ଲୋକେ ପିଇବେ ଖୋଲା କୂଅ ପାଣି
ଯାଜପୁର ଅଫିସ,୨୩।୪: ଖରାର ପ୍ରକୋପ ସହିତ ତାଳ ଦେଇ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ବଢ଼ି ଚାଲିଛି। ଭୂତଳ ଜଳସ୍ତର କମିବାରେ ଲାଗିଛି। ଫଳରେ କୂଅ, ନଳକୂପ, ନଦୀ, ପୋଖରୀ ଶୁଖିବା ଆରମ୍ଭ ହୋଇଛି। ପାଣି ପାଇଁ ଗ୍ରାମାଞ୍ଚଳ ଲୋକେ…
ଜବରଦଖଲ: ହାତୀଯୋରରୁ ଜଳ ନିଷ୍କାସନ ହେଉନି
ନାଉଗାଁ,୨୩।୪(ସ୍ବ.ପ୍ର): ନାଉଗାଁ ବ୍ଲକର ଗଜରାଜପୁର ପଞ୍ଚାୟତ ଭାତପଡାଠାରୁ ଉପତ୍ତ୍ତି ହୋଇଛି ହାତୀଯୋର। ଏହି ଯୋରଟି ଭାତପଢ଼ା ଦେଇ ଅଲଣା ପଞ୍ଚାୟତର ନହଡିପଡ଼ା, ମୁଣ୍ଡାଳୋ, ବେଣାପଡ଼ା ଦେଇ ଜାମୁଗାଁ ପଞ୍ଚାୟତ ଛତିଆନାଠାରେ ବାଉଁଶ ଯୋରି ସହ ସଂଯୁକ୍ତ ହୋଇଛି। ପୂର୍ବରୁ ଏହି ଯୋର…
ମୂଷାନଈ ସମ୍ପ୍ରସାରଣରେ ଯାଉଛି ଜଗନ୍ନାଥଙ୍କ ଜମି
ପୁରୀ ଅଫିସ,୨୩।୪: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିକୁ ନିଜ ବ୍ୟକ୍ତିଗତ ସମ୍ପତ୍ତିରେ ପରିବର୍ତ୍ତିତ କରି ବିକ୍ରି କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏ ନେଇ ପୁରୀ ଜିଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ପାଇକ ସେବା କାର୍ଯ୍ୟ…
‘ଟିଏମ୍ସି, ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ ରଖ’
ପୁରୀ ଅଫିସ,୨୩।୪: ପୁରୀ ଜିଲାରେ କୋଭିଡ୍ ସ୍ଥିତି ପରିଚାଳନା ଓ ମୁକାବିଲା ସମ୍ବନ୍ଧିତ ବୈଠକ ଗୁରୁବାର ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲାପାଳ ସମର୍ଥ ବର୍ମା କୋଭିଡ୍ ପ୍ରସ୍ତୁତି ସମ୍ପର୍କରେ ରିପୋର୍ଟ…
ନୀଳାଚଳ ଅକ୍ସିଜେନ୍ ପ୍ଲାଣ୍ଟ ଅଚଳ
ଯାଜପୁର ଅଫିସ,୨୩।୪: କରୋନା ସଂକ୍ରମଣର ମହାବିପତ୍ତି ସମୟରେ ଦେଶବ୍ୟାପୀ ଅକ୍ସିଜେନ୍ର ଘୋର ଅଭାବ ଦେଖାଦେଇଛି । ନାସିକ କୋଭିଡ୍ ହସ୍ପିଟାଲରେ ବୁଧବାର ଅକ୍ସିଜେନ ଅଭାବରୁ ୨୨ ରୋଗୀଙ୍କ ମୃତ୍ୟୁ ହୋଇଛି। ଏଭଳିସ୍ଥିତିରେ ଅଧିକାଂଶ ଡାକ୍ତରଖାନାରେ ଗଚ୍ଛିତ ଅକ୍ସିଜେନ ସରିବାକୁ ବସିଛି। ପରିସ୍ଥିତି…
ଶଟ୍ଡାଉନ୍ରେ ଯୋଡ଼ିହେଲା ଶୁକ୍ରବାର
ତାଳଚେର,୨୩ା୪(ନି.ପ୍ର.) ଅନୁଗୋଳ ଜିଲାରେ ଦୈନିକ କରୋନା ସଂକ୍ରମଣ ଏବେ ଦ୍ୱିଶତକ ମୁହାଁ । ଲଗାତର ୩ ଦିନ ଧରି ଜିଲାରୁ ଶତାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ବିଶେଷକରି ତାଳଚେର ଓ ଅନୁଗୋଳ ପୌରାଞ୍ଚଳରେ ସଂକ୍ରମଣ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଏହାକୁ ନେଇ…
ଜଟିଳ ସ୍ଥିତିରେ ଜୀବିକା
ଭୁବନ, ୨୩।୪(ଡି.ଏନ୍.ଏ.) ବଦଳିଯାଉଛି ମଣିଷର ଜୀବନଶୈଳୀ। ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଆଗକୁ ବଢୁଛି ଜୀବନ। ଏସବୁ ଭିତରେ ପଛରେ ପଡ଼ିଯାଉଛି ପାରମ୍ପରିକ ହସ୍ତଶିଳ୍ପ। ଆବଶ୍ୟକତା କମିଯିବା ଏବଂ ସାମଗ୍ରୀର ବିକଳ୍ପ ମିଳିଯିବା ପରେ ଏଭଳି ବୃତ୍ତି ମହତ୍ତ୍ୱ ହରାଇବାରେ ଲାଗିଛି।…
ଆଗ୍ରହରୁ ଆତ୍ମନିର୍ଭର
କାମାକ୍ଷାନଗର, ୨୩ା୪(ଡି.ଏନ୍.ଏ.) ଖୋଲା ଆକାଶ ତଳେ ଶତାଧିକ ନଡ଼ାର ପ୍ୟାଡ୍। ସେଥିରେ ଫୁଟିଛି ମେଞ୍ଚା ମେଞ୍ଚା ଛତୁ। ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏଭଳି ଓପନ୍ ଫାର୍ମ ଛତୁଚାଷ ଏବେ ଚର୍ଚ୍ଚା ସାଉଁଟୁଛି। ଅଞ୍ଚଳର ଯୁବଚାଷୀ ଏଭଳି ସହଜ ପଦ୍ଧତି ଆପଣାଇ…
ମେ’ ୨୬ରେ ଲଗ୍ନଧରା, ଜୁନ୍ ୬ରେ ବାହାଘର
ବାଲେଶ୍ୱର ଅଫିସ, ୨୩।୪-ବାଲେଶ୍ୱରର ଜଉକଣ୍ଢେଇ ବାହାଘର ଲୋକକଳା, ଲୋକସଂସ୍କୃତି, ଲୋକସାହିତ୍ୟ ଓ ଲୋକ ପରମ୍ପରାର ଅଦ୍ୱିତୀୟ ଲୋକପର୍ବ। କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ଏଭଳି ଲୋକପର୍ବ ବିରଳ। ଏକ ବିଲୁପ୍ତ ଲୋକକଳାକୁ ଉଜ୍ଜୀବିତ କରି ପ୍ରଚାର, ପ୍ରସାର ଓ ପ୍ରତିଷ୍ଠା…
ଇଟାଭାଟି ଭାଙ୍ଗିବାରେ ପ୍ରଶାସନ ଫେଲ୍
ସଜନାଗଡ଼,୨୩।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନରେ ଗଢ଼ିଉଠିଥିବା ୧୪ଟି ଚିମିନି ଇଟାଭାଟି କୁଲଡିହା ଇକୋ ସେନ୍ସିଟିଭି ଜୋନ୍ ମଧ୍ୟରେ ଆସୁଥିବାରୁ ତାହାକୁ ଭାଙ୍ଗିବା ପାଇଁ ପ୍ରଶାସନ ପ୍ରସ୍ତୁତ ହେଉଥିବା ବେଳେ ହଜାର ହଜାର ଶ୍ରମିକ, ଅଞ୍ଚଳବାସୀ, ଇଟାଭାଟି ମାଲିକମାନେ ଏକଜୁଟ ହୋଇ…
ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ତାତିଲେ ଲୋକେ
ଉଦଳା, ୨୩।୪(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାରମ୍ବାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ଧାରଣ କରିଛି। ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମେଡିକାଲ୍ ଅଫିସର ଏବଂ ଏସ୍ଡିଏମ୍ଓ। ସ୍ଥାନୀୟ ଅଞ୍ଚଳର ରୂପାଇ…
ଚମ୍ପୁଆରେ ଖୋଲିବ କୋଭିଡ୍ ହସ୍ପିଟାଲ
ଚମ୍ପୁଆ, ୨୩।୪ (ଡି.ଏନ.ଏ.)-ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚମ୍ପୁଆରେ ବଢିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ଜିଲାପ୍ରଶାସନର ନିର୍ଦ୍ଦେଶକ୍ରମେ ଚମ୍ପୁଆରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଉପଖଣ୍ଡ ଚିକିତ୍ସା ଅଧିକାରୀ ଉମାକାନ୍ତ ସାହୁ…
Archives


