ଆମ ଜିଲା ଖବର

କୋଟିଆରେ ଆନ୍ଧ୍ରର ସାଲୁର ବିଧାୟକ କଲେ ନିର୍ମାଣାଧିନ କାର୍ଯ୍ୟର ତଦାରଖ

ପଟ୍ଟାଙ୍ଗୀ,୨୧ା୧(ଡି.ଏନ.ଏ.): କୋଟିଆ ପଞ୍ଚାୟତରେ ସର୍ବସମ୍ମତି ଭିତ୍ତିରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଦେବାକୁ କୋରାପୁଟରେ ସର୍ବଦଳୀୟ ବୈଠକ ବସିଥିବା ବେଳେ ଏପଟେ ଆନ୍ଧ୍ରର ସାଲୁର ବିଧାୟକ ପିଡିକା ରାଜନା ଦୋରା ନେରିଡିବାଲସା ଗ୍ରାମରେ ଅନୁପ୍ରବେଶ କରି ଆନ୍ଧ୍ର ପକ୍ଷରୁ ଚାଲିଥିବା ବିଭିନ୍ନ…

ଦାମୋଦର ମେଳାରେ ୫୦ ହଜାର ଶ୍ରଦ୍ଧାଳୁ

ଠାକୁରମୁଣ୍ଡା,୨୧।୧ (ଡି.ଏନ.ଏ. ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ନିକଟ ବୈତରଣୀ ନଦୀର ସ୍ବତୀ ଘାଟରେ ସାନ୍ତାଳ ସମ୍ପ୍ରଦାୟର ଅସ୍ଥି ବିସର୍ଜନ ବା ଦାମୋଦର ମେଳା ଗୁରବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଓ…

ବାଟବଣା ବନ୍ୟପ୍ରାଣୀଙ୍କ ବନ୍ଧୁ

ବାରିପଦା ଅଫିସ,୨୧।୧ ବିଷଧର ସାପ ହେଉ କି ଜଙ୍ଗଲର ହିଂସ୍ର ଜନ୍ତୁ। ବାଟବଣା ତଥା ଆଘାତପ୍ରାପ୍ତ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ସୁରକ୍ଷା ଯୋଗାଇ ଦେବା କିଛି କମ୍‌ କଥା ନୁହେଁ। ନିଜ ଛୋଟ ପୁଅ ସହ ବିପଦପୂର୍ଣ୍ଣ ପାହାଡ଼, ଜଙ୍ଗଲ ଘୂରି…

‘ଜାଗା ସମ୍ପର୍କ’ ଆୟୋଜନ କଲା ପୌରସଂସ୍ଥା

ଢେଙ୍କାନାଳ ଅଫିସ, ୨୧।୧ ଢେଙ୍କାନାଳ ପୌରାଞ୍ଚଳର ୧ନଂ. ଓ୍ବାର୍ଡ କାଠଗଡ଼ା ପର୍ବତିଆ ସାହିରେ ପୌର ସଂସ୍ଥା ପକ୍ଷରୁ ନିର୍ବାଚନ ଲାଗି ଜାରି କରାଯାଇଥିବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର କାଠଗଡ଼ା ଅଞ୍ଚଳରେ ପୌରସଂସ୍ଥା ପକ୍ଷରୁ ‘ଜାଗା…

ଚତୁର୍ଥ ଦିନରେ ୧,୬୧୧ ନାମାଙ୍କନ

ଢେଙ୍କାନାଳ ଅଫିସ, ୨୧।୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥତ୍ପତ୍ର ଦାଖଲର ୪ର୍ଥ ଦିନ ଗୁରୁବାର ଢେଙ୍କାନାଳ ଜିଲାର ୧,୬୧୧ ଆଶାୟୀ ନାମାଙ୍କନ ଦାଖଲ କରିଛନ୍ତି। ତନ୍ମଧ୍ୟରେ ୱାର୍ଡମେମ୍ବର ପଦବୀରେ ୧,୧୩୩, ସରପଞ୍ଚ ପଦବୀରେ ୨୨୪, ସମିତିସଭ୍ୟ ପଦବୀରେ ୨୩୬ ଏବଂ…

ଭାଜପାର ସମ୍ପୂର୍ଣ୍ଣ, ବିଜେଡିର ଗୋଟିଏ ବାକି

ଅନୁଗୋଳ ଅଫିସ, ୨୧।୧ ଅନୁଗୋଳ ଜିଲାର ୨୮ଟି ଜିଲା ପରିଷଦ ଜୋନ୍‌ ପାଇଁ ଗୁରୁବାର ଭାଜପା ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏ କ୍ଷେତ୍ରରେ ବିଜେଡି ମଧ୍ୟ ପଛରେ ପଡ଼ିନାହିଁ। ଦଳ କେବଳ ୧୯ନଂ. ଜୋନ୍‌କୁ ବାଦ୍‌ ଦେଇ ଅନ୍ୟ…

ଘାଟିରୁ ଖସିଲା ବସ୍‌, ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ପାରଳାଖେମୁଣ୍ଡି,୨୧ା୧(ଡି.ଏନ୍‌.ଏ.): ଗଜପତି ଜିଲା ରାଇଗଡ଼ ଥାନା ଅନ୍ତର୍ଗତ ରାଶିବାଡ଼ି ଘାଟିରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଛି। ଫଳରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ…

ହଟାଯାଉନି ବ୍ୟାନର, ହୋର୍ଡିଂ

ଖୋର୍ଦ୍ଧା ଅଫିସ,୨୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ଜନକଲ୍ୟାଣ ଯୋଜନା ସମ୍ପର୍କରେ ପ୍ରଚାର କରାଯାଇପାରିବ ନାହିଁ। ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ନେତା, ମନ୍ତ୍ରୀଙ୍କ…

ଭୋଟର ତାଲିକାରେ ନାଁ ନ ଥିବାରୁ ଫେରିଲେ ପ୍ରାର୍ଥୀ

ଜଟଣୀ,୨୧।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅଧୀନ ଛଣଘର କୁସୁମାଟି ପଞ୍ଚାୟତ କାର୍ଯ୍ୟାଳୟରେ ଚଳିତବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିବା ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥତ୍ନୀମାନେ ଭୋଟର ତାଲିକାରେ ନାମ ନ…

ଦଳୀୟ ପ୍ୟାଡ୍‌ରେ ପ୍ରାର୍ଥୀ ତାଲିକା

ଜଗତ୍‌ସିଂହପୁର ଅଫିସ, ୨୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ହୋଇପାରିବେ ନାହିଁ ବୋଲି ନିୟମ ରହିଛି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ଏଥିରେ ବ୍ୟତିକ୍ରମ ଘଟିଛି। ବିଜେଡି…

ସମସ୍ତଙ୍କ ନଜରରେ ବରୀ, ବଡ଼ଚଣା

ଯାଜପୁର ଅଫିସ,୨୧ା୧: ସାଧାରଣ ନିର୍ବାଚନ କଥା ଦେଖିଲେ ୨୦୧୪ ଅପେକ୍ଷା ୨୦୧୯ରେ ଯାଜପୁର ଜିଲାରେ ୧୩.୨୧% ଭୋଟର ସଂଖ୍ୟା ବୃଦ୍ଧି ପାଇଥିଲା। ତଥାପି ବିଜେଡିକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେବାରେ ଭାଜପା ସଫଳ ହୋଇଥିଲା। ଜିଲାର ସମସ୍ତ ୭ଟି ବିଧାନସଭା ଆସନ…

ସବୁ ଦଳ ପାଇଁ ଅଡୁଆ ଅନ୍ତଃକନ୍ଦଳ

ଖୋର୍ଦ୍ଧା ଅଫିସ,୨୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁଠୁ ସହର ସବୁଠି ରାଜନୀତି ସରଗରମ ରହିଛି। ନିର୍ବାଚନୀ ବୈତରଣୀ ପାର ହେବା ଲାଗି ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଏବଂ ଭାଜପା ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏଥର ପ୍ରାର୍ଥୀଙ୍କ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?