ଆମ ଜିଲା ଖବର

ଭୋଜିଭାତର ଆୟୋଜନ, ମାନୁନାହାନ୍ତି କଟକଣା

ଉମରକୋଟ, ୩ା୨(ସ୍ବ.ପ୍ର.) ବିଜେଡି ପରେ ଭାଜପା। ଶାସକ ବିଜେଡି ଦଳକୁ ଜାବାବ ଦେବା ପାଇଁ ସମାନ ରଣନୀତି ଆପଣାଇଛି ଭାଜପା। ବିଜେଡି ଭଳି ଭାଜପା ମଧ୍ୟ ଶତାଧିକ ଲୋକଙ୍କୁ ନେଇ ନିର୍ବାଚନୀ ସଭା ଓ ଭୋଜିଭାତର ଆୟୋଜନ କରିଛି। ଶାସକ ଦଳକୁ…

ପୂର୍ବ ସ୍ଥିତିକୁ ଫେରିବାକୁ ଲାଗିପଡ଼ିଛି କଂଗ୍ରେସ

ବିଷମକଟକ/ରାୟଗଡ଼ା ଅଫିସ, ୩ା୨(ଡି.ଏନ୍‌.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡ଼ା ଜିଲାରେ ଜିଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବାକୁ ଏବେ ସବୁ ଦଳରେ ଚାଲିଛି ଅଙ୍କକଷା। ରାୟଗଡ଼ା ଜିଲା ୨୨ ଜିଲା ପରିଷଦ ଆସନକୁ ନେଇ ଗଠିତ। ପୂର୍ବରୁ ଏଠାରେ ବିଜେଡି, ଭାଜପା…

ହ୍ୟାଟ୍ରିକ୍‌ କରିବାକୁ ବିଜେଡିର ଉଦ୍ୟମ

ଗୁଣପୁର,୩ା୨(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଗୁଣପୁର ‘ଖ’ ଜୋନ୍‌ ଜିଲା ପରିଷଦ ପାଇଁ ୧୮ ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଏବଂ ଭାଜପା ପକ୍ଷରୁ ପ୍ରଚାର ଜୋରାଦାର କରାଯାଇଛି। ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କୁ ନେଇ…

ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ

କାମାକ୍ଷାନଗର/ ଭୁବନ, ୨।୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଏବଂ ଭୁବନ ଏନ୍‌ଏସିରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଚୂଡ଼ାନ୍ତ ଓ୍ବାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଉଭୟ ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଛି।…

୨ଦିନ ହେଲା ବିଜୁଳି ବିଚ୍ଛିନ୍ନ

ହିନ୍ଦୋଳ, ୩ା୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମରେ ଶିକାରୀଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ଦୁଇଦିନ ହେଲା ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ…

ଭୋଟ ବର୍ଜନ ଚେତାବନୀ ଦେଲେ ମହିଳା

କଣିହାଁ/ ପବିତ୍ରନଗର, ୨।୨(ଡି.ଏନ.ଏ.) ଗାଁକୁ ନାହିଁ ସବୁଦିନିଆ ରାସ୍ତା। ବର୍ଷତମାମ ଯାତାୟାତରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ। ପିଇବା ପାଇଁ ବିଶୁଦ୍ଧ ପାଣି ସାତସପନ ହୋଇଛି। ନିର୍ବାଚନ ଆସିଲେ ନେତାମାନେ ଆସୁଛନ୍ତି। ପୁଳା ପୁଳା ପ୍ରତିଶ୍ରୁତି ଦେଉଛନ୍ତି। ହେଲେ…

ପୌର ନିର୍ବାଚନ ଲାଗି ଓ୍ବାର୍ଡ ସଂରକ୍ଷଣ

ଅନୁଗୋଳ ଅଫିସ,୩ା୨: ପଞ୍ଚାୟତ ନିର୍ବାଚନ ପରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଓ୍ବାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଅନୁଗୋଳ ଜିଲାରେ ଥିବା ଅନୁଗୋଳ ପୌର ପରିଷଦର ମୋଟ୍‌ ୨୩ ଓ୍ବାର୍ଡ ମଧ୍ୟରୁ ୧୩ଟି ସଂରକ୍ଷିତ ରହିଥିବା ବେଳେ…

ଆଠମଲ୍ଲିକରେ ହେବ କଡ଼ା ଟକ୍କର

ବଇଣ୍ଡା,୩ା୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପାଖେଇ ଆସୁଛି ଭୋଟଗ୍ରହଣ ତାରିଖ। ଆଉ ଅଳ୍ପଦିନ ପରେ ହେବ ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷା। ତେଣୁ ଅଧିକରୁ ଅଧିକ ମତଦାତାଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସମର୍ଥନ ହାସଲ ପାଇଁ ଏବେ ଦିନରାତି ଏକ୍‌…

ଏଥର କର ବା ମର ସ୍ଥିତି

ବାରିପଦା ଅଫିସ,୩ା୨: ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକରେ ନିର୍ବାଚନୀ ପ୍ରଚାର ଜୋର ଧରିଛି ା ୧୬ଟି ପଞ୍ଚାୟତକୁ ନେଇ ଗଠିତ ୫୩ ଓ ୫୪ ନମ୍ବର ଜିଲାପରିଷଦ ଜୋନ ଦ୍ୱୟ ମୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ…

ଭୋଟ ବର୍ଜନ କରିବେ ୭ଶହ ଭୋଟର

ବାରିପଦା ଅଫିସ,୩ା୨: ମୌଳିକ ସୁବିଧାରୁ ବଞ୍ଚିତ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ପୂର୍ଣ୍ଣଚନ୍ଦ୍ରପୁର ପଞ୍ଚାୟତ କମଳାଶୋଳ ଗ୍ରାମବାସୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ମଙ୍ଗଳବାର ଶତାଧିକ ମହିଳା ପୁରୁଷ ବାରିପଦା ସଦର…

ଭୋଟର ତାଲିକାରେ ଶତାଧିକଙ୍କ ନାଁ ନାହିଁ

ହାଟଡିହୀ,୩ା୨(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତ କନକପା ଗ୍ରାମ ୧୦ନଂ. ୱାର୍ଡର ଶତାଧିକ ଭୋଟରଙ୍କ ନାଁ ତାଲିକାରେ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଲୋକେ ଦାୟୀ କରିଛନ୍ତି। ଏତେସଂଖ୍ୟକ ଲୋକଙ୍କ ନାଁ କିପରି…

ୱାର୍ଡସଭ୍ୟାଙ୍କ ପାଇଁ ପ୍ରଚାର କଲେ ହାସ୍ୟାଭିନେତା

ବାହାନଗା, ୩ା୨(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ନିର୍ବାଚନ ପ୍ରଚାର ଆରମ୍ଭରୁ ସିନେତାରକା ମଇଦାନକୁ ଓହ୍ଲାଇଛନ୍ତି। ଜଣେ ୱାର୍ଡସଭ୍ୟା ପ୍ରାର୍ଥିନୀଙ୍କ ପାଇଁ ହାସ୍ୟାଭିନେତା ବ୍ରଜ ସିଂ ଘରକୁ ଘର ବୁଲି ଭୋଟଭିକ୍ଷା କରିଥିଲେ। ପଣପଣା ପଞ୍ଚାୟତର ୧୦ନମ୍ବର ୱାର୍ଡରେ ୱାର୍ଡସଭ୍ୟା ପ୍ରାର୍ଥିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?