ଆମ ଜିଲା ଖବର

କିସମ ବଦଳାଇ କାରବାର

ଢେଙ୍କାନାଳ ଅଫିସ, ୨୮।୮ କିସମ ବଦଳାଇ ଦେଲେ ଅନେକ ଗୁଣ ବଢ଼ିଯାଉଛି ଜମି ମୂଲ୍ୟ। ଥରେ କାଗଜପତ୍ରରେ ମୋହର ବାଜିଗଲେ କୋଟି କୋଟି ଟଙ୍କାର ବେଆଇନ କାରବାର କରିବାକୁ ଫିଟିଯାଉଛି ବାଟ। ଏଥିଲାଗି ଅନେକ ଫନ୍ଦି, ଫିକର, କାରସାଦି। ଜମିଦଲାଲ ଏବଂ…

ବେରୋଜଗାରିରୁ ମୁକ୍ତି ଦେଇଛି ‘ମୁକ୍ତା’

ଅନୁଗୋଳ ଅଫିସ, ୨୮ା୮ ସହରରେ ସକାଳୁ ମୂଲ ଲାଗିଲେ ସନ୍ଧ୍ୟାରେ ଚୁଲି ଜଳେ। ହେଲେ କୋଭିଡ୍‌ କାରଣରୁ ବନ୍ଦ ହୋଇଯାଇଥିଲା ଏହି ସହରୀ ଗରିବଙ୍କ ରୋଜଗାର। କିନ୍ତୁ ମୁଖ୍ୟମନ୍ତ୍ରୀ କର୍ମ ତପତ୍ର ଅଭିଯାନ ବା ମୁକ୍ତା ଯୋଜନା କାର୍ଯ୍ୟକାରୀ ହେବା ପରେ…

‘ଓଡ଼ିଶା ଲୋକେ ପିଉଛନ୍ତି ଝାଡ଼ଖଣ୍ଡ ପାଣି’

ବାରିପଦା ଅଫିସ,୨୮।୮-ମୟୂରଭଞ୍ଜ ଜିଲା ତିରିଂ ବ୍ଲକ ଅନ୍ତର୍ଗତ କେତେକ ଗ୍ରାମର ଲୋକେ ପାନୀୟ ଜଳରୁ ବଞ୍ଚିତ ହୋଇ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପାଣିକୁ ବ୍ୟବହାର କରୁଛନ୍ତି। ଏନେଇ ଶୁକ୍ରବାର ଅନୁଷ୍ଠିତ ୧୧ତମ ଜିଲା ପରିଷଦ ବୈଠକରେ କଥା ଉଠିବା ପରେ ଉଦ୍‌ବେଗ…

ଜୁଡ଼ିଆ ଘାଟିରୁ ଖସୁଛି ମାଟି ଅତଡ଼ା

କେନ୍ଦୁଝର,୨୮।୮(ଡି.ଏନ.ଏ.): କେନ୍ଦୁଝର ସହର ନିକଟସ୍ଥ ଜୁଡ଼ିଆ ଘାଟି ରାସ୍ତା ପାର୍ଶ୍ୱ ପାହାଡ଼ରୁ ପଥର ଓ ମାଟି ଅତଡ଼ା ଖସୁଥିବାରୁ ପଥଚାରୀ ଏବଂ ଗାଡ଼ିମଟର ପାଇଁ ବିପଦ ସୃଷ୍ଟି କରିଛି। ଗତ ଜୁଲାଇ ୩୦ ତାରିଖ ଅପରାହ୍ନରେ ଏକ ବଡ଼ ପଥର ଖସିବାରୁ…

୧୬ ଦିନ ହେଲା ନ୍ୟାୟ ଅପେକ୍ଷାରେ ଗଣବଳାତ୍କାର ପୀଡ଼ିତା

ବରଗଡ଼ ଅଫିସ୍‌,୨୭।୮: ବରଗଡ଼ ଜିଲା ଗାଇସିଲେଟ ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଘରପୋଡ଼ି ମାମଲା ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ ୧୨ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ୪ଜଣଙ୍କୁ ଗିରଫ କରିଛି। ଗିରଫ…

୫ ହଜାର ପାଇଁ ଧରାପଡ଼ିଲେ

ସମ୍ବଲପୁର,୨୭।୮(ବ୍ୟୁରୋ): ସମ୍ବଲପୁର ଭିଜିଲାନ୍ସ ଟିମ୍‌ ହାତରେ ଶୁକ୍ରବାର ଧରାପଡିଛନ୍ତି ଚିପିଲିମା ମେଷ ପ୍ରଜନନ କେନ୍ଦ୍ରର କନିଷ୍ଠ କିରାଣି ନରସିଂହ ଗଡତିଆ। ତାଙ୍କଠାରୁ ୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍‌। ଏ ନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରି…

ଜେଲ ସୁଇପରଙ୍କ ଘରୁ ମିଳିଲା ୨ ହଜାର କଫ ସିରପ

ବରଗଡ଼ ଅଫିସ,୨୭।୮: ବରଗଡ଼ ସହରର ଗଳିକନ୍ଦିରେ ଚାଳିଛି ନିଶା କାରବାର। ଏଥିରୁ ସ୍ଥାନୀୟ ଉପ କାରାଗାର(ସବ୍‌ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଶୁକ୍ରବାର ବରଗଡ଼ ଟାଉନ ଥାନା ପୋଲିସ ଜେଲରେ ଅତର୍କିତ ଚଢାଉ କରିଥିଲା। ଚଢାଉ ବେଳେ ସବ୍‌ଜେଲରେ କାର୍ଯ୍ୟରତ…

ଝଗଡ଼ା ପରେ ବିଷ ପିଇଲେ ନବବିବାହିତା

ବ୍ରହ୍ମପୁର ଅଫିସ,୨୭ା୮: ବିଷପିଇ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ନବବିବାହିତା ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଅଲାରିଗଡ ଗ୍ରାମର ସାବିତ୍ରୀ ନାହାକ। ସଦର ଥାନା ପୋଲିସ ମୃତଦେହ ଜବତ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ…

ମାର୍ବଲ ଅନଲୋଡ ବେଳେ ଚାପି ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ବୌଦ୍ଧ,୨୭।୮(ଡି.ଏନ୍‌.ଏ.): ମାର୍ବଲ ତଳେ ଚାପି ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ଏକ ଟ୍ରକରୁ ମାର୍ବଲ ଅନଲୋଡ କରିବା ସମୟରେୟ ଏପରି ଅଘଟଣ ଘଟିଛି ବୌଦ୍ଧ ଜିଲା ବୁଟୁପାଲି ରାସ୍ତାରେ ଥିବା ଏକ ଗୋଦାମରେ। ମୃତକଦ୍ୱୟ ହେଲେ ଆଠମଲ୍ଲିକ ମହେନ୍ଦ୍ରପୁରର…

ବିଲକୁ ଯାଇଥିବା ବେଳେ ଚାଷୀଙ୍କୁ ଦଂଶିଲା ସାପ, ସହାୟତା ପାଇଁ ଦାବି କଲେ ଗ୍ରାମବାସୀ

ଗଞ୍ଜାମ,୨୭ା୮(ଡି.ଏନ୍‌.ଏ.): ରମ୍ଭା ଥାନା ହୁମ୍ମା ଫାଣ୍ଡି ଅଧିନସ୍ଥ ଗଞ୍ଜାମ ବ୍ଲକର ବେଲପଡ଼ା ଗ୍ରାମର ଜଣେ ଚାଷୀଙ୍କର ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଚାଷୀ ହେଲେ ଉକ୍ତ ଗ୍ରାମର ଚାଷୀ ଡି.କୃଷ୍ଣ ଚନ୍ଦ୍ର ପ୍ରଧାନ(୫୪) । ସୂଚନାନୁଯାୟୀ, କୃଷ୍ଣ ଶୁକ୍ରବାର ସକାଳେ…

ମୃତ୍ୟୁ ମଧ୍ୟ ଏମିତି ଆସେ : ଟ୍ରକ୍‌ ଉପରେ ଚଢ଼ି ହଠାତ ଜଳିବାକୁ ଲାଗିଲେ ଡ୍ରାଇଭର

ବଲାଙ୍ଗୀର ଅଫିସ,୨୭।୮: ମୃତ୍ୟୁ ଏମିତି ମଧ୍ୟ ଆସେ। ଠିକଣା ସ୍ଥାନରେ ଟ୍ରକ ପହଞ୍ଚାଇବା ପରେ ମାଲ ଅନ୍‌ଲୋଡ କରିବା ପାଇଁ ଗାଡ଼ି ଉପରକୁ ଚଢ଼ିଥିବା ଡ୍ରାଇଭର ହଠାତ ଜଳିବାକୁ ଲାଗିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ବଲାଙ୍ଗୀର ଜିଲା ତୁଷୁରା…

ଓଡ଼ିଶା ବାହାରକୁ ଆଉ ଯିବାକୁ ପଡ଼ିବନି : ଏସିବି ମେଡିକାଲରେ ହେବ ମାଗଣାରେ ଇକ୍‌ମୋ ଚିକିତ୍ସା

କଟକ ଅଫିସ, ୨୭।୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏସିବି ମେଡିକାଲ କଲେଜ ହସ୍ପିଟାଲରେ ଇକ୍‌ମୋ ମେଶିନ୍‌ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାନ ପରେ ସେ କହିଛନ୍ତି, ପୂର୍ବ ଭାରତର ଇକମୋ ହବ୍‌ ହେବ ଏସିବି ମେଡିକାଲ। ଏହା ସହିତ ରାଜ୍ୟ ସରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri