ଶାଗୁଆନ କାଠ ବୋଝେଇ ଟାଟାଏସି ଜବତ
ବାରଙ୍ଗ,୪।୫(ଡି.ଏନ୍.ଏ.): ବାରଙ୍ଗଥାନା ପୋଲିସ ମଙ୍ଗଳବାର ସକାଳେ ଶାଗୁଆନକାଠ ବୋଝେଇ ଟାଟାଏସି ସହ ଦୁଇଜଣଙ୍କୁ ଧରି ବନବିଭାଗକୁ ହସ୍ତାନ୍ତର କରିଛି ା ସେମାନେ ହେଲେ କୋରେଇ ଥାନା ଅର୍ନ୍ତଗତ ବାଗିରିଆର ଦଲୀପ ଧଳ ଓ ରତାଗଡ ଲେଙ୍କାସାହିର ବାପି ଜେନା। ଚୋରାକାଠ ଚାଲାଣ…
ଛତ୍ରପୁରରେ ନିୟମ ଫୁ: ୭ ଦୋକାନ ୧୫ ଦିନ ପାଇଁ ସିଲ
ଛତ୍ରପୁର,୪।୫(ଡିଏନଏ): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରରେ କରୋନା କଟକଣାକୁ ଅମାନିଆ ମାନୁନାହାନ୍ତି । ଅପରପକ୍ଷରେ ଏଠାରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୋକାନୀ ଏବଂ ଗ୍ରାହକ ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି ।…
ଗାଁ ଭିତରକୁ ପଶିଲା ଭାଲୁ: କବାଟ ଦେଇ ରଖିଲେ ଲୋକେ
ପାଟଣା,୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଉଦୟପୁର ବିଟ୍ରେ ମଙ୍ଗଳବାର ସକାଳୁ ଏକ ଭାଲୁ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଆତଙ୍କ ଖେଳାଇଛି। ଜୁମେଇ ଚତୁରୀ ସାହିର ସୁଦର୍ଶନ ମୁଣ୍ଡାଙ୍କୁ ଭାଲୁ କ୍ଷତାକ୍ତ କରିବା ପରେ ମଉଦିପା…
ଘର ଆଗରେ ଫାଷ୍ଟଫୁଡ ଦୋକାନ: ପଛରେ ଚାଲିଥିଲା ଚୋରା ମଦ କାରବାର
ଦାରିଙ୍ଗବାଡ଼ି,୪।୫(ଡି.ଏନ୍.ଏ.): ଘର ଆଗରେ ଫାଷ୍ଟଫୁଡ ଦୋକାନ ପଛରେ ଚୋରା ଦେଶୀ ମଦକାରବାର। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ଅଞ୍ଚଳ ବାଲାପାଙ୍ଗା ଛକରେ। ଖବରପାଇ ରାତିରେ ଉକ୍ତ ଫାଷ୍ଟଫୁଡ ଦୋକାନରେ ପୋଲିସ ଚଢ଼ାଉ କରିଥିଲା। ସେହି ସମୟରେ…
କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ ପ୍ରସଙ୍ଗ: ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦକଲେ ହାଇକୋର୍ଟ
କଟକ ଅଫିସ,୪।୫: କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ ପ୍ରସଙ୍ଗରେ ମଙ୍ଗଳବାର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଉକ୍ତ ପ୍ରସଙ୍ଗରେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ତେବେ ପୂର୍ବରୁ ଏହି…
ବାତ୍ୟା ସମୟରେ ପ୍ରଶାସନ ସହ ଯୋଡ଼ିହୋଇ ରୁହ: ଅଗ୍ନିଶମ ଡିଜି
କଟକ ଅଫିସ, ୪।୫: ଅଗ୍ନିଶମ ଡିଜି ଏମ୍. ଅକ୍ଷୟ ସୋମବାର ଭର୍ଚୁଆଲ ମୋଡ୍ରେ ବିଭାଗର ବିଭିନ୍ନ ପଦସ୍ଥ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏଥିରେ ପ୍ରାକ୍ ମୌସୁମୀ ବାତ୍ୟା ସମ୍ପର୍କରେ ଆଲୋଚନା ହେବା ସହ ବାତ୍ୟା ସମୟରେ କିପରି ଭାବେ…
ଓପିଏସ୍ସି ପରୀକ୍ଷା ସ୍ଥଗିତ
କଟକ ଅଫିସ,୪।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା କରାଯାଇଛି। ତେବେ ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ହେବାକୁ ଥିବା ସମସ୍ତ ଲିଖିତ ପରୀକ୍ଷାକୁ ସ୍ଥଗିତ…
ଆଧାର ନ ଥିବାରୁ ଚାଉଳ ବନ୍ଦ
କେନ୍ଦୁଝର, ୪।୫ (ସ୍ବ.ପ୍ର.)-ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଗୋନାସିକା ଗ୍ରାମରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଆଧାର କାର୍ଡ ନ ଥିବାରୁ ୩ ବର୍ଷ ହେଲା ସରକାରଙ୍କ ମାଗଣା ଚାଉଳ ପାଉ ନ ଥିବା ଅଭିଯୋଗ ହୋଇଛି ା ତାଙ୍କ ନାମ ରମଣୀ…
କରୋନା: ବନ୍ୟଜନ୍ତୁ ବି କଲବଲ
କେନ୍ଦୁଝର, ୪ା୫ (ସ୍ବ.ପ୍ର.): ଏକ ପକ୍ଷରେ ବ୍ୟାପକ ଜଙ୍ଗଲ ଧ୍ୱଂସ ଯୋଗୁ ବନ୍ୟ ଜନ୍ତୁ ବାସହରା ହୋଇଯାଇଥିବାବେଳେ ଖାଦ୍ୟାଭାବ ଯୋଗୁ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଛନ୍ତି । ଏଭଳି ବାଂଶପାଳ ଓ ତେଲକୋଇ ବ୍ଲକ ଅଞ୍ଚଳର ବଣ ଜଙ୍ଗଲରେ ରହୁଥିବା…
ଅମାନିଆଙ୍କୁ ସାବାଡ୍ କଲା ପୋଲିସ
ସଜନାଗଡ଼, ୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କଚେରୀ ବଜାରରେ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ପୋଲିସ ପକ୍ଷରୁ ମାସ୍କ ଚେକିଂ ଚାଲିଥିବା ବେଳେ କେତେଜଣ ଅମାନିଆ ଯୁବକ କୋଭିଡ ନିୟମ ଊଲ୍ଲଘଂନ କରି ଖୁଲମଖୁଲା ବୁଲୁଥିବା ବେଳେ ଦେଖିବାକୁ ମିଳିଥିଲା। ଏହା…
ବନ୍ଦ ହେଲା କୁଲଡ଼ିହା ଅଭୟାରଣ୍ୟ
ସଜନାଗଡ଼, ୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ ପ୍ରକୃତିର ଗନ୍ତାଘର କୁଲଡ଼ିହା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଅଭୟାରଣ୍ୟ ସ୍ଥଳକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।
ଭାରତୀୟ ଟାଏକୋଣ୍ଡୋ ପ୍ରଶିକ୍ଷକ ତାଲିକାରେ ଚିନ୍ମୟ
ଭଦ୍ରକ ଅଫିସ,୪।୫-ଭାରତୀୟ ଟାଏକୋଣ୍ଡୋ ଦଳରେ ପ୍ରଶିକ୍ଷକ ତାଲିକାରେ ଦଳରେ ଭଦ୍ରକର ଚିନ୍ମୟ ବେହେରାଙ୍କ ନାମ ସ୍ଥାନ ପାଇଛି। ଚଳିତ ମାସ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଓସେନିଆ ଟାଏକୋଣ୍ଡୋ ଏବଂ ବିଶ୍ୱ ଟାଏକୋଣ୍ଡୋ ସଂଘ ଦ୍ୱାରା ଜି-୨ ଅନ୍ଲାଇନ ଅନ୍ତର୍ଜାତୀୟ ପୁମ୍ସେ…

