ଆମ ଜିଲା ଖବର

ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆଉ ଆମେ..

ଉମରକୋଟ, ୨୯।୧୧(ସ୍ବ.ପ୍ର.): ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆମେ କ’ଣ ଲୋକ ପ୍ରତିନିଧି ନୁହଁ। ଦିନ ରାତି ଲୋକଙ୍କ ପାଇଁ ଖଟୁଛୁ। ମନ୍ତ୍ରୀ ଦିନକ ପାଇଁ ଆସିଛନ୍ତି ଚାଲିଯିବେ ବୋଲି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରାଙ୍କ ଆଗରେ ମଞ୍ଚ…

ହଇରାଣ କରୁଥିବାରୁ ଗ୍ରାମ୍ୟ ସଭାପତିଙ୍କୁ ହତ୍ୟା କରିଛି

ଗଞ୍ଜାମ,୨୯ା୧୧(ଡି.ଏନ.ଏ.): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅଧୀନ ପୋଇରାଶି ପଞ୍ଚାୟତ କଣ୍ଟିଆପଲ୍ଲୀ ଗ୍ରାମ୍ୟ ସଭାପତି କେ.ଗୋବିନ୍ଦ ରେଡ୍ଡୀ ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଣ୍ଟିଆପଲ୍ଲୀ ଗ୍ରାମର କେ.ମୁରଲୀ ରେଡ୍ଡୀ,…

ଖସିଲା ପାରଦ, ବଢ଼ିଲା ଶୀତ

କେନ୍ଦୁଝର,୨୯ା୧୧(ସ୍ବ.ପ୍ର.): ବିଳମ୍ବରେ ହେଉ ପଛେ କେନ୍ଦୁଝର ଜିଲାରେ ଶୀତ ଆସିଛି। ଧିରେ ଧିରେ ଜଲାରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳେ ତାପମାତ୍ରା ୧୩ ଡିଗ୍ରୀ ତଳକୁ ଖସିଛି। ଯାହାକି ଚଳିତ ବର୍ଷର ସର୍ବନିମ୍ନ ବୋଲି ଜଣାପଡ଼ିଛି। ତାପମାତ୍ରା…

୨ କୋଟି ଟଙ୍କାର ଅତ୍ୟାଧୁନିକ ଭ୍ରାମ୍ୟମାଣ ମେଡିକାଲ, ଏଥିରେ ରହିଛି ଏସବୁ ସୁବିଧା

ଚିତ୍ରକୋଣ୍ଡା,୨୯ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ମାତ୍ର ଅଞ୍ଚଳ ବଡ଼ପଡ଼ାଠାରେ ଆମେରିକାନ ଇଣ୍ଡିଆନ ଫାଉଣ୍ଡେଶନ ପକ୍ଷରୁ ଚେନ୍ନାଇ ଆଇଆଇଟି ଦ୍ୱାରା ମାଷ୍ଟର କାର୍ଡ ସଂସ୍ଥା ସହାୟତାରେ ଏକ ପୋଟେବୁଲ ହେଲ୍‌ଥ କେୟାର ୟୁନିଟ୍‌ ନିର୍ମାଣ କରାଯାଇଛି ଯାହାକି ମାତ୍ର ଦୁଇ ସପ୍ତାହ…

ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା

ଲୋଇସିଂହା,୨୯।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ସୋମବାର ସକାଳେ ମୃତ୍ୟୁ ଘଟଛି l ମୃତ ଚାଷୀ ଜଣଙ୍କ ହେଲେ ଗୋପାଳ ପୋଢ଼(୪୮)l ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ…

ଆଉ ଜଣେ କୋଟିପତି କନଷ୍ଟେବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୯ା୧୧: ପୁଣି ଥରେ ଖାକିରେ ଦାଗ ଲାଗିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୋଲିସ ଜିଲାରେ କାର୍ଯ୍ୟରତ କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଭିଜିଲାନ୍ସ ଟିମ୍‌ ସୁଦର୍ଶନଙ୍କ ବ୍ରହ୍ମପୁର ଶକ୍ତିନଗରସ୍ଥିତ ୩…

ସଂସଦ ଭବନ ସମ୍ମୁଖରେ ଧାରଣା ଦେବେ ପିହୁଙ୍କ ମା’

ବିଞ୍ଝାରପୁର,୨୯ା୧୧(ଡି.ଏନ.ଏ.): ବହୁଚର୍ଚ୍ଚିତ ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ ଓରଫ୍‌ ପିହୁ ନିଖୋଜ ଘଟଣାକୁ ଇତି ମଧ୍ୟରେ ୧୫ ମାସ ବିତିଲାଣି। ହେଲେ ଏ ପର୍ଯ୍ୟନ୍ତ ପୋଲିସ ତାଙ୍କ ପତ୍ତା ପାଇ ପାରୁନାହିଁି। ଏହାକୁ ନେଇ ପିହୁଙ୍କ ମା’ ମୋନାଲିସା ନାୟକ କ୍ଷୋଭ ପ୍ରକାଶ…

ମିଳିଲା ଖୋକା, ମାନୁନି ପୋଲିସ

ଢେଙ୍କାନାଳ ଅଫିସ, ୨୯ା୧୧-ଡ୍ରଗ୍ସ ସେବନକୁ ବିରୋଧ କରିବାରୁ ଢେଙ୍କାନାଳ ପୌରାଞ୍ଚଳ ୨୧ନଂ. ଓ୍ବାର୍ଡ ଅଧୀନ ରେଳଷ୍ଟେଶନ ନିକଟରେ ଥିବା ସଞ୍ଜୟ କୁଷ୍ଠ ରୋଗୀ କଲୋନୀରେ ଶନିବାର ଅପରାହ୍ନରେ ଅସାମାଜିକ ଘଟାଇଥିଲେ ଉନ୍ମତ୍ତକାଣ୍ଡ। ଅଭିଯୁକ୍ତମାନେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିବା ସହିତ…

ଟ୍ରକ୍‌ ଚାଳକଙ୍କୁ ତହସିଲଦାରଙ୍କ ମାଡ଼ ଅଭିଯୋଗ

ଧର୍ମଶାଳା/ଚଢ଼େଇଧରା/ଜେନାପୁର,୨୯ା୧୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଚଢ଼େଇଧରା ଉପରଛକଠାରେ ରବିବାର କଳାପଥର ପରିବହନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କଳାପଥର ବୋଝେଇ ଗାଡ଼ି ଚେକିଂ ବେଳେ ତହସିଲଦାର ଜଣେ ଚାଳକଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଚାଳକ ସଂଘ ପକ୍ଷରୁ…

ବ୍ୟାସନଗର ଦୁରବସ୍ଥା ଦୂର ହୋଇପାରୁନି

ଯାଜପୁର ଅଫିସ,୨୯ା୧୧: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ତଥା ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ସବୁକ୍ଷେତ୍ରରେ ଅବହେଳିତ। ସହରର ୨୬ଟି ୱାର୍ଡକୁ ସଂଯୋଗ କରୁଥିବା ରାସ୍ତା ଖାଲଖମାରେ ପରିଣତ ହୋଇସାରିଛି। ବିଶେଷକରି ୨୫ ନମ୍ବର ୱାର୍ଡ ଗୋଶାଳାଛକଠାରୁ ଶିଶୁମନ୍ଦିର ପଛପାର୍ଶ୍ୱ ଛକ…

୬୫ ଟଙ୍କାରେ ୭ ଘଣ୍ଟା କାମ

କେନ୍ଦ୍ରାପଡ଼ା ଅଫିସ, ୨୯ା୧୧: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ୨୦୨୩ ସୁଦ୍ଧା ପ୍ରତି ଘରକୁ ଟ୍ୟାପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଯୋଜନା ପ୍ରଣୟନ କରିଛନ୍ତି। ତେବେ ତୃଣମୂଳରେ ଏହି…

ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି ୩ ବର୍ଷର ଧଳା କୁମ୍ଭୀର

ରାଜନଗର, ୨୯ା୧୧(ଡି.ଏନ୍‌.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ୩ ବର୍ଷର ଧଳା କୁମ୍ଭୀର ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଭିତରକନିକାକୁ ବୁଲିବାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?