ଆମ ଜିଲା ଖବର

ବିଜେଡିରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ

ଖୋର୍ଦ୍ଧା ଅଫିସ,୧୫।୧୧: ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା ଲାଗିଛି। ବେଗୁନିଆ ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ ସୋମବାର ବିଜେଡିରେ ସାମିଲ ହୋଇଛନ୍ତି । ନିଜର ସମର୍ଥକଙ୍କ ସହ ପ୍ରଦୀପ ି ବିଜେଡି କାର୍ଯ୍ୟାଳୟରେ ବିଧିବଦ୍ଧ…

ପାଣିରେ ଭାସିଗଲା ଅଟୋ

ବ୍ରହ୍ମପୁର ଅଫିସ,୧୫।୧୧: ପାଣିରେ ଭାସି ଯାଉଥିବା ବେଳେ ଅଟୋକୁ ଉଦ୍ଧାର କରାଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ରମିଳିଛି ଗଞ୍ଜାମ ଜିଲା ନାରାୟଣପୁର-ହରିପୁର ରାସ୍ତାରେ। ଅଟୋରେ ଜଣେ ମହିଳା ଓ ଦୁଇଜଣ ଶିଶୁ କାଳିପଲ୍ଲୀ ଯିବା ନିମନ୍ତେ ଉକ୍ତ ରାସ୍ତାରେ ଯାଉଥିବା…

ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବ ନେଇ ଉତ୍ତେଜନା

ରାଇକିଆ,୧୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ କେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବକୁ ନେଇ ଉତ୍ତେଜନା ଦେଖା ଦେଇଛି । ରବିବାର ଅପରାହ୍ନରେ ବାକିଙ୍ଗିଆ ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଜଣକର ମୃତ୍ୟୁ ଘଟିଥିଲା । ଅପରାହ୍ନ ସାଢ଼େ ତିନିଟାରୁ ସୋମବାର ସକାଳ…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ

କଣ୍ଟାମାଳ,୧୫ା୧୧(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଗୋପାଳମାଳ ପେଟ୍ରୋଲ ପମ୍ପ୍‌ ନିକଟରେ ସୋମବାର ସକାଳେ ସୁବଳ ତେଲଗଁାକୁ (୨୫)ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ମୃତଦେହ ପଡ଼ିରହିଛି। ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତକଙ୍କ ମୁଣ୍ଡ…

ବାଲିଲୋକନାଥ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳିଜଗନାଥପୁର ଗ୍ରାମ ସ୍ଥିତ ପ୍ରସିଦ୍ଧ ଐତିହାସିକ ଶୈବପୀଠ ବାଲିଲୋକନାଥ ମନ୍ଦିରରେ ସୋମବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କାର୍ତ୍ତିକ ମାସ ଶେଷ ସୋମବାର ଅବସରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା…

ଖଣିରେ ଅଘଟଣ: ପଥର ତଳେ ଜେସିବି ଡ୍ରାଇଭର

ନୟାଗଡ଼ ଅଫିସ,୧୫।୧୧: ନୟାଗଡ଼ ଜିଲା ଶରଣକୁଳ ଥାନା ପୁଆଣିଆ ପଥରଖଣିରେ ଚାପି ହୋଇ ଜଣେ ଜେସିବି ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ଜିଲା ନରସିଂହପୁର ଓଡସିଙ୍ଗା ଗାଁର ସୁଶାନ୍ତ ଦାସ । ପୁଆଣିଆ ଠାରେ ଥିବା ଏକ କ୍ରସର୍‌…

ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିମିଳିପାଳ ବନ୍ଦ

ବାରିପଦା ଅଫିସ,୧୫ା୧୧: ଚଳିତମାସ ୧ ତାରିଖରୁ ଖୋଲିଥିବା ଶିମିଳିପାଳକୁ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ସକାଳୁ ଘନ କୁହୁଡ଼ି ହେଉଛି। ଫଳରେ କିଛି ଦୃଶ୍ୟମାନ ହେଉନି।…

ମନ୍ଦିର ଗେଟ୍‌ରୁ ପଡ଼ି ସୁରକ୍ଷାକର୍ମୀଙ୍କ ମୃତ୍ୟୁ: ମୃତଦେହ ରଖି ଧାରଣା

ପାଟଣା,୧୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳରେ ଥିବା ପରମେଶ୍ୱର ଶିବ ମନ୍ଦିର ଗେଟ୍‌ରୁ ପଡ଼ି ସୁରକ୍ଷାକର୍ମୀ ସନ୍ତୋଷ କୁମାର ମହାନ୍ତଙ୍କ(୪୬) ରବିବାର ମୃତ୍ୟୁ ଘଟିଥିଲା। ତେବେ ସୋମବାର ମନ୍ଦିର ସମ୍ମୁଖରେ ଗାଁ ଲୋକେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଧାରଣାରେ…

ସତ ହେଲା ଭଉଣୀଭାଇଙ୍କ ସ୍ବପ୍ନ

ଅନୁଗୋଳ ଅଫିସ, ୧୫ା୧୧: ନହୁରାଣୀ ପୋଲ ଏବେ ଚଳଚଞ୍ଚଳ। ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇ ନ ଥିଲେ ମଧ୍ୟ ବ୍ରିଜ୍‌ ଦେଇ ଚଳାଚଳ କରୁଛି ଦୈନିକ ଶତାଧିକ ଗାଡ଼ି। ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବୁଢ଼ାନାଳୀ ଗ୍ରାମ ସହିତ ଅନୁଗୋଳ…

ଦୋଷ ଖସାଇବାକୁ ଉଦ୍ୟମ

ଅନୁଗୋଳ ଅଫିସ, ୧୫ା୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯ ମାର୍ଚ୍ଚ ୧୩ରୁ ୨୦୨୧ ମଧ୍ୟରେ ପାରା ମେଡିକାଲ ଷ୍ଟାଫ୍‌ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଛି। ଏହି ସମୟ ମଧ୍ୟରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ତୁରନ୍ତ ଛଟେଇ କରିବାକୁ ରାଜ୍ୟ ସରକାର…

ଅଡୁଆ କରିଛି ଏଏସ୍‌ଆଇ ନିୟମ

ଢେଙ୍କାନାଳ ଅଫିସ, ୧୫ା୧୧: ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ ଦାୟିତ୍ୱ ନେଇଛି ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)। ସର୍ବଭାରତୀୟସ୍ତରରେ କାର୍ଯ୍ୟ କରୁଥିବା ଏହି ଜାତୀୟସଂସ୍ଥା ପରିଚାଳନାରେ ରହିଛି ଢେଙ୍କାନାଳ ଜିଲାର ଅନେକ ଐତିହ୍ୟ ସମ୍ପନ୍ନ ପୀଠ। ହେଲେ ଏଏସ୍‌ଆଇର କଠୋର ନିୟମ…

୨୬ ବର୍ଷ ପରେ ଘରକୁ ଫେରିଲେ ସନିଆ

ସୋର,୧୫ା୧୧(ଡି.ଏନ.ଏ) ୧୯୯୫ରୁ ନିଖୋଜ ଥିବା ବାଲେଶ୍ୱର ଜିଲା ସୋର ବ୍ଲକ ସାଧୁଆପଡା ଗ୍ରାମର ସତ୍ୟାନନ୍ଦ ନାୟକଙ୍କ ପୁଅ ସନିଆ ୨୬ ବର୍ଷ ପରେ ରବିବାର ଘରକୁ ଫେରିଛନ୍ତି। ଏନେଇ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ସତ୍ୟାନନ୍ଦଙ୍କ ୫ ପ୍ରାଣୀ ସୁଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?