ଚିତ୍ରକୋଣ୍ଡାରେ ଡିଜିପି ଅଭୟ: ସମୀକ୍ଷା କଲେ ମାଓବାଦୀ ଗତିବିଧି

ଚିତ୍ରକୋଣ୍ଡା,୮।୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓପ୍ରବଣ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଲାଲଗଡ଼କୁ ରବିବାର ପୋଲିସ ଡିଜି ଅଭୟ ଗସ୍ତ କରିଛନ୍ତି। ସେ ଗୋରାସେତୁ ବିଏସ୍‌ଏଫ କ୍ୟାମ୍ପକୁ ଯାଇ ମାଓ ସ୍ଥିତି ଓ ଗତିବିଧିର ସମୀକ୍ଷା କରିଛନ୍ତି। ତାଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। ଡିଜିପି ସ୍ବାଭିମାନ ଅଞ୍ଚଳ ବାସୀଙ୍କୁ ଲୁଗା, କମ୍ବଳ ଓ ପିଲାଙ୍କ ନିମନ୍ତେ ପୋଷାକ ସ୍କୁଲ ବ୍ୟାଗ୍‌ ବାଣ୍ଟିଥିଲେ। ପରେ ବିଏସଏଫ କ୍ୟାମ୍ପ ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିବା ପରେ, ବିଏସଏଫ, ଏସଓଜି, ଡିଭିଏଫ ଯବାନଙ୍କ ସହ ବୈଠକ କରିଥିଲେ। ମାଓବାଦୀଙ୍କ ଦମନ ନେଇ ଡିଜି ସ୍ବତନ୍ତ୍ର ସମୀକ୍ଷା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ପ୍ରତିଷ୍ଠା ହେବ କୋଭିଡ୍‌-୧୯ ହସ୍‌ପିଟାଲ: ବୁଝାମଣାପତ୍ର ସ୍ବାକ୍ଷରିତ

କେନ୍ଦୁଝର, ୭ା୪(ଡି.ଏନ୍‌.ଏ.)-କେନ୍ଦୁଝରଠାରେ ପ୍ରତିଷ୍ଠା ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍‌ପିଟାଲ। ଏ ସମ୍ପର୍କରେ ସୋମବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ କେନ୍ଦୁଝର ଜିଲା...

ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମ୍ନମାନର

ନାଉଗାଁ,୫ା୯(ସ୍ବ.ପ୍ର.):ନାଉଗାଁ ବ୍ଲକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପରୁ ପାଇପ ମାଧ୍ୟମରେ ପ୍ରତି ଘରକୁ ପାନୀୟ ଜଳ...

ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ସୋମନାଥ

ଚମ୍ପୁଆ, ୭।୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର ହୁଡି ସାହିରେ ୧୩ ବର୍ଷ ଧରି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଭିନ୍ନକ୍ଷମ ସୋମନାଥ ମୁଣ୍ଡା...

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା: ୨ ଜଣଙ୍କୁ ୨୦ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୨ା୧-ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ପୋକ୍‌ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ତଥା ଅତିରିକ୍ତ ଜିଲା ଦୌରାଜଜ୍‌...

ହରିଣ ମାଂସ ଭୋଜି କରି ଧରାପଡ଼ିଲେ ବାପା, ପୁଅ

ଜମନକିରା,୨୮।୪ (ଡି.ଏନ.ଏ): ସମ୍ବଲପୁର ଜିଲା ବଡରମା ରେଞ୍ଜ ଅଧୀନ ଆମ୍ବଲାଙ୍ଗ ନିକଟସ୍ଥ ପେଟ୍ରୋଲ ପମ୍ପ ପଛ ପାଖରେ ଥିବା ଏକ ଘରେ ମଙ୍ଗଳବାର ପୂର୍ବାହ୍ନ ସାଢ଼େ...

ପୁଣି ଘାରିଲା ଦାଦାବଟି ଡର

କଟକ ଅଫିସ,୨୫।୮: କଟକ ସହରର ବ୍ୟବସାୟୀଙ୍କୁ ଏବେ ପୁଣି ଘାରିଛି ଦାଦାବଟି ଡର। ଗତ କିଛି ଦିନ ଭିତରେ ଦାଦାବଟି ଆଦାୟ ନେଇ ଅଭିଯୋଗର ତାଲିକା...

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା: ଶର୍ମିଷ୍ଠାଙ୍କୁ ଧରିବା ପାଇଁ ୩ ଟିମ୍‌ ଗଠନ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ୩ଟି ଟିମ୍‌...

ମନ୍ଦିରକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ ଯାଇଥିଲେ: ଜୀବନ ଗଲା

ବରଗଡ଼ ଅଫିସ୍‌,୨୩।୪: ବରଗଡ଼ ବ୍ଲକ ଖଣ୍ଡହଥା ନିକଟ ନୂଆଗଡ଼ ଗ୍ରାମରେ ବିଦ୍ୟୁତ ଆଘାତରେ ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଏହି...

Advertisement
Archives

Model This Week