ଆମ ଜିଲା ଖବର

ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ

ଭବାନୀପାଟଣା,୭।୧୧(ଡି.ଏନ୍‌.ଏ.): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ଜୋର ଧରିଛି। ଭାଜପା ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବି କରାଯାଉଛି। । ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ବେଳେ ତାଙ୍କ…

ଦିନିକିଆ ନୂଆପଡା ଗସ୍ତରେ ପୋଲିସ ଡିଜି

ନୂଆପଡ଼ା,୭।୧୧(ଡି.ଏନ୍‌.ଏ.): ଦିନିକିଆ ନୂଆପଡା ଗସ୍ତରେ ଯାଇଛନ୍ତିି ପୋଲିସ ଡିଜି ଅଭୟ । ସେଠାରେ ସେ ପହଞ୍ଚି ଜିଲାରେ ଚାଲିଥିବା ମାଓବାଦୀ ଗତିବିଧି ନେଇ ସମୀକ୍ଷା କରିଛନ୍ତି । ଏହାସହ ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସୁନାବେଡା ଅଭୟାରଣ୍ୟ ଆକାଶ ମାର୍ଗରେ ବୁଲିବା ସହ…

ରେଞ୍ଜର ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟର ଗିରଫ

କରଞ୍ଜିଆ,୭।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଦୁଧିଆଣି ରେଞ୍ଜର ସରୋଜ ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ କରଞ୍ଜିଆ ବନଖଣ୍ଡ ଅଧିକାରୀ ତାଙ୍କୁ ନିଲମ୍ବନ କରାଯାଇଛି। ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତିର ସହାୟତା ରାଶି ପ୍ରଦାନ କରିବାରେ ବିଳମ୍ବ ଯୋଗୁ…

ଘରୁ ବାହାରି ଯାଇ ଆଉ ଫେରି ନ ଥିଲେ , ୪ ଦିନ ପରେ ମିଳିଲା ମୃତଦେହ

ଢେଙ୍କାନାଳ ଅଫିସ, ୭।୧୧: ଦୀର୍ଘ ଚାରିଦିନ ପରେ ଶେଷରେ ବୋରାପଦା ସ୍ଥିତ ସରକାରୀ ଆଇଟିଆଇ ପଛପଟ ଏକ ପରିତ୍ୟକ୍ତ କୂଅରୁ ନିଖୋଜ ବ୍ୟବସାୟୀ ପୀତବାସ ଦାସଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇବା ପରେ ସଦର ଥାନା ଅଧିକାରୀ…

ନୂଆଗଡ଼ ପୋଲ ନିର୍ମାଣ ବିଳମ୍ବ

ଆଠମଲ୍ଲିକ, ୭।୧୧(ଡି.ଏନ.ଏ.) ଆଠମଲ୍ଲିକ ବ୍ଲକ ନୂଆଗଡ଼ ପୋଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଥିବା ୯ ଗ୍ରାମର ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଗୁରୁବାର ନୂଆଗଡ ପିଢ ନିକଟରେ ଏକ ବୈଠକ ବସିଥିଲା। ସୂଚନାଯୋଗ୍ୟ, ଆଠମଲ୍ଲିକ-ବଇଣ୍ଡା ପୂର୍ତ୍ତ…

‘ସରକାରୀ ଜମିକୁ ସୁରକ୍ଷା ଦିଅ’

ଢେଙ୍କାନାଳ ଅଫିସ, ୭।୧୧: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ଅପରାହ୍ନରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। କରୋନା ମହାମାରୀ ସତ୍ତ୍ୱେ ଜନସାଧାରଣଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ ରାଜ୍ୟ…

୧୯୯୫ ବୋମା ବିସ୍ଫୋରଣ, ୪ ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲିଆପାଳ, ୬।୧୧(ସ୍ବ.ପ୍ର.):୧୯୯୫ରେ ହୋଇଥିବା ବୋମା ବିସ୍ଫୋରଣରେ ୱାରେଣ୍ଟି ଥିବା ୪ଅଭିଯୁକ୍ତଙ୍କୁ ବାଲେଶ୍ୱର ଜିଲା ବାଲିଆପାଳ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ୧୯୯୫ରେ ବାଲେଶ୍ୱରରୁ ବାଲିଆପାଳ ଯାଉଥିବା ଏକ ବସ୍‌ ବାଲିଆପାଳ ବ୍ଲକ ଛକରେ ଛିଡ଼ା ହୋଇଥିବା ବେଳେ ଗୋଟିଏ ବୁରାରେ…

ବ୍ରାଉନ୍‌ସୁଗାର ବ୍ୟବସାୟରେ ପୂର୍ତ୍ତ କର୍ମଚାରୀ

ଢେଙ୍କାନାଳ ଅଫିସ, ୭।୧୧: ଢେଙ୍କାନାଳ ଟାଉନ ଥାନା ପୋଲିସ ସ୍ଥାନୀୟ ମହାବୀର ବଜାର ନିକଟ ପୂର୍ତ୍ତ ବିଭାଗ କଲୋନୀର ଏକ ଘରେ ଶୁକ୍ରବାର ସନ୍ଧ୍ୟାରେ ଚଢ଼ାଉ କରି ୨୭.୫୩୦ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଛ। ବେଆଇନ ନିଶା କାରବାରରେ ସମ୍ପୃକ୍ତି…

ଯବାନ ବଖାଣିଲେ ୧୯୭୧ ଭାରତ-ପାକ୍‌ ଯୁଦ୍ଧ ଅନୁଭୂତି

ବାଲେଶ୍ୱର ଅଫିସ, ୭।୧୧: ବାଲେଶ୍ୱରର ରାଣୀପାଟଣା ସ୍ଥିତ ବ୍ୟାଙ୍କକଲୋନୀରେ ଅବସ୍ଥାନ କରୁଛନ୍ତି ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଯବାନ ଗୋପାଳକୃଷ୍ଣ ଦାସ। ୧୯୭୧ ଭାରତ-ପାକିସ୍ତାନର ଯୁଦ୍ଧ ବିଜୟର ସ୍ବର୍ଣ୍ଣିମ ଜୟନ୍ତୀ ଉତ୍ସବ ଶନିବାର ପରିବାର ସହ ପାଳନ କରିଛନ୍ତି। ଆଉ ବଖାଣିଛନ୍ତି…

୭ ମେଡିକାଲରେ ୧୮ ଡାକ୍ତର ପଦବୀ ଖାଲି

ଲଙ୍ଗଳେଶ୍ୱର, ୭।୧୧(ଡି.ଏନ.ଏ.) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ସହ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି। ହେଲେ ବାଲିଆପାଳ ବ୍ଲକର ବିଭିନ୍ନ ଚିକିତ୍ସାଳୟରେ ଭିତ୍ତିଭୂମି ଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର…

ଚାକିରି ଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା

ବନ୍ତ,୭।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ସିଆର୍‌ପିଏଫ୍‌ରେ ଚାକିରି କରାଇ ଦେବାକୁ କହି ବହୁ ବେକାର ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗରେ ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ଗିରଫ ୨ ଯୁବକ ହେଲେ ଭଦ୍ରକ ଗ୍ରାମାଞ୍ଚଳ…

ବିନା ଅନୁମତିରେ ଲୁହା ତରଳା କାରଖାନା, ଉତ୍କଟ ପ୍ରଦୂଷଣରେ ନୟାନ୍ତ ଅଞ୍ଚଳବାସୀ

ଯାଜପୁର ଅଫିସ/ଜେନାପୁର(ଡି.ଏନ.ଏ.),୭ା୧୧: ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିୟୋଜିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି) ଅଧିକାରୀମାନେ ଯାଜପୁର ଜିଲା ପାଇଁ ଆଖି ବୁଜିଦେଇଛନ୍ତି। ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ଧର୍ମଶାଳା ତହସିଲ ଅଞ୍ଚଳରେ ବିନା ପରିବେଶ ମଞ୍ଜୁରୀରେ ଜଙ୍ଗଲ ଜମିରେ ଏକାଧିକ ଛୋଟବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?