ପାନୀ ଦେଇ ପାଇପ ମଧ୍ୟରେ ଲୁହା ତରଳ ଗୁଣ୍ଡ ଯାଉଥିବା ସମୟରେ ଚିତ୍ରକୋଣ୍ଡା ଯାନବାଇସ୍ଥିତ ଆଞ୍ଜେରିଆ ଗୁଡ଼ା ଗ୍ରାମ ନିକଟରେ ଆରସେଲ ପାଇପ ଲାଇନଟି ଫାଟି ଯାଇଥିଲା। ଫଳରେ…

ପେସାଦାର ଅପରାଧୀଙ୍କୁ ଛୁରି ଭୁସି ହତ୍ୟା: ୨ ସନ୍ଦିଗ୍ଧ ଅଟକ

ଦିଗପହଣ୍ଡି,୨୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ସକାଳେ ଜଣେ ପେସାଦାର ଅପରାଧୀଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ବନ୍ଥପଲ୍ଲୀ ଗାଁର ବଚ୍ଚନ ସ୍ବାଇଁ। ଗାଁ ମଣ୍ଡପରେ ବଚ୍ଚନ ତାଙ୍କ…

ପୂର୍ବ ଶତ୍ରୁତାରୁ ବୋମାମାଡ଼: ଜଣେ ମୃତ

ବାଙ୍କୀ,୨୪।୮(ଡି.ଏନ୍‌.ଏ.): କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଘୋଲପୁର ଆନନ୍ଦ ପାଟଣା ସାହିରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଛି। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଲେ ଉକ୍ତ ଗ୍ରାମର ଗୋବିନ୍ଦ ବେହେରା। ସୂଚନାଯୋଗ୍ୟ, ଗୋବିନ୍ଦ ବାଇକ୍‌ ଯୋଗେ…

ବରଗଡ଼ରୁ ଆଉ ଏକ ମୁଣ୍ଡ ନେଲା କରୋନା, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୨୪

ବରଗଡ଼ ଅଫିସ,୨୪।୧୦: ବରଗଡ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢିଚାଲିଛି। ତେବେ ଶନିବାର ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ମାଲକାନଗିରିରୁ ୩୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ୪,୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମାଲକାନଗିରି, ୨୪।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲାରୁ ଶନିବାର ୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ପୌର ପରିଷଦର ୭, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪, ମାଲକାନଗିରି ବ୍ଲକରୁ ୪, ମାଥିଲି ବ୍ଲକରୁ…

ନିରାଡାମ୍ବରାରେ ମା’ଙ୍କ ମହାଷ୍ଟମୀ ପୂଜା

ପାଟଣା,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ଉଦୟପୁର ଗ୍ରାମରେ ୩ ଶହ ବର୍ଷର ପ୍ରାଚୀନ ଦୁର୍ଗା ମଣ୍ଡପ ଓ ପାଟଣା ମୁଖ୍ୟାଳୟସ୍ଥିତ ମଣ୍ଡପରେ ମା’ ଦୁର୍ଗାଙ୍କ ମହାଷକଟମୀ ପୁଜା ନିରଡାମ୍ବର ଭାବେ ପାଳିତ ହେଉଛି। କୋଭିଡ କଟକଣାକୁ ଦୃଷ୍ଟିରେ…

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଦର୍ଶ କ’ଣ କୁହନ୍ତି ଜାଣନ୍ତୁ

ଜୁନାଗଡ଼,୨୪।୧୦(ଡି.ଏନ୍‌.ଏ.): ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ କଳାହାଣ୍ଡି ଜିଲା ଜୁନାଗଡ଼ ସହରର ଆଦର୍ଶ ସେଠୀ କୃତକାର୍ଯ୍ୟ ହୋଇଛନ୍ତି। ଆଦର୍ଶ ବରଗଡ଼ର ବିକାଶ ରେସିଡେଣ୍ଟାଲରୁ ଦଶମରେ ୯୭ ପ୍ରତିଶତ ମାର୍କ ରଖି ପାସ ହୋଇଥିଲେ। ପରେ ସେ ଭୁବନେଶ୍ୱରସ୍ଥିତ ଡିଏଭିରୁ ୯୭…

ବରଗଡ଼ରୁ ପୁଣି ଜଣଙ୍କ କରୋନାରେ ମୃତ୍ୟୁ: ଆକ୍ରାନ୍ତଙ୍କ ସଂଖ୍ୟା ୮୩୨୪ରେ ପହଞ୍ଚିଲା

ବରଗଡ଼ ଅଫିସ,୨୪।୧୦: ବରଗଡ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ସେହିପରି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଛତିଷାପାଟରେ ଲୁଚି ରହିଛନ୍ତି ହାତୀପଲ: ଲୋକେ ଆତଙ୍କିତ

ଚୌଦ୍ୱାର,୨୪।୧୦(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ବାଣୀପଦା ଗ୍ରାମ ପଡ଼ିଆରେ ୨୨ ଘରିଆ ହାତୀପଲ ଦେଖିବାକୁ ମିଳିଛି। ଏ ନେଇ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ସାରକୋଳି ଜଙ୍ଗଲରୁ ହାତୀପଲ ଆସିଥିବା ଓ ଗ୍ରାମବାସୀ…

‘ସାମ୍ୟବାଦ୍‌ ଆନ୍ଦୋଳନର ଜନକ ଥିଲେ ଭଗବତୀ’

କଟକ ଅଫିସ, ୨୪ା୧୦: ମାକର୍‌ସବାଦୀ ଚିନ୍ତାଧାରାର ଆଦ୍ୟ ପ୍ରବର୍ତ୍ତକ ତଥା ମୁକ୍ତି ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୭ତମ ସ୍ମୃତି ସମାରୋହ କଟକ ବାଲୁବଜାରସ୍ଥିତ ଓଷ୍ଟା ସମ୍ମିଳନୀ କକ୍ଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କଟକ ନଗର କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।…

ବନ କର୍ମଚାରୀଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

କପ୍ତିପଦା,୨୩ା୧୦(ଡ଼ି.ଏନ.ଏ): ଶିକାରୀ ଭାବି ବନ ବିଭାଗ କର୍ମଚାରୀମାନେ ଜଣେ ଯୁବକଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ପୋଡ଼ାଡ଼ିହା ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ସ୍ଥାନୀୟ ନଛିପୁର ଗ୍ରାମବାସୀ…

ଦିଆସିଲ କାଠିରେ କଳାଠାକୁର

ପୁରୀ ଅଫିସ,୨୪ା୧୦: ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। କାରଣ ଆଗ୍ରହ ହିଁ ସଫଳତାର ନିକଟତର କରାଏ। ଜଣେ ଯୁବଶିଳ୍ପୀ ଏଭଳି ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଦିଆସିଲ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ତିଆରି କରି ପ୍ରଶଂସା ସାଉଣ୍ଟିଛନ୍ତି। ସେ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?