ଆମ ଜିଲା ଖବର

ଘାରୁଛି ଭୟ: ୫ ପଞ୍ଚାୟତର ଜଣେ ବି ପ୍ରାର୍ଥୀ କରିନାହାନ୍ତି ନାମାଙ୍କନ ଦାଖଲ

ଦେବଗଡ଼,୨୧।୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଳେଇବଣି ବ୍ଲକର ୫ ଟି ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ ହୋଇନାହିଁ। ୱାର୍ଡସଭ୍ୟ, ସରପଞ୍ଚ ଏବଂ ସମିତିସଭ୍ୟ ପାଇଁ ଜଣେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। ପାରପୋଷି, ଝରାଗୋଗୁଆ, ଝାରମୁଣ୍ଡା, ଗଣ୍ଡମ, ଦିମିରିକୁଦା ପଞ୍ଚାୟତରେ ନାମାଙ୍କନପତ୍ର…

୨୬ ଜିଲା ପରିଷଦ ଆସନ ପାଇଁ ୯୮ ନାମାଙ୍କନ

ଭଞ୍ଜନଗର,୨୧ା୧(ଡି.ଏନ୍‌.ଏ.): ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଜିଲା ପରିଷଦ ଜୋନ ପାଇଁ ମୋଟ ୪୮ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ୨୬ଟି ଜିଲା ପରିଷଦ ଜୋନ ପାଇଁ ବିଭିନ୍ନ ଦଳରୁ…

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୧ା୧: ଫୁଲବାଣୀ ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟ ଅତିରିକ୍ତ ଜିଲା ଦୌରାଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ କୋଟଗଡ ଥାନା ଅଞ୍ଚଳର ମୁକୁନ୍ଦ ମଲ୍ଲିକଙ୍କୁ ୧୦ ବର୍ଷ ସଶ୍ରମ…

ଜୋନ ନଂ. ୧୪,୧୫ ପାଇଁ ପାର୍ଥିପତ୍ର ଦାଖଲ

ଗଞ୍ଜାମ,୨୧।୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ୧୪ ଓ ୧୫ ନମ୍ବର ଜୋନ ପାଇଁ ସସ୍ମିତା ସ୍ବାଇଁ ଏବଂ ସନାତନ ବେହେରା ପାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଶୁକ୍ରବାର ଛତ୍ରପୁରସ୍ଥିତ ଉପଜିଲାପାଳ କାର୍ଯ୍ୟାଳୟରେ ସ୍ଥାନୀୟ ବିଧାୟକ ଓ ବିଜେଡି ନେତୃମଣ୍ଡଳୀ ଓ ସମର୍ଥକମାନଙ୍କ ଉପସ୍ଥିତିରେ…

ଟ୍ରେନ୍‌ ଯୋଗେ ଚୋରା କାଠ ଚାଲାଣ: ନିରବ ଅଧିକାରୀ

କେସିଙ୍ଗା,୨୧।୧(ଡି.ଏନ୍‌.ଏ.): ସମ୍ବଲପୁର ରେଳ ଡିଭିଜନ୍‌ ଅନ୍ତର୍ଗତ ଲାଞ୍ଜିଗଡ଼, ଆମ୍ବାଦୁଲାଠାରୁ ରୁପ୍ରା, ନର୍ଲା, କେସିଙ୍ଗା ଓ ଟିଟିଲାଗଡ଼କୁ ବିଶାଖାପାଟଣା-ରାୟପୁର ପାସେଞ୍ଜରରେ କାଠ ଚାଲାଣ ହେଉଛି। କାଠ ମାଫିଆମାନେ ଟ୍ରେନ ବଗିର ମୁଖ୍ୟ ଗେଟ୍‌ରେ କାଠ ରଖୁ ଥିବାରୁ ଯାତ୍ରୀମାନେ ଓହ୍ଲାଇବା ଓ ଚଡ଼ିବା…

ଟିକେଟ୍‌ ଫେରାଇଦେଲେ ବିଜେଡି ଜିଲା ସଭାନେତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ନବରଙ୍ଗପୁର ଜିଲା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମିଳିଥିବା ଟିକେଟ୍‌ ଫେରାଇ ଦେଇଛନ୍ତି। ତାଙ୍କୁ ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ନବରଙ୍ଗପୁର ବ୍ଲକ ଜୋନ(ଖ) ପାଇଁ ଗୁରୁବାର ଟିକଟ ଦିଆଯାଇଥିଲା। ହେଲେ ଭୋଟର ତାଲିକାରେ…

ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ : ଚାକିରିରୁ ତଡ଼ାଖାଇଲେ ଜିଆରଏସ୍‌

ଚାନ୍ଦବାଲି,୨୧।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତର ଜିଆରଏସ୍‌ ପୁରୁଷୋତ୍ତମ ବାରିକଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ପାଇଁ ଗୁରୁବାର ଚାକିରିରୁ ଅନ୍ତର(ଡିସ୍‌ଏନ୍‌ଗେଜ୍‌ଡ) କରାଯାଇଛି। ଉକ୍ତ ପଞ୍ଚାୟତର ପିଇଓ ଧୀରେନ୍ଦ୍ର କୁମାର ନାୟକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି…

ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଦାଖଲ କଲେ ନାମାଙ୍କନପତ୍ର

ନବରଙ୍ଗପୁର,୨୧।୧(ବି.ପ୍ର.): ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଜିଲା ପରିଷଦ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ହେଲେ ଦିଗିସଲପା ଗ୍ରାମର ରତିକାନ୍ତ ପଣ୍ଡା। ରତିକାନ୍ତ ସଫ୍ଟୱେର ଇଞ୍ଜିନିୟର ଭାବେ କାନାଡ଼ାର ବିଭିନ୍ନ ନାମୀ କମ୍ପାନୀରେ ଚାକିରୀ କରୁଥିଲେ। ବର୍ତ୍ତମାନ…

ପରପାରିରେ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ

ବରଗଡ଼ ଅଫିସ,୨୧।୧: ବରଗଡ଼ ଜିଲାର ସଂଗ୍ରାମୀ ପୀଠ ସୋହେଲା ଥାନା ଅନ୍ତର୍ଗତ ପାଣିମୋରା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା। ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିବା ପାଣିମୋରା ଗ୍ରାମର…

କୋର୍ଟ କାର୍ଯ୍ୟ ୩ ଦିନ ସ୍ଥଗିତ

ବୌଦ୍ଧ, ୨୧।୧(ସ୍ବ.ପ୍ର.): ବୌଦ୍ଧ ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଜିଲାରେ ଆଉ ୭୬ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲାରେ ବର୍ତ୍ତମାନ ୪୩୧ ସକ୍ରିୟ ମାମଲା ରହିଛି। ବୌଦ୍ଧ ଜିଲା ନ୍ୟାୟାଳୟର ବିଚାରପତି ଓ…

ଟ୍ରେନ ଲାଇନରୁ ମିଳିଲା ମୃତଦେହ

କେସିଙ୍ଗା,୨୧।୧: ସମ୍ବଲପୁର ରେଳ ଡିଭିଜନ ଅଧୀନ କାଣ୍ଡେଲ ରୋଡ଼ଠାରୁ ୨ କି.ମି. ଦୂର ବୁଢ଼ୀପଦର ଗ୍ରାମ ଫାଟକ ନିକଟରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଜିଆର୍‌ପି ପୋଲିସ ଜବତ କରିଛି। ସେ ହେଲେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ପଞ୍ଚାୟତ…

ଋଷିକୂଲ୍ୟା ଶଯ୍ୟାରେ ମଙ୍ଗୋଲିଆ ପକ୍ଷୀ

ଗଞ୍ଜାମ,୨୧ା୧(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ ନିକଟସ୍ଥ ଋଷିକୂଲ୍ୟା ନଦୀ ବାଲୁକା ଶଯ୍ୟାରେ ଗତ କିଛିଦିନ ହେବ ଶହଶହ ମଙ୍ଗୋଲିଆ ପକ୍ଷୀ ଦେଖିବାକୁ ମିଳୁଛି। ହିମାଳୟଠାରେ ଅତ୍ୟଧିକ ଶୀତ ଅନୁଭୂତ ହେଉଥିବା ଯୋଗୁ ଏଠାକୁ ଚାଲି ଆସିଥିବା ପରିବେଶବିତ୍‌ମାନେ ସୂଚନା ଦେଇଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?