ଆମ ଜିଲା ଖବର

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

ବୌଦ୍ଧ,୫ା୩(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବୌଦ୍ଧ ଜିଲା ଦେଇ ୧୧୦ କି.ମି. ପରିବ୍ୟାପ୍ତ ଏହି ରେଳପଥ ଯିବାକୁ ଥିବା ବେଳେ କାମ ଆଗେଇ ଚାଲିଛି। ତେବେ ନିମ୍ନମାନର କାମ ଯୋଗୁ ବୌଦ୍ଧ…

୧୦ ମଙ୍ଗଳାରେ ବୁଲିବାକୁ ଆସି ନବବିବାହିତାଙ୍କ ଜୀବନଗଲା

ସୋରଡ଼ା,୫ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଥାନା ମାୟାଙ୍ଗୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ବିବାହର ୧୦ ଦିନ ପରେ ବାପଘରକୁ ବୁଲି ଆସିଥିବା ଭାଲୁ ସ୍ବାଇଁଙ୍କ ଝିଅ ଜ୍ୟୋତିମାଳା (୨୧)ଙ୍କ ଅକାଳ ବିୟୋଗ ହୋଇଛି। ଆଜି ସାରେ ଶୌଚ…

ଚିତ୍ର ଆଙ୍କି ଚର୍ଚ୍ଚାରେ ଗଞ୍ଜାମ ତହସିଲଦାର

ଗଞ୍ଜାମ,୫ା୩(ଡି.ଏନ୍‌.ଏ.): ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି। ଶନିବାର ଗଞ୍ଜାମ ଦାମୋଦରପୁର ବିଶ୍ରାମାଗାର ପାଚେରିରେ ନିଖୁଣ ଏଞ୍ଜେଲଓ୍ବିଙ୍ଗ୍‌ ଚିତ୍ର ଆଙ୍କିଥିଲେ। ଫଳରେ ବିଶ୍ରାମାଗାରକୁ ଆସୁଥିବା ଯାତ୍ରୀମାନେ ଏଠାରେ ସେଲ୍‌ଫି ନେଇପାରିବେ। ତହସିଲଦାରଙ୍କ ଏହି ଚିତ୍ର ଦେଖି…

ତଦନ୍ତରେ ଅବହେଳା: ଚୋରିମୂର୍ତ୍ତି ପାଇଁ ରାସ୍ତାରୋକୋ

ସାକ୍ଷୀଗୋପାଳ,୫।୩(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ଥାନା ନୂଆ ସୋମେଶ୍ୱରପୁର ଶାସନ ଶ୍ରୀ ଗୋପୀନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ୭ ଟି ଆଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତରେ ଅବହେଳା ଅଭିଯୋଗ କରି ଗ୍ରାମବାସୀ ଶନିବାର ସକାଳୁ ରାସ୍ତାରୋକୋ କରିଛନ୍ତି।…

ନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୪ ନାବାଳିକା

ରାଉରକେଲା ଅଫିସ,୫ା୩: ରାଉରକେଲାସ୍ଥିତ ପାନପୋଷ ବ୍ରାହ୍ମଣୀ ଘାଟିରେ ଗାଧୋଇବାକୁ ଯାଇ ୪ ନାବାଳିକା ବୁଡ଼ି ଯାଇଛନ୍ତି। ପାଟି ଶୁଣି ନିକଟରେ ଥିବା ସ୍ଥାନୀୟ କିଛି ଲୋକ ଦୌଡ଼ି ଆସିଥିଲେ। ନଦୀ ଭିତରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନାବାଳିକା…

ଘରେ ପଶି ଆଖିବୁଜା ଗୁଳି ଚଳାଇଲେ, ସ୍ବାମୀ ମୃତ; ସ୍ତ୍ରୀ-ପୁଅ ଆହତ

ମହାକାଳପଡ଼ା,୫ା୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଅଳାଇଲୋ ପଞ୍ଚାୟତ ବବକରପୁର ଗ୍ରାମର ଅରବିନ୍ଦ ମିଶ୍ରଙ୍କ ଘରେ ଶନିବାର ଅପରାହ୍ନର ଦୁଇ ଦୁର୍ବୃତ୍ତ ଅତର୍କିତ ଗୁଳି ଚାଳନା କରିଥିଲେ। ଏଥିରେ ଅରବିନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ମୀନତି ଏବଂ…

ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା, କାଉନ୍‌ସିଲର ନିର୍ବାଚନ: ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେଡି

ଛତ୍ରପୁର,୫ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଜେଡି ପକ୍ଷରୁ ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଓ ୧୪ କାଉନ୍‌ସିଲର ପ୍ରାର୍ଥୀଙ୍କ ସମ୍ପର୍କରେ ଶନିବାର ଘୋଷଣା କରାଯାଇଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର…

ଗଞ୍ଜାମ ଏନ୍‌ଏସିରେ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ଗଞ୍ଜାମ,୫ା୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ଚେୟାରମ୍ୟାନ ଓ କାଉନସିଲର ପ୍ରାର୍ଥୀଙ୍କ ନାମ ଶନିବାର ଘୋଷଣା କରିଛନ୍ତି ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା। ଗଞ୍ଜାମ ସହର ଓ୍ବାର୍ଡ ନଂ ୧ରେ ଝୁଲି ପାତ୍ର ଚେୟାରମ୍ୟାନ ପ୍ରାର୍ଥୀ ହୋଇଛନ୍ତି।…

ଏ ଦୁନିଆ ଭଲଲାଗୁନି ଲେଖି ଝୁଲିପଡ଼ିଲେ ପାରା ମେଡିକାଲ ଛାତ୍ରୀ

ପାଟଣା,୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଗୋରାସ ପଞ୍ଚାୟତ କୁଚେଇ ବେଡା ଗାଁ ନିକଟ ହୁଡ଼ିରୁ ଶନିବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ଯୁବତୀ ଜଣକ ହେଲେ ଉକ୍ତ ଗାଁ ଶିକର ମୁଣ୍ଡାଙ୍କ ଝିଅ…

ବିଜେଡିରେ ଅଣନିଃଶ୍ବାସୀ ହେବାରୁ ପଦ୍ମ ଧରିଲେ ତ୍ରିନାଥ

ଝାରସୁଗୁଡ଼ା ଅଫିସ,୫।୩: ଝାରସୁଗୁଡ଼ା ଜିଲାରେ ଦଳୀୟ ଅସନ୍ତୋଷକୁ ନେଇ ଅଣନିଃଶ୍ୱାସୀ ହେବାରୁ ଆଗଧାଡ଼ିର ନେତୃବୃନ୍ଦ ଦଳ ଛାଡି ଅନ୍ୟ ଦଳରେ ଯୋଗଦେଉଥିବା ଦେଖିବାକୁ ମିଳୁଛି। ଏହି କାରଣରୁ ବିଜେଡି ରାଜ୍ୟ ସମ୍ପାଦକ ତ୍ରିନାଥ ଗୁଆଲ ଶନିବାର ଦଳଛାଡି ଭାଜପାରେ ଯୋଗ ଦେଇଛନ୍ତି।…

ଅଧ୍ୟକ୍ଷ ଆଶାୟୀ ତାଲିକା ଲମ୍ବୁଛି

ତାଳଚେର,୫ ।୩(ନି.ପ୍ର.) ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ନାମାଙ୍କନପତ୍ର ଦାଖଲ ସମୟସୀମା ଶେଷ ହେବାକୁ ଆଉ ମାତ୍ର ୩ ଦିନ ବାକି। ହେଲେ ୨୧ ଓ୍ବାର୍ଡବିଶିଷ୍ଟ ତାଳଚେର ପୌର ପରିଷଦ ପାଇଁ ବିଜେଡି, ଭାଜପା…

ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ୍ତ ହେଲେ ୧୦୦ ଆବେଦନକାରୀ

ବାଲେଶ୍ୱର ଅଫିସ/ରୂପସା, ୫ ।୩ (ଡି.ଏନ.ଏ.) ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଆଦର୍ଶ ବିଦ୍ୟାଳୟ ପାଇଁ ଶୁକ୍ରବାର ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରୁ ବାଲେଶ୍ୱର ଜିଲାରେ ପାଖାପାଖି ୧୦୦ଛାତ୍ରୀଛାତ୍ର ବଞ୍ଚିତ୍ତ ହୋଇଛନ୍ତି। ବାଲେଶ୍ୱର ଜିଲାର ପ୍ରତ୍ୟେକ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?