ଆମ ଜିଲା ଖବର

ହାରିଗଲେ ବହୁ ଟାଣୁଆ ନେତା

ଚଣ୍ଡିଖୋଲ,୨।୩(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ ବଡ଼ଚଣା ବ୍ଲକରେ ବହୁ ହେଭିୱେଟ୍‌ ନେତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ସମସ୍ତ ୫ଟି ଜିଲାପରିଷଦ ଜୋନ୍‌ ବିଜେଡି ହାତେଇ ନେଇଛି। ମାତ୍ର ସରପଞ୍ଚ ଓ ସମିତିସଭ୍ୟ ପଦବୀରେ ଲଢ଼େଇ କରି ଦଳୀୟ ସମର୍ଥିତ ପ୍ରାର୍ଥୀ…

ବିଜେଡି, ଭାଜପାର ପରାଜୟକୁ ନେଇ ଚର୍ଚ୍ଚା

ଗୁଣପୁର,୨ା୩(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସରିଛି। ଏଥିରେ ଶାସକ ବିଜେଡିକୁ ଗୁଣପୁର ବ୍ଲକରେ ଧରାଶାୟୀ ହେବାକୁ ପଡ଼ିଛି। ସେହିପରି ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏସବୁ ଭିତରେ କଂଗ୍ରେସ ଦୁଇଟି ଜୋନ୍‌ ବାଜି ମାରିନେଇଛି। ତେବେ ଶାସକ ବିଜେଡି…

ଗୋଟିଏ ପରିବାରରୁ ୪ପ୍ରାର୍ଥୀ, ଜିତିଲେ ୩

ବୌଦ୍ଧ, ୨।୩ (ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଗୋଟିଏ ପରିବାରରୁ ପ୍ରାର୍ଥୀ ହୋଇଥିଲେ ୪ଜଣ। ସେମାନଙ୍କ ମଧ୍ୟରୁ ୩ଜଣ ବିଜୟୀ ହୋଇଥିବାବେଳେ ଜଣେ ପରାଜିତ ହୋଇଛନ୍ତି। ବ୍ଲକର ଭାଜପାର ଟାଣୁଆନେତା ସୁଶାନ୍ତ ପ୍ରଧାନଙ୍କ ପରିବାର ୨ଭାଇ ଓ ୨ ବୋହୂ…

ଅଧ୍ୟକ୍ଷା ପଦବୀ ପାଇଁ ଲବି

ବରଗଡ଼ ଅଫିସ୍‌,୨।୩: ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସୋମବାର ସରି ଯାଇଛି। ସର୍ବଶେଷ ଫଳାଫଳ ଅନୁସାରେ ଜିଲାରେ ଏଥର ବିଜେଡ଼ି ବାଜିମାତ୍‌ ମାରିଛି। ୩୪ ଜିଲା ପରିଷଦ ଆସନ ମଧ୍ୟରୁ ସର୍ବାଧିକ ୨୭ ଜୋନ୍‌ରେ ବିଜେଡ଼ି ପ୍ରାର୍ଥୀ…

‘ପୁଷ୍ପା’ ଶୈଳୀରେ ମଦ ଚାଲାଣ

ଢେଙ୍କାନାଳ ଅଫିସ, ୨ା୩: ଚର୍ଚ୍ଚିତ ସିନେମା ‘ପୁଷ୍ପା’ରେ ଦେଖିବାକୁ ମିଳିଛି ଅଭିନବ ଉପାୟରେ ଚନ୍ଦନ କାଠ ଚୋରାଚାଲାଣ। ଏବେ ସେହି ଫିଲ୍ମ ଷ୍ଟାଇଲ୍‌ରେ ବେଆଇନ ଭାବେ ଚାଲାଣ ହେଉଥିବା ବିଦେଶୀ ମଦ ଧରାପଡ଼ିଛି। କେବଳ ଅରୁଣାଚଳ ପ୍ରଦେଶରେ ବିକ୍ରି ଯୋଗ୍ୟ ଏହି…

ପରିବା ଭିତରେ ଗଞ୍ଜେଇ ଚାଲାଣ

ରାଜଗାଙ୍ଗପୁର, ୨।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୋଲିସ ଦ୍ୱାରା ମଙ୍ଗଳବାର ପରିବା ଭିତରେ ଗଞ୍ଜେଇ ଚାଲାଣ ଘଟଣା ଧରାପଡ଼ିଛି। ପୋଲିସ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବିଶେଷ…

କାମ ଦେଲାନି ହେଭିଓ୍ବେଟ୍‌ଙ୍କ ଅଙ୍କକଷା, ହୁମା ପଞ୍ଚାୟତରେ ନୂଆ ମୁହଁ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ୧୫ ପଞ୍ଚାୟତରୁ ହୁମା ପଞ୍ଚାୟତ ଅନ୍ୟତମ। । ମାତ୍ର ଉକ୍ତ ପଞ୍ଚାୟତରେ ହେଭିଓ୍ବେଟ୍‌ ନେତାଙ୍କ ଅଙ୍କକଷା ଭୁଲ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ଫଳରେ ହୁମା ପଞ୍ଚାୟତରେ ଚଳିତ ନିର୍ବାଚନରେ ନୂଆ ମୁହଁ ଦେଖିବାକୁ ମିଳିଛି। ସରପଞ୍ଚ…

ରାସ୍ତାରେ ଚାହିଁ ରହିଥିଲା ମୃତ୍ୟୁ, ଚାଲିଗଲା ୬ ଜୀବନ

ନୂଆପଡା ଅଫିସ,୧।୩: ମହାଶିବରାତ୍ରିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକା ବେଳକେ ଚାଲିଯାଇଛି ୬ ଜଣଙ୍କ ଜୀବନ। ଏଭଳି ଭୟଙ୍କର ଘଟଣା ଘଟିଛି ନୂଆପଡା ଜିଲାର। ନୂଆପଡାରୁ ପଦ୍ମପୁର ଯିବା ରାସ୍ତାରେ ସୁନସୁନିଆ ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ…

ପାଣି ଫିଲ୍‌ଟର ମେଶିନ ଭିତରେ ମଦ ଚାଲାଣ

ଢେଙ୍କାନାଳ ଅଫିସ,୧।୩: ଢେଙ୍କାନାଳ ଜିଲା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଚଢ଼ାଉ ହୋଇଛି। ଆସାମରୁ ଓଡ଼ିଶାର ଅନୁଗୋଳ ଆଡ଼କୁ ଯାଉଥିବା ଏକ ୩୨ ଜିଏ ୮୨୦୫ ନମ୍ବର ବିଶିଷ୍ଟ ଏକ ବାର ଚକିଆ ଟ୍ରକ୍‌ରେ ବିଦେଶୀ ମଦ ଚୋରାଚାଲାଣ ବେଳେ ହିନ୍ଦୋଳ…

ଅଜ୍ଞାତବାସରେ ସମିତି ସଭ୍ୟ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ସରିଲା ନିର୍ବାଚନ ପ୍ରକାଶ ପାଇଲା ଫଳାଫଳ। ବର୍ତମାନ ଅଧକ୍ଷ ପଦ ପାଇଁ ଘୋଡ଼ା ବେପାର ଆରମ୍ଭ ହୋଇଛି। ନବନିର୍ବାଚିତ ପଞ୍ଚାୟତ ସମିତି ସଭ୍ୟମାନେ ବର୍ତ୍ତମାନ ଅଜ୍ଞାତବାସରେ ଥିବା ଜଣାପଡିଛି। ୧୫ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ଅଧକ୍ଷ ପଦ…

୩ କୁ ୩ ପୋଛି ନେଲା

ପୁରୁଷୋତ୍ତମପୁର,୧।୩(ଡି.ଏନ୍‌.ଏ,): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ୩୫, ୩୬, ୩୭ ଜୋନ୍‌କୁ ବିଜେଡି ହାତେଇ ନେଇଛି। ଗଣତିର ଶେଷ ଦିନରେ ୩୭ ଜୋନ୍‌ ଅଧୀନରେ ଥିବା ୮ଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଜିଲା ପରିଷଦ ପ୍ରାର୍ଥୀ ବିଜେଡିର…

ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ: ଲମ୍ବା ଧାଡ଼ିରେ ଭକ୍ତ

ଆରଡ଼ି,୧।୩,(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ମହାଶିବରାତ୍ରି ଅବସରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଆଦି ୪ ପଞ୍ଚାୟତର ଅଧିବାସୀ ଲମ୍ବା ଲାଇନରେ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ । ଭୋର୍‌ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?