ସୁଆଣ୍ଡୋ ଗସ୍ତରେ ୫-ଟି ସଚିବ

ପୁରୀ ଅଫିସ,୧୬।୪: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ଶନିବାର ସୁଆଣ୍ଡୋ ଗସ୍ତ କରିଛନ୍ତି। ସେଠାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ପୁରୀ ଜିଲାପାଳଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷେ, ୨୫ କୋଟିରୁ ଉର୍ଦ୍ଧ ଟଙ୍କାର କାମ ଚାଲିଛି । ସ୍ଥିତି ସମୀକ୍ଷା କରାଯାଇଛି । ଆଗାମୀ ୨/୩ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରାଳପୋଖରୀରେ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା

ଭଦ୍ରକ ଅଫିସ,୨୧।୧: ଭଦ୍ରକ ଜିଲା ଚରମ୍ପା ବରାଳପୋଖରୀ ଗାଁ ୨ ନମ୍ବର ୱାର୍ଡରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବନ୍ଦନା ବାରିକଙ୍କ ୨...

ଲୁଚାଛପାରେ ଚାଲୁଥିଲା ଦୋକାନ: ସାଦାପୋଷାକରେ ଗ୍ରାହକ ଭାବେ ପହଞ୍ଚି ବାନ୍ଧିଲା ପୋଲିସ

ଆସିକା,୨୬।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ନିୟମକୁ ଉଲ୍ଲଂଘନକରି ଗଞ୍ଜାମ...

ମ୍ୟୁନିସିପାଲଟି ଅଧିକାରୀଙ୍କ ମାଡ଼ରେ ପରିବା ବିକାଳି ବେହୋସ୍‌, ଉତ୍ତେଜନା

ବଲାଙ୍ଗୀର ଅଫିସ, ୧୯ା୪: ବଲାଙ୍ଗୀର ସହରର ରାସ୍ତାକଡ଼ ପନିପରିବା ବିକାଳିଙ୍କୁ ସୋମବାର ସକାଳୁ ମ୍ୟୁନିସିପାଲଟି ଅଫିସର ଜଣେ ଅଧିକାରୀ ମାଡ଼ ମାରିଥିଲେ। ଏଥିରେ ଜଣେ ପରିବା...

ଉଦ୍‌ଘାଟନ ପୂର୍ବରୁ ସମୀକ୍ଷା: ଅନୁଗୋଳ କୋଭିଡ-୧୯ ହସ୍ପିଟାଲ ଭିତ୍ତିଭୂମି, ପ୍ରସ୍ତୁତି ବୁଲି ଦେଖିଲେ ୫-ଟି ସଚିବ

ତାଳଚେର,୧୭।୪(ନି.ପ୍ର.): କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ସ୍ବତନ୍ତ୍ର କୋଭିଡ୍‌-୧୯ ଡାକ୍ତରଖାନା ନିର୍ମାଣ କରାଯାଉଛି। ଏହି କ୍ରମରେ ଅନୁଗୋଳ ଜିଲାରେ ମଧ୍ୟ...

ମଣ୍ଡିରୁ ଧାନ ନ ଉଠିଲେ ଆନ୍ଦୋଳନ

ବୋଲଗଡ଼,୧୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। ମଣ୍ଡିରେ ଧାନବସ୍ତା ରଖି ଚାଷୀ ଜଗି ବସିଥିବା ବେଳେ ମିଲର୍ସଙ୍କ ଦେଖା ମିଳୁନାହିଁ।...

ବାରବାଟୀରେ ଟି୨୦ ମ୍ୟାଚ୍‌

କଟକ,୨୦।୯: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃୟାରୀ ୧୫ ତାରିଖରେ ଟିମ୍‌ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଏହା ସ୍ପଷ୍ଟ କରିଛନ୍ତି ଓଡ଼ିଶା କ୍ରିକେଟ...

ରାସ୍ତା, ପାନୀୟ ଜଳ, ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ୱ

ଫୁଲବାଣୀ ଅଫିସ,୧୮ା୧୨- ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦୁଇ ଦିନିଆ କନ୍ଧମାଳ...

ଜିଲାପାଳ, ଆରଟିଓ ଅଫିସକୁ ବ୍ରହ୍ମପୁର ସ୍ଥାନାନ୍ତର ଦାବି

ବ୍ରହ୍ମପୁର ଅଫିସ,୫ା୧୦-ଗଞ୍ଜାମ ଜିଲା ସଦର ମହକୁମା ତଥା ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲା ପରିବହନ କାର୍ଯ୍ୟାଳୟ(ଆରଟିଓ)କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରିବାକୁ ଦାବି କରିଛି ଭାରତୀୟ ବିକାଶ...

Advertisement
Archives

Model This Week