ବସ୍ ଓଲଟି ୩୦ରୁ ଊର୍ଦ୍ଧ୍ୱ ଆହତ: ୨ ଗୁରୁତର
ଢେଙ୍କାନାଳ ଅଫିସ,୨୨।୩: ଢେଙ୍କାନାଳ ଜିଲା ସଦର ଥାନା ବଣସିଂମେଡିକାଲ ଛକ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ମା ସମଲେଈ ନାମକ ଏକ ଯାତ୍ରୀ ବାହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ବସ୍ରେ ଥିବା ପ୍ରାୟ ୪୦ ଜଣ…
ନିର୍ବାଚନ ହାରିବା ପରେ ପରିହାସ ଉଜାଡି ଦେଲା ସଂସାର
ପଦ୍ମପୁର,୨୨।୩(ଡି.ଏନ.ଏ.): ସ୍ତ୍ରୀଙ୍କ ପରାଜୟ ପରେ ପରିହାସ ସହି ନପାରି ଜୀବନ ହାରିଥିଲେ ସ୍ବାମୀ। ୧୦ ଦିନ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ସ୍ବାମୀଙ୍କ ଦଶାହରେ ଆଖି ବୁଜିଲେ ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ…
ସେବାୟତ ହତ୍ୟା ଘଟଣାରେ ପୁଣି ୪ ଜଣଙ୍କୁ ଧରିଲା ପୋଲିସ
ପୁରୀ ଅଫିସ,୨୨।୩(ବ୍ୟୁରୋ): ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ ବାପପୁଅଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ମଙ୍ଗଳବାର ପୁଣି ୪ ଜଣଙ୍କୁ ଅଟକ ରଖିଛି। ପୁରୀ ଏସ୍ପି କନଓ୍ବାର ବିଶାଲ ସିଂ ଏହି ସୂଚନା…
ସବୁ ବୁଥ୍ରେ କରାଯିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
କଟକ ଅଫିସ, ୨୨।୩: ଆସନ୍ତା ୨୪ରେ ପୌର ନିର୍ବାଚନ। ଏ ନେଇ ରାଜନୀତି ସରଗରମ ରହିଛି। ତେବେ କଟକ ମହାନଗର ନିଗମ ନିର୍ବାଚନ ଭୋଟିଂ ପାଇଁ ପ୍ରସ୍ତୁତ କଟକ କମିଶନରେଟ ପୋଲିସ। ସୁରୁଖୁରରେ ନିର୍ବାଚନ ସାରିବା ପାଇଁ ସୁରକ୍ଷା ଦୃଷ୍ଟିରୁ ୨୫…
ଲୁଟେରାଙ୍କଠୁ ମିଳିଲା ୨୨ ବୋଲେରୋ
ବଲାଙ୍ଗୀର ଅଫିସ,୨୨।୩: ଓଡ଼ିଶା-ଆନ୍ଧ୍ର ପ୍ରଦେଶରେ ସକ୍ରିୟ ବୋଲେରୋ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବଲାଙ୍ଗୀର ପୋଲିସ। ବଲାଙ୍ଗୀର ଏସ୍ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ୍ଡିପିଓ ତୋଫାନ ବାଗଙ୍କ ତତ୍ତ୍ୱାବଧାନରେ ବଲାଙ୍ଗୀର ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର…
ଭିତରକନିକାରେ ଚାଲିଲା ବ୍ୟାଟେରି ଚାଳିତ ବୋଟ୍
କେନ୍ଦ୍ରାପଡା ଅଫିସ, ୨୨।୩: ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାଟେରି ଚାଳିତ ବୋଟ୍ ସେବା ଆରମ୍ଭ ହୋଇଛି । ଫାଇବର ପ୍ଲାଷ୍ଟିକ୍ରେ ପ୍ରସ୍ତୁତ ବୋଟ୍ରେ ଇଞ୍ଜିନ ଓ ବ୍ୟାଟେରି ସଂଯୋଗ କରାଯାଇ ଏହାକୁ ପର୍ଯ୍ୟଟକଙ୍କ ଲାଗି ଉତ୍ସର୍ଗ କରାଯାଇଛି । ଏହାର ନାଁ…
ଜଙ୍ଗଲରେ ଲାଗିଛି ନିଆଁ
ଜମନକିରା,୨୨ା୩(ଏ.ଏନ୍.ଏ.): ଜମନକିରା ବ୍ଲକର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି। ବିଭାଗୀୟ ଅବହେଳା ଯୋଗୁ ମନୁଷ୍ୟକୃତ ବଣପୋଡି ଥମିବାର ନାଁ ଧରୁନି। ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷାକୁ ଦେବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବ୍ଲକର ବିଭିନ୍ନ ଗ୍ରାମରେ ଲୋକଙ୍କୁ ବନ…
ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ
କଟକ ଅଫିସ, ୨୨।୩ : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶର୍ମିଷ୍ଠା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଏହି…
ନିର୍ବାଚନୀ ସଭାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଟାର୍ଗେଟ
ଜୁନାଗଡ଼,୨୨।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ନୂଆବସ୍ଷ୍ଟାଣ୍ଡଠାରେ ଭାଜପାର ବିଶାଳ ନିର୍ବାଚନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଏମ୍ପି ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ଜୁନାଗଡ ଏନ୍ଏସି ଅଧ୍ୟକ୍ଷ…
ମା’ ତାରା ତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ
ପୁରୁଷୋତ୍ତମପୁର,୨୨।୩(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହୋଇଯାଇଛି। କରୋନା କଟକଣାରେ ଯାତ୍ରା ପରିଚାଳନା କରାଯାଉଛି। ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଗହଳିକୁ ନ ଆସିବାକୁ ଜିଲାପାଳ ଅନୁରୋଧ କରିଛନ୍ତି। ସୋମବାର ରାତି ସାଢେ ୧ଟାରେ…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ଭଦ୍ରକ ଅଫିସ,୨୨।୩: ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାସନୀ। ମଙ୍ଗଳବାର ଭିଜିଲାନ୍ସ ଟିମ୍ ଉମେଶଙ୍କ ଘରେ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି। ଆନନ୍ଦପୁର ସମେତ ଭଦ୍ରକ, ଭୁବନେଶ୍ବର ଚଢାଉ ଜାରି…
ମା’ ଛେଉଣ୍ଡ ଯାଆଁଳା ଶିଶୁଙ୍କୁ ସହାୟତା
ଢେଙ୍କାନାଳ ଅଫିସ, ୨୨ ।୩ ଯାଆଁଳା ସନ୍ତାନକୁ ଜନ୍ମ ଦେବାପରେ ଆଖିବୁଜିଲେ ମା’। ଜୀବନ କ’ଣ ଜାଣିବା ଆଗରୁ ଦୁଇ କୋମଳମତି ଛୁଆ ହୋଇଗଲେ ମାତୃହରା। ବାପା ମାନସିକ ଅନଗ୍ରସର ହୋଇଥିବାରୁ ଏହି ଦୁଇ କଅଁଳ ଶିଶୁ କେମିତି ବଞ୍ଚତ୍ବେ ତାହାକୁ…

