୪ ଭାଇଙ୍କୁ ହତ୍ୟା ଘଟଣା, ଜେଲଗଲେ ୫ ଅଭିଯୁକ୍ତ
ହିଞ୍ଜିଳିକାଟୁ,୩୧।୩(ଡି.ଏନ୍.ଏ.): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଛକରେ ଗତ ୨୨ ତାରିଖ ରାତିରେ ସଂଘବଦ୍ଧ ଆକ୍ରମଣରେ ୪ ଭାଇଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ହିଞ୍ଜିଳି ପୋଲିସ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ଗିରଫ…
ଆଇଆଇସିଙ୍କ ମୃତ୍ୟୁକୁ ପୋଲିସ ରୋକିପାରିନାହିଁ
ଭଞ୍ଜନଗର,୩୧।୩(ଡି.ଏନ.ଏ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସୁଛି। ବୁଧବାର ୩ଟି ଅଡିଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେଥିରୁ ଯାହା ଜଣାପଡ଼ୁଛି ମୃତ୍ୟୁର…
ରାସ୍ତାରୋକୋ ପରେ ଆଲୁଅ ଜଳିଲା
ବାରିପଦା ଅଫିସ,୩୧।୩: ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଉପଭୋକ୍ତାଙ୍କୁ ବାର୍ଷିକ ବିଦ୍ୟୁତ୍ ବିଲ୍ ପ୍ରଦାନରେ ବିଳମ୍ବ କରାଯିବା ଓ ବିଲ୍ ପୈଠ ନ କରିବାରୁ ବିଭାଗ ପକ୍ଷରୁ ସେମାନଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏହାର ପ୍ରତିବାଦରେ ବୁଧବାର ଶତାଧିକ…
ଢୁଢୁଆ ବାରୁଣୀ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ
ଖୁଣ୍ଟା/କୁଆମରା,୩୧।୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଖୁଣ୍ଟା ନିକଟ ବାଲିଡ଼ିହା ଗ୍ରାମ ଦେଇ ପ୍ରବାହିତ ଗଙ୍ଗାହାର ନଦୀ କୂଳରେ ଥିବା ବାବା ଢୁଢେଶ୍ବର ମହାଦେବଙ୍କ ପୀଠରେ ମହାବାରୁଣୀ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରାରେ ଜିଲା, ଜିଲା…
ଜଳସେଚନ ବ୍ୟବସ୍ଥା ପ୍ରତି ଅଣଦେଖା
ନୟାଗଡ଼ ଅଫିସ,୩୧ା୩: କୃଷିପ୍ରଧାନ ଜିଲା ନୟାଗଡ଼ରେ ଜଳସେଚନର ସୁବିଧା ନାହିଁ । ନଦୀନାଳ ଘେରା ଏହି ଜିଲାରେ ଜଳସେଚନର ସୁବିଧା କରାଯାଇ ନ ଥିବାରୁ ବର୍ଷାଜଳ ହିଁ ଚାଷ ପାଇଁ ଭରସା ସାଜିଛି । ଜିଲାରେ ମହାନଦୀ, ବୃତ୍ତଙ୍ଗ ପରୀ ନଦୀ…
ପୋଲିସକୁ ଭୁଆଁ ବୁଲାଇଥିଲେ ଶର୍ମିଷ୍ଠା
ଭୁବନେଶ୍ୱର,(ବ୍ୟୁରୋ)/ କଟକ ଅଫିସ, ୩୧।୩: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଜେଲ ଯାଇ ୫ ଦିନିଆ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ୍ ଜେରା…
ଜମି ପଟ୍ଟାରେ ସଅର କାଟି ଶବର ଲେଖାଯାଉ
କଟକ ଅଫିସ,୩୧।୩: ଜମି ପଟ୍ଟାରେ ଶବର ଲେଖାଯିବା ପରିବର୍ତ୍ତେ ସଅର ଲେଖାଯାଇଛି। ରାଜ୍ୟ ସରକାରଙ୍କ ଏପରି ଭୁଲ୍ ଯୋଗୁ ଗରିବ ଆଦିବାସୀ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଏହାକୁ ବିରୋଧ କରି ବୁଧବାର ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲାର…
ଅଲିଭ୍ରିଡ୍ଲେଙ୍କ ଗଣ ଅଣ୍ଡାଦାନ ଜାରି: ଚତୁର୍ଥ ଦିନରେ ୮୫, ୭୪୭ ଅଣ୍ଡା
ଗଞ୍ଜାମ,୩୧।୩(ଡି.ଏନ.ଏ.):ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତିର ସାମୁଦ୍ରିକ ଅଲିଭ୍ରିଡ୍ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଜାରି ରହିଛି। ଚତୁର୍ଥ ଦିନରେ ରାତ୍ରି ସମୟରୁ ବୁଧବାର ସକାଳ ୮ଟା ମଧ୍ୟରେ ୮୫ ହଜାର ୭୪୭ ସାମୁଦ୍ରିକ କଇଁଛ ବେଳାଭୂମି ଉପରକୁ ଉଠିଆସି ସାମୂହିକ…
ଋଷିକୁଲ୍ୟାରେ ଶ୍ରଦ୍ଧାଳୁଙ୍କ ବାରୁଣୀ ସ୍ନାନ
ପୁରୁଷୋତ୍ତମପୁର,୩୧।୩(ଡି.ଏନ.ଏ.): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀରେ ବୁଧବାର ମହାବାରୁଣୀ ସ୍ନାନ ଲାଗି ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ମହାମାରୀ କରୋନା ଲାଗି ଦୁଇ ବର୍ଷ ହେଲା ମହାବାରୁଣୀ ସ୍ନାନ ବନ୍ଦ ରହିଥିଲା। ଲୋକେ…
ଗହୀରମଥାରେ ୫୪୦ ଡଲ୍ଫିନ୍
ରାଜନଗର, ୩୧ା୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଚଳିତବର୍ଷ ଡଲ୍ଫିନ୍ଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥିବା ରିପୋର୍ଟ ବନ ବିଭାଗ ପକ୍ଷରୁ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ…
ନିର୍ବାଚନ ଅଧିକାରୀ ଦେଇଥିବା ଭୋଟ ନାକଚ ଦାବି
ବରୀ,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଉକ୍ତ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ପରାଜିତ ପ୍ରାର୍ଥିନୀ ଜ୍ୟୋତିର୍ମୟୀ ବେହେରା ସିଭିଲ ଜଜ୍ (ସିନିୟର ଡିଭିଜନ) ତଥା ନିର୍ବାଚନ ଟ୍ରିବ୍ୟୁନାଲ ଯାଜପୁରଙ୍କ ନିକଟରେ…
ମେଳାରୁ ପାଇଥିବା ଦେଢ଼ଲକ୍ଷ ଟଙ୍କାର ସୁନାହାର ଫେରାଇଲେ
କେନ୍ଦ୍ରାପଡ଼ା ଅଫିସ, ୩୧ା୩: ମଣିଷ ଭଲ କାମ କଲେ ପ୍ରଶଂସା ମିଳେ। ସବୁଠି ତାଙ୍କ ଉଦାରପଣିଆକୁ ନେଇ ଚର୍ଚ୍ଚା ହୁଏ। ସେମିତି ପ୍ରଶଂସା ସାଉଁଟିଛନ୍ତି କେନ୍ଦ୍ରାପଡ଼ା ସହର ବଡ଼ହାଟର ଗୌତମ ସାହୁ। ମେଳାରୁ ପାଇଥିବା ପ୍ରାୟ ଦେଢ଼ଲକ୍ଷ ଟଙ୍କା ମୂଲ୍ୟର ସୁନାହାର…

