୧୫ ନୂତନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗୃହୀତ
ପାରାଦୀପ,୨୩ା୪(ସ୍ବ.ପ୍ର.): ପାରାଦୀପ ପୌର ପରିଷଦ ପକ୍ଷରୁ ଶୁକ୍ରବାର କାଉନ୍ସିଲର ବୈଠକ ବସିଥିଲା। ଚଳିତବର୍ଷ ପୌର ନିର୍ବାଚନ ପରେ ଏହା ପ୍ରଥମ ବୈଠକ ଥିଲା। ଏଥିରେ ନବନିର୍ବାଚିତ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ଛବିଲତା ରାଉତ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ପୌର…
ଜମି ଅଧିଗ୍ରହଣ ତ୍ୱରାନ୍ବିତ ଉପରେ ଗୁରୁତ୍ୱ
ମାଲକାନଗିରି/କୋରାପୁଟ/ଜୟପୁର,୨୩ା୪(ଡି.ଏନ୍.ଏ./ସ୍ବ.ପ୍ର./ନି.ପ୍ର.): ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନିକିଆ କୋରାପୁଟ-ମାଲକାନଗିରି ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବିଶାଖାପାଟଣାରୁ ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ କୋରାପୁଟ ଷ୍ଟେଶନରେ ପହଞ୍ଚତ୍ବା ପରେ ତାଙ୍କୁ…
ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ: ର଼୍ୟାଗିଂ ସନ୍ଦେହ
ବଲାଙ୍ଗୀର ଅଫିସ, ୨୩ା୪: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରାବାସର ୫ ମହଲା ଛାତ ଉପରୁ ଖସି ପଡି ଶୁକ୍ରବାର ଜଣେ ପ୍ରଥମ ବର୍ଷ ଡାକ୍ତରୀ (ଏମବିବିଏସ୍) ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହରିୟାଣା ରାଜ୍ୟ କରନାଲ…
କପିଳାସ ଅଭୟାରଣ୍ୟରେ ହେବ ଓଭରପାସ୍
ଢେଙ୍କାନାଳ ଅଫିସ୍, ୨୩।୪: ତଳେ ଯିବ ଟ୍ରେନ୍। ଉପରେ ଓଭରପାସ୍ ରାସ୍ତାଦେଇ ଚଳପ୍ରଚଳ କରିବେ ହାତୀ। ଫଳରେ ହ୍ରାସ ପାଇବ ରେଳଧାରଣାରେ ଟ୍ରେନ୍ ଧକ୍କାଜନିତ ହାତୀମୃତ୍ୟୁ। ହାତୀ ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଜିଲାର କପିଳାସ ଅଭୟାରଣ୍ୟରେ ଏଭଳି ଅଭିନବ ପ୍ରକଳ୍ପ କାମ…
୨୨୦ ପେଟି ବିଦେଶୀ ମଦ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ
ରମ୍ଭା,୨୨।୪: ୧୬ ନମ୍ବର ଜାତୀୟ ରାଜପଥରେ ରମ୍ଭା ପୋଲିସ ଯାନବାହାନ ଯାଞ୍ଚ ସମୟରେ ବ୍ରହ୍ମପୁରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ଟ୍ରକରୁ ବିଦେଶୀ ମଦ ଜବତ କରାଯାଇଛି। ଏକ ଟାଟା ଦଶ ଚକିଆ ଟ୍ରକ୍(ଓଡି – ୦୨, ଏଭି -୫୮୦୮)ରୁ ୨୨୦…
ସିପିଆଇ ପକ୍ଷରୁ ବିଦ୍ୟୁତ ଅଫିସ ଘେରାଉ
ରମ୍ଭା,୨୨।୪: ରାଜ୍ୟରେ ବିଦ୍ୟୁତ ଆବଣ୍ଟନ ଓ ଟାଟା ପାୱାରର ଲୁଚକାଳି ଖେଳକୁ ନେଇ ରାଜ୍ୟ ସିପିଆଇର ଡାକରା କ୍ରମେ ରମ୍ଭା ଶାଖା ସିପିଆଇ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବିଦ୍ୟୁତ ଅଫିସ ଘେରାଉ କରାଯାଇଛି। ଶତାଧିକ ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ଆସି ବିଦ୍ୟୁତ୍…
ଆସନ୍ତା ୨୯ରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଦର୍ଶନ
ପୁରୀ ଅଫିସ,୨୨।୪: ଆସନ୍ତା ୨୯ ତାରିଖରୁ ପଶ୍ଚିମଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା ରହିବ। ସେହିପରି ଚଳିତବର୍ଷ ଚନ୍ଦନଯାତ୍ରାରେ ଶ୍ରଦ୍ଧାଳୁ ସାମିଲ ହୋଇପାରିବେ। ଶୁକ୍ରବାର ନୀଳାଦ୍ରି ଭକ୍ତନିବାସରେ ଗଜପତି ମହାରାଜା ଦିବ୍ୟସିଂହ…
ଦୁର୍ଘଟଣା ପରେ ସର୍ଭେ ସଂସ୍ଥାର ଅଫିସରଙ୍କୁ ପିଟି ମାରିଥିଲେ, ଚଢ଼ାଉ କରି ୪ ଜଣଙ୍କୁ ବାନ୍ଧିଲା ପୋଲିସ
ବାଙ୍ଗିରିପୋଷି,୨୨।୪(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଜାତୀୟ ରାଜପଥ ୪୯ କତରା ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ର କରି ଉତ୍ୟକ୍ତ ଜନତା ଓ ସ୍ଥାନୀୟ ଗ୍ରାମବାସୀ ସ୍କର୍ପିଓରେ ଥିବା…
ଖବର ପ୍ରକାଶ ପାଇବା ପରେ ଦୃଷ୍ଟି ପଡ଼ିଲା; ସୌଭାଗ୍ୟ ପଡ଼ାରେ ଖୋଳା ହେଲା ନଳକୂପ
କୋକସରା,୨୨।୪(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ ପୋଡାଗୁଡା ପଞ୍ଚାୟତର ୱାର୍ଡ ନଂ-୧୨ରେ ଥିବା ସୋଭାଗ୍ୟ ପଡ଼ାରେ ନଳକୂପଟିଏ ନ ଥିବା ରୁ ବର୍ଷ ତମାମ ଜଳକଷ୍ଟ ଭୋଗୁଥିଲେ ପଡାବାସୀ। ଏନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ହେବାପରେ ବ୍ଳକ ଉପାଧ୍ୟକ୍ଷ…
ସୁନାପୁର ବ୍ଲୁଫ୍ଲାଗ ବିଚ୍ ପରିଦର୍ଶନ କରି ଅନୁଧ୍ୟାନ କଲେ ଜିଲାପାଳ
ଛତ୍ରପୁର,୨୨।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୁନାପୁର ସମୁଦ୍ର ବେଳାଭୂମିକୁ ବ୍ଲୁଫ୍ଲାଗ ବିଚ୍ ଭାବେ ପରିଣତ କରାଯାଉଛି। ଏହି କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସେଠାକୁ ଯାଇ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଆସନ୍ତା ୬ ମାସ…
୨୫ରେ ପୁଣି ଶ୍ରୀମନ୍ଦିର ବଜେଟ ବୈଠକ
ପୁରୀ ଅଫିସ,୨୨।୪: ପୁରୀ ଶ୍ରୀମନ୍ଦିର ପରିଚାଳନା ପାଇଁ ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆସନ୍ତା ୨୫ ତାରିଖରେ ପୁନର୍ବାର ବଜେଟ ବୈଠକ ବସିବ । ଆସନ୍ତା ଚନ୍ଦନ ଯାତ୍ରା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ସିଂହଦାର…
ପୂଜାରୀଙ୍କ ଉନ୍ମତ କାଣ୍ଡ: ମନ୍ଦିର ଲଗାଇଦେଲେ ନିଆଁ
ବ୍ରହ୍ମପୁର ଅଫିସ,୨୨।୪: ପୂଜାରୀଙ୍କ ଉନ୍ମତ୍ତ କାଣ୍ଡ। ମନ୍ଦିରକୁ ପୂଜା କରିବାକୁ ଆସି କଲ୍ୟାଣ ମଣ୍ଡପରେ ପଡ଼ିଥିବା ଦୁଇଟି ସୋଫାରେ ନିଆଁ ଲଗାଇ ଦେଇ ପଳାଇଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ବ୍ରହ୍ମପୁରରେ। ଶୁକ୍ରବାର ସକାଳୁ ଗେଟବଜ଼ାର କୁଠାରୀ ମନ୍ଦିରର…

