ଆମ ଜିଲା ଖବର

ନୟନଯୋରୀ ଅବରୋଧ, ଦୋକାନରେ ପଶିଲା ବର୍ଷାପାଣି

ବାହାନଗା,୬।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକର ବିଭିନ୍ନ ଅଞ୍ଚଳରେ ରାସ୍ତାପାର୍ଶ୍ୱ ନୟନଯୋରୀ ଅବରୋଧ ହୋଇ ରହିଛି। ଫଳରେ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନ ପାରି ଲୋକଙ୍କ ଘର ଓ ଦୋକାନ ଭିତରକୁ ପାଣି ପ୍ରବେଶ କରୁଛି। ମଙ୍ଗଳବାର ବିଳମ୍ବିତ…

ଭୋଜି କରି ୭ ହଜାର ତଣ୍ଡ ଗଣିଲେ ଆୟୋଜକ

ରୂପ୍‌ସା,୬।୫(ଡି.ଏନ.ଏ.) କରୋନା ସ୍ଥିତି ଜଟିଳ ହେଉଥିବାରୁ କଡ଼ାକଡ଼ି ଭାବେ କଟକଣା ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଅଧୀନ ମିରିଗିମୁଣ୍ଡି ଗ୍ରାମରେ ଭୋଜିଭାତର ଆୟୋଜନ କରି ଜରିମାନା ଗଣିଛନ୍ତି ଆୟୋଜକ। ସୂଚନା…

ଚମ୍ପୁଆ ସେକ୍ସନରେ ୧୭ ହାତୀ

ଚମ୍ପୁଆ, ୬।୫(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳକୁ ପୁଣି ଲେଉଟିଲେ ହାତୀ ପଲ। ୨ ଦିନ ହେବ ଏହି ହାତୀ ପଲ ଚମ୍ପୁଆ ଓ ଉଖୁଣ୍ଡା ସେକ୍ସନ ଅଞ୍ଚଳରେ ଘୁରିବୁଲୁଥିବା ବେଳେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଛି। ବର୍ତ୍ତମାନ ଚମ୍ପୁଆ…

ଆଳୁ ଚିନ୍ତାରେ ଖାଉଟି

ଖଇରା,୬।୫(ଡି.ଏନ.ଏ.): ସମଗ୍ର ଓଡ଼ିଶାରେ ଲକ୍‌ଡାଉନ୍‌ ଲାଗୁ ହୋଇଥିବା ବେଳେ ଖଇରାରେ କିଛି ବ୍ୟବସାୟୀ ଏହାର ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି। ବିଶେଷ ଜରି ଆଳୁ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। କଳାବଜାରୀମାନେ ଗୋଟିଏ ରାତିରେ ବସ୍ତା ପିଛା ୩୦୦ ଟଙ୍କା…

୨ ଗ୍ରାମ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌

ସଜନାଗଡ଼,୬।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ନୀଳଗିରି ବ୍ଲକର ରାଧାକିଶୋରପୁର ଗ୍ରାମରେ ୧୫ରୁ ଅଧିକ ଓ ଏନ୍‌ଏସି ଅଧୀନ ମିରିଗିଣି ଗ୍ରାମରେ ୩୧ରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ଜିଲାପାଳ କେ. ସୁଦର୍ଶନ…

ଅନ୍‌ଲାଇନ ଯାନ୍ତ୍ରିକ ତ୍ରୁଟି: ସମ୍ପତ୍ତି ତାଲିକା ଦେଇପାରିଲେନି ଶିକ୍ଷକ

ବନ୍ତ,୬।୫ (ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକର ପ୍ରାୟ ୯୦ ପ୍ରତିଶତ ପ୍ରାଥମିକ ଶିକ୍ଷକ ନିଜର ସମ୍ପତ୍ତି ତାଲିକା ଦେଇପାରି ନ ଥିବା ଜଣାଯାଇଛି। ଅନ୍‌ଲାଇନ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଇଛି। ପ୍ରକାଶ ଯେ, ରାଜ୍ୟ ସରକାର…

ପ୍ଲାଜ୍‌ମା ଥେରାପି ଚିକିତ୍ସା ଉପରେ ବଢୁଛି ଭରସା

ବାଲେଶ୍ୱର ଅଫିସ,୬।୫: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲାଜମା ଥେରାପି ଚିକିତ୍ସା ଉପରେ ଦିନକୁ ଦିନ ଭରସା ବଢୁଛି। ଗତ ୨୦୨୦ ଅଗଷ୍ଟ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲାଜମା ବ୍ୟାଙ୍କକୁ ଉଦ୍‌ଘାଟନ କରିଥିଲେ। ଏହା ଦ୍ୱାରା ଉତ୍ତରଓଡ଼ିଶାର…

ଉପବାସ ରହିଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ବାଲେଶ୍ୱର ଅଫିସ/ ସଜନାଗଡ଼,୬।୫(ଡି.ଏନ.ଏ.) ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ପରେ ଭାଜପା କାର୍ଯ୍ୟକର୍ତ୍ତା ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ତୃଣମୂଳ କଂଗ୍ରେସ କର୍ମୀ ହିଂସାତ୍ମକ ଆକ୍ରମଣ କରୁଛନ୍ତି। ଦେଶର କୌଣସି ଅଞ୍ଚଳରେ ଏଭଳି ହିଂସା କଳ୍ପନାଯୋଗ୍ୟ ନୁହେଁ ବୋଲି ଅଣୁ,…

ପୋଲିସ ଅଧିକାରୀଙ୍କ ପ୍ରତାରଣା: ଷ୍ଟାଫ୍‌ନର୍ସଙ୍କ ଆତ୍ମହତ୍ୟା

ଝାରସୁଗୁଡ଼ା ଅଫିସ,୫ା୫: ଖାକିରେ ପୁଣି ଲାଗିଛି କଳଙ୍କର ଦାଗ। ଝାରସୁଗୁଡ଼ା ଜିଲାର ଜଣେ ପୋଲିସ ଅଧିକାରୀଙ୍କ ପ୍ରତାରଣା ସହି ନ ପାରି ମହିଳା ଷ୍ଟାଫ୍‌ନର୍ସ ଆତ୍ମହତ୍ୟା କରିଛନ୍ତି। ଏ ନେଇ ବନହରପାଲି ଥାନା ପୋଲିସ ଏକ ମାମଲା(ନଂ.୫୪/୨୧) ରୁଜୁ କରି ତଦନ୍ତ…

୩୯ ପୋଲିସ କରୋନା ଆକ୍ରାନ୍ତ

ଝାରସୁଗୁଡ଼ା ଅଫିସ,୫ା୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏହାକୁ ମୁକାବିଲା କରିବା ପାଇଁ କରୋନା ଯୋଦ୍ଧା ଭାବେ ଜିଲା ପୋଲିସ ପ୍ରଶାସନ ଦିନରାତି ଏକ କରିଦେଇଛି। ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ, କୋଭିଡ୍‌ ସଚେତନତା, ଆମାନିଆଙ୍କୁ ସାବାଡ୍‌…

କ୍ଷେତରେ ଅନେଇ ରହିଥିଲା ମୃତ୍ୟୁ, ଏକାଠି ଚାଲିଗଲେ ୨ ସାଙ୍ଗ

କୋଷାଗୁମୁଡ଼ା,୫।୫: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଟେମରା ଗ୍ରାମର ଦୁଇ ନାବାଳିକାଙ୍କର ବୁଧବାର ବଜ୍ରପାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ଊର୍ମିଳା ଭତ୍ରା ଓ ହୀରାଦେଈ ଭତ୍ରା। ପ୍ରକାଶ ଯେ, ଊର୍ମିଳା, ହୀରାଦେଈ, ଲତା କେଉଟ ଓ ମେନକା ଭତ୍ରା ସାଙ୍ଗ…

ଗଞ୍ଜାମରେ ଲକ୍‌ଡାଉନର ପ୍ରଭାବ: ରାସ୍ତାଘାଟ ଶୂନ୍‌ଶାନ୍‌

ଗଞ୍ଜାମ,୫।୫(ଡି.ଏନ୍‌.ଏ.): କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ମେ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି l ଗଞ୍ଜାମ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡିଦେଲେ ସମସ୍ତ ଦୋକାନ ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?