ଆମ ଜିଲା ଖବର

ଏଥର ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ଛେଣ୍ଡିପଦା,୧୪ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ତାରିଖ ଯେତିକି ପାଖଉଛି ଗାଁ ରାଜନୀତି ସେତିକି ସରଗରମ୍‌ ହେଉଛି। ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତ ଓ ୪ଟି ଜିଲା ପରିଷଦ ଜୋନ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍‌ ଆସନ୍ତା ୧୮ ତାରିଖରେ…

ବିଜେଡି ଗଡ଼ରେ ତୀବ୍ର ଲଢ଼େଇ

ଢେଙ୍କାନାଳ ଅଫିସ, ୧୪ା୨: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ମତଦାନକୁ ହାତଗଣତି ଦିନ ବାକି ରହିଥିବାବେଳେ ପ୍ରଚାର ମଇଦାନ ସରଗରମ ହୋଇଉଠିଛି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ନିଜ ପକ୍ଷକୁ ଆଣିବାକୁ…

ଯୋଡ଼ାରେ ରାଜନୈତିକ ହିଂସା, ୩ ଆହତ

କେନ୍ଦୁଝର,୧୪ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ାରେ ନିର୍ବାଚନୀ ହିଂସାକାଣ୍ଡ ଘଟି ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରାଜନୈତିକ ବିବାଦକୁ ନେଇ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଓ ବର୍ତ୍ତମାନର ବିଧାୟକ…

ଧ୍ୱଂସ ପାଉଛି ଉଖୁଡ଼େଇ ପାହାଡ଼

ଭଞ୍ଜନଗର,୧୪ା୨(ଡି.ଏନ.ଏ): ବେଲଗୁଣ୍ଠା ବ୍ଲକ କଣ୍ଟେଇପଲ୍ଲୀ-ବଡ଼ପଡ଼ା ରାସ୍ତା ଉଖୁଡ଼େଇ ପାହାଡ଼ ଉପରେ ରହିଛି ମା ଉଖୁଡ଼େଇଙ୍କ ମନ୍ଦିର। ବର୍ଷ ବର୍ଷ ଧରି ପାହାଡ଼ ଉପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଅଞ୍ଚଳବାସୀଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି। ମା’ଙ୍କୁ ପ୍ରତ୍ୟକ୍ଷ ଦେବୀ ଭାବେ ପୂଜା…

ଗୃହ ବିଭାଗର ଅନୁମତିକୁ ଅପେକ୍ଷା: ଅଟକିଛି ସିନ୍ଥେଟିକ୍‌ ଟର୍ଫ ହକି ସେଣ୍ଟର

ଛତ୍ରପୁର,୧୪ା୨(ଡି.ଏନ.ଏ) ଛତ୍ରପୁର ଠାରେ ପ୍ରସ୍ତାବିତ ସିନ୍ଥେଟିକ୍‌ ଟର୍ଫ ହକି ସେଣ୍ଟର ପାଇଁ ଚିହ୍ନଟ ଜମିରେ ଥିବା ପୁରୁଣା କୋଠା ଭଙ୍ଗିବାକୁ ଅନୁମତି ମିଳୁ ନ ଥିବାରୁ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଚିହ୍ନଟ ଜମିରେ ଗୃହ ବିଭାଗ ଅଧିନ ଗଞ୍ଜାମ ପୋଲିସର ଏକ…

ବୁଗୁଡ଼ା ବ୍ଲକର ୨୦ ଅତିଶୟ ସମ୍ବେଦନଶୀଳ ବୁଥ୍‌

ବୁଗୁଡ଼ା,୧୪ା୨(ଡି.ଏନ.ଏ.) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ୨୧ଟି ପଞ୍ଚାୟତର ମୋଟ ୨୮୭ ଟି ବୁଥ୍‌ ମଧ୍ୟରୁ ୧୪ ପଞ୍ଚାୟତର ୨୦ ବୁଥ୍‌ ଅତିଶୟ ସମ୍ବେଦନଶୀଳ ବୋଲି ଜଣାପଡିଛି। ଖୋଳଖାଳି ପଞ୍ଚାୟତର ତାଳସାକର ଗ୍ରାମସ୍ଥ ବୁଥ୍‌ ନଂ୬ ଓ…

କଇଁଛ ଗଣଅଣ୍ଡାଦାନ ପାଇଁ ଋଷିକୁଲ୍ୟା ବେଳାଭୂମି ସଫେଇ

ଗଞ୍ଜାମ,୧୪ା୨(ଡି.ଏନ.ଏ.) ଅସନ୍ତୁଳିତ ପରିବେଶ ଯୋଗୁ ପୃଥିବୀ ପୃଷ୍ଠରେ ସ୍ଥଳଚର ପ୍ରାଣୀ ସମେତ ସାମୁଦ୍ରିକ ଜୀବ ମଧ୍ୟ ହ୍ରାସ ପାଇବାରେ ଲାଗୁଛି। ଏହା ପରିବେଶ ପାଇଁ ଏକ ବୃହତ୍‌ କ୍ଷତି, ଯାହାକି ଆଗାମୀ ଦିନରେ ଭରଣା କରିବା ଅସମ୍ଭବ ହୋଇପଡିବ। ତେଣୁ ଆଗାମୀ…

ଲୋକେ ପିଉଛନ୍ତି ଦୂଷିତ ପାଣି

ଆର.ଉଦୟଗିରି/ପାରଳାଖେମୁଣ୍ଡି, ୧୪ା୨(ଡି.ଏନ.ଏ.) ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତର ଦୁରିଙ୍ଗିଗୁଡା ଗ୍ରାମରେ ପାନୀୟ ଜଳ ଯୋଗାଣ ଯୋଜନା ଫେଲ୍‌ ମାରିଛି। ରାଜ୍ୟ ସରକାର ରାଜ୍ୟବାସୀଙ୍କ ହିତ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିଚାଲିଛନ୍ତି। କିନ୍ତୁ ଉପାନ୍ତ ଗ୍ରାମଗୁଡିକରେ ସେହି…

୬ ଜିଲା ପରିଷଦ ଜୋନ୍‌ରେ ଭାଜପା-ବିଜେଡି ଲଢ଼େଇ

ବ୍ରହ୍ମପୁର ଅଫିସ,୧୪ା୨: ବ୍ରହ୍ମପୁର ସବଡିଭିଜନ ଅନ୍ତର୍ଗତ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ପାତ୍ରପୁର ଓ ଚିକିଟି ବ୍ଲକ। ଏହି ୨ ବ୍ଲକରେ ୬ ଜିଲା ପରିଷଦ ଜୋନ ରହିଛି। ଆସନ୍ତା ୧୮ ତାରିଖରେ ଚିକିଟି ଏବଂ ୨୦ ତାରିଖରେ ପାତ୍ରପୁରରେ…

୪ ବର୍ଷର ରୁଦ୍ରାଂଶଙ୍କୁ ୨ ରୌପ୍ୟ ପଦକ

ସୁନାବେଡା,୧୪ା୨(ସ୍ବ. ପ୍ର.) ହାଲ୍‌ ସୁନାବେଡା ଟାଉନଶିପର ୪ ବର୍ଷ ବୟସର ରୁଦ୍ରାଂଶ କୁମାର ସାମଲ ଏକାଦଶ ଅଖିଳ ଭାରତ ଓପନ କରାଟେ ଚାମ୍ପିୟନଶିପ-୨୦୨୧ ପ୍ରତିଯୋଗିତାରେ ୨ଟି ରୌପ୍ୟ ପଦକ ଜିତିଛନ୍ତି। ଏହି କୃତିତ୍ୱ ହାସଲ କରିବାରେ ଓଡ଼ିଶାରେ ସେ ହେଉଛନ୍ତି ସର୍ବ…

ପୁଣି ହ୍ରାସ ପାଇଲା ତାପମାତ୍ରା, ଦାରିଙ୍ଗବାଡିରେ ସର୍ବନିମ୍ନ ୭ ଡିଗ୍ରୀ

ଦାରିଙ୍ଗବାଡି,୧୪ା୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୁଣି ଶୀତ ଥରେଇଛି। ଗତ କିଛି ଦିନ ହେଲା ତାପମାତ୍ରା ୯ ଡିଗ୍ରୀରୁ ୧୨ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ରବିବାର ଏହା ହ୍ରାସ ପାଇ ୭ଡିଗ୍ରୀକୁ ଖସିଛି। ଫଳରେ ଅସମ୍ଭାଳ ଶୀତ ହେଉଥିବାରୁ ଲୋକ…

୨୮ ଗାଡ଼ିମାଲିକଙ୍କ ବିରୋଧରେ ଗିରଫ ପରୱାନା

ବାଲେଶ୍ୱର ଅଫିସ, ୧୪ା୨: ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ବାଲେଶ୍ୱର ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ା ସ୍ଥାନୀୟ ରିଜର୍ଭ ପୋଲିସ ପରେଡ୍‌ ପଡ଼ିଆଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?