ଆମ ଜିଲା ଖବର

ନିଶ୍ଚିହ୍ନ ଅବସ୍ଥାରେ କଳିଙ୍ଗ ଇଞ୍ଜିନିୟରିଂ

ପାରାଦୀପ,୨୯ା୧୧(ସ୍ବ.ପ୍ର.): ପାରାଦୀପ ବନ୍ଦରାଞ୍ଚଳର ଅଠରବାଙ୍କିଠାରେ ହୋଇଥିବା ଘରୋଇ କମ୍ପାନୀ କଳିଙ୍ଗ ଇଞ୍ଜିନିୟରିଂ ଏବେ ନିଶ୍ଚିହ୍ନ ଅବସ୍ଥାରେ ପହଞ୍ଚିଯାଇଛି। କମ୍ପାନୀର କୋଠାକୁ ଭାଙ୍ଗିବା ପାଇଁ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୋଟିସ ଲଗାଯାଇଛି। ଏନେଇ କମ୍ପାନୀ ପରିସରରେ ଥିବା ୨ଟି ପରିବାରକୁ…

୪୮୭ ଏକର ଜମିରେ ଚାଷ ହୋଇଥିଲା ଗଞ୍ଜେଇ

ଆର୍‌.ଉଦୟଗିରି,୨୮ା୧୧(ଡି.ଏନ.ଏ.): ଗଜପତି ଜିଲାର ଆର୍‌.ଉଦୟଗିରି, ମୋହନା ଏବଂ ଅଡବା ଥାନା ଅଞ୍ଚଳରେ ୪୮୭ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରି ଦିଆଯାଇଛି। ସ୍ଥାନୀୟ ପୋଲିସ, ଅବକାରୀ, ବନ ବିଭାଗ ଓ ରାଜସ୍ବ ବିଭାଗର ମିଳିତ କ୍ରମେ ଏହି…

ମିଳିଲା ଅପହୃତା ଶିଶୁକନ୍ୟାର ମୃତଦେହ

ରୂପସା,୨୮।୧୧(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ଶ୍ରୀରାମପୁର ପଞ୍ଚାୟତ ନିମା ଗ୍ରାମରୁ ନିଖୋଜ ଥିବା ଶିଶୁକନ୍ୟାଙ୍କ ମୃତଦେହ ରବିବାର ସ୍ଥାନୀୟ ଏକ ପୋଖରୀରୁ ମିଳିଛି। ହେଲେ ଝିଅକୁ ଅପହରଣ ପରେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଥାନାରେ…

ଦାରିଙ୍ଗବାଡ଼ିରେ ଖସୁଛି ପାରଦ

ଦାରିଙ୍ଗବାଡ଼ି,୨୮।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ କିଛିଦିନର ବ୍ୟବଧାନ ପରେ ପୁଣି ଶୀତ ଅନଭୁତ ହେଉଛି। ବିଳମ୍ବିତ ରାତିରୁ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଅଞ୍ଚଳରେ ଘନ କୁହୁଡ଼ି ରହୁଛି। ଗତ ୭ ତାରିଖରେ ଅଞ୍ଚଳରେ ତାପମାତ୍ରା ୯.୫ ଡିଗ୍ରୀ ରହିଥିଲା। ପରେ…

ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିବେଦନ କଲେ ଅଭୟ

ବଲାଙ୍ଗୀର ଅଫିସ,୨୮ା୧୧: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀର ଜିଲାର ମାଓବାଦୀ ଅପରେଶନ ତଦାରଖ କରିବା ସହ ପୋଲିସ ଗୁଳିରେ ଟଳି ପଡ଼ିଥିବା ବଲାଙ୍ଗୀର-ବରଗଡ଼-ମହାସମୁଦ ଡିଭିଜନର ଏରିଆ କମିଟି ସଦସ୍ୟ ଶଙ୍କରଙ୍କ ସମ୍ପର୍କରେ ସୂଚନା ଦେଇଥିଲେ…

ଓଲଟିଲା ଯାତ୍ରୀବାହୀ ବସ୍‌

ରାଇରଙ୍ଗପୁର,୨୮ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ତୋଲକୋ ଗାଁ ନିକଟରେ ରବିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଭୂତନାଥ…

ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନ୍‌ ବଣ, ବିଗୁଡୁଛି ପରିବେଶ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛି। ଶୀତ ହେଉ କି ଗ୍ରୀଷ୍ମ, ଏହାର ଜଳବାୟୁ ଏବଂ ସସ୍ତୁଳିତ ପରିବେଶ ପାଇଁ ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିବାକୁ ପସନ୍ଦ…

ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ, ଉଜୁଡୁଛି ଫସଲ

କଣାସ, ୨୮ା୧୧(ସ୍ବ.ପ୍ର.): ପୁରୀ ଜିଲାରେ ପ୍ରବାହିତ ଦୟା, ଭାର୍ଗବୀ, ରାଜୁଆ, ମକରା, ଲୁଣା, କାଣିଆ, ମଲାଗୁଣି, କୁଶଭଦ୍ରା, ପ୍ରାଚୀ ଏବଂ ଦେବୀ ନଦୀର ବନ୍ୟାଜଳ ପ୍ରତିବର୍ଷ ଠିକ୍‌ ଭାବେ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ଚାଷୀଙ୍କର ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହେଉଛି।…

ଜାଗା ମିଶନରୁ ବଢୁଛି ଜବରଦଖଲ

ନୟାଗଡ଼ ଅଫିସ,୨୮।୧୧: ଜବରଦଖଲକୁ ଜାଗା ମିଶନ ଯୋଜନା ପ୍ରୋତ୍ସାହିତ କରିଛି। ଏହି ଯୋଜନାରେ ୫ ଥର ପଟ୍ଟା ମିଳିବା ପରେ ନୟାଗଡ଼ ସଦର ମହକୁମାରେ ଜବରଦଖଲ ବଢ଼ି ଚାଲିଛି। ମ୍ୟୁନିସିପାଲିଟି ପକ୍ଷରୁ ଯଦିଓ ଉଚ୍ଛେଦ କରାଯାଉଛି ତେବେ ଜବରଦଖଲକୁ ରୋକା ଯାଇ…

ସ୍ମାର୍ଟ ବିଦ୍ୟାଳୟରେ ବି ଅବ୍ୟବସ୍ଥା

ନୂଆଗାଁ,୨୮।୧୧(ଡି.ଏନ୍‌.ଏ.): ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସହିତ ସ୍କୁଲ ଢାଞ୍ଚାର ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଥିବା ପୁରାତନ ସ୍କୁଲକୁ ନୂଆ ରୂପ ଦିଆଯାଇ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରାଯାଉଛି। ସେହି ସ୍କୁଲକୁ ରୂପାନ୍ତରଣ ସ୍କୁଲ…

ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲାକୁ ଗତ କିଛିଦିନର ବ୍ରବଧାନ ପରେ ପୁଣି ଶୀତ ଫେରିଛି ା ରବିବାର ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇ ୯ ଡିଗ୍ରୀରେ ପହଞ୍ଚିଛି ା ଫଳରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତ ଯୋଗୁ…

ପ୍ରେମ ପାଇଁ ଅପହରଣ ନାଟକ: ଜେଲ ଗଲେ ଅଭିଯୁକ୍ତ

ନିରାକାରପୁର,୨୮ା୧୧(ଡି.ଏନ୍‌.ଏ.): ପ୍ରେମ ପାଇଁ ଅପହରଣ ନାଟକ ରଚିଥିବା ଅଭିଯୁକ୍ତଙ୍କୁ ଶନିବାର ଜଙ୍କିଆ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ସେ ହେଲେ ତୋଫାନ ବେହେରା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଏନେଇ ଥାନାରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?