ଛତ୍ରପୁର ନଗର ବିଜେଡି ସଭାପତିଙ୍କ ଇସ୍ତଫା
ଛତ୍ରପୁର,୬।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଜିଲା ବିଜେଡି ସଭାପତିଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ବିଜେଡିରେ ଅଛନ୍ତି ବୋଲି…
ଚାନ୍ଦା କରି ଷ୍ଟ୍ରିଟ୍ ଲାଇଟ ଲଗାଇଲେ ଯୁବଗୋଷ୍ଠୀ
ପଟ୍ଟାଙ୍ଗୀ,୬।୩(ଡି.ଏନ.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାରେ ଷ୍ଟ୍ରିଟ୍ ଲାଇଟ ସୁବିଧା ଲାଗି ସ୍ଥାନୀୟ ଅଞ୍ଚଳବାସୀ ଏନେଇ ବାରମ୍ବାର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ଆସୁଥିଲେ। ମାତ୍ର ଏଥିରୁ କିଛି ସୁଫଳ ନ ମିଳିବାରୁ ଏବେ ଅଞ୍ଚଳର ଯୁବଗୋଷ୍ଠୀ…
ଟ୍ୟାପ୍ରେ ପାଣି ଆସୁନି, ଜଳକଷ୍ଟ ଭୋଗୁଛନ୍ତିି ଲୋକେ
ବୈପାରିଗୁଡ଼ା,୬।୩(ଡି.ଏନ୍.ଏ.): ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ଲାଗି ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ବିଭାଗୀୟ ଦାୟିତ୍ବହୀନତା ଓ ତଦାରଖ ଅଭାବରୁ ଯୋଜନା ଫସରଫାଟୁଛି। କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଳକରେ ଏପରି ଦେଖିବାକୁ ମିଳିଛି। ଖବରରୁ ଜଣାପଡ଼ିଛି, ୨ ବର୍ଷ ତଳେ…
ସହରତଳି ଗାଁରେ ବିକାଶ ନାହିଁ
ଭଦ୍ରକ ଅଫିସ,୬।୩: ଭଦ୍ରକ ଜିଲା ଧାମନଗର ଏନ୍ଏସି ଅଧୀନ ଚିଲପଦୀ ରାଉତସାହି ଗାଁକୁ ବିକାଶ ଅପହଞ୍ଚ। ଏନ୍ଏସି କାର୍ଯ୍ୟାଳୟଠାରୁ ମାତ୍ର ୧ କି.ମି. ଦୂରରେ ଥିବା ଏହି ଗାଁର ଅବସ୍ଥା ଦୀପ ତଳ ଅନ୍ଧାର ଭଳି। ସହର ତଳି ଏହି ଗାଁ…
ବଣ୍ଡାଘାଟିରେ ବିଏସ୍ଏଫ୍ ଆଇଜି
କୁଡୁମୁଲୁଗୁମ୍ମା,୬।୩(ଡି.ଏନ.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ୍ ପଞ୍ଚାୟତକୁ ଶନିବାର ବିଏସ୍ଏଫ୍ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି ଗସ୍ତ କରିଛନ୍ତି। ଏହି ଅବସରରେ ସେଠାରେ ଆୟୋଜିତ ଏକ ଚିକିତ୍ସା ଶିବିରରେ ଯୋଗଦେଇ ଅଣ୍ଡ୍ରାହାଲ୍ ଓ ମୁଦୁଲିପଡ଼ାରେ ବିଏସ୍ଏଫ୍ କ୍ୟାମ୍ପ ଯୋଗୁ…
ୟୁକ୍ରେନ୍ ବର୍ଡର ପାର ହେବା ସହଜ ନ ଥିଲା
ଗୁଣପୁର,୬।୩(ଡି.ଏନ୍.ଏ.)- ରାୟଗଡ଼ା ଜିଲା ଗୁଣପୁର ସହରର ୩ ଡାକ୍ତରୀ ଛାତ୍ରୀଛାତ୍ର ୟୁକ୍ରେନ୍ରେ ଯୁଦ୍ଧ ଯୋଗୁ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଶନିବାର ସୁରକ୍ଷିତଭାବେ ଘରକୁ ଫେରିଛନ୍ତି। ଗୁଣପୁର ସହର ନିବାସୀ ଜି. ମାଣିକେଶ୍ୱରଙ୍କ ଝିଅ ଜି. ସନ୍ତୋଷୀ ଏବଂ ଚିନାରା…
ପୌର ନିର୍ବାଚନ: ଦୁଇ ଦିନରେ ୨୪ ପ୍ରାର୍ଥତ୍ପତ୍ର ଦାଖଲ
କୋରାପୁଟ,୬।୩(ସ୍ବ.ପ୍ର.): କୋରାପୁଟ ଜିଲାରେ ପୌରା ନିର୍ବାଚନ ପାଇଁ ଶୁକ୍ରବାର ଓ ଶନିବାର ୨୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଶୁକ୍ରବାର କଂଗ୍ରେସରୁ ୪, ଭାଜପାରୁ ଜଣେ ଓ ବିଏସ୍ପିରୁ ଜଣେ ଏପରି ମୋଟ ୬ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଶନିବାର କଂଗ୍ରେସରୁ…
୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ
କାମାକ୍ଷାନଗର, ୬।୩(ଡି.ଏନ୍.ଏ.) ଢେଙ୍କାନାଳ ଜିଲା ରାଜନୀତିର ଅନ୍ୟତମ ପ୍ରମୁଖ କେନ୍ଦ୍ରସ୍ଥଳ କାମାକ୍ଷାନଗର ଏନ୍ଏସିର ଅଧ୍ୟକ୍ଷ ପଦବୀ ଲାଗି ଦୀର୍ଘ ୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଶେଷଥର ପାଇଁ ୧୯୯୨ରେ ଭୋଟର ସିଧାସଳଖ ଭୋଟଦେଇ ନଗରପାଳଙ୍କୁ ଚୟନ କରିଥିଲେ।…
ବୃଦ୍ଧାଙ୍ଗୁଳି ଛାପରେ ମତଦାନ ବୈଧ: ଉପଜିଲାପାଳ
ହାଟଡିହୀ,୬।୩(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ ପଞ୍ଚାୟତରେ ନିର୍ବାଚନ ଶେଷ ହୋଇଛି। କେତେକ ପଞ୍ଚାୟତରେ ନିର୍ବାଚନୀ ଫଳାଫଳକୁ ନେଇ ଅସନ୍ତୋଷ ଦେଖାଦେଇଛି l ଅନୁସାରେ, ଶଢା ପଞ୍ଚାୟତ ୧୪ ୱାର୍ଡକୁ ନେଇ ଗଠିତ। ସରପଞ୍ଚ ପଦବୀ ପାଇଁ ଭାରତୀ ପାତ୍ର…
ସମର୍ଥନ ଯୋଗାଡ଼ରେ ବ୍ୟସ୍ତ ବିଜେଡି, ଭାଜପା
ଛେଣ୍ଡିପଦା,୬।୩(ସ୍ବ.ପ୍ର.) ସପ୍ତାହେ ପରେ ଅର୍ଥାତ୍ ଆସନ୍ତା ୧୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ଏହାକୁ ନେଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ରାଜନୀତି ଜୋର୍ଧରିଛି। କେଉଁ ଦଳ ଏହି ପଦବୀ ହାତେଇବ ତାହାକୁ ନେଇ ନାନା ଆଲୋଚନା, ପର୍ଯ୍ୟାଲୋଚନା…
ଗଜପତି ରାଜାଙ୍କ ଜମି ଜବରଦଖଲ ଅଭିଯୋଗ
ପାରଳାଖେମୁଣ୍ଡି,୬।୩: ଗଜପତି ଜିଲା ସଦର ମହକୁମାରେ ଥିବା ଗଜପତି ରାଜାଙ୍କ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ମହାରାଜାଙ୍କର ଗୁମ୍ମା ତହସିଲ ଅନ୍ତର୍ଗତ ବେତଗୁଡାରେ ଥିବା ଜମି ଓ କେତେକ ସରକାରୀ ଜମି ଜଣେ କମାଣ୍ଡାଣ୍ଟ ମାଡ଼ି ବସିଥିବା ଅଭିଯୋଗ ହୋଇଛି।…
ବିଏମ୍ସି ପାଇଁ ଚୂଡ଼ାନ୍ତ ହୋଇନି ୩ ଦଳର ପ୍ରାର୍ଥୀ
ବ୍ରହ୍ମପୁର ଅଫିସ,୬।୩: ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ଶନିବାର ସୁଦ୍ଧା ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ। ତେଣୁ ଆଶାୟୀମାନେ ନିରାଶ ହୋଇଛନ୍ତି ଏବଂ ମୁଖ୍ୟତଃ ବିଜେଡି ଟିକେଟ ଲାଗି ଆବେଦନ…

