ଆମ ଜିଲା ଖବର

ବାଇକ୍‌ ଧକ୍କାରେ ଗଲା ୨ ଜୀବନ

ମାଲକାନଗିରି, ୧୩ା୨ (ଡି.ଏନ.ଏ.): ମାଲକାନଗିରି ଜିଲା ଜୟପୁର-ମାଲକାନଗିରି ମୁଖ୍ୟ ରାସ୍ତା ନାୟକଗୁଡାଠାରେ ରବିବାର ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ରାମ କୁଡୁକୁ ଏବଂ ଗୌରବ ଭୂମିଆ।…

ଭୟମୁକ୍ତ ନିର୍ବାଚନ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ

ଏମ୍‌ଭି-୭୯,୧୩ା୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ମାଲକାନଗିରି ଜିଲା ଏମ୍‌ଭି-୭୯ ଥାନା ପକ୍ଷରୁ ରବିବାର ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ମୁକୁନ୍ଦ ମେଳକାଙ୍କ ନେତୃତ୍ୱରେ ୩୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଥାନା ପରିସରରୁ ବାହାରି ମୁଖ୍ୟ ବଜାର…

ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଲେ ଅଭିନେତ୍ରୀ ବର୍ଷା

ଭଦ୍ରକ ଅଫିସ, ୧୩।୨: ଭଦ୍ରକ ଜିଲା ସଦର ବ୍ଲକରେ ଆସନ୍ତା ୧୬ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରାର୍ଥୀଙ୍କ ପ୍ରଚାର ଜୋର୍‌ଦାର ଚାଲିଛି। ରବିବାର ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡି ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି।…

ଦାରିଙ୍ଗବାଡ଼ିରେ ୭ ଡିଗ୍ରୀକୁ ଖସିଲା ପାରଦ

ଦାରିଙ୍ଗବାଡି,୧୩ା୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୁଣି ଥରଉଛି ଶୀତ। ଗତ କିଛି ଦିନ ହେଲା ତାପମାତ୍ରା ୯ ଡିଗ୍ରୀରୁ ୧୨ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ରବିବାର ଏହା ହ୍ରାସ ପାଇ ୭ ଡିଗ୍ରୀକୁ ଖସିଛି। ଫଳରେ ଅସମ୍ଭାଳ ଶୀତ ହେଉଥିବାରୁ…

ଗିରଫ ହେଲେ ସୁନ୍ଦରଗଡ଼ ଏଡିଏମ୍‌

ଭୁବନେଶ୍ୱର/ସୁନ୍ଦରଗଡ଼,୧୩ା୨(ବ୍ୟୁରୋ/ଡି.ଏନ୍‌.ଏ.): ସୁନ୍ଦରଗଡ଼ର ଅତିରିକ୍ତ ଜିଲାପାଳ ବିଶ୍ୱଜିତ ମହାପାତ୍ର ଶେଷରେ ଗିରଫ ହୋଇଛନ୍ତି। ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ରବିବାର ତାଙ୍କୁ ଭୁବନେଶ୍ୱରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ବିଶ୍ୱଜିତଙ୍କ ସ୍ତ୍ରୀଙ୍କ ବିରୋଧରେ ମଧ୍ୟ ଭିଜିଲାନ୍ସ…

ଉଜାଡ଼ି ଦେଲେ ୨ ଏକର କଦଳୀ ଫସଲ

ପଲମ,୧୩।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ଭୀମକେଲା ପଞ୍ଚାୟତ ଫଲସାପଡା(ବୁର୍ଡିପଡ଼ା) ନିକଟସ୍ଥ ସାନ୍ଦୁଲ ନଦୀ କୂଳରେ ବଣୁଆ ହାତୀ ପସି ଉପଦ୍ରବ କରିଥିବା ଅଭିଯୋଗ ହୋଇଛି। ହାତୀପଲ ଫଲସାପଡା ଗ୍ରାମର ଫକୀର ନାଏକଙ୍କ ୨ ଏକର ଜମିରେ ହୋଇଥିବା କଦଳୀ…

ଜିଲା ପରିଷଦ ପ୍ରାର୍ଥୀଙ୍କୁ ନୋଟିସ

କେନ୍ଦୁଝର,୧୩ା୨(ସ୍ବ.ପ୍ର.): ପ୍ରାର୍ଥିପତ୍ର ଦାଖଲବେଳେ ମିଥ୍ୟା ସତ୍ୟପାଠ ଦେଇଥିବା ଭାଜପାର ହାଟଡିହି ବ୍ଲକ ୩୪ ନମ୍ବର ଜୋନ୍‌ର ପ୍ରାର୍ଥୀ ବିବେକାନନ୍ଦ ରାଉତଙ୍କ ବିରୋଧରେ ଉପଜିଲାପାଳ ଗୋପୀନାଥ କୁଅଁର ଆନନ୍ଦପୁର ଥାନାରେ ଏତଲା ଦେବା ପରେ ପୋଲିସ ପ୍ରାର୍ଥୀଙ୍କୁ ନୋଟିସ କରି ୧୩ ତାରିଖରେ…

ଅଭିଯୋଗ ସତ୍ତ୍ୱେ ଶୁଣିଲାନି ପ୍ରଶାସନ, ସରିଗଲା ସ୍କୁଲ ପାଚେରି କାମ

ରାଇଘର, ୧୩।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଯୋଡ଼ିଙ୍ଗା ପଞ୍ଚାୟତ ମହୁଭଟ୍ଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପାଚେରି କାମ ନିମ୍ନମାନର ହୋଇଛି। କାମ ଚାଲିଥିବା ବେଳେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଉ ନ…

ଭୋଟ ବର୍ଜନ ନିଷ୍ପତ୍ତି ପରେ ବଦଳିଲା ଗାଁ ଚିତ୍ର: ମିଳିଲା ରାସ୍ତା, ବିଜୁଳି, ପାନୀୟ ଜଳ

ରାୟଗଡ଼ା ଅଫିସ,୧୩।୨: ଭୋଟ ବର୍ଜନ ନିଷ୍ପତ୍ତି ପରେ ଗାଁ ଚିତ୍ର ବଦଳିଯାଇଛି। ରାୟଗଡ଼ା ଜିଲା ସଦରଠାରୁ ମାତ୍ର ୧୫ କି.ମି. ଦୂର ଗୁମ୍ମା ପଞ୍ଚାୟତର କଟାଗଣ୍ଡା ଗାଁକୁ ବିଦ୍ୟୁତ୍‌ ସଂଯୋଗ ସହ ପାନୀୟ ଜଳ ଯୋଗାଣ ହୋଇଛି। ସେହିପରି ରାସ୍ତା କାମ…

ବିଜେଡିର ସୋସିଆଲ ମିଡିଆ ବନାମ କଂଗ୍ରେସର ପୋଷ୍ଟର

ବିଷମକଟକ,୧୩।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାୟଗଡ଼ା ଜିଲାରେ ବିଭିନ୍ନ ଦଳ ପକ୍ଷରୁ ନିଜ ଢଙ୍ଗରେ ପ୍ରଚାର ଚାଲିଛି। ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ମଧ୍ୟ ସରିଲାଣି। ହେଲେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ଡିଜିଟାଲ ଏବଂ ପୋଷ୍ଟର…

ନିର୍ବାଚନୀ ସଭାରେ ନାଚିଲେ କଂଗ୍ରେସ ଜିଲା ସଭାପତି

ଉମରକୋଟ, ୧୩।୨(ସ୍ବ.ପ୍ର.): ଉମରକୋଟ ବ୍ଲକ କୁର୍ସୀରେ କଂଗେସ ଜିଲା ପରିଷଦ ପ୍ରାର୍ଥୀ ଦୀପା ରାୟ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଏକ ନିର୍ବାଚନୀ ସଭା କରାଯାଇଛି। ଏହି ସମୟରେ ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଓ…

ଅଭିଯୁକ୍ତଙ୍କୁୁ ଗିରଫ କରିବା ନାଁ ଧରୁନି ପୋଲିସ

ପଟ୍ଟାଙ୍ଗୀ,୧୩।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ପୁକାଲି ସଦର ପଞ୍ଚାୟତରେ ବସବାସ କରୁଥିବା ୧୦ଟି ପରିବାରଙ୍କୁ ଅତର୍କିତ ଆକ୍ରମଣ ଘଟଣାର ଏଯାଏ ପୋଲିସ ତଦନ୍ତ କରୁନାହିଁ। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?