ଆମ ଜିଲା ଖବର

୫ କି.ମି. ରାସ୍ତା ପାଇଁ କଟା ଯିବ ୬୦ ଗଛ

ଛତ୍ରପୁର,୧୪।୧୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହରିଡାଖଣ୍ଡି-ବେଲପଡ଼ା ରାସ୍ତାର ଉନ୍ନତୀକରଣ ଓ ପ୍ରଶସ୍ତୀକରଣ କରାଯିବ। ଏଥିଲାଗି ୬୦ଟି ଗଛ କଟାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଏତେ ସଂଖ୍ୟକ ଗଛ କଟାଯିବାକୁ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ହରିଡାଖଣ୍ଡି-ବେଲପଡା ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଲାଗି…

ଆମ୍ବଗଛରେ ପିଟିହେଲା ବାଇକ୍‌: ଚାଲିଗଲା ଦୁଇ ଜୀବନ, ଜଣେ ଗୁରୁତର

ରାଇକିଆ,୧୪ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଥାନା ବାକିଙ୍ଗିଆ ଲେଶୁଡ଼ିମହା ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ଦୁଇ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଦ୍ୱୟ ହେଲେ ପାଜିମାହାର କିରଣ ପ୍ରଧାନ, ଦିଗି ପାଙ୍ଗାନାଜୁ ଅଞ୍ଚଳର ଅଭିଷେକ…

ମାଳଦା ବଜାରରୁ ଚୋରି: ସ୍କାଏଲାଇଟ୍‌ ଭାଙ୍ଗି ନେଇଗଲେ…

ଭଣ୍ଡାରିପୋଖରୀ,୧୪।୧୧(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମାଳଦା ବଜାରରୁ ଶନିବାର ରାତିରେ ଚୋରି ହୋଇଛି। ବିଭିନ୍ନ ଦୋକାନର ସ୍କାଏଲାଇଟ୍‌ ଭାଙ୍ଗି ଚୋରି ହୋଇଥିବା ଜଣାଯାଇଛି। ବଜାରର ଲୁଗା ଦୋକାନ ,ଜୋତା ଦୋକାନ , ମୋବାଇଲ ଦୋକାନରୁ ଚୋରମାନେ ଲକ୍ଷାଧିକ ଟଙ୍କା ସମେତ…

ପୂର୍ବତନ ସରପଞ୍ଚ ହତ୍ୟା ମାମଲା: ୫ ଗିରଫ

ବ୍ରହ୍ମପୁର ଅଫିସ,୧୪ା୧୧: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ମାମଲାରେ ବ୍ରହ୍ମପୁର ବଡ଼ବଜାର ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ମାମଲାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଅଟକ ରଖାଯାଇଛି। ପୂର୍ବ ଶତ୍ରୁତାକୁ…

ଋଷିକୂଲ୍ୟାରେ ଜଳସ୍ତର ବୃଦ୍ଧି

ଗଞ୍ଜାମ,୧୪।୧୧(ଡି.ଏନ୍‌.ଏ.): ଉପର ମୁଣ୍ଡରେ ଲଘୁଚାପ ଲଗାଣ ବର୍ଷା ଫଳରେ ଗଞ୍ଜାମ ସହର ନିକଟ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ରରେ ମଧ୍ୟ ଉଚ୍ଚ ଲହଡି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଋଷିକୂଲ୍ୟା ମୁହାଁଣଟି ପୁରୁଣାବନ୍ଧ ନିକଟସ୍ଥ ମା’ ଗଙ୍ଗାଦେବୀ…

ହାତୀଦାନ୍ତ ଚାଲାଣବେଳେ ଧରିଲା ଏସଟିଏଫ୍‌

ପଦ୍ମପୁର,୧୪।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ଏକ ହାତୀଦାନ୍ତ ଜବତ ହୋଇଛି। ଏହା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ହାତୀଦାନ୍ତ ଚାଲାଣ ବେଳେ ବନବିଭାଗ ଏସଟିଏଫ୍‌ ଚଢ଼ାଉ କରି ଉକ୍ତ ଲୋକଙ୍କୁ ଅଟକ ରଖିଥଲେ।…

କେସିଙ୍ଗାରେ ଅପରାଜିତା ଷଡ଼ଙ୍ଗୀ: ରାସ୍ତାକଡ଼ ଲୋକଙ୍କୁ ପଚାରି ବୁଝିଲେ ସୁଖଦୁଃଖ

କେସିଙ୍ଗା,୧୪।୧୧(ଡି.ଏନ୍‌.ଏ.): ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ରବିବାର କଳାହାଣ୍ଡି ଜିଲା କେସିଙ୍ଗା ଗସ୍ତ କରିଛନ୍ତି। ସେ କେସିଙ୍ଗା ଷ୍ଟେଶନରେ ପହଞ୍ଚିବା ପରେ ତାଙ୍କୁ ଭାଜପା ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଚା’ ଦୋକାନରୁ କର୍ମୀମାନଙ୍କ ସହିତ…

ରିକ୍ସାଚାଳକଙ୍କ ନାମରେ ଲେଖିଦେଲେ କୋଟିଏ ଟଙ୍କାର ସମ୍ପତ୍ତି

କଟକ ଅଫିସ,୧୪ା୧୧: ରକ୍ତ ସମ୍ପର୍କ ନ ହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ସବୁ ସମ୍ପତ୍ତିର ଉତ୍ତରାଧିକାରୀ କରିବା ପାଇଁ ମନସ୍ଥ କରି କଟକ ସୂତାହାଟ ଅଞ୍ଚଳର ମିନତି ପଟ୍ଟନାୟକ(୬୩) ମହାନତା ଦେଖାଇଛନ୍ତି। ମିନତିଙ୍କ ଅକୁଣ୍ଠ ସ୍ନେହ, ମମତା, ଭଲ ପାଇବା…

କୋଟିଆ ପରେ ଗଞ୍ଜାମ ଉପରେ ଆନ୍ଧ୍ରର ଦୃଷ୍ଟି

ପାତ୍ରପୁର, ୧୪ା୧୧(ଡି.ଏନ୍‌.ଏ.): ଓଡ଼ିଶା ମାନଚିତ୍ରରେ ଗାଁ ରହିଛି ହେଲେ ପ୍ରଶାସନିକ ଅବହେଳାରୁ ଏହି ଗାଁଗୁଡ଼ିକୁ ବିକାଶ ପହଞ୍ଚତ୍ ପାରିନାହିଁ। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଏହାର ସୁଯୋଗ ନେଇ କୋଟିଆ ପରେ ଗଞ୍ଜାମ ଜିଲା ପାତ୍ରପୁର ଉପରେ ଦୃଷ୍ଟି ପକାଇଛି। ପାତ୍ରପୁର ବ୍ଲକ ବୁରାତାଲ…

ପାଣିରେ ଭାସୁଛି କଟାଧାନ

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଶୁକ୍ର ଓ ଶନିବାର ୨ଦିନ ହେଲା ଲାଗି ରହିଛି । ଏହାର ପ୍ରଭାବରେ କଟା ଯାଇଥିବା ଧାନ ଜମିରେ ଜମା ହୋଇଥିବା ବର୍ଷା ପାଣିରେ ଭାସୁଛି । ପୁଣି ଜମିରେ ଥିବା…

ସମ୍ପାଦକଙ୍କୁ ବହିଷ୍କାର କରିପାରିବ କମିଟି

ଯାଜପୁର ଅଫିସ,୧୪ା୧୧: ଯାଜପୁର ଜିଲା ଧର୍ମଶାଳା ବ୍ଲକ ମହିସରା ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ସମ୍ପାଦକ ଅମରେନ୍ଦ୍ର ରାଉତଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଏହିକ୍ରମରେ ମହୀଶରା ପାକ୍ସର ସମ୍ପାଦକ…

ଭୁଲ୍‌ ମାନି ବାପାଙ୍କୁ ଘରକୁ ନେଲେ ପୁଅ

ପାଣିକୋଇଲି,୧୪ା୧୧(ଡି.ଏନ.ଏ.): ପାଣିକୋଇଲି ପଞ୍ଚାୟତ ବଣିଆଗାଡ଼ିଆ (ଖଜିରିପୁର) ଗ୍ରାମର ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କୁ ତାଙ୍କ ଦୁଇ ପୁଅ ନ ପଚାରିବାରୁ ସେ ସ୍ଥାନୀୟ ବିଦ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଇଥିଲେ। ବରିଷ୍ଠ ନାଗରିକ ମଞ୍ଚ ସଭ୍ୟଙ୍କ ଉଦ୍ୟମ କ୍ରମେ ବିଶ୍ୱାଳଙ୍କୁ ତାଙ୍କ ପରିବାରବର୍ଗ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?