ଆମ ଜିଲା ଖବର

ଆଇଜରରେ ପଢ଼ିବେ ପାନ ଦୋକାନୀଙ୍କ ପୁଅ

ଚୌଦ୍ୱାର,୨୪ା୧୦(ଡି.ଏନ୍‌.ଏ.): କଠିନ ଅଧ୍ୟବସାୟ ଓ ଦୃଢ଼ ଇକ୍ତାଶକ୍ତି ଥିଲେ ସବୁ ସମ୍ଭବ। ମନରେ ଦୃଢ ସଙ୍କଳ୍ପ ରଖିଲେ ମଣିଷ ଅଭାବ ଅନଟନ ଭିତରେ ବି ସଫଳତା ପାଇପାରେ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ପାନ ଦୋକାନୀଙ୍କ ପୁଅ। ସେ ହେଲେ…

ବରଗଡ଼ କେନାଲରେ ପୁଣି ଜଣେ ଭାସିଗଲେ

ବରଗଡ଼ ଅଫିସ,୨୪।୧୦: ବରଗଡ଼ ଜିଲା ବରଗଡ଼ ବ୍ଲକ ଅନ୍ତର୍ଗତ ସିମେଣ୍ଟ ନଗର ନିକଟ ସ୍କୁଲ ପଡାର ୭୦ ବର୍ଷୀୟ ବୃଦ୍ଧ ଜଳନ୍ଧର କଲେତ୍‌ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇ ଗତ ଶୁକ୍ରବାର ଭାସି ଯାଇଥିଲେ । ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳି…

ସରକାରଙ୍କ ସହାୟତାରେ ପ୍ରଶାସନ ବାଧକ

ଯାଜପୁର ଅଫିସ,୨୪ା୧୦: ଗତ ଅଗଷ୍ଟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ୨ ମାସ ପୂରିବାକୁ ଯାଉଛି। ବିପର୍ଯ୍ୟୟ ପରିଚାଳନା ଆଇନ(ଡିଏମ୍‌ଏ)-୨୦୦୫ର ରାଜ୍ୟ ନିର୍ବାହୀ କମିଟି ବୈଠକରେ ଘରଭଙ୍ଗା ଅଗ୍ରିମ ବାବଦକୁ ୨୬ ଜିଲାକୁ ୫୦ କୋଟି ଟଙ୍କା ଆବଣ୍ଟିତ ହୋଇସାରିଛି। ଏହାବାଦ୍‌ କପଡ଼ା…

ଫଟୋଗ୍ରାଫରଙ୍କ ପରଲୋକ

ସମ୍ବଲପୁର, ୨୪।୧୦ (ବ୍ୟୁରୋ): ବିଶିଷ୍ଟ ଫଟୋଗ୍ରାଫର ତଥା ପରିବେଶ ପ୍ରେମୀ ନଟବରଲାଲ ଭରୁ(୭୮)ଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ୧୯୫୦ରେ ସମ୍ବଲପୁର ଲକ୍ଷ୍ମୀଟକିଜ ଛକଠାରେ ପ୍ରଥମେ ତାଙ୍କ ବାପା ସ୍ବର୍ଗତ ଭିଏଲ ଭରୁ ଫଟୋ ଷ୍ଟୁଡିଓ ସ୍ଥାପନ କରିଥିଲେ। ସେ ପିତାଙ୍କ…

ପୁଅକୁ ପଥରରେ ଛେଚି ମାରିଲେ ବାପା

ବାରିପଦା ଅଫିସ,୨୪ା୧୦: ରାଗ ସମ୍ଭାଳି ନ ପାରି ନୃଶଂସ ବାପା ପଥରରେ ଛେଚି ନିଜ ୫ବର୍ଷର ପୁଅଙ୍କୁ ହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଯଦୁନାଥପୁର ବେଲଡୁଙ୍ଗୁରୀ ଗ୍ରାମରେ ଗୁରୁବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଖବରପାଇ…

ପାର୍ବଣ ଉତ୍ସବ ପାଣିଚିଆ

ଅନୁଗୋଳ ଅଫିସ, ୨୪ା୧୦ – ଧରାପୃଷ୍ଠକୁ ମା’ ଆସିବେ ବୋଲି ମାସ ମାସ ଧରି ପ୍ରସ୍ତୁତି ଚାଲେ। ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ ରାଜ୍ୟ ବାହାରୁ ଆସନ୍ତି କାରିଗର। ଲାଇଟ୍‌, ସାଉଣ୍ଡ ଆଦି ସାଜସଜ୍ଜା ଦାୟିତ୍ୱ ଦିଆଯାଏ ଭଲ ଚିତ୍ରାଳୟକୁ। ମା’ଙ୍କ…

ଅଟକିଯାଇଛି ନାଟକ

ଓଡ଼ାପଡ଼ା, ୨୪ା୧୦ – ଖାଁ ଖାଁ ପ୍ରେକ୍ଷାଳୟ। ବନ୍ଦ ହୋଇଯାଇଛି ସଂଳାପର ପ୍ରତିଧ୍ୱନି। ନାହାନ୍ତି କଳାକାର କି ଦିଶୁନି ସେମାନଙ୍କ ହସକାନ୍ଦ ଭରା ଅଭିନୟର ଚାତୁରି। ମାର୍ଚ୍ଚ ଶେଷ ସପ୍ତାହ ଯାଏ ଚଳଚଞ୍ଚଳ ଥିବା କଳାକାର, ରଙ୍ଗମଞ୍ଚରେ ଏବେ ଅସମ୍ଭବ ନୀରବତା।…

ବାଇକ୍‌ ଡିକି ଭାଙ୍ଗି ନେଇଗଲେ ୨ ଲକ୍ଷ ଟଙ୍କା

ରେଢାଖୋଲ,୨୩।୧୦(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢାଖୋଲ ସହର ବସ୍‌ଷ୍ଟାଣ୍ଡ ନିକଟ ରାଣିବନ୍ଧସ୍ଥିତ ଏକ ସାନିଟାରି ଦୋକାନ ସମ୍ମୁଖରୁ ଶୁକ୍ରବାର ବାଇକ୍‌ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି କଦଳୀଗଡ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପଣ୍ଡକିମାଳ ଗ୍ରାମର…

କାଳ ହେଲା ଗାଡି ରେସିଂ: ପଥରରେ ପିଟି ହୋଇ ବାଇକ୍‌ ଚାଳକଙ୍କ ପ୍ରାଣଗଲା

ପାଟଣା, ୨୩ା୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା-କେନ୍ଦୁଝର ରାସ୍ତାର ପୁଟୁଳିଆ ୟୁକାଲ୍‌ ପଟାସ ଜଙ୍ଗଲ ନିକଟରେ ରାସ୍ତା ପାର୍ଶ୍ୱରେ ପଡିଥିବା ଏକ ପଥରରେ ପିଟି ହୋଇ ଶୁକ୍ରବାର ସକାଳୁ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାମେଶ୍ୱରପୁର ଗ୍ରାମର ବିପିନ ବିହାରୀ…

ବରଗଡ଼ରୁ ୬୨ ନୂଆ କରୋନା ପଜିଟିଭ୍ ଚିହ୍ନଟ‌: ସିଭିଲ କୋର୍ଟକୁ ପଶିଲା କରୋନା

ବରଗଡ଼ ଅଫିସ,୨୩।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶୁକ୍ରବାର ଜିଲାରେ ପୁଣି ୬୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୮ଜଣ ମହିଳା ଓ ୩୪ ଜଣ ପୁରୁଷ ଅଛନ୍ତି। ନୂଆ ଆକ୍ରାନ୍ତ ମଧ୍ୟରେ…

ଶିକାରୀ ସନ୍ଦେହରେ ପିଟିପିଟି ହତ୍ୟା ଅଭିଯୋଗ: ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ

କପ୍ତିପଦା,୨୩ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ପୋଡ଼ାଡିହା ଫରେଷ୍ଟ ବିଟ୍‌ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହ ରଖି ବିକ୍ଷୋଭ କରାଯାଇଛି। ମୃତକ ଜଣକ ହେଲେ କପ୍ତିପଦା ଥାନା ନଛିପୁର ଗ୍ରାମର ଗଜେନ୍ଦ୍ର ନାଏକ। ସୂଚନାଯୋଗ୍ୟ, ଗତ ୯ ତାରିଖରେ…

ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ଶିକ୍ଷକ

ବରଗଡ଼ ଅଫିସ,୨୩ା୧୦: ବରଗଡ଼ ମୁଖ୍ୟ କେନାଲରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ଶିକ୍ଷକ ଭାସି ଯାଇଛନ୍ତି। ସେ ହେଲେ ବରଗଡ଼ ବ୍ଲକ ଅନ୍ତର୍ଗତ ସିମେଣ୍ଟ ନଗର ନିକଟ ସ୍କୁଲ ପଡ଼ାର ଜଳନ୍ଧର କଲେତ୍‌ (୭୦)। ଜଳନ୍ଧର ଭଟଲି ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ପ୍ରାଥମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?