ଆମ ଜିଲା ଖବର

ମରାମତି ଦାବିରେ ରାଜପଥ ଅବରୋଧ

ବଅଁରପାଳ,୨୬।୧୧(ଡି.ଏନ.ଏ.) – ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୟ ରାଜପଥର ବହୁ ସ୍ଥାନ ଶୋଚନୀୟ ହୋଇପଡିଛି। ଅନୁଗୋଳ ଠାରୁ ଜୋରଗଡ଼ିଆ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ହେଲେ କର୍ତ୍ତୃପକ୍ଷ ମରାମତି କରୁ ନ ଥିବାରୁ…

ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ

ବଇଣ୍ଡା,୨୬।୧୧(ଡି.ଏନ.ଏ.) – କିଶୋରନଗର ବ୍ଲକ ଲୁହାମୁଣ୍ଡା, ବିଲେଇନାଳି, କଟରଙ୍ଗା, ଉରୁକୁଳା, ନାକିଚି, ଠେଲକନାଳି, ଆମ୍ବପାଳ, ଝରାବେରେଣି, ହିମିତିରା ପଞ୍ଚାୟତରେ ଗୁରୁବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରାଯାଇଛି। ମୁଖ୍ୟଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ…

ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲା କାୟାକଳ୍ପ ଟିମ୍‌

ଅନୁଗୋଳ ଅଫିସ, ୨୬।୧୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଗୁରୁବାର କାୟାକଳ୍ପ ଟିମ୍‌ ପରିଦର୍ଶନ କରିଛନ୍ତି। ଏହି ଟିମ୍‌ ଆସିବା ପୂର୍ବରୁ ବୁଧବାର ରାତିରେ ମେଡିକାଲ ପରିସର ସଫେଇ ସହ ସୌନ୍ଦର୍ଯ୍ୟକରଣ ଦିନଗରେ କର୍ତ୍ତୃପକ୍ଷ ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା।…

ଟ୍ରାଫିକ୍‌, ପାର୍କିଂ ବ୍ୟବସ୍ଥା ହେବ କଡ଼ାକଡ଼ି

ଅନୁଗୋଳ ଅଫିସ, ୨୬।୧୧ – ଅନୁଗୋଳ ଜିଲାରେ ସଡ଼କ ଦୁର୍ଘଟଣାର ହାର ହ୍ରାସ କରିବା ପାଇଁ ଗୁରୁବାର ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ୫୫ନଂ.…

ପରିକଳ୍ପନାର ବାସ୍ତବ ରୂପକାର

ଭଦ୍ରକ ଅଫିସ, ୨୬।୧୧-ସ୍ୱାବଲମ୍ବୀ ହେବେ ଏବଂ ଆଉ କେତେଜଣଙ୍କୁ ସ୍ଵରୋଜଗାରକ୍ଷମ ହେବାର ବାଟ ଦେଖାଇବେ, ଏହି ସ୍ଵପ୍ନ ଦେଖିଥିଲେ ସେ। ଉଚ୍ଚ ଶିକ୍ଷା ପରେ ନିଜର ପରିକଳ୍ପନାକୁ ବାସ୍ତବ ରୂପ ଦେବା ଲାଗି ଆରମ୍ଭ କରିଥିଲେ ଅଭିଯାନ। ମାତ୍ର ବର୍ଷ କେତୋଟି…

ପଥର ଖୋଦେଇର ଗାଁ

ବାରିପଦା ଅଫିସ,୨୬।୧୧- ରାତି ପାହିଲେ ନିହାଣ ଶବ୍ଦରେ ଗୁଞ୍ଜରିତ ହୋଇଉଠେ ଆଖପାଖ ଅଞ୍ଚଳ। ମୁଗୁନିପଥରକୁ ଖୋଦେଇ କରି ଜୀବନ୍ତ କରିଥାନ୍ତି କାରିଗରମାନେ। ମୟୂରଭଞ୍ଜ ଜିଲା ଶୁକୃଳି ବ୍ଲକ ଅର୍ଜୁନବିଲା ପଞ୍ଚାୟତ ଅନ୍ତର୍ଗତ କେଶନା ଗ୍ରାମ ଏହି ସୁନ୍ଦର କାରୁକାର୍ଯ୍ୟ ପାଇଁ ଜିଲା…

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା

ସୋନପୁର,୨୬।୧୧: ସୋନପୁର ଜିଲା ଜାତୀୟ ରାଜପଥ ୫୭ର ସୁବର୍ଣ୍ଣପୁରର ବ୍ଲକ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୋନପୁର…

ମହାନଦୀରେ ୩ ଛାତ୍ର ନିଖୋଜ

କଟକ ଅଫିସ,୨୫।୧୧: ମହାନଦୀକୁ ଗୁରୁବାର ଗାଧୋଇବାକୁ ଯାଇ ୪ ଛାତ୍ର ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ୩ ଜଣ ଏବେବି ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଛି। ଏହି ଘଟଣା ମହାନଦୀର…

ମହିଳା ଗ୍ରୁପଠାରୁ ଠକିନେଲେ ୮ ଲକ୍ଷ

ନୂଆଗାଁ,୨୫।୧୧(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପୋଲିସ ଠକେଇ ଅଭିଯୋଗରେ ଶୁକ୍ରବାର ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ଯଶୋବନ୍ତୀ ବାରିକ (୪୮)। ସୂଚନା ଅନୁଯାୟୀ, ବରଗଡ଼ ଜିଲାର ଯଶୋବନ୍ତୀ ଦୀର୍ଘ ଦିନ ହେଲା ନୂଆଗାଁ…

ଖରିଫ ଧାନ ସଂଗ୍ରହ ଆରମ୍ଭରୁ ତେଜିଲା ଅସନ୍ତୋଷ

ଭବାନୀପାଟଣା/କୋକସରା,୨୫।୧୧(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଅନୁଷ୍ଠାନିକ ଭାବେ ଗୁରୁବାର ରଣମାଲ ମଣ୍ଡିରେ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲାରେ ପ୍ରଥମ ଥର ପାଇଁ…

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ କଠୋରଦଣ୍ଡ ଦେଲେ

ମାଲକାନଗିରି,୨୫ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ପୂର୍ବରୁ ଆତ୍ମସମର୍ପଣ କରିଥିବା ମାଓବାଦୀ ତଥା ନଡକେଲ ଗ୍ରାମ ନିବାସୀ ସୁକଡାଲ କଶ୍ୟପ(ସୁୁକ୍କୁ)। ମାଓବାଦୀ ଭୈରମଗଡ଼ ଏରିଆ କମିଟି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରିକରି…

ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ଯୁବକ, ଆଉ ଏବେ…

ନିଶ୍ଚିନ୍ତକୋଇଲି,୨୫ା୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସରପଡ଼ା ଗ୍ରାମର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୈତିକ ସମ୍ପର୍କ ରଖିବା ନେଇ ସମ୍ପୃକ୍ତା ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାରୁ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?