ପୁରୁଷୋତ୍ତମପୁରର ୩୩ ବୁଥ୍ ଅତି ସମ୍ବେଦନଶୀଳ
ପୁରୁଷୋତ୍ତପୁର,୨୦ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ୨୬ଟି ପଞ୍ଚାୟତରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହାକୁ ନେଇ ବ୍ଲକ ନିର୍ବାଚନ ଅଧିକାରୀ ବିଡିଓ ବିଜୟ କୁମାର ବେହେରା ସୂଚନା ଦେଇଛନ୍ତି। ୨୬ଟି…
ଭୋଟ୍ ବର୍ଜନ କଲେ ଗ୍ରାମବାସୀ
ପାରଳାଖେମୁଣ୍ଡି,୨୦ା୨(ଡି.ଏନ୍.ଏ.): ଗଜପତି ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଏଙ୍ଗାରସିଂ ପଞ୍ଚାୟତର ଜାଲ ଗ୍ରାମବାସୀ ସମୂହ ଭୋଟ୍ ବର୍ଜନ, ପଞ୍ଚାୟତ ପୂର୍ଣ୍ଣ ଗଠନ ବେଳେ ଗ୍ରାମବାସୀଙ୍କୁ ଅଣଦେଖା ନେଇ ଅସନ୍ତୁଷ୍ଟ ଓ ମୌଳିକ ସମସ୍ୟାର ସମାଧାନ ନ ହେବାରୁ ଭୋଟ୍ ବର୍ଜନ କରିଛନ୍ତି…
ସାଲେପୁରରେ ସରିଲା ମତଦାନ
ନିଶ୍ଚିନ୍ତକୋଇଲି,୨୦ା୨(ସ୍ବ.ପ୍ର.): ସାରା ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ଆଜି ସରିଛି। କଟକ ଜିଲା ସାଲେପୁର ବ୍ଲକରେ ରବିବାର ସକାଳୁ ମତଦାତାମାନେ ଭୋଟ୍ କେନ୍ଦ୍ର ସମ୍ମୁଖରେ ଲମ୍ବାଧାଡ଼ିରେ ମତଦାନ କରିଥିଲେ। ସୂଚନାନୁଯାୟୀ, ଏହି ବ୍ଲକରେ ଥିବା ୩୫ ପଞ୍ଚାୟତରେ ଥିବା ୫୬୪ ମତଦାନ…
ଭୋଟ୍ ବାକ୍ସ ଲୁଟିନେଲେ, ୩ ଖବରଦାତାଙ୍କୁ ନିସ୍ତୁକ ପିଟିଲେ
ବିଞ୍ଝାରପୁର,୨୦ା୨(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଛୋଳ ପଞ୍ଚାୟତରେ ରବିବାର ପୂର୍ବାହ୍ନରେ ଖବର ସଂଗ୍ରହ କରିବାକୁ ଯାଇଥିବା ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ ସହ ଭୋଟ୍ ବାକ୍ସ ଲୁଟ୍ ହୋଇଥିବା ଜଣାପଡ଼ିଛି । ଖବର ମୁତାବକ ରବିବାର ପୂର୍ବାହ୍ନରେ କିପରି ମତଦାନ…
ଗୋଳେଇପୁର ପଞ୍ଚାୟତରେ ବୁଥ୍ ରିଗିଂ ଅଭିଯୋଗ: ଅନୁଧ୍ୟାନ କରିବାକୁ ଯାଇଥିବା ବିଡିଓଙ୍କୁ ମାଡ଼
ଯାଜପୁର ରୋଡ୍,୨୦।୨(ଡି.ଏନ୍.ଏ.): ଯାଜପୁର ଜିଲା କୋରାଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ୮,୯,୧୦ ଏବଂ ୧୧ ନଂ ବୁଥ୍ରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ବୁଥ୍ ରିଗିଂ ଅଭିଯୋଗ ପାଇ ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ କୋରାଇ ବିଡିଓଙ୍କୁ କିଛି ଦୁର୍ବୃତ୍ତ…
ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ବୋମା ଉଦ୍ଧାର
ରାୟଗଡ଼ା ଅଫିସ,୨୦ା୨: ରାୟଗଡ଼ା ଜିଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ମାଓବାଦୀ ପ୍ରବଣ କଲ୍ୟାଣସିଂହପୁର ବ୍ଲକର ପାର୍ସାଲି ପଞ୍ଚାୟତକୁ ଯିବା ରାସ୍ତାକଡ଼ରେ ମାଓବାଦୀମାନେ ଖଞ୍ଜିଥିବା ଏକ ଟିଫିନ୍ ବୋମାକୁ ରବିବାର ଉଦ୍ଧାର କରିଛି ଡିଭିଏଫ୍ ପୋଲିସ। ନିର୍ବାଚନକୁ ଦୃଷ୍ଟିରେ ରଖି…
କେସିଙ୍ଗା ବ୍ଲକର ୧ ନଂ ଜୋନ୍ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା
କେସିଙ୍ଗା,୨୦ା୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର େ୧ ନଂ ଜୋନ୍ରେ ବିଜେଡି,କଂଗ୍ରେସ ଓ ଭାଜପା ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହେଉଛି। ଏହି ଜୋନ୍ରେ ୨୮ହଜାର ୪୯୯ଭୋଟର ରହିଛନ୍ତି। ଏହି ଜୋନରେ ୯ ପଞ୍ଚାୟତ ରହିଛି। ସେଗୁଡ଼ିକ ହେଲା ବେଳଖଣ୍ଡି, ସିରଜାପାଲି, ହାତୀଖୋଜ,…
ବୁଥ୍ରେ ଉତ୍ତେଜନା, ମତଦାନ ବନ୍ଦ
ପାରଳାଖେମୁଣ୍ଡି,୨୦ା୨(ଡି.ଏନ୍.ଏ.): ଗଜପତି ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଏସ କରଡାସିଂ ପଞ୍ଚାୟତ ମତଦାନ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଭୋଟର ତାଲିକାରେ ନାଁ ନ ଥିବାରୁ ଏହି ଉତ୍ତେଜନା ଦେଖାଦେଇଛି। ୯ ନମ୍ବର ବୁଥ୍ ଘାଟିତଳ ଗ୍ରାମର ଉତ୍ତ୍ୟକ୍ତ ଲୋକେ ମତଦାନ…
ହାଇକୋର୍ଟ ବିଚାରପତିଙ୍କ ବାରିପଦା ଗସ୍ତ
ବାରିପଦା ଅଫିସ, ୨୦।୨ ହାଇକୋର୍ଟ ଦୁଇ ବିଚାରପତି ଶତୃଘ୍ନ ପୂଜାହାରୀ ଓ ଦେବବ୍ରତ ଦାଶ ଶନିବାର ମୟୂରଭଞ୍ଜ ଜିଲା ବାରିପଦା ଗସ୍ତରେ ଆସି କୋର୍ଟ ଗୃହ ନିର୍ମାଣ ନେଇ ଓକିଲ ସଂଘ ସହିତ ଆଲୋଚନା କରିଛନ୍ତି ା କୋର୍ଟ ପରିସରରେ ଚାଲି…
ଗୋଷ୍ଠୀ ଭିକ୍ଷା, କର୍ମକର୍ତ୍ତା ମନୋନୟନ
ଢେଙ୍କାନାଳ ଅଫିସ,୨୦।୨ ଢେଙ୍କାନାଳ ଜିଲା ମହିମାଗାଦି ଯୋରନ୍ଦାରେ ୧୦୫ ବର୍ଷ ତଳେ ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ କୌପୀନଧାରୀ ମହିମା ସମାଜର ପ୍ରସିଦ୍ଧ ମାଘମେଳା ପରେ ତଥା ଫାଲଗୁନ କୃ୍ଷ୍ଣ ଦ୍ୱିତୀୟା ତିଥିରେ ଶୁକ୍ରବାର ଗୋଷ୍ଠୀ ଭିକ୍ଷା କାର୍ଯ୍ୟକ୍ରମ…
ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ
ଗଞ୍ଜାମ,୨୦ା୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ଜଣାପଡ଼ିଛି। ପୂର୍ବରୁ ଚି଼ହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ନ ହେବା ଲାଗି ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ରମ୍ଭା ଥାନା…
ବୁଥ୍ ଜବରଦଖଲ ଅଭିଯୋଗ
ନୟାଗଡ଼ ଅଫିସ,୨୦ା୨: ନୟାଗଡ଼ ବ୍ଲକର ୪ ଜିଲା ପରିଷଦ ଜୋନର ୨୯ ପଞ୍ଚାୟତରେ ଭୋଟଗ୍ରହଣ ଚାଲିଛି। ଏହାର ହରିପୁରର ୧୨ ନଂ ବୁଥ୍ରେ ଜବରଦଖଲ କରାଯାଇ ମତଦାନ ଚାଲିଥିବା ଅଭିଯୋଗ ହୋଇଛି। ବିରୋଧୀ ଦଳର ଏଜେଣ୍ଟ ବୁଥରୁ କାଢ଼ିଦେବା ସହ ଗଣମାଧ୍ୟମର…

