ଆମ ଜିଲା ଖବର

ନାମାଙ୍କନ ଦାଖଲବେଳେ ଗାଇଡ୍‌ଲାଇନ୍‌ ମାନିଲେନି ପ୍ରାର୍ଥୀ, ୭ ବାଇକ୍‌ ଜବତ

ଗଞ୍ଜାମ,୨୦ା୧(ଡି.ଏନ୍‌.ଏ.): ଆସନ୍ତା ଫେବୃୟାରୀ ୨୦ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ। ନାମାଙ୍କନପତ୍ର ଦାଖଲକୁ ଆଉ ମାତ୍ର ଗୋଟିଏ ଦିନ ବାକିଥିବାବେଳେ ଗୁରୁବାର ଏକାଧିକ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ସହ ବାଇକ୍‌ରେ ଗଞ୍ଜାମ…

ବ୍ଲକ ଅଧ୍ୟକ୍ଷଙ୍କ ସ୍ତ୍ରୀ ସମିତିସଭ୍ୟା ପାଇଁ ଦାଖଲ କଲେ ନାମାଙ୍କନପତ୍ର

ଗଞ୍ଜାମ,୨୦ା୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ସ୍ତ୍ରୀ ଦୀପାଳି ନାୟକ ଗଞ୍ଜାମ ବ୍ଲକ କରପଡ଼ା ପଞ୍ଚାୟତର ସମିତିସଭ୍ୟା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ଗୁରୁବାର ସ୍ବାମୀଙ୍କ ସହ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଗୋଷ୍ଠୀ ଉନ୍ନୟନ…

‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୦ା୧: ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ଗୁରୁବାର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁର ପରିକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଆଜି ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ରେ ଏହି ପରୀକ୍ଷା କରାଯାଇଛି। ପୂର୍ବରୁ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କ୍ଷମତା…

ନାମାଙ୍କନପତ୍ର ଦାଖଲ କଲେ ୨ ମହିଳା ପ୍ରାର୍ଥିନୀ

ବଲାଙ୍ଗୀର ଅଫିସ,୨୦ା୧: ବଲାଙ୍ଗୀର ଜିଲା ପରିଷଦ ଜୋନ୍‌ ୨୨ରେ ଜିଲା ପରିଷଦ ପ୍ରାର୍ଥୀ ଭାବେ ଅନାମିକା ହୋତା ଓ ଜୋନ୍‌ ନମ୍ବର ୨୩ରେ ବିଜେଡି ପ୍ରାର୍ଥୀ ଭାବେ ସଙ୍ଗୀତା ସୁନା ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲବେଳେ ବିଜେଡି ନେତା ଅର୍କେଶ…

ବ୍ୟାଙ୍କ ଶାଖା ପରିଚାଳକ ନିଲମ୍ବିତ

କୋରାପୁଟ,୨୦।୧(ସ୍ବ.ପ୍ର.) ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ସୁନା ଚୋରି ଘଟଣାରେ ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତ ଶେଖର କୁଲଦିପିଆଙ୍କୁ ପୋଲିସ ରିମାଣ୍ଡରରେ ଆଣିଥିବା ବେଳେ ବୁଧବାର ଶାଖା ପରିଚାଳକ ସୁଧାଂଶୁ ଶେଖର ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ା ନଭେମ୍ବର…

୨୬ରୁ ସ୍ବାଭିମାନ ଅଞ୍ଚଳରେ ବୋଟ୍‌ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୨୦।୧(ଡି.ଏନ.ଏ.) ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଳକର ସ୍ବାଭିମାନ ଅଞ୍ଚଳବାସୀଙ୍କୁ ଆସନ୍ତା ୨୬ରୁ ବୋଟ୍‌ ଆମ୍ବୁଲାନ୍ସ ସେବା ମିଳିବ। ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଜିଲା ପ୍ରଶାସନ ପୂର୍ବରୁ ୨ଟି ବୋଟ୍‌ ଆମ୍ବୁଲାନ୍ସ ଯୋଗାଇ ଦେଇଛି। ଏହା ସ୍ପଲ୍‌େଓ ଲଞ୍ଚ ଘାଟରେ ଉଦ୍‌ଘାଟିତ ହୋଇ ଅଞ୍ଚଳବାସୀଙ୍କୁ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଦିବାସୀ ମାନ୍ୟତା

ପଟ୍ଟାଙ୍ଗୀ,୨୦।୧(ଡି.ଏନ୍‌.ଏ.) ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୁଧବାର ଆଦିବାସୀ ମାନ୍ୟତା ଦାବି ଉଠାଇଛି ଦୋରା ମହାସଂଘ। ମହାସଂଘ ଜିଲା ସଭାପତି ବୈଦ୍ୟନାଥ ଗେମେଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ନେତାମାନେ ନିର୍ବାଚନ ସମୟ ଆସିଲେ ଭୋଟ ହାତେଇବା ଲାଗି ପ୍ରତିଶ୍ରୁତି…

ମହୁପଦରରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

ମାଲକାନଗିରି,୨୦।୧ (ଡି.ଏନ.ଏ.) ମାଲକାନଗିରି ଜିଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତ କେରିମିଟି ଗ୍ରାମର ନିରୀହ ଆଦିବାସୀ ଯୁବକ ଆନନ୍ଦ ସାହୁଙ୍କୁ ପୋଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ହତ୍ୟା କରିବା ଘଟଣାକୁ ବିରୋଧ କରି ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଛି। ଏହି ପୋଷ୍ଟର…

ଋଣ ପାଇବାକୁ ଯାଇ ଠକାମିର ଶିକାର ହେଲେ ଫାର୍ମାସିଷ୍ଟ

କେନ୍ଦୁଝର, ୨୦।୧ (ସ୍ବ.ପ୍ର.): ମୋବାଇଲରେ ଥିବା ଏକ ଲୋନ ଆପରେ ଲୋଭନୀୟ ଅଫର ପାଇ ଜଣେ ବ୍ୟକ୍ତି ଠକାମୀର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ସେ ହେଉଛନ୍ତି ଜଣେ ଫାର୍ମାଶିଷ୍ଟ। ତାଙ୍କ ନାମ ମନୋରଞ୍ଜନ ମହାନ୍ତ। ଉକ୍ତ ଆପ ସୁବିଧାରେ ଋଣ…

ପୋଲିସ-ମାଓବାଦୀ ଗୁଳି ବିନିମୟ: ଟଳିପଡ଼ିଲେ ମାଓବାଦୀ ମୁନି

ମାଲକାନଗିରି,୨୦ା୧(ଡି.ଏନ୍‌.ଏ.): ମାଲକାନଗିରି ସୀମାରେ ପୋଲିସ ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ମହୁପଦର ଏଲ୍‌ଓଏସ କମାଣ୍ଡର ମୁନି ବୋଲି ଜଣାପଡ଼ିଛି । ମୁନିଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ସୂଚନାଯୋଗ୍ୟ, କଟେକଲ୍ୟାଣ ଥାନା ଅନ୍ତର୍ଗତ…

ଭୋଟର ତାଲିକାରୁ ପୂର୍ବତନ ସରପଞ୍ଚଙ୍କ ନାମ ଗାଏବ; ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସି ଫେରିଲେ

ଦଶମନ୍ତପୁର,୨୦।୧ ( ଡ଼ି.ଏନ୍‌.ଏ. ) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ ଭିତରବାଗ୍ରି ଗ୍ରାମର ପୂର୍ବତନ ସରପଞ୍ଚଙ୍କ ନାମ ଭୋଟର ତାଲିକାରେ ନାହିଁ। ଫଳରେ ସେ ଭୋଟ ଦେବାକୁ ଆସି ନିରାଶ ହୋଇ ଫେରିଛନ୍ତି। ସେ ହେଲେ ଲଖେଶ୍ବରୀ…

‘ରାସ୍ତା ନାହିଁ ତ ଭୋଟ ନାହିଁ’

ବାସୁଦେବପୁର, ୨୦।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ଚାରିଟିକିରିଆ ରାଜସ୍ବ ଗ୍ରାମ ୯ ନଂ. ୱାର୍ଡକୁ ସ୍ଥାୟୀ ରାସ୍ତା ନାହିଁ। ଏନେଇ ଗ୍ରାମବାସୀ ଏକାଠି ହୋଇ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ବର୍ଜନ କରିବାକୁ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?