ଆମ ଜିଲା ଖବର

ଖୋର୍ଦ୍ଧା ସହରରେ ପୁଣି ପଶିଲା ହାତୀ

ଖୋର୍ଦ୍ଧା ଅଫିସ,୯ା୧୧: ମାସକ ପରେ ପୁଣି ଖୋର୍ଦ୍ଧା ସହରରେ ପଶିଛି ହାତୀ। ରବିବାର ସନ୍ଧ୍ୟାରେ ମୁକୁନ୍ଦପ୍ରସାଦ ନିକଟରେ ଗୋଟିଏ ହାତୀକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଖବର ପାଇ ବନ ବିଭାଗ ଓ ପୋଲିସ ପହଞ୍ଚି ଘଉଡ଼ାଇବାରୁ ହାତୀଟି ସାମନ୍ତରାପୁର...

ଡିସେମ୍ବର ୧୨ରେ ଓକିଲ ସଂଘ ନିର୍ବାଚନ

କଟକ ଅଫିସ,୯ା୧୧: ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ଆସନ୍ତା ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଥିବା ଓଡ଼ିଶା ବାର୍‌ କାଉନ୍‌ସିଲ ସମ୍ପାଦକ ଜେ. କେ. ସାମନ୍ତସିଂହାର ସୂଚନା...

ଲୋକଙ୍କୁ ବେଖାତିର କରୁଛି ସାଗର ସିମେଣ୍ଟ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୯।୧୧: ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣର ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ ହୋଇଛି। ଶାଗମାଛ ଦରରେ ଲୋକଙ୍କ ଜମି ନେଇ ଶିଳ୍ପପତିମାନଙ୍କୁ ହସ୍ତାନ୍ତର...

ସାଧାରଣଙ୍କୁ ବାରଣ, ମଦ୍ୟପଙ୍କୁ ଶରଣ

ଅନୁଗୋଳ ଅଫିସ, ୯।୧୧- କରୋନା ପାଇଁ କଟକଣା ମଧ୍ୟରେ ରହିଛି ଅନୁଗୋଳ ସହର। କେବଳ ହାଟ, ବଜାରକୁ ଛାଡ଼ିଦେଲେ ମନ୍ଦିର, ମଞ୍ଚ, ସିନେମାହଲ୍‌ ଆଦିକୁ ଏବେ ବି ବନ୍ଦ ରଖାଯାଇଛି। ଏପରି କି ଆମୋଦପ୍ରମୋଦ ପାଇଁ ଥିବା ପାର୍କଗୁଡ଼ିକରେ ମଧ୍ୟ...

ବଡ଼ଓଷାରେ ବସିବନି ଭଣ୍ଡାର

ଭୁବନ, ୯ା୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନର ପ୍ରାଚୀନ ବୁଦ୍ଧେଶ୍ୱର ଶୈବପୀଠରେ ଚଳିତବର୍ଷ ପ୍ରସିଦ୍ଧ ବଡ଼ଓଷା ପାଳନ ହେବନାହିଁ। କରୋନା ସଂକ୍ରମଣ ଏଡ଼ାଇବାକୁ ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ପଞ୍ଚକ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ବନ୍ଦ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର...

ମାସ୍କ ପିନ୍ଧି ନ ଥିବାରୁ ଉଠ୍‌ବସ୍‌ ଘଟଣା: ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ବଇଣ୍ଡା, ୮ା୧୧(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ କଲେଜ ଛକରେ ଶନିବାର ପ୍ରଶାସନ ପକ୍ଷରୁ ଯାଞ୍ଚ ବେଳେ ମାସ୍କ ପିନ୍ଧି ନ ଥିବା ଦୁଇଜଣ ବ୍ୟକ୍ତି ଉଠ୍‌ବସ୍‌ ହେଉଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଘଟଣା ଜିଲା ପ୍ରଶାସନ ନଜରକୁ...

ଜାଲ ଚେକ ଦେଖାଇ ମହିଳାଙ୍କଠାରୁ ନେଇଗଲେ ସୁନାହାର

ଖଲ୍ଲିକୋଟ,୮ା୧୧(ଡି.ଏନ୍‌.ଏ.)-ଖଲ୍ଲିକୋଟ ଥାନା ବିକ୍ରମପୁର ଖମାରସାହିର ଜଣେ ଅସହାୟ ମହିଳାଙ୍କଠାରୁ ଶନିବାର ଅଭିନବ ଉପାୟରେ ସୁନାହାର ଲୁଟ ହୋଇଛି। ସ୍ବାମୀଙ୍କ ମୃତ୍ୟୁକାଳୀନ ସହାୟତା ଦେବା ପାଇଁ ଜାଲ୍‌ ବ୍ୟାଙ୍କ ଚେକ୍‌ ଦେଖାଇ ଅସହାୟା ସୁଚିତ୍ରା ଜେନାଙ୍କଠାରୁ ଜଣେ ଦୁର୍ବୃତ୍ତ ୩ ଭରି...

ଚିତ୍ରକୋଣ୍ଡାରେ ଡିଜିପି ଅଭୟ: ସମୀକ୍ଷା କଲେ ମାଓବାଦୀ ଗତିବିଧି

ଚିତ୍ରକୋଣ୍ଡା,୮।୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓପ୍ରବଣ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଲାଲଗଡ଼କୁ ରବିବାର ପୋଲିସ ଡିଜି ଅଭୟ ଗସ୍ତ କରିଛନ୍ତି। ସେ ଗୋରାସେତୁ ବିଏସ୍‌ଏଫ କ୍ୟାମ୍ପକୁ ଯାଇ ମାଓ ସ୍ଥିତି ଓ ଗତିବିଧିର ସମୀକ୍ଷା କରିଛନ୍ତି। ତାଙ୍କ...

ଏସ୍‌ସିବିରୁ ରାମଚନ୍ଦ୍ର ନିଖୋଜ: ମାସେ ହେବ ଜିଲା ପ୍ରଶାସନ ପାଖରେ ଖବର ନାହିଁ

ପୁରୀ ଅଫିସ,୮ା୧୧: ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୧୮ ବର୍ଷ ଶିକୁଳିରେ ବନ୍ଧା ପଡିଥିଲା ଜୀବନ। ଅସ୍ବାଭାବିକ ଆଚରଣ ପାଇଁ ତାଙ୍କ ଦୁଇହାତକୁ ଲୁହାଚେନ୍‌ରେ ବାନ୍ଧି ତାଲା ପକାଯାଇଥିଲା। ପୁଅର ଏଭଳି କଷ୍ଟକୁ ଦେଖି ଗୁମୁରି କାନ୍ଦୁଥିବା ମାଆ...

ପଶ୍ଚିମବଙ୍ଗର ସୀମା ଦଖଲ ଉଦ୍ୟମ: ଦୁଇ ରାଜ୍ୟ ସୀମାନ୍ତବାସୀ ମୁହାଁମୁହିଁ

ଭୋଗରାଇ,୮ା୧୧(ଡି.ଏନ.ଏ.): ଦୀର୍ଘ ଅଢେଇବର୍ଷ ନୀରବତା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ପୁଣି ମୁଣ୍ଡ ଟେକିଛି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଗ୍ରାମ ସାହାବାଜିପୁର ଗ୍ରାମ୍ୟ ଜଙ୍ଗଲକୁ ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ଶୁକ୍ରବାର ରାତିଅଧିଆ ବେଆଇନ...

ଇୟରଫୋନ୍‌ରେ ଗୀତ ଶୁଣିବା ହେଲା କାଳ: ଟ୍ରେନ୍‌ ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ବିଷମକଟକ,୮ା୧୧: ଇୟରଫୋନ୍‌ରେ ଗୀତ ଶୁଣିବା ହେଲା କାଳ। କାନରେ ଇୟରଫୋନ୍‌ ଲଗାଇ ରେଳ ଧାରଣାରେ ଚାଲି ଚାଲି ଯାଉଥିବା ଜଣେ ଯୁବତୀଙ୍କ ଟ୍ରେନ୍‌ ଧକ୍କାରେ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା ବିଷମକଟକ ଥାନା ଅଧୀନ...

ରୌପ୍ୟ ମୁଦ୍ରାରେ ମା’ସମଲେଇ

ସମ୍ବଲପୁର, ୮ା୧୧ (ବ୍ୟୁରୋ): ସମ୍ବଲପୁରର ଇଷ୍ଟଦେବୀ ସମଲେଇ। ସମଲେଇ ସଂସ୍କୃତି ଓ ପରମ୍ପରାର ସୁରକ୍ଷା, ପ୍ରଚାରପ୍ରସାର ଲାଗି ଭକ୍ତମାନେ ଅଭିନବ ପ୍ରୟାସ ଜାରି ରଖିଛନ୍ତି। ସମ୍ବଲପୁର ସେଙ୍କି ଜ୍ୱେଏଲରୀ ସତ୍ତ୍ବାଧିକାରୀ ସେଙ୍କି ସମ୍ବଲପୁରିଆ ରୌପ୍ୟ ମୁଦ୍ରାରେ (ସିଲଭର୍‌ କଏନ୍‌) ଦେବୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri