ଆମ ଜିଲା ଖବର

ଭୋଟ ବର୍ଜନ ନିଷ୍ପତ୍ତି ପରେ ବଦଳିଲା ଗାଁ ଚିତ୍ର: ମିଳିଲା ରାସ୍ତା, ବିଜୁଳି, ପାନୀୟ ଜଳ

ରାୟଗଡ଼ା ଅଫିସ,୧୩।୨: ଭୋଟ ବର୍ଜନ ନିଷ୍ପତ୍ତି ପରେ ଗାଁ ଚିତ୍ର ବଦଳିଯାଇଛି। ରାୟଗଡ଼ା ଜିଲା ସଦରଠାରୁ ମାତ୍ର ୧୫ କି.ମି. ଦୂର ଗୁମ୍ମା ପଞ୍ଚାୟତର କଟାଗଣ୍ଡା ଗାଁକୁ ବିଦ୍ୟୁତ୍‌ ସଂଯୋଗ ସହ ପାନୀୟ ଜଳ ଯୋଗାଣ ହୋଇଛି। ସେହିପରି ରାସ୍ତା କାମ…

ବିଜେଡିର ସୋସିଆଲ ମିଡିଆ ବନାମ କଂଗ୍ରେସର ପୋଷ୍ଟର

ବିଷମକଟକ,୧୩।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାୟଗଡ଼ା ଜିଲାରେ ବିଭିନ୍ନ ଦଳ ପକ୍ଷରୁ ନିଜ ଢଙ୍ଗରେ ପ୍ରଚାର ଚାଲିଛି। ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ମଧ୍ୟ ସରିଲାଣି। ହେଲେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ଡିଜିଟାଲ ଏବଂ ପୋଷ୍ଟର…

ନିର୍ବାଚନୀ ସଭାରେ ନାଚିଲେ କଂଗ୍ରେସ ଜିଲା ସଭାପତି

ଉମରକୋଟ, ୧୩।୨(ସ୍ବ.ପ୍ର.): ଉମରକୋଟ ବ୍ଲକ କୁର୍ସୀରେ କଂଗେସ ଜିଲା ପରିଷଦ ପ୍ରାର୍ଥୀ ଦୀପା ରାୟ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଏକ ନିର୍ବାଚନୀ ସଭା କରାଯାଇଛି। ଏହି ସମୟରେ ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଓ…

ଅଭିଯୁକ୍ତଙ୍କୁୁ ଗିରଫ କରିବା ନାଁ ଧରୁନି ପୋଲିସ

ପଟ୍ଟାଙ୍ଗୀ,୧୩।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ପୁକାଲି ସଦର ପଞ୍ଚାୟତରେ ବସବାସ କରୁଥିବା ୧୦ଟି ପରିବାରଙ୍କୁ ଅତର୍କିତ ଆକ୍ରମଣ ଘଟଣାର ଏଯାଏ ପୋଲିସ ତଦନ୍ତ କରୁନାହିଁ। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…

ମାଓବାଦୀ ବ୍ୟାନର, ଠିକାସଂସ୍ଥା ଗାଡ଼ି ପୋଡ଼ି ମାମଲା: ୫ କୋର୍ଟ ଚାଲାଣ

ରାୟଗଡ଼ା ଅଫିସ,୧୩ା୨: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ସଦର ତହସିଲ ଅଫିସ ଫାଟକ, ବୁଡ଼ାଗୁଡ଼ାଠାରେ ଥିବା ରାସ୍ତା ନିର୍ମାଣ କରିଥିବା ସଂସ୍ଥା ଏସ୍‌ଭିଏମ ମୁଖ୍ୟ ଗେଟ୍‌ରେ ବ୍ୟାନର ମାରି ଗୋଟିଏ ଟ୍ରକ ପୋଡ଼ି ଦେବା ଘଟଣାର ରବିବାର ପୋଲିସ ୫ଜଣଙ୍କୁ ଗିରଫକରି…

ସମଲେଶ୍ୱରୀ ଏକ୍ସପ୍ରେସ୍‌ରେ ସଂଯୋଗ ହେବ ଅଧିକ କୋଚ୍‌

କୋରାପୁଟ,୧୩।୨(ସ୍ବ.ପ୍ର.): ୱାଲ୍‌ଟିୟର ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆର୍‌ଏମ୍‌) ଅନୁପ ଶତପଥୀ ଶନିବାର କୋରାପୁଟ ଗସ୍ତରେ ଆସି କୋରାପୁଟ-ରାୟଗଡ଼ା ରେଳପଥ ପରିଦର୍ଶନ କରିବା ସହ ବିଭିନ୍ନ ଷ୍ଟେଶନରେ କିପରି ଯାତ୍ରୀଙ୍କୁ ସେବା ମିଳୁଛି ସେ ନେଇ ବିଭାଗୀୟ ଅଧିକାରୀ ଓ ଯାତ୍ରୀମାନଙ୍କ ସହିତ…

ଲକ୍ଷ୍ୟଠାରୁ ଦୂରେଇ ଯାଉଛି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

କୁନ୍ଦୁରା,୧୩।୨( ଡି.ଏନ. ଏ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୩ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ବ୍ଲକରେ ନିଯୁକ୍ତ ସମସ୍ତ ଡାକ୍ତର ବର୍ତ୍ତମାନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ବେଳେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ଖାଲି ପଡିଛି। ଫଳରେ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ଜଙ୍ଗଲୀ କନ୍ଦା

କୋରାପୁଟ,୧୩।୨(ସ୍ବ.ପ୍ର.) କୋରାପୁଟର ଆଦିମ ଜନଜାତି ବ୍ୟବହାର କରୁଥିବା ଜଙ୍ଗଳୀ କନ୍ଦା ଚାଷ ମାଟି ଆଳୁଠାରୁ ଅଧିକପୃଷ୍ଟିକର ଓ ପୋଷକଯୁକ୍ତ। ଜଙ୍ଗଲୀ କନ୍ଦା ଆଦିବାସୀମାନଙ୍କୁ ଖାଦ୍ୟ, ପୃଷ୍ଟିସାର ଯୋଗାଇବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇବ ବୋଲି କହିଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶାର…

ବ୍ରହ୍ମପୁର ସିଟି ହାଇସ୍କୁଲ: ବର୍ଷାରେ ଗଳୁଛି ପାଣି

ବ୍ରହ୍ମପୁର ଅଫିସ,୧୩।୨: ବ୍ରହ୍ମପୁର ସହରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ହେଉଛି ବ୍ରହ୍ମପୁର ସିଟି ହାଇସ୍କୁଲ। ୧୯୩୦ରୁ ୨୦୨୨ ଦୀର୍ଘ ୯୨ ବର୍ଷର ଏହି ବିଦ୍ୟାଳୟରୁ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ କୋଟା.ହରିନାରାୟଣଙ୍କ ଭଳି ବହୁ ଜଣାଶୁଣା ବ୍ୟକ୍ତି ଶିକ୍ଷା ଗ୍ରହଣ କରିଛନ୍ତି। କିନ୍ତୁ ଏହାର ମୁଖ୍ୟ…

ହାଇଜେନିକ ମାଛ ବଜାରକୁ ନେଇ ବ୍ୟବସାୟୀ ଅସନ୍ତୋଷ

ବ୍ରହ୍ମପୁର ଅଫିସ୍‌,୧୩।୨: କମାପଲୀ ଓଭରବ୍ରିଜ ଓ ମର୍ଦ୍ଦରାଜ ଭେଣ୍ଡିଂ ଜୋନରେ ବ୍ୟବସାୟ କରୁଥିବା ମାଛ ବ୍ୟବସାୟୀଙ୍କୁ ଠିକ୍‌ ଜାଗାରେ ଥଇଥାନ ଉଦ୍ଦେଶ୍ୟରେ ବିଏମ୍‌ସି ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ପଛ ପାର୍ଶ୍ୱରେ ହାଇଜେନିକ୍‌ ମାଛ ବଜାର ନିର୍ମିତ ହୋଇଛି। ଏହାର ତଳ…

ବିଜେଡିକୁ ମୁକାବିଲା କରୁଛି ଭାଜପା

ବ୍ରହ୍ମପୁର ଅଫିସ,୧୩।୨: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ୧୦ନଂ. ଜିଲା ପରିଷଦ ଜୋନ୍‌ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ରେ ହେବ। ବ୍ରହ୍ମପୁର ନିକଟ ଲୋଚାପଡ଼ା, ନିମଖଣ୍ଡି, ହୁଗୁଳାପଟା, ଗୁରୁଣ୍ଠି, ବୋରଗଁା, ଜଗଦଳପୁର, ଆଙ୍କୁଶପୁର ଓ ମସିହାଖାଲି ଏହି…

ନକଲି ମାୱା ମସଲା, ଗୁଟ୍‌ଖା କାରଖାନାରେ ଚଢ଼ାଉ

ଦିଗପହଣ୍ଡି,୧୩।୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଇଲାକାରେ ଚାଲିଥିବା ନକଲି ମାୱା ମସଲା ଏବଂ ଗୁଟ୍‌ଖା କାରଖାନା ଉପରେ ଶୁକ୍ରବାର ରାତିରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ମାଦକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଶେରଗଡ଼ ଥାନା କୁରୁଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?