ଆମ ଜିଲା ଖବର

ପୁନଃ ଭୋଟଗଣତି ଦାବିରେ ଧାରଣା

ସିମୁଳିଆ, ୧।୩(ଡି.ଏନ.ଏ.) – ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ସିମୁଳିଆ ବ୍ଲକର ୪୦ନଂ. ଜୋନ ମାର୍କୋଣା ପଞ୍ଚାୟତର ଭୋଟ୍‌ ଗଣନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପୁନଃ ଭୋଟ ଗଣନା ଦାବିରେ ସୋମବାର ସରପଞ୍ଚ ପ୍ରାର୍ଥୀ ପ୍ରଦୀପ କୁମାର…

ଛାତ୍ରୀଛାତ୍ରଙ୍କୁ ଚକୋଲେଟ୍‌ ଦେଇ ସ୍ବାଗତ

ବାଲେଶ୍ୱର ଅଫିସ, ୧।୩ – ମହାମାରୀ କରୋନା ଯୋଗୁ ଦୀର୍ଘ ଦୁଇ ବର୍ଷ ଧରି ବନ୍ଦ ରହିଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସୋମବାର ଖୋଲିଛି। ବାଲେଶ୍ୱର ଜିଲାର ପ୍ରାୟ ସମସ୍ତ ସ୍କୁଲର ଛାତ୍ରୀଛାତ୍ରମାନେ ଉତ୍ସାହର…

‘ହରିତ୍‌ ପୃଥିବୀ ନିର୍ମାଣ ଉପରେ ଗୁରୁତ୍ୱ’

ବାଲେଶ୍ୱର ଅଫିସ, ୧।୩ – ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସୋମବାର ଜାତୀୟ ବିଜ୍ଞାନଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସ ଯୋଗଦେଇ ଆଧୁନିକ ପୃଥିବୀରେ ସମ୍ପ୍ରତି ବୈଜ୍ଞାନିକମାନଙ୍କର ଅଭାବ ନାହଁି,…

ସମିତି ସଭ୍ୟ ନିର୍ବାଚନରେ ହାରିଗଲେ ପୂର୍ବତନ ମନ୍ତ୍ରୀ

ଢେଙ୍କାନାଳ ଅଫିସ,୧।୩: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗିରିଧର ପ୍ରସାଦ ପଞ୍ଚାୟତ ସମିତି ସଭ୍ୟ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କାମିନି ନାଏକଙ୍କ ଠାରୁ ୭୨୪ ଖଣ୍ଡ ଭୋଟରେ ହାରିଯାଇଛନ୍ତି। କାମିନି ୨୩୪୭ ଖଣ୍ଡ ଭୋଟ…

ଖାତା ଖୋଲିପାରିଲେନି ଭାଜପା, କଂଗ୍ରେସ

ନୟାଗଡ଼ ଅଫିସ,୧।୩ – ନୟାଗଡ଼ ଜିଲାର ୮ଟି ବ୍ଲକରେ ଥିବା ୨୪ ଜିଲା ପରିଷଦ ଜୋନ୍‌ରୁ ୧୫ ଜୋନ୍‌ର ଫଳାଫଳ ପ୍ରକାଶ ପାଇସାରିଛି। ଏଥିରୁ ୧୪ ଜୋନ୍‌ରେ ବିଜେଡି ବିଜୟୀ ହୋଇଛି। ତେବେ ଖଣ୍ଡପଡ଼ା ବ୍ଲକର ୬ନଂ. ଜୋନ୍‌ରେ ୨ୟ ଦିବସ…

ମହାଶିବରାତ୍ରି ଆଜି: ୨ ବର୍ଷ ପରେ ହେବ ଯାତ୍ରା

ନୟାଗଡ଼ ଅଫିସ,୧।୩ – ରାତି ପାହିଲେ ମହାଶିବରାତ୍ରି। କରୋନା ଯୋଗୁ ୨ ବର୍ଷ ହେଲା ଜାଗର ଯାତ୍ରା ବନ୍ଦ ହୋଇଯାଇଥିଲା। ଏଣୁ ଚଳିତବର୍ଷ ଜାଗର ଯାତ୍ରା ଅବସରରେ ନୟାଗଡ଼ ଜିଲାର ଶରଣକୁଳସ୍ଥିତ ଲଡୁବାବାଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି। ଶରଣକୁଳର ଲଡ଼ୁବାବାଙ୍କ…

ବାହାର ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ମନା

ଢେଙ୍କାନାଳ ଅଫିସ,୧।୩ : ଆଜି ପବିତ୍ର ମହାଶିବରାତ୍ରି। ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବାବା କପିଳାଶଙ୍କ ପୀଠ। ସକାଳୁ ସକାଳୁ ବାବାଙ୍କ ଦର୍ଶନ ପାଇଁ ପୀଠରେ ଭିଡ ଦେଖିବାକୁ ମିଳିଛି। ସମସ୍ତ ନୀତିକାନ୍ତି ଅନୁସାରେ ବାବାଙ୍କ ପୂଜାର୍ଚ୍ଚନା ଚାଲିଛି। ଭୋର…

ଝରିଗାଁ ବ୍ଲକର ୩ ଜୋନ୍‌ ବିଜେଡି ଦଖଲରେ

ଝରିଗାଁ, ୧।୩(ସ୍ବ.ପ୍ର.) – ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ୩ ଜିଲା ପରିଷଦ ଜୋନ୍‌ ବିଜେଡି ଦଖଲ କରିଛି। ଜୋନ୍‌-୧ରେ ବିଜେଡିର ଯମୁନା ଗଣ୍ଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ହାରାବାତୀ ଗଣ୍ଡଙ୍କଠାରୁ ୧୯୬୭ ଅଧିକ ଭୋଟରେ…

ଜିଲା ପରିଷଦ ସଭ୍ୟ ହେଲେ ପରିବା ବିକାଳି

ରାୟଗଡ଼ା ଅଫିସ, ୧ା୩:ପରିବା ବିକାଳିରୁ ହେଲେ ଜିଲା ପରିଷଦ ସଭ୍ୟ। ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ‘କ’ ଜୋନ୍‌ରୁ କଂଗ୍ରେସ ପ୍ରାର୍ଥୀ ଟାଙ୍ଗୁଡୁ ଶ୍ରୀଧର ବିଜୟୀ ହୋଇଛନ୍ତି। ବିଜେଡି, ଭାଜପା ପ୍ରାର୍ଥୀଙ୍କୁ ପଛରେ ପକାଇ ସେ ବାଜି ମାରି ନେଇଛନ୍ତି। ରାମନାଗୁଡ଼ା…

ସାଇକେଲରେ ଜୟପୁରରୁ ଲଦାଖ ବାହାରିଲେ ବାବୁଲା

ଜୟପୁର, ୧।୩(ନି.ପ୍ର.) – ‘ସାଇକେଲ ଚଳାଇବା, ସୁସ୍ଥ ରହିବା’ ଏହି ବାର୍ତ୍ତା ନେଇ ଜୟପୁରରୁ ଲଦାଖ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି କୋରାପୁଟ ଜିଲା ଲମତାପୁଟ ବ୍ଲକ ସାଗର ଗ୍ରାମର ବାବୁଲା ମୁଦୁଲି। ସେ ଏବେ ଭୁବନେଶ୍ୱରର ଏକ କଲେଜରେ ଯୁକ୍ତ…

ବନ୍ଦାପନା କରି ସ୍କୁଲରେ ପିଲାଙ୍କୁ ସ୍ବାଗତ

ଦଶମନ୍ତପୁର/ଡାବୁଗାଁ/ଜୟପୁର, ୧।୩(ଡି.ଏନ୍‌.ଏ./ନି.ପ୍ର.) – ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା ସୋମବାର ସ୍କୁଲ ଯାଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ଶିକ୍ଷକମାନେ ପିଲାମାନଙ୍କୁ ବନ୍ଦାପନା କରି ଚକୋଲେଟ ଦେଇ ସ୍ବାଗତ କରିଛନ୍ତି। ବିଜ୍ଞାନ…

୨୫ ଖଣ୍ଡ ଭୋଟରେ ଜିତିଲେ ଖବରକାଗଜ ବିତରକ

ବଲାଙ୍ଗୀର ଅଫିସ,୧।୩: ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ରଣ୍ଡା ପଞ୍ଚାୟତର ସମିତି ସଭ୍ୟ ଭାବେ ସୁଦାମ ନନ୍ଦ ନିର୍ବାଚିତ ହୋଇଛନ୍ତି। ଖବରକାଗଜ ବିତରକ ଭାବେ କାର୍ଯ୍ୟ କରୁଥିବା ସୁଦାମ ଚଳିତ ନିର୍ବାଚନରେ ରଣ୍ଡା ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ରଣାଙ୍ଗନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?