ମୃତ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଣ
ଯାଜପୁର ଅଫିସ,୨୪ା୧୨: ସରକାରୀ ଯୋଜନାଗୁଡ଼ିକରେ ଦୁର୍ନୀତି କ୍ଷେତ୍ରରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ବ୍ଲକରେ ପୂର୍ବରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଚେକ୍ ଡ୍ୟାମ୍, ଆବାସ ଯୋଜନାରେ ଅନେକ ଦୁର୍ନୀତି ପ୍ରମାଣିତ ହୋଇସାରଛି।…
ପୁଅକୁ ବଞ୍ଚାଇବାକୁ ଯାଇ ଗଲା ବାପାଙ୍କ ଜୀବନ
ଭବାନୀପାଟଣା,୨୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଫୁର୍ଲିଝରଣ ଜଳପ୍ରପାତରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଳପ୍ରପାତରେ ଖସିପଡିଥିବା ୨ପୁଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡି ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡର ଜିତେନ୍ଦ୍ର କୁମାର (୪୫)।…
ଆର୍ଏମ୍ସି ଗୋଦାମରେ ନିଆଁ
ଜୁନାଗଡ,୨୩।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ସାପ୍ତାହିକ ବଜାରରେ ଥିବା ଆର୍ଏମ୍ସି ଗୋଦାମରେ ନିଆଁ ଲାଗିଯାଇଥିଲା। ଖବର ପାଇ ଜୁନାଗଡ, ଧର୍ମଗଡ, କୋକସରା, କଲମପୁର ଓ ଭବାନୀପାଟଣା ଅଗ୍ନିଶମ ବିଭାଗର ୬ଟି ଦମକଳ କେନ୍ଦ୍ର ଗାଡି ଆସି ନିଆଁକୁ ଆୟିତ୍ୱ କରିବାକୁ…
କ୍ଷମତାର ଅପବ୍ୟବହାର ମହଙ୍ଗା ପଡ଼ିଲା
ଭଦ୍ରକ ଅଫିସ, ୨୩।୧୨: କ୍ଷମତାର ଅପବ୍ୟବହାର ମହଙ୍ଗା ପଡ଼ିଛି। ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ପୂର୍ବରୁ ନିଲମ୍ବିତ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ମଙ୍ଗଳପୁର ସରପଞ୍ଚ ସାବିତ୍ରୀ ମଳିକଙ୍କୁ ବହିଷ୍କୃତ କରାଯାଇଛି। ବିଡିଓ ବସନ୍ତ କୁମାର ସାହାଣୀଙ୍କଠାରୁ ମିଳିଥିବା ସୂଚନା…
ମନ୍ଦିର ଗର୍ଭ ଗୃହରେ ଫାଟ
ସଜନାଗଡ଼,୨୩।୧୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରିଠାରୁ ୫କି.ମି. ଦୂର ସଜନାଗଡ଼ ଗ୍ରାମରେ ଅବସ୍ଥିତ ମା’ ଭୂଧାରଚଣ୍ଡୀଙ୍କ ମନ୍ଦିର ଏବେ ଅସୁରକ୍ଷିତ ଅବସ୍ଥାରେ। ମନ୍ଦିର ଦ୍ୱାରବନ୍ଧ ସହ ମୁଖ୍ୟ ଗର୍ଭଗୃହରେ ପାଣି ଓ ମନ୍ଦିରର ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ବର୍ଷା…
ମମିତା ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ
କଟକ ଅଫିସ,୨୩।୧୨: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ବନ୍ଦ ଲଫାପା ମଧ୍ୟରେ ଷ୍ଟାଟସ ରିପୋର୍ଟ ଗୁରୁବାର ହାଇକୋର୍ଟରେ ଦାଖଲ କରିଛି। ମମିତାଙ୍କ ବାପା ଏବଂ ଭାଇ ଦାଏର କରିଥିବା ମାମଲାରେ ଏହି ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି। ଆସନ୍ତା…
୨୪ ଘଣ୍ଟାରେ ଦ୍ୱିତୀୟ ଥର ଲାଗି ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ବର ଅଫିସ,୨୩।୧୨: ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍ଡିଓ) ପକ୍ଷରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଗୁରୁବାର ସକାଳ ୯ଟା ୩୦ ସମୟରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦୀପ ୪ ନଂ ଲଞ୍ଚ ପ୍ୟାଡ୍ରୁ…
ସ୍କୁଟି ଚାଳକଙ୍କୁ ପଛରୁ ପିଟିଲା ଟ୍ରକ
ଚୌଦ୍ୱାର,୨୩ା୧୨(ଡି.ଏନ୍.ଏ.): ୫୫ ନଂ. ନମ୍ବର ଜାତୀୟ ରାଜପଥ ମଙ୍ଗୁଳିଛକ ଏକ ହୋଟେଲ ନିକଟରେ ଗୁରୁବାର ସକାଳେ ଟ୍ରକ ଦୁର୍ଘଟଣାରେ ଜଣକର ଶୋଚନୀୟ ମୃତ୍ୟୁ ହୋଇଛି ା ମିଳିଥିବା ସୁଚନା ଅନୁଯାୟୀ, ମଙ୍ଗୁଳିରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ଏକ ସ୍କୁଟି ଆରୋହୀଙ୍କୁ ଏକ…
କାଠ ଭର୍ତ୍ତି ପିକ୍ଅପ୍ ଭ୍ୟାନ ଜବତ,୨ ଗିରଫ
ପୋଲସରା,୨୩।୧୨(ଡି.ଏନ୍.ଏ.): ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ପୋଲସରା ବନବିଭାଗ ପକ୍ଷରୁ ବୁଧବାର ରାତିରେ ଏକ କାଠ ଭର୍ତ୍ତି ପିକ୍ଅପ୍ ଭ୍ୟାନକୁ ଜବତ କରାଯାଇଛି। ସୂଚନାଯୋଗ୍ୟ, ଏକ ନିଳ ରଙ୍ଗର ପିକ୍ଅପ୍ ଭ୍ୟାନରେ ଜାମ,ବଡଚାକୁଣ୍ଡା ଓ ଶାଗୁଆନର ୪୮ଖଣ୍ଡ ସାଇଜ କାଠ ଭର୍ତ୍ତି…
ଠକ ଦମ୍ପତିଙ୍କ ଟଙ୍କା, ସୁନା ଜବତ
ଅନୁଗୋଳ ଅଫିସ, ୨୩।୧୨: ଅନୁଗୋଳର କେତେଜଣ ଯୁବକଙ୍କୁ ଏକ କମ୍ପାନୀରେ ଚାକିରି ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଦମ୍ପତି ଚୈତାଳୀ ମୁଖାର୍ଜୀ ଓ ମୃଙ୍ଗାଗ୍ ଗୁପ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଓ…
ପୋଲିସବାବୁଙ୍କ ଚୌକିରେ ପରିସ୍ରା
ଛେଣ୍ଡିପଦା,୨୩।୧୨(ସ୍ବ.ପ୍ର.) ତହସିଲ ପ୍ରଶାସନ ଅଭିଯୋଗ ନ ରଖିବାରୁ ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ପଶି ଉନ୍ମତ୍ତକାଣ୍ଡ ଭିଆଇଛନ୍ତି ଖମାର ଗଁାର ଭାସ୍କର ସାହୁ। ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ ବାବୁଙ୍କ ଚୌକିରେ ପରିସ୍ରା କରିଛନ୍ତି। ପୋଲିସ…
ବନ ବିଭାଗର ନାଲିଆଖିରେ ମତ୍ସ୍ୟଜୀବୀ ଅତିଷ୍ଠ
ଅନୁଗୋଳ ଅଫିସ, ୨୩।୧୨: ଅନୁଗୋଳ ଜିଲା ସାତକୋଶିଆ ମହାନଦୀ ଗଣ୍ଡ ଅଞ୍ଚଳରେ ମାଛଧରି ପରିବାର ପ୍ରତିପୋଷଣ କରୁଥିବା ମତ୍ସ୍ୟଜୀବୀଙ୍କୁ ବନ ବିଭାଗର ବାରମ୍ବାର ନାଲିଆଖି ଅତିଷ୍ଠ କରୁଛି। ମାଛ ଧରିବାରେ କଟକଣା ଯୋଗୁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ମାଛ ଧରି ପରିବାର ପ୍ରତିପୋଷଣ…

