ଆମ ଜିଲା ଖବର

ରାୟଗଡ଼ା ପୌରାଞ୍ଚଳରେ ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆସୁନାହିଁ

ରାୟଗଡ଼ା ଅଫିସ,୨୦।୬: ରାୟଗଡ଼ା ସହରକୁ ସ୍ବଚ୍ଛ ଏବଂ ସୁନ୍ଦର କରିବାକୁ ପୌର ପରିଷଦ ଜରିଆରେ ଅର୍ଥ ଖର୍ଚ୍ଚ ହେଉଛି। ତଥାପି ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆସିପାରୁନାହିଁ। ସାମାନ୍ୟ ବର୍ଷା ହେଲେ ପୌରାଞ୍ଚଳର ବିଭିନ୍ନ ସାହିରେ ଆଣ୍ଠୁଏ ଉଚ୍ଚତାରେ ପାଣି ଜମିରହୁଛି। ବର୍ଷାଦିନ…

ସ୍ବାବଲମ୍ବୀ ହେବାକୁ ସଂକଳ୍ପ

କାମାକ୍ଷାନଗର, ୨୦।୬: ‘କୋଇ ଧନ୍ଦା ଛୋଟା ନହିଁ ହୋତା, ଔର ଧନ୍ଦା ସେ ବଡ଼ା କୋଇ ଧର୍ମ ନହିଁ ହୋତା’। ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ଙ୍କ ଏହି ଚର୍ଚ୍ଚିତ ଡାଏଲଗ୍‌ ଶୁଣିବାକୁ ମିଳିଥିଲା ତାଙ୍କ ସୁପରହିଟ୍‌ ସିନେମା ‘ରଇସ୍‌’ରେ। ୨୦୧୭ରେ ଦର୍ଶକଙ୍କ…

ଉଚ୍ଛେଦ ହେଲା ଜବରଦଖଲ

ଅନୁଗୋଳ ଅଫିସ,୨୦।୬: ଅନୁଗୋଳ ପୌରାଞ୍ଚଳ ଓ୍ବାର୍ଡ ନଂ. ୧୧ରୁ ରବିବାର ପୂର୍ବାହ୍ନରେ ଜବରଦଖଲ ଉଚ୍ଛେଦ ହୋଇଛି। ହାଟଛକଠାରୁ ଖଲାରୀ ଯିବା ରାସ୍ତାରେ ଥିବା ଅଭିରାମ ପରମହଂସ ମଠ ଓ ତା ପରିସରରେ ଜାଗାକୁ ଦଲାଲମାନ ବିକ୍ରି କରିଥିଲେ। ଏ ନେଇ ଅନୁଗୋଳ…

ଅଧାରୁ ଅଧିକ ପଦବୀ ଖାଲି

ଅନୁଗୋଳ ଅଫିସ,୨୦।୬: ଡାକ୍ତର ନିଯୁକ୍ତି କ୍ଷେତ୍ରରେ ଅନୁଗୋଳ ଜିଲାକୁ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ ହେଉଛି। ଜିଲାର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ଅଧାରୁ ଅଧିକ ପଦବୀ ଫାଙ୍କା ପଡ଼ିଥିବାବେଳେ ଗତ ଶନିବାର ରାଜ୍ୟରେ କରାଯାଇଥିବା ଡାକ୍ତର ବଦଳିରେ…

ମନ୍ତ୍ରୀଙ୍କ ନାଁ କହି ଠକେଇ: କିନ୍ନର ଗିରଫ

ପୁରୁଷୋତ୍ତମପୁର,୨୦।୬(ଡି.ଏନ୍‌.ଏ.): ବର୍ତ୍ତମାନର ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀଙ୍କ ନାଁ କହି ଜଣେ ରାଜନୈତିକ ବ୍ୟକ୍ତି ତଥା ହୋଟେଲ ମାଲିକଙ୍କଠାରୁ ୭୦ ହଜାର ଟଙ୍କା ଠକେଇ ହୋଇଛି। ଟଙ୍କା ଠକେଇ ଅଭିଯୋଗରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ବୌଦ୍ଧରୁ କିନ୍ନର ସଂଘ ସଭାପତି…

ବର୍ଷା ହେଲେ ବିଚ୍ଛିନ୍ନ

ବଇଣ୍ଡା,୨୦।୬(ଡି.ଏନ.ଏ.): ୨୭ ବର୍ଷ ତଳେ ବାସଧରା ଯୋର ଉପରେ ନିର୍ମାଣ ହୋଇଥିଲା ପୋଲ। ହେଲେ ଏହାର ରକ୍ଷଣାବେକ୍ଷଣ ହେଲାନାହିଁ କି ମରାମତି କରାଗଲା ନାହିଁ। ଫଳରେ ଏହି ପୋଲ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରି କି ପ୍ରତିବର୍ଷ ବର୍ଷା ଦିନେ ଏହି…

୧୨ ସଇରାତରେ ୧୪୪ ଜାରି

ଜଳେଶ୍ୱର, ୨୦।୬(ଡି.ଏନ୍‌.ଏ.): ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ହଜାର ହାଜର ଟ୍ରକ ଓ ଟ୍ରାକ୍ଟରରେ ବାଲି ବିନା ରୟାଲିଟିରେ ଉତ୍ତୋଳନ ହୋଇ ବେଆଇନ ଭାବେ ବିକ୍ରି ହୋଇ ଆସୁଛି ା ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ କେତେକ ସ୍ଥାନରେ…

ତାରାତାରିଣୀଙ୍କ ଦର୍ଶନକରି ପୂଜାକଲେ ୩ ଅଧିକାରୀ

ପୁରୁଷୋତ୍ତମପୁର,୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ନୂତନ ଭାବେ ଯୋଗଦେଇଥିବା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପିଡି ଭି.କୀର୍ତ୍ତିଭାସନ ଏବଂ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ. ସୋନାଲ ସୋମବାର ମା’ତାରା ତାରିଣୀଙ୍କ ଦର୍ଶନକରି ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ଜିଲାପାଳ ମନ୍ଦିରର ସମସ୍ତ କାର୍ଯ୍ୟ…

ଦିବ୍ୟାଙ୍ଗ ଶିକ୍ଷକ ପରିବାରକୁ ବାସନ୍ଦ

ଛତ୍ରପୁର,୨୦।୬(ଡି.ଏନ.ଏ): ଗଞ୍ଜାମ ବ୍ଲକରେ ପୁଣି ଏକ ବାସନ୍ଦ ଘଟଣା ସାମନାକୁ ଆସିଛି। ଗାଁରେ ସାମାଜିକ ବାସନ୍ଦ ହୋଇଥିବା ଜଣେ ଦିବ୍ୟାଙ୍ଗ ଶିକ୍ଷକ ନ୍ୟାୟ ପାଇଁ ରବିବାର ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ହେଉଛନ୍ତି ରମ୍ଭା ଥାନା ଅଧୀନ ତାରିଣୀପଲ୍ଲୀ ଗାଁର…

ଲୋକଙ୍କ ସେବାରେ ଆସୁନି ସ୍ବଚ୍ଛ ପାନୀୟ ଜଳ ଯୋଗାଣ

ନୂଆଗଡ଼,୨୦।୬: ନୂଆଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଥିବା ବେଳେ ଏଠାରେ ବିଭିନ୍ନ ସ୍ଥାନରେ ମେଶିନ ଲଗାଇ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ସେବା ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ଅଚଳ ଅବସ୍ଥାରେ…

ଅନ୍‌ଲାଇନରେ ଔଷଧ ବିକ୍ରି ନିଷେଧ, ୦% ଜିଏସ୍‌ଟି ଦାବି

ବ୍ରହ୍ମପୁର ଅଫିସ,୨୦।୬: ଓଡ଼ିଶା ସେଲ୍‌ସ ରିପ୍ରେଜେଣ୍ଟିଭ ୟୁନିୟନ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ରବିବାର ବ୍ରହ୍ମପୁର ସହରରେ ଏକ ବାଇକ୍‌ ଶୋଭାଯାତ୍ରା ହୋଇଥିଲା। ଏଥିରେ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍‌ଠାରୁ ବାହାରି ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଏକ ପଥପ୍ରାନ୍ତ ସଭା ଆୟୋଜିତ…

୩ ପ୍ରାଣୀ ଚିକିତ୍ସାଳୟରେ ଝୁଲୁଛି ତାଲା

କୁଆମରା,୨୦।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସକ ନ ଥିବାରୁ ଗୋ-ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ବ୍ଲକ ପ୍ରାଣୀ ଚିକିତ୍ସାଳୟ ଅଧୀନରେ କୁଶଳଦା, ଜୟୀଦା, ପଶୁଦା, ବରଡିହି ଓ ଆରପଟାରେ ଏଲ୍‌ଆଇ ସେଣ୍ଟର କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?