ଆମ ଜିଲା ଖବର

ବାଇକ୍‌ ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ଦିଗପହଣ୍ଡି,୨୫ା୧୦(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି – ଫାଶୀଗୁଡ଼ା ରାସ୍ତାରେ ରବିବାର ୨ ବାଇକ୍‌ ମୁହଁାମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମ କାର୍ଯୀ ସାହିର ଶୁଭେନ୍ଦୁ…

ଗ୍ରୀସୁଲ ନଦୀ ବ୍ରିଜ ନିକଟରୁ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ବରଗଡ ଅଫିସ,୨୫।୧୦-ବରଗଡ ମୁଖ୍ୟ କେନାଲରେ ଗତ ଶୁକ୍ରବାର ଓ ଶନିବାର ୨ଜଣ ଭାସି ଯାଇଥିଲେ। ଶନିବାର ଭାସି ଯାଇଥିବା ବରଗଡ ତଳିପଡାର ଯୁବକ ଓମ ପ୍ରକାଶ ଭୋଇ(୨୨)ଙ୍କ ମୃତଦେହ ରବିବାର ସକାଳୁ ବରଗଡ଼ ମୁଖ୍ୟ କେନାଲର ଗୁଡେଶିରା ନିକଟରୁ ଉଦ୍ଧାର କରାଯାଇଥିଲା।…

କଟକ ସହରରୁ ୫୩ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୫।୧୦-କଟକ ସହରରୁ ଆଜି ମୋଟ୍‌ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୨୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୬ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଟୁଇଟ କରି…

ଦାରିଙ୍ଗବାଡ଼ି ବ୍ଲକରେ ଦଶହରା ପାଳିତ

ଦାରିଙ୍ଗବାଡ଼ି,୨୫ା୧୦(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଏବଂ ଦାରିଙ୍ଗବାଡ଼ିରେ ଦୁର୍ଗାପୂଜା ପାଳିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କରୋନା କଟକଣା ମଧ୍ୟରେ ପୂଜାର୍ଚ୍ଚନା କରାଯାଇଛି। ଦାରିଙ୍ଗବାଡ଼ିରେ ଷଷ୍ଠୀଠାରୁ ଦୁର୍ଗାପୂଜାର ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟ ପୂଜକ ବୁଲୁ ତ୍ରିପାଠୀ ପୂଜାର୍ଚ୍ଚନା କରିଥିବା ବେଳେ ସନ୍ତୋଷ…

ଜୁଆଖେଳକୁ ନେଇ ଯୁବକକୁ ମରଣାନ୍ତକ ଆକ୍ରମଣ

ପୋଲସରା,୨୫ା୧୦(ଡି.ଏନ୍‌.ଏ.)-ପୋଲସରା ଥାନା ତ୍ରିନାଥ ମନ୍ଦିର ନିକଟରେ ଚାଲିଥିବା ଜୁଆଖେଳକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ରବିବାର ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ପୋଲସରାର ରତନେଇ ସାହିର ସୁଶାନ୍ତ ସାହୁ ଗୁରୁତର ହୋଇଛନ୍ତି। ଆକ୍ରମଣ ପରେ ଅଭିଯୁକ୍ତ ଜଣକ ସ୍ଥାନୀୟ ଥାନାରେ ଆତ୍ମସମର୍ପଣ କରିଥିବା…

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର

ଚିତ୍ରକୋଣ୍ଡା,୨୫ା୧୦(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଏବଂ ଯୋଡ଼ାମ୍ବ ଭଳି ବିଭିନ୍ନ ସ୍ଥାନରେ ରବିବାର ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ମାଓବାଦୀମାନେ ବିପ୍ଳବ ନାଁରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି। ସେମାନଙ୍କ ମୁଖା…

ଦଶହରାରେ ବି ଗଞ୍ଜାମ ଏନ୍‌ଏସିରେ ଉଠିଲାନି ଆବର୍ଜନା

ଗଞ୍ଜାମ,୨୫l୧୦(ଡି.ଏନ୍‌.ଏ.)-କୋଭିଡ୍‌ କଟକଣା ମଧ୍ୟରେ ଗଞ୍ଜାମ ସହରରେ ଦଶହରା ପର୍ବ ପାଳନ କରାଯାଉଛି। ସହରର ଦୁର୍ଗାଦେବୀସାହି ମା’ ଦୁର୍ଗା, ଶିଶୁମନ୍ଦିର ରାସ୍ତାରେ ମା’ ବୁଢ଼ୀ ଠାକୁରାଣୀ, ପୁଇଁତୋଳା ମା’ କନକଦୁର୍ଗା ଓ ଗ୍ରାମ ଠାକୁରାଣୀ ଆଦି ମନ୍ଦିରରେ ବିଜୟା ଦଶମୀ ପାଳିତ ହେଉଛି…

ବରୁହଁ।-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତା ଜବରଦଖଲ ହଟୁନି, ବଢୁଛି ଦୁର୍ଘଟଣା

ବରୀ,୨୫।୧୦(ଡି.ଏନ.ଏ.): ବରୁହଁ।-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ହଟୁନି। ଏଥିଯୋଗୁ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ରାସ୍ତାକୁ ଜବରଦଖଲ କରି ଦୋକାନୀମାନେ ବ୍ୟବସାୟ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି…

ଅସ୍ଥାୟୀ ଡମ୍ପିଂୟାର୍ଡ ପାଲଟିଛି କଚେରି ପୋଖରୀ

ପଟ୍ଟାମୁଣ୍ଡାଇ, ୨୫।୧୦ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଏବେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ମ୍ୟୁନିସିପାଲିଟି ପକ୍ଷରୁ ଡମ୍ପିଂୟାର୍ଡ ନିର୍ମାଣ ହେବା ନେଇ ୨୦୧୩ରୁ ଯୋଜନା ଚାଲିଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ଅନ୍ୟପକ୍ଷେ…

ବରଗଡ଼ରୁ ପୁଣି ୫୩ ଜଣଙ୍କୁ କରୋନା: ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ

ବରଗଡ଼ ଅଫିସ,୨୫।୧୦: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଏଠାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଜିଲାରେ ପୁଣି ୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ…

ଇକୋ ଭିଲେଜ ସତ୍ତ୍ୱେ ହେଉନି ଭିତ୍ତିଭୂମିର ବିକାଶ -ମୁଦୁଲିଗାଡ଼ିଆକୁ ଯିବାକୁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ

ନୟାଗଡ଼ ଅଫିସ,୨୫।୧୦: ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର ମୁଦୁଲିଗାଡିଆ ଇକୋ ଭିଲେଜ ମାନ୍ୟତା ପାଇବାର ୨ବର୍ଷ ବିତିଯାଇଛି। ହେଲେ ଏଠାରେ ଲାଗିରହିଥିବା ସମସ୍ୟା ସମାଧାନ ହେଉ ନ ଥିବାରୁ ପର୍ଯ୍ୟଟକଙ୍କୁ ଏହି ଗଁ। ଆକର୍ଷିତ କରିପାରୁନି। ମହାନଦୀ ପାଖରେ…

ନିଆରା ପାର୍ବଣ

କାଶତଣ୍ଡୀ ଫୁଲର ପସରା ମେଲାଇ ଗାଁକୁ ଆସିଛି ପାର୍ବଣ। କରୋନା କଟକଣା ମଧ୍ୟରେ ଗାଁର ଆବାଳବୃଦ୍ଧବନିତା ମସ୍‌ଗୁଲ ହୋଇଉଠିଛନ୍ତି। ମା’ ଦୁର୍ଗତିନାଶିନୀ ଗାଁର ପୂଜା ମେଢରେ ପଦାର୍ପଣ କରିସାରିଛନ୍ତି। ବିଲ୍ବବରଣରୁ ଦଶହରା ପର୍ଯ୍ୟନ୍ତ ଗ୍ରାମବାସୀ ନିଜକୁ ଆଧ୍ୟାତ୍ମିକତାରେ ହଜେଇ ଦେଇଥାନ୍ତି। ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?