୨ ମାସ ପରେ ଢେଙ୍କାନାଳ ସହରକୁ ଫେରିଲା କରୋନା
ଢେଙ୍କାନାଳ ଅଫିସ,୧୪ା୬: ୨ ମାସ ପରେ ଢେଙ୍କାନାଳ ସହରକୁ ପୁଣି କରୋନା ଫେରିଛି। ରବିବାର ସହରରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସହରସ୍ଥିତ କାରିଗର ସାହି ଅଭିନନ୍ଦନ ଗାର୍ଡେନ ପରିସରରେ ରହୁଥିବା ଜଣେ ପୂଜକ ଏବଂ ତାଙ୍କ ମା’…
ସଙ୍ଗରୋଧ କେନ୍ଦ୍ର ଛାଡିବାକୁ ଅନିଚ୍ଛୁକ ପ୍ରବାସୀ: ଘରକୁ ଗଲାବେଳେ କାନ୍ଦୁଛନ୍ତି
ଜୁନାଗଡ଼,୧୪।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଚଳା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀମାନେ ଯିବାକୁ ଅନିଚ୍ଛୁକ ହେଉଛନ୍ତି। ମହିଚଳା ସରପଞ୍ଚ ଅଜୟ ବେହେରାଙ୍କ ଭଲପାଇବା ଏଭଳି ଭାବରେ ପ୍ରବାସୀଙ୍କୁ ବାନ୍ଧି ରଖିଛି ଯେ ସଙ୍ଗରୋଧ କେନ୍ଦ୍ର ଛାଡିବାକୁ ସେମାନେ ଅନିଚ୍ଛା…
ବରଗଡ଼ରେ ଗର୍ଭବତୀ ମହିଳାଙ୍କ ସମେତ ୧୬ ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଞ୍ଚିଲା
ବରଗଡ଼ ଅଫିସ,୧୪ା୬: ବରଗଡ଼ ଜିଲାରେ ରବିବାର ପୁଣି ୧୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭେଡେନ୍ ବ୍ଲକ ରୁଷୁଡା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମସି)ର ୬, ଭେଡେନ୍ ଆଇଟିଆଇ ଟିଏମ୍ସିର ଜଣେ, ବରଗଡ଼ ବ୍ଲକ ଅଡ଼ଗାଁ ଟିଏମ୍ସିର ୨, କୁରୁଆଁ…
ଜୁନ୍ ୩୦ ଯାଏ ଗଞ୍ଜାମ ସମ୍ପୂର୍ଣ୍ଣ ଲକ୍ଡାଉନ୍: ମଧ୍ୟାହ୍ନ ୧୨ଟାରୁ ପରେ ଘରୁ ନ ବାହାରିବାକୁ ଜିଲାପାଳଙ୍କ ପରାମର୍ଶ
ଛତ୍ରପୁର,୧୪।୬(ଡି.ଏନ୍.ଏ.)-ଗଞ୍ଜାମ ଜିଲାରେ ଗୋଟିଏ ପଟେ କରୋନା ପଜିଟିଭ୍ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଅପରପକ୍ଷେ କେତେକ ଲୋକ ଏବେ ବି ମାସ୍କ ପିନ୍ଧୁ ନ ଥିବା, ସାମାଜିକ ଦୂରତା ରକ୍ଷା କରୁ ନ ଥିବା ଦେଖାଯାଉଛି। ଏପରିକି ଲୋକମାନେ ପୋଖରୀରେ…
ପୁରୀରେ ପୁଣି ୭ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୧୫୫ରେ ପହଞ୍ଚିଲା
ପୁରୀ ଅଫିସ,୧୪ା୬: ପୁରୀ ଜିଲାରୁ ରବିବାର ପୁଣି ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୫୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୮ ଜଣ ସୁସ୍ଥ ହୋଇଥିଲା ବେଳେ ୫୭ଜଣ ଚିକିତ୍ସାଧୀନ ଅଛନ୍ତି।…
ଭଦ୍ରକରେ ୧୫୭ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭଦ୍ରକ ଅଫିସ,୧୪।୬: ଭଦ୍ରକ ଜିଲାରୁ ରବିବାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି। ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ହରିୟାଣା ଫେରନ୍ତା ବୋଲି ଜଣାପଡିଛି ଓ ସେ ସଙ୍ଗରୋଧ କେନ୍ଦ୍ରରୁ…
ଘରୁ ଟଙ୍କା, ସୁନା ଲୁଟିନେଇ ବ୍ୟବସାୟୀଙ୍କୁ ହତ୍ୟା: ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ, ସାଇଣ୍ଟଫିକ୍ ଟିମ୍
ବ୍ରହ୍ମପୁର ଅଫିସ,୧୪।୬: ଗଞ୍ଜାମ ଜିଲା ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାଠାରେ ଥିବା ହେରିଟେଜ କ୍ଷୀର ଡିଲର ତଥା ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଲମ୍ବୋଦର ମୁନି। ଶନିବାର ରାତିରେ ଘରେ ଦୁର୍ବୃତ୍ତ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ…
ରଜରେ ଫୁଟିଲା ଗୁଳି: ଖୋର୍ଦ୍ଧା ବଡ ଶବର ସାହିରେ ଯୁବକଙ୍କୁ ହତ୍ୟା
ଖୋର୍ଦ୍ଧା ଅଫିସ,୧୪।୬: ରଜରେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆର ବଡ ଶବର ସାହି ସକାଳ ସାଢେ ୭ଟା ସମୟରେ ଘଟିଛି ଘଟଣା। ମୃତକ ହେଲେ ଲାଲା ପ୍ରଧାନ(୩୫)। ଖବର…
କେନ୍ଦୁଝରର ଗଣପର୍ବ ରଜ: ରଜବତୀଙ୍କ ପୂଜା ମୁଖ୍ୟ ଆକର୍ଷଣ
କେନ୍ଦୁଝର: ‘ବନସ୍ତେ ଡାକିଲା ଗଜ। ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ।’ ହଁ ଆଜି ପହିଲି ରଜ। କୃଷିଭିତ୍ତିକ ଏହି ପର୍ବକୁ ଗାଁଠୁ ସହର ପ୍ରତିଟି ଓଡ଼ିଆ ପରିବାର ପାଳିଥାନ୍ତି। ବିଶେଷ କରି କେନ୍ଦୁଝର…
ଧୂଳିଧୂଆଁରେ ଅତିଷ୍ଠ ଜୁରୁଡି ଅଞ୍ଚଳବାସୀ
ଯୋଡ଼ା, ୧୪। ୬ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଏକାଧିକ ଖଣି ଥିବା ଜୁରୁଡି ଅଞ୍ଚଳବାସୀ ଧୂଳିଧୂଆଁରେ ଅତିଷ୍ଠ ହୋଇପଡିଥିବା ବେଳେ ଖାଦ୍ୟପଦାର୍ଥରେ ଧୂଳି ଜମି ଯାଉଥିବା ଅଭିଯୋଗ ହୋଇଛି। ବିଭିନ୍ନ ଖଣି କମ୍ପାନୀ ଖଣିଜ ଉତ୍ତୋଳନ ଓ…
୫ ମାସ ହେବ ଜାଲ ବିଛାଇଥିଲା ଏସ୍ଟିଏଫ୍: ୨ ବାଘ ଛାଲ ଜବତ, ସମିତିସଭ୍ୟ ଗିରଫ
ଭୁବନେଶ୍ୱର, ୧୪। ୬(ବ୍ୟୁରୋ)/ ନୟାଗଡ଼ ଅଫିସ/ ରଣପୁର(ସ୍ବ.ପ୍ର.): ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ନୟାଗଡ଼ ଜିଲାର ରଣପୁର ରେଞ୍ଜ ଅଜାମୁଗଣ୍ଡ ଗାଁରୁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ୨ଟି ବାଘଛାଲ ଜବତ କରିଛି। ଏଥିସହ ବାଘର ହାଡ଼ ମଧ୍ୟ ମିଳିଛି। ଘଟଣାରେ ସମ୍ପୃକ୍ତ…
ତଥାପି ମଉଳିନି ଆଶା: କଠିନ ପରିଶ୍ରମ କରି ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ଦୁଇବନ୍ଧୁ
ଭୋଗରାଇ, ୧୪।୬(ଡି.ଏନ.ଏ.)-ଚାକିରି ପଛରେ ନ ଧାଇଁ ଆମତ୍ନିର୍ଭରଶୀଳ ହେବାକୁ ସ୍ବପ୍ନ ଦେଖିଥିଲେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ହରିପୁର ଗ୍ରାମର ପ୍ରଶାନ୍ତ ତ୍ରିପାଠୀ ଓ ବାଟଗ୍ରାମ ଗ୍ରାମର ଆଲୋକ ସାହୁ। ସେମାନେ ଦୁଇ ବନ୍ଧୁ। ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସାଙ୍ଗ…
Archives


