ସୋରଡ଼ା ଏନ୍ଏସି ଦଖଲ କଲା ବିଜେଡି
ସୋରଡ଼ା,୨୬ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ଏନ୍ଏସି ପୌର ନିର୍ବାଚନରେ ବିଜେଡିର ଶିବଶଙ୍କର ପଣ୍ଡା ବିଜୟୀ ହୋଇଛନ୍ତି। ସେ ଭଜପାର ସାଧୀନ ପଣ୍ଡାଙ୍କଠାରୁ ୨୮୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୋରଡ଼ା ଏନ୍ଏସିର ୧୧ଟି ଓ୍ବାର୍ଡରେ ୯ଟିରେ ବିଜେଡି ଓ ଗୋଟିଏ…
ବିଜେଡି ହାତକୁ ଗଲା ହିଞ୍ଜିଳିକାଟୁ ପୌର ପରିଷଦ
ହିଞ୍ଜିଳିକାଟୁ,୨୬ା୩(ଡି.ଏନ୍.ଏ.): ହିଞ୍ଜିଳିକାଟୁ ପୌର ପରିଷଦ ନିର୍ବାଚନରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୁବାସ ଚନ୍ଦ୍ର ପଲେଇ ବିଜୟୀ ହୋଇଛନ୍ତି। ସେ ଭାଜପା ପ୍ରାର୍ଥୀ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ୧୬୩୪ ଭୋଟରେ ହରାଇ ଦେଇଛନ୍ତି । ବିଜୟୀ ବିଜେଡି ପ୍ରାର୍ଥୀ ପଲେଇ ୬୮୨୦ ଭୋଟ୍…
ରଜନୀରାଣୀ ହେଲେ ଆନନ୍ଦପୁର ପୌରାଧ୍ୟକ୍ଷା
ଆନନ୍ଦପୁର,୨୬ା୩(ସ୍ବ.ପ୍ର.): ଆନନ୍ଦପୁର ପୌରପାଳିକାର ନୂତନ ପୌରାଧ୍ୟକ୍ଷା ଭାବେ ରଜନୀରାଣୀ ଖଟୁଆ ନିର୍ବାଚିତ ହୋଇଛନ୍ତି। ଆନନ୍ଦପୁର ପୌରପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ପୌରପରିଷଦର ମୋଟ୍ ୩୦୬୬୭ ଭୋଟରଙ୍କ ମଧ୍ୟରୁ ୧୧୯୭୪ ଜଣ ପୁରୁଷ ଭୋଟର…
ନିଜ ଗଡ଼ ସୁରକ୍ଷିତ ରଖିପାରିଲେନି ପିସିସି ସଭାପତି
ଆନନ୍ଦପୁର,୨୬ା୩(ସ୍ବ.ପ୍ର.): ଆନନ୍ଦପୁର ପୌରପାଳିକାରେ କଂଗ୍ରେସର ଶୋଚନୀୟ ପରାଜୟ ବରଣ କରିଛି। ଖୋଦ୍ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଓ୍ବାର୍ଡ ନଂରେ କଂଗ୍ରେସର ଶୋଚନୀୟ ପରାଜୟ ହେବା ସହିତ କଂଗ୍ରେସ ଗଡ଼ ଭାବେ ପରିଚିତ ଅନ୍ୟ ଦୁଇ ଓ୍ବାର୍ଡ ୬ ନଂ ଓ…
ରାନୀ ହାତୀ ହେଲେ ଝାରସୁଗୁଡ଼ା ପୌରାଧ୍ୟକ୍ଷା
ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ପୌର ପରିଷଦ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ପୌରାଧ୍ୟକ୍ଷା ଭାବେ ବିଜେଡି ଦଳର ପ୍ରାର୍ଥିନୀ ରାନୀ ହାତୀ ବିଜୟୀ ହୋଇଛନ୍ତି। ଏଥି ମଧ୍ୟରେ ପୌରାଧ୍ୟକ୍ଷା ହାତୀ ସମୁଦାୟ ୧୩,୮୨୨ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ…
ଚାନ୍ଦବାଲି ଏନ୍ଏସି ହାତେଇଲା ବିଜେଡି
ଚାନ୍ଦବାଲି,୨୬ା୩(ଡି.ଏନ୍.ଏ.): ଚାନ୍ଦବାଲି ଏନ୍ଏସିରେ ମୋଟ୍ ୧୫ଟି କାଉନସିଲର ପଦବୀରୁ ୧୧ଟି ବିଜେଡି ହାତେଇ ଥିବା ବେଳେ ଭାଜପା ୩ଟି ଓ କଂଗ୍ରେସ ଗୋଟିଏ କାଉନସିଲର ହାତେଇଛି। ଚାନ୍ଦବାଲି ଏନ୍ଏସି ବିଜେଡିର ଚେୟାରପର୍ସନ ଶାନ୍ତିଲତା ସେଠୀ ୭,୮୫୬ ଖଣ୍ଡ ଭୋଟ୍ ହାତେଇ ଥିବା…
ବାଲିଗୁଡ଼ା ଏନ୍ଏସିରେ ବିଜେଡିର ବାଜିମାତ୍ : ଖାତା ଖୋଲିପାରିଲାନି ଭାଜପା
ବାଲିଗୁଡ଼ା,୨୬ା୩(ଡି.ଏନ୍.ଏ.): ପୌର ନିର୍ବାଚନରେ ପୁଣି ବିଜେଡିର ବାଜିମାତ୍। କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ବିପୁଳ ବିଜୟ ହାସଲ କରିଛି। ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ୫୯୯୧ ଭୋଟ୍ରେ ବିଜୟ ଲାଭ…
ହାଇଓ୍ବା ପଛରେ ପିଟିଲା ଆରଏମ୍ସି ଟ୍ରକ୍, ୨ ଗୁରୁତର
ସାକ୍ଷୀଗୋପାଳ,୨୬ା୩(ଡି.ଏନ୍.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ କଲେଜ ଛକ ନିକଟରେ ଅଟକିଥିବା ଏକ ମାଲ୍ ବୋଝେଇ ହାଇଓ୍ବା ପଛରେ ଅନ୍ୟ ଏକ ରେଡିମିକ୍ସ ସିମେଣ୍ଟ କଙ୍କ୍ରିଟ ଟ୍ରକ୍ ଶନିବାର ଭାରସାମ୍ୟ ହରାଇ ପିଟି ହୋଇଥିଲା। ଦୁର୍ଘଟଣାରେ ଟ୍ରକ ଚାଳକ…
ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଲେ କାଉନସିଲର, ଭାଇରାଲ ହେଉଛି ଭିଡିଓ
ସୋନପୁର,୨୬ା୩(ନି.ପ୍ର.): ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଛନ୍ତି ନବନିର୍ବାଚିତ ବିଜେଡି କାଉନସିଲର। ଏମିତି ଦୃଶ୍ୟ ସୋନପୁର ପୌର ପରିଷଦରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୁବର୍ଣ୍ଣପୁର ଜିଲା ସୋନପୁର ପୌର ପରିଷଦର ୯ ନଂ. ଓ୍ବାର୍ଡ…
ରୀତାରାଣୀଙ୍କୁ ହରାଇଲେ ଯାଜ୍ଞସେନୀ
ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ପରିଷଦ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ପୌରାଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥିନୀ ଯାଜ୍ଞସେନୀ ଓରାମ ବିଜୟୀ ହୋଇଛନ୍ତି। ନବନିର୍ବାଚିତ ପୌରାଧ୍ୟକ୍ଷା ଓରାମ ସମୁଦାୟ ୨୨,୦୮୫ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପା…
କେନ୍ଦୁଝରରେ ୪ରୁ ୩ ପୌର ପରିଷଦ ହାତେଇଲା ବିଜେଡି
କେନ୍ଦୁଝର,୨୬ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପୌର ନିର୍ବାଚନ ଫଳାଫଳ ଶନିବାର ଘୋଷଣା ହୋଇଛି। ଜିଲାର ତିନୋଟି ପୌରପାଳିକା ଓ ଗୋଟିଏ ଏନ୍ଏସିରେ ନିର୍ବାଚନ ହୋଇଥିଲା। ବିଜେଡି ତିନୋଟି ପୌର ପରିଷଦ ହାସଲ କରି ଜିଲାରେ ବାଜିମାତ୍ କରିଥିବା ମର୍ଯ୍ୟାଦାପୂର୍ଣ୍ଣ ଜିଲା ମୁଖ୍ୟାଳୟ ପୌର…
ସୁନ୍ଦରଗଡ଼ରେ ବାଜିମାରିଲା ଭାଜପା
ସୁନ୍ଦରଗଡ଼,୨୬।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ପୌର ନିର୍ବାଚନରେ ଭାଜପାର ତନୟା ମିଶ୍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀନୀ ରଞ୍ଜନା ପଣ୍ଡାଙ୍କୁ ପରାଜିତ କରିଛନ୍ତି। ସୁନ୍ଦରଗଡ଼ର ୧୯ଟି ଓ୍ବାର୍ଡରୁ ୧୧ଟିରେ ବିଜେଡି, ଭାଜପା ୭ ଓ ଜଣେ…

