ଥାନାର ଦ୍ବାରସ୍ଥ ଦ୍ବିତୀୟ ସ୍ତ୍ରୀ
କାଳିଆପାଣି,୧୭ା୧୨(ଡି.ଏନ.ଏ.):ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ କାଙ୍କଡ଼ପାଳ ଗ୍ରାମର ଜଣେ ଯୁବକ ଦ୍ବିତୀୟ ବିବାହ କରି ଏବେ ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀ ଦ୍ୱିତୀୟ ସ୍ତ୍ରୀଙ୍କୁ ଘରେ ପୂରାଇ ନ ଦେବରୁ ଦ୍ବିତୀୟ ସ୍ତ୍ରୀ ଥାନା ଦ୍ବାରସ୍ଥ ହୋଇଛନ୍ତି। ସମ୍ପୃକ୍ତ…
ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତି ଅବହେଳା
ଜଗତ୍ସିଂହପୁର ଅଫିସ, ୧୭ା୧୨:ଜଗତ୍ସିଂହପୁର ବ୍ଲକ ମହିରାସ୍ଥିତ ରଥ ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ଅବହେଳିତ ହୋଇପଡ଼ିଛି। ଏହି ଉଚ୍ଚ ବିଦ୍ୟାଳୟ ୧୯୯୩ରୁ ସରକାରୀ ବିଦ୍ୟାଳୟର ମାନ୍ୟତା ପାଇଥିଲେ ସୁଦ୍ଧା ସରକାରଙ୍କ ୫-ଟି ଅନ୍ତର୍ଗତ ଆକାଂକ୍ଷିତ ବିଦ୍ୟାଳୟ ତାଲିକାରେ ସ୍ଥାନ ପାଇନାହିଁ। କେବଳ…
ଆଶା, ଆଶଙ୍କା ମଧ୍ୟରେ ଡଲ୍ଫିନ ସଂଖ୍ୟା ବୃଦ୍ଧି
କେନ୍ଦ୍ରାପଡ଼ା ଅଫିସ, ୧୭ା୧୨:ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଗୁରୁବାରଠାରୁ ଡଲଫିନଙ୍କ ସଂଖ୍ୟା ଗଣନା ଆରମ୍ଭ ହୋଇଛି। କ୍ରମାଗତ ଭାବେ ୪ ବର୍ଷର ଡଲଫିନ୍ ସଂଖ୍ୟାର ବିଶ୍ଳେଷଣ କଲେ ଏମାନଙ୍କ ବୃଦ୍ଧିକୁ ନେଇ ଆଶଙ୍କା ପ୍ରକାଶ ପାଇଛି। କ୍ରମାଗତ ଭାବେ…
ଆଡ୍ମିଟ୍ କାର୍ଡ ଆସିବାରେ ବିଳମ୍ବ ହେବାରୁ ଦେଇପାରିଲେନି ପରୀକ୍ଷା
ଚନ୍ଦାହାଣ୍ଡି, ୧୭।୧୨(ଡି.ଏନ୍.ଏ): ରାତି ପାହିଲେ ପରୀକ୍ଷା। ୪୦୦ କି.ମି. ଦୂରରେ ପରୀକ୍ଷା କେନ୍ଦ୍ର। ଗମନାଗମନର ସୁବିଧା ମଧ୍ୟ ନ ଥିଲା। ତେଣୁ ଜଣେ ଦିବ୍ୟାଙ୍ଗ ମହିଳା ସିଟିଇଟି ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଏଭଳଳି ଘଟଣା ନବରଙ୍ଗପୁର ଜିଲାରେ ଘଟିଛି। ଶିକ୍ଷା…
ଦାରିଙ୍ଗବାଡିରେ ଖସିଲା ପାରଦ
ଦାରିଙ୍ଗବାଡି,୧୬।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଗୁରୁବାର ସକାଳେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀକୁ ଖସିଆସିଛି। ଯାହାକି ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ସବୁଠାରୁ କମ୍ ତାପମାତ୍ରା ବୋଲି ବିଡିଓ…
ରାସ୍ତା ଜାମରେ ଫସିଲା ଆମ୍ବୁଲାନ୍ସ
କେନ୍ଦୁଝର,୧୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଟଣ ପଞ୍ଚାୟତ ତଳଗୁଣ୍ଡୁଳା ଗ୍ରାମର ଜଣେ ପ୍ରସୂତି ଗୁରୁତର ଅବସ୍ଥାରେ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆସୁଥିବାବେଳେ ଗୁରୁବାର ପୂର୍ବାହ୍ନରେ ଢାଙ୍ଗରପଡା ନିକଟ ଏନ୍ଏଚ୍ ୪୯ରେ ଅଟକିଯାଇଥିଲା। ସୁଷମା ମିଞ୍ଜ ପ୍ରସୂତି…
ଆରମ୍ଭ ହେଲା ଅଲିଭ ରିଡ୍ଲେଙ୍କ ମିଳନ
ଗଞ୍ଜାମ,୧୬।୧୨(ଡି.ଏନ.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣଠାରେ ଅଲିଭ ରିଡ୍ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ଚଳିତଥର ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ସମୁଦ୍ର ମଧ୍ୟରେ ପ୍ରାୟ ୨୦…
ମା’ ଆଗରେ ଚାଲିଗଲା ଶିଶୁପୁତ୍ରର ଜୀବନ
ପୋଲସରା,୧୬ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ଚିରିକିପଡ଼ା ଶାସନ ପଞ୍ଚାୟତ ବିରିପୁର ଗ୍ରାମ ପୋଖରୀରେ ବୁଡି ବୁଧବାର ଗ୍ରାମର ଅରୁଣ ବିଷୋୟୀଙ୍କ ୩ ବର୍ଷୀୟ ପୁଅ ରଞ୍ଜିତଙ୍କ ମୃତ୍ୟୁ ଘଟିଛି। ରଞ୍ଜିତଙ୍କୁ ନେଇ ତାଙ୍କ ମା’ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ରଞ୍ଜିତ…
ମଣ୍ଡିରେ ଚାଲିଗଲା ଚାଷୀଙ୍କ ଜୀବନ
ବରଗଡ଼ ଅଫିସ,୧୬।୧୨: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନ ଜାମସେଠ ନିକଟ ଛିନ୍ଦେକେଲା ଧାନ ମଣ୍ଡିରେ ଗୁରୁବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଇକମାଲ ବ୍ଳକ ଝାରବନ୍ଧ ପଞ୍ଚାୟତ ଟେମରିମାଲ ଗ୍ରାମର ପ୍ରହଲ୍ଲାଦ ରାଉତ(୭୫)। ସୂଚନା…
ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତି ଆୟୋଗ ଟିମ୍
ପୁରୀ ଅଫିସ, ୧୬।୧୨(ଡି.ଏନ୍.ଏ.): ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ତାଙ୍କ ଟିମ ଗୁରୁବାର ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ସେମାନେ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଐତିହ୍ୟ…
ସ୍ବାସ୍ଥ୍ୟସେବା ଉପରେ ତୁଟୁଛି ଭରସା
ଭୋଗରାଇ, ୧୬।୧୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ରାଜ୍ୟରେ ସର୍ବବୃହତ୍ ବ୍ଲକ ଭାବେ ପରିଚିତ ଥିଲେ ମଧ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ରହିଛି। ଏହି ବ୍ଲକର ୫୦ ପଞ୍ଚାୟତରେ ଜନସଂଖ୍ୟା ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ୱ। ଉପାନ୍ତ ଇଲାକାରେ ଉନ୍ନତ ସ୍ବାସ୍ଥ୍ୟସେବା ମିଳୁ…
୬୫ ହଜାର ହେକ୍ଟର ଜମିରେ ଧାନଚାଷ କ୍ଷତି
ଭଦ୍ରକ ଅଫିସ, ୧୬।୧୨: ଭଦ୍ରକ ଜିଲାରେ ‘ଜଓ୍ବାଦ’ ପ୍ରଭାବରେ ବର୍ଷା ଯୋଗୁ ପ୍ରାୟ ୬୫ ହଜାର ହେକ୍ଟର ଜମିରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜିଲା କୃଷି ବିଭାଗ ପ୍ରାଥମିକ ଆକଳନ କରିଛି। ୭ ବ୍ଲକର ୧୯୬ ପଞ୍ଚାୟତ ଓ ୩…

